Browsing Category

ନ୍ୟୁଜ୍

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୫ ଯବାନ ସହିଦ

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ପୁଣି ସହିଦ ହେଲେ ଯବାନ । ଆତଙ୍କବାଦୀ ଆକ୍ରମଣରେ ଆଜି ଦେଶର ଆଉ ୫ ଜଣ ଯବାନ ସହିଦ ହୋଇଛନ୍ତି । ରଜୌରୀରେ ହୋଇଛି ଏହି ଆତଙ୍କୀ ଆକ୍ରମଣ । ଯେଉଁଥିରେ ଦେଶର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହେବା ସହିତ ୫ ଜଣ ଯବାନ ସହିଦ ହୋଇଛନ୍ତି । In the…
Read More...

ବିଜେପି ରାଜ୍ୟରେ ସୃଷ୍ଟି କରୁଛି ଅଶାନ୍ତ ବାତାବରଣ, ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପିର ହିଂସା ରାଜନୀତିକୁ ଘୃଣା…

କନକ ବ୍ୟୁରୋ : ଓଡ଼ିଶାରେ ବିଜେପି ଅଶାନ୍ତ ବାତାବରଣ ସୃଷ୍ଟି କରୁଛି । ବିଜେପି ବଛା ବଛା ଲୋକଙ୍କୁ ଆଣୁଛନ୍ତି ଯେଉଁମାନଙ୍କର ଅପରାଧ ରେକର୍ଡ ରହିଛି, ହେଲେ କୁମ୍ଭୀର କାନ୍ଦଣା କାନ୍ଦି ହିଂସା ସହ ଓଡ଼ିଶାକୁ ଯୋଡି ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି । କିଛି ଏଭଳି କହି ବିଜେପିକୁ…
Read More...

ମୋଦୀଙ୍କ ଭାଷଣରେ ‘ଦ କେରଳ ଷ୍ଟୋରୀ’ ଫିଲ୍ମର କଥା । କଂଗ୍ରେସକୁ ଜୋରଦାର୍ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ । କହିଲେ,…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି । କର୍ଣ୍ଣାଟକର ବେଲାରୀରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ଏହି ସମୟରେ ସେ ଫିଲ୍ମ ‘ଦି କେରଳ ଷ୍ଟୋରୀ’ର ମଧ୍ୟ ଉଲ୍ଲେଖ…
Read More...

ଝାରସୁଗୁଡା ଉପ ନିର୍ବାଚନ: ହିଂସା ନେଇ ବିଜେଡିର ଅଭିଯୋଗ ପରେ, କାଉଣ୍ଟର କଲା ବିଜେପି ।

କନକ ବ୍ୟୁରୋ: ଝାରସୁଗୁଡାରେ ହିଂସା କରୁଛି ବିଜେପି । ଏନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଭାରତୀୟ ଜନତା ପାର୍ଟିର ଦୁଇଟି ଆୟୁଧରୁ ଗୋଟିଏ ହେଉଛି ମିଛ ଆଉ ଅନ୍ୟଟି ହେଉଛି ହିଂସା । ଝାରସୁଗୁଡାରେ ହାରିବା ସୁନିଶ୍ଚିତ ଜାଣିବା ପରେ ହିଂସା ଆରମ୍ଭ କରିଦେଇଛି ବିଜେପି ବୋଲି ବିଜେଡି…
Read More...

ଝାରସୁଗୁଡା ଉପ ନିର୍ବାଚନରେ ଆଦିବାସୀ ଭୋଟ୍ ଉପରେ ଆଖି । କାହା ପାଖକୁ ଯିବ ଅଘ୍ରିଆ ସମାଜର ଭୋଟ୍ ?

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ରାଜନୈତିକ ଦଳଗୁଡିକର କସରତ ସେତିକି ଜୋରଦାର ହେବାରେ ଲାଗିଛି । ବିଶେଷ କରି ଆଦିବାସୀ ଭୋଟ୍ ହାତେଇବାକୁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଝାରସୁଗୁଡା ଜିଲ୍ଲାରେ ପ୍ରାୟ…
Read More...

ଭୁବନେଶ୍ୱରରେ କନେସନଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ସୃଷ୍ଟି ହେବ ନିଯୁକ୍ତି,…

କନକ ବ୍ୟୁରୋ : ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନେସନଟ୍ରିକ୍ସ ବିପିଓକୁ ଭୁବନେଶ୍ୱରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ କନେସନଟ୍ରିକ୍ସର ଏହି କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା ଫଳରେ ରାଜ୍ୟର ଅର୍ଥନୀତି ଅଧିକ ତ୍ୱରାନ୍ୱିତ…
Read More...

ମଧ୍ୟପ୍ରଦେଶରୁ ଆସିଲା ଲୋମ ଟାଙ୍କୁରା ଘଟଣା, ଜମିଜମା ବିବାଦରୁ ଗୋଟିଏ ପରିବାରର ୬ଜଣଙ୍କୁ ଗୁଳିକରି ହତ୍ୟା

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମୁରେନାରୁ ଆସିଛି ଲୋମଟାଙ୍କୁରା ଘଟଣା । ଏଠାରେ ଜମି ଜମା ବିବାଦକୁ ନେଇ ଗୋଟିଏ ପରିବାରର ୬ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାସହ ଦୁଇଜଣ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ମୁରେନାର ସିଂହୋନିଆ ଥାନା ଅର୍ନ୍ତଗତ…
Read More...

ବାଘୁଆଁ ଗାଁରେ ଦିନ ଦ୍ୱିପ୍ରହରରେ ବୁଲୁଛି ଦନ୍ତା : ଭୟରେ ପଡ଼ିଲା ତାଟି କବାଟ; ଘଉଡାଇବାକୁ ବନ ବିଭାଗ ଟିମ୍ ନାକେଦମ୍

କନକ ବ୍ୟୁରୋ : ଦିନ ଦ୍ୱିପହରରେ ଗାଁ ଭିତରେ ପଶିଲା ଦନ୍ତା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ । ଯାହା ଫଳରେ ଭୟରେ ଲୋକଙ୍କ ତାଟିକବାଟ ପଡିଯାଇଛି । ଆତଙ୍କିତ ଅବସ୍ଥାରେ ଲୋକମାନେ ଦିନ ବିତାଉଛନ୍ତି…
Read More...

ମାଲକାନଗିରିରେ ପୁଷ୍ପା-ଟୁ ଟିମ୍ : ଜଙ୍ଗଲ ଘେରା ପାହାଡ଼ରେ ଆରମ୍ଭ ହେଲା ସୁଟିଂ; ଜୁଲାଇରେ ଆସିବେ ଅଲ୍ଲୁ ଅର୍ଜୁନ

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ଫିଲ୍ମ ପୁଷ୍ପା -୨ର ସୁଟିଂ । ମାଲକାନଗିରିରେ ଫିଲ୍ମର ପୁରା ଟିମ୍ ପହଞ୍ଚି ଏହି ସୁଟିଂ କରୁଛି । ମାଲକାନଗିରିର ଜଙ୍ଗଲ, ପାହାଡ ଇଲାକାରେ ଫିଲ୍ମର ସୁଟିଂ କରାଯାଉଛି । ନିର୍ଦ୍ଦେଶକ ସୁକୁମାର , ପୋଲାଣ୍ଡରୁ ଆସିଥିବା ଡିଓପି କୁବା ମିରେସଲୋ ଓ…
Read More...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ

କନକ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି । ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ ଓଡ଼ିଶାରେ ପହଞ୍ଚିଛନ୍ତି । ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯାଇଛି । ଆସନ୍ତାକାଲି ଶନିବାର କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନାସନାଲ କନଫରେନ୍ସ ଅନ…
Read More...