Browsing Category

ନ୍ୟୁଜ୍

ପିଲାଙ୍କ ପାଇଁ ବିପଦ ଘର ଭିତର ପ୍ରଦୂଷଣ। ମାନସିକ ବିକାଶରେ ସୃଷ୍ଟି କରୁଛି ବାଧା

କନକ ବ୍ୟୁରୋ: ଇଣ୍ଡୋର ପଲ୍ୟୁସନ୍ ବା ଘର ଭିତର ପ୍ରଦୂଷଣ ପାଇଁ ପିଲାଙ୍କ ମାନସିକ ବିକାଶ ଯେମିତି ହେବା କଥା ସେମିତି ହୋଇପାରୁନାହିଁ । ଘର ଭିତର ପ୍ରଦୂଷଣ ପିଲାଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । ଏଭଳି ଏକ ସାଂଘାତିକ୍ ତଥ୍ୟ ଏବେ ସାମ୍ନାକୁ ଆସିଛି । ଏକ ବିଶ୍ଳେଷଣରୁ ଜଣାପଡିଛି ଘର…
Read More...

ନକଲି ସାର୍ଟିଫିକେଟ୍ ରୋକିବ ଏଡୁ ଲକର! ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିକ୍ ଆଇ.ଡି.

କନକ ବ୍ୟୁରୋ: କିଛିଦିନ ହେଲା ଜାଲ ସାର୍ଟିଫିକେଟକୁ ନେଇ ରାଜ୍ୟରେ ତମ୍ବିତୋଫାନ ହେଉଛି । ବଲାଙ୍ଗୀରରୁ ବିହାର, ଉତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି ଏହି ଜାଲିଆତିର ଚେର । ତେବେ ଏହି ଜାଲ ସାର୍ଟିଫିକେଟ ଉପରେ ରୋକ ଲଗାଇବ କେନ୍ଦ୍ର ସରାକରଙ୍କ ଏଡୁ ଲକର । ଜାତୀୟ ଶିକ୍ଷାନୀତିରେ ତିନିବର୍ଷରୁ…
Read More...

ସତ ଲୁଚାଇବା ପାଇଁ ଚାଲାଖି କରୁଛି ଛତିଶଗଡ଼। ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଖୋଲିଲା ଗେଟ୍।

କନକ ବ୍ୟୁରୋ: ଅଣମୌସୁମୀ ଋତୁରେ ବ୍ୟାରେଜରେ ପାଣି ଅଟକାଇଥିବା ଛତିଶଗଡ଼, ଟ୍ରିବ୍ୟୁନାଲ୍ ଟିମ୍ ଗ୍ରସ୍ତ ପୂର୍ବରୁ ହଡ଼ବଡ଼େଇ ଯାଇଛି । ଦୁଇଟି ପର୍ଯ୍ୟାୟରେ ଖୋଲି ଦେଇଛି କଲମା ବ୍ୟାରେଜର ୨୦ଟି ଗେଟ୍ । ମେ’ ୧୦ ତାରିଖରେ ଟ୍ରିବ୍ୟୁନାଲ୍ ଟିମ୍ ଓଡ଼ିଶା ଆସିବାରେ ଅଛି, କାଳେ ସତ ଧରାପଡ଼ିଯିବ, ଗେଟ୍…
Read More...

ଛତିଶଗଡ ଅରନପୁର ଜଙ୍ଗଲରେ ମାଓ ଆକ୍ରମଣ। ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ।

କନକ ବ୍ୟୁରୋ: ଅରନପୁର ଜଙ୍ଗଲରେ ଲୁଚିଥିବା ମାଓବାଦୀଙ୍କ ଧରିବା ପାଇଁ, ସର୍ଚ୍ଚ ଅପରେସନ ସାରି ଦାନ୍ତେୱାଡା ଅଭିମୁଖେ ଫେରୁଥିଲେ ଡିଆରଜି ଯବାନ । ଫେରିବା ବାଟରେ ଜଙ୍ଗଲ ରାସ୍ତାରେ, ମାଓବାଦୀ ଖଞ୍ଜିଥିବା ଆଇଇଡିର ଶକ୍ତିଶାଳୀ ବିସ୍ଫୋରଣରେ ଉଡିଯାଇଥିଲା ଯବାନ ଭର୍ତି ଗାଡି । କେହି କିଛି ବୁଝିବା…
Read More...

ପୁଲିସ ଅଫିସର କହି ଲୁଟ କରୁଥିଲା ଅଭିଯୁକ୍ତ: ଅସଲ ପୁଲିସ ହାତରେ ଧରା ପଡିବା ପରେ ଚୋରୀ ବେଳର କାହାଣୀ କହିଲା ଲୁଟେରା

କନକ ବ୍ୟୁରୋ: ପୁଲିସ ଅଫିସର ସାଜି ଚୋରୀ କରୁଥିଲା ଚୋର । ନିଜକୁ ଜଣେ ପୁଲିସ ଅଫିସର କହି ଧମକ ଚମକ ଦେଉଥିଲା । ଡରେଇ ଧମକେଇ ମୋବାଇଲ ଲୁଟ କରୁଥିଲା ଲୁଟେରା । ପୁଲିସ ଅଫିସ କରି ଅପରାଧ ଘଟାଉଥିବା ଅଭିଯୁକ୍ତକୁ ଗିରଫ କରିଛି, ରାଉରକେଲା ବ୍ରାହ୍ମଣୀତରଙ୍ଗ ପୁଲିସ । ଅଭିଯୁକ୍ତ ଜଗନ୍ନାଥ ଭଗତ…
Read More...

