Browsing Category

ନ୍ୟୁଜ୍

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ : ପାସ୍ ହାର ୯୩ ଦଶମିକ ୧୨ ପ୍ରତିଶତ

କନକ ବ୍ୟୁରୋ : ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ସିବିଏସଇ ଦଶମ ପାସ ହାର ୯୩.୧୨ ପ୍ରତିଶତ ରହିଛି । ଭୁବନେଶ୍ୱର ରିଜିଅନ ପାସ୍ ହାର ୯୩.୬୪ ପ୍ରତିଶତ ରହିଛି । ତ୍ରିବେନ୍ଦ୍ରମ୍ ରିଜିଅନ ୯୯.୯ ପ୍ରତିଶହ ସହ ଶୀର୍ଷରେ ରହିଛନ୍ତି । ସେପଟେ,…
Read More...

ଲାଞ୍ଚ କାରବାରର ଗୁମର ଖୋଲିଲେ ଆଦିବାସୀ ମହିଳା : ଅତିରିକ୍ତ ଜିଲ୍ଲାପାଳଙ୍କୁ ଡଙ୍ଗରିଆ ମହିଳାଙ୍କ ପ୍ରଶ୍ନ, ବାବୁ ଟଙ୍କା…

କନକ ବ୍ୟୁରୋ : ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଏହି ଜନଜାତିର ଉତଥାନ ପାଇଁ ସରକାରଙ୍କ ଏକାଧିକ ସଂସ୍ଥା କାର୍ଯ୍ୟ କରୁଛି । କିନ୍ତୁ ବାସ୍ତବରେ ସେମାନେ ସୁବିଧା ପାଉଛନ୍ତି କି ନାହିଁ ତାର ତଦାରଖ କରାଯାଉନି । ଫଳରେ ଗରିବ ଲୋକଟି ବହୁ ଅସୁବିଧାର ସାମ୍ନା…
Read More...

ଛାତ ଭାଙ୍ଗି ଘର ଭିତରେ ପଡିଲା ବିପଦ, ଆଶଂକାରେ ପରିବାର ଲୋକ

କନକ ବ୍ୟୁରୋ : ଗୋଟିଏ ପରିବାର ଏବେ ଆଶଂକା ଭିତରେ ରହିଛନ୍ତି । ସେମାନଙ୍କ ଆଶଂକା ବା ଭୟର କାରଣ ହେଉଛି ଗୋଟିଏ ପଥର । ଏହି ପଥର ଅଚାