Browsing Category

ନ୍ୟୁଜ୍

ଅଭିଯୋଗ ଘେରରେ ରାପର ହନି ସିଂ, ଇଭେଂଟ ମ୍ୟାନେଜରଙ୍କୁ ମାଡପିଟ ଧମକ ଅଭିଯୋଗ ପରେ ପୁଲିସ ଷ୍ଟେସନରେ ମାମଲା ରୁଜୁ

କନକ ବ୍ୟୁରୋ : ବ୍ରାଉନ ରଙ୍ଗ, ଦେଶୀ କଲାକାର, ଲୁଙ୍ଗୀ ଡ୍ୟାନ୍ସ, ବ୍ଲୁ-ଆଇଜ୍ ଭଳି ଏକାଧିକ ସୁପରହିଟ୍ ଗୀତ ଭେଟିଦେଇଥିବା ପପୁରାଲ ର୍ୟାପର ହନି ସିଂ ଏବେ ବିବାଦରେ ଛନ୍ଦି ହୋଇଛନ୍ତି । ସିଙ୍ଗରଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଅପହରଣ ଓ ମାରପିଟ୍ ଭଳି ସଙ୍ଗୀନ ମାମଲା । ଅଭିଯୋଗ ମୁତାବକ, ହନି ସିଂ…
Read More...

ସାକେତ କୋର୍ଟରେ ଫୁଟିଲା ଗୁଳି, ମହିଳାଙ୍କୁ ଗୋଡେଇ ଗୋଡେଇ ଗୁଳିମାଡ କଲେ ଦୁବୁର୍ତ

କନକ ବ୍ୟୁରୋ : ପ୍ରତିଦିନ ପରି ଶୁକ୍ରବାର ମଧ୍ୟ ଦିଲ୍ଲି ସାକେତ କୋର୍ଟ ସମୟ ଅନୁସାରେ ଖୋଲିଥିଲା । ଆଜି ବି ସମାନଧରଣର ଗହଳି, ଚଳପ୍ରଚଳ ଦେଖିବାକୁ ମିଳିଥିଲା । ହଠାତ ଏହି ସମୟରେ କୋର୍ଟ ପରିସରରେ ଶୁଭେ ଗୁଳିଫୁଟିଲା । କେହି କିଛି ବୁଝିବା ଆଗରୁ ଆଖି ସାମ୍ନାରେ ଘଟେ ଏହି ଲୋମଟାଙ୍କୁରା ଘଟଣା ।…
Read More...

ପାଣି ପାଇଁ ରାସ୍ତାରୋକ: ମାସେ ହେଲା ଗାଁରେ ମିଳୁନି ପ୍ରକଳ୍ପ ପାଣି

କନକ ବ୍ୟୁରୋ: ପାଣି ପାଇଁ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ । ଗାଁରେ ପାଣି ଟାଙ୍କି ଥାଇ ବି ମାସେ ହେଲା ପିଇବା ପାଣି ମିଳୁନାହିଁ । ତେଣୁ ଗରାବାଲଟି ଧରି ୪୦ ଡିଗ୍ରୀ ଖରାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରେଇ ଗାଁର ଲୋକେ । ରାସ୍ତାରୋକ ଯୋଗୁଁ ଆସିକାରୁ…
Read More...

କନକ ନ୍ୟୁଜ ପ୍ରଭାବ: ଖବର ପ୍ରସାରଣର ୧୫ ଘଣ୍ଟା ଭିତରେ ଚେତିଲା ପ୍ରଶାସନ, ଢେଙ୍କାନାଳ ଜିଲ୍ଲାର କିଡନୀ ରୋଗରେ ପ୍ରଭାବିତ…

କନକ ବ୍ୟୁରୋ: କନକ ନ୍ୟୁଜ ପ୍ରଭାବ । ଖବର ପ୍ରସାରଣର ୧୫ ଘଂଟା ଭିତରେ କୀଡନି ରୋଗ ବ୍ୟାପୁଥିବା ଅଂଚଳରେ ପହଂଚିଲା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଓଡାପଡା ବ୍ଲକର ବିଭିନ୍ନ ଗାଁରେ ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି । ଦୂଷିତ ପିଇବା ପାଣି…
Read More...

ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ପାଇଁ ବଢିଲା ଅଡୁଆ, ଜେରା ପାଇଁ ସିବିଆଇ ପଠାଇଲା ନୋଟିସ

କନକ ବ୍ୟୁରୋ : ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁଲୱାମା ଆଟାକ ଉପରେ ଖୁଲାସା କରିଥିବା ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପାଇଁ ଅଡୁଆ ବଢିଛି । ତାଙ୍କୁ ଏବେ ସିବିଆଇ ସମନ କରିଥିବା ନିଜେ ସତ୍ୟପାଲ ମଲ୍ଲିକ କହିଛନ୍ତି । ଏନେଇ ଏବେ ଜାତୀୟ ଗଣମାଧ୍ୟମରେ ଖବର…
Read More...