ଅନାଥ ଭାଇ-ଭଉଣୀଙ୍କୁ ମିଳିଲା ପରିଚୟ: ନୂଆ ବାପାମାଆଙ୍କ ସହ ଯାଜପୁର ଶିଶୁ ଯତ୍ନ କେନ୍ଦ୍ରରୁ ପଶ୍ଚିମବଙ୍ଗ ଗଲେ ଅନାଥ…

କନକ ବ୍ୟୁରୋ: ଅନାଥ ଭାଇ ଭଉଣୀଙ୍କୁ ଆପଣାଇ ନେଲେ ବଙ୍ଗୀୟ ଦମ୍ପତି । ନୂଆ ପରିଚୟ ସହ ଯାଜପୁରରୁ ପଶ୍ଚିମବଙ୍ଗ ଯାଇଛନ୍ତି ଭାଇ-ଭଉଣୀ । ଅନାଥ ଫୁଲମଣୀ କିସ୍କୁ ଓ ଦେବେନ୍ଦ୍ର କିସ୍କୁଙ୍କୁ କେଳେଇ ନେଇଛନ୍ତି ପଶ୍ଚିମବଙ୍ଗ ହାୱାଡାର ବ୍ୟବସାୟୀ ବିଶ୍ୱରଂଜନ ମଲିକ ଓ ପତ୍ନୀ ରୀନା ମଲିକ । ଦୁଇ କୁନି…
Read More...

ଦୋକାନ ବନ୍ଦ ବେଳେ ମାରିଲା ବିଜୁଳି-ଘଡଘଡି: ଚାଲିଗଲା ଯୁବକଙ୍କ ଜୀବନ

କନକ ବ୍ୟୁରୋ: ବର୍ଷା-ପବନ ଆସୁଛି ଦେଖି ଦୋକାନ ବନ୍ଦ କରୁଥିଲେ, ହେଲେ ଜାଣିନଥିଲେ ଦୋକାନ ବନ୍ଦ ବେଳେ କାଳ ହେବ ବଜ୍ରପାତ । ଦୋକାନରେ ତାଲା ପକାଇବା ବେଳେ ମାଡିବସିବ ଯମ । ବଜ୍ରପାତରେ ଯୁବକଙ୍କ ଜୀବନ ଚାଲିଯାଇଛି । ଭୁବନେଶ୍ୱରର ଅନ୍ଧାରୁଆ କଳିଙ୍ଗଷ୍ଟୁଡିଓ ଛକରେ ଗତକାଲି ଏମିିତି ଏକ ଦୁଃଖଦ…
Read More...

ନବରଙ୍ଗପୁର ଉମରକୋଟରେ ଡାକ୍ତର ବଦଳିକୁ ନେଇ ରାଜନୀତି: ଡାକ୍ତର ବଦଳି ଦାବି କରି ଧାରଣା ଦେଇଛି କଂଗ୍ରେସ

କନକ ବ୍ୟୁରୋ: ଡାକ୍ତର ବଦଳିକୁ ନେଇ ରାଜନୀତି, କଂଗ୍ରେସ ବଦଳି ଦାବି କରୁଥିବା ବେଳେ ବଦଳିକୁ ବିରୋଧ କରୁଛି ନାଗରିକ ମଂଚ । ଡାକ୍ତରଙ୍କ ବଦଳି ଦାବି କରି ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ କଂଗ୍ରେସ ଧାରଣା ଦେଇଥିବା ବେଳେ ଅପରପକ୍ଷେ ଆଶା କର୍ମୀ ସଂଘ ଓ ଉମରକୋଟ ନାଗରିକ ମଂଚ…
Read More...

କିଏ ଚଳାଉଛି ସୁଶାନ୍ତସିଂ ରାଜପୁତଙ୍କ ଟ୍ୱିଟର ଆକାଉଣ୍ଟ ? ବ୍ଲୁ ଟିକ୍ ପାଇଁ କିଏ ଭରିଲା ୬୫୦ ଟଙ୍କା ?

କନକ ବ୍ୟୁରୋ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛର କାରଣ ଏବେ ବି ରହସ୍ୟ ଘେରରେ ରହିଛି । ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ସ୍ପଷ୍ଟ ହୋଇପାରି ନାହିଁ । ହେଲେ ସୁଶାନ୍ତଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟି ନଥିବା ବେଳେ ପୁଣି ଏକ ରହସ୍ୟ ଏବେ…
Read More...

‘ଯବାନଙ୍କ ବଳିଦାନ ସବୁଦିନ ମନେରହିବ’, ଆକ୍ରମଣ ଘଟଣାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ ।

କନକ ବ୍ୟୁରୋ: ଛତିଶଗଡରେ ବଡଧରଣର ନକ୍ସଲ ଆକ୍ରମଣ ଘଟଣା । ଆକ୍ରମଣ ଘଟଣାକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଯବାନଙ୍କ ବଳିଦାନ ସବୁଦିନ ମନେରହିବ । Strongly condemn the attack on the Chhattisgarh police in Dantewada. I pay my tributes to the brave personnel…
Read More...