ବାଲିଆପାଳରେ ବାଲିମାଫିଆଙ୍କୁ ସାବାଡ କଲେ ତହସିଲଦାର। ସୁବର୍ଣ୍ଣରେଖା ନଦୀରୁ ବାଲି ଚୋରାଚାଲାଣ ପାଇଁ ମାଫିଆ କରିଥିିଲେ…

କନକ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରେ ବେଆଇନ୍ ବାଲି ଚାଲାଣ ରୋକିବାକୁ ବହୁ ଚେଷ୍ଟା କଲା ପ୍ରଶାସନ । ଅନେକଥର ବାଲିମାଫିଆଙ୍କଠାରୁ ଜରିମାନା ଆଦାୟ କରିବା ସହ ତାଗିଦ୍ ମଧ୍ୟ କଲେ, ହେଲେ କିଛି ଫରକ ପଡିଲା ନାହିଁ । ଦିନ ରାତି ଡଙ୍ଗା ସାହାଯ୍ୟରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବାଲି ଉଠାଇ…
Read More...

ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଅସନ୍ତୋଷ। ସଭା ଅଧାରୁ ଉଠି ଚାଲିଗଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର।

କନକ ବ୍ୟୁରୋ: ସଭା ମଝିରୁ ଉଠିଗଲେ ବିଧାୟକ । ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକ ଅଧାରୁ ଉଠିଚାଲିଗଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ବୈଠକରେ ଆଲୋଚନା କମ୍ ଅଯଥା କଥାରେ ଗପସପ ବେଶୀ ହେଉଥିଲା, ତେଣୁ ଧର୍ଯ୍ୟ ରହିଲା ନାହିଁ, ଉଠି ଚାଲି ଆସିଲେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା…
Read More...

ଏପ୍ରିଲ ୨୨ ତାରିଖରୁ ଜୀ-ସାର୍ଥକର ‘ରଜ କୁଇନ-ଉଡିଯା… ଆକାଶଟା ତୋର’, ଶନିବାର ଓ ରବିବାର ରାତି ୯.୩୦ ରେ ହେବ…

କନକ ବ୍ୟୁରୋ :  ବହୁ ପ୍ରତିକ୍ଷିତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଲୋକପ୍ରିୟ ରିଏଲିଟି ସୋ 'ରଜ କୁଇନ୍‌ ' ଏପ୍ରିଲ୍ ୨୨ ରୁ ପ୍ରତେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହେବ ରାଜ୍ୟର ଏକ ନମ୍ବର ମନୋରଂଜନ ଚ୍ୟାନେଲ ଜୀ-ସାର୍ଥକ ରେ । ୧୧ ବର୍ଷରେ ପଦାର୍ପଣ କରୁଥିବା…
Read More...

ହାତଗୋଡ ନାହିଁ ପାଟିରେ ଚିତ୍ର ଆଙ୍କୁଛନ୍ତି ବଲାଙ୍ଗୀରର ପାୟଲ ନାଗ: ପୂର୍ବରୁ ପାୟଲଙ୍କୁ ପ୍ରଶଂସା କରିଥିଲେ…

କନକ ବ୍ୟୁରୋ: ଦୁର୍ଘଟଣା ଡରେଇ ପାରିନି ବରଂ କୁନି ଝିଅକୁ ଆହୁରି ଶକ୍ତ କରିଛି । ଦୁର୍ଘଟଣାରେ ହାତଗୋଡ ହରେଇ ବି ହାରି ନାହାନ୍ତି ବଲାଙ୍ଗୀର ପାର୍ବତୀ ଗିରି ଆଶ୍ରମର ଅନ୍ତେବାସୀ ପାୟଲ ନାଗ । ବରଂ ସେ ଜୀବନ ଯୁଦ୍ଧରେ ଜଣେ ଦକ୍ଷ ସୈନ୍ୟ ଭଳି ଲଢେଇ କରିଛନ୍ତି । ଆଉ ଗୋଟିଏ ପରେ ଗୋଟିଏ ସଫଳତା…
Read More...

ଜଳ ସମସ୍ୟା ଖବର ଭିତରେ ଆସିଲା ଭଲ ଖବର: ମାଥିଲିରେ ପାହାଡି ଝରରୁ ପାଣି ସଂଗ୍ରହ କରି ଗାଁ ଲୋକଙ୍କୁ ଯୋଗାଇଦେଲେ ପଞ୍ଚାୟତ…

କନକ ବ୍ୟୁରୋ: ଝରରୁ ଜଳଉତ୍ସ । ପାହାଡି ଗାଁରେ ହାତ ପାହାନ୍ତାରେ ପହଂଚିଲା ପାଣି । ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଜଳ ସମସ୍ୟାରୁ ମୁକୁଳିଲେ ପାହାଡି ମଣିଷ । ଦିନେ ଯେଉଁଠି ପ୍୍ରଶାସନର ସବୁ ଚେଷ୍ଟା ଫେଲ ମାରିଥିଲା ଏବେ ପଂଚାୟତ ପିଇଓଙ୍କ ବୁଦ୍ଧି କାମ କରିଛି । ଝରରୁ ପାଣି ଆଣି ଗାଁ…
Read More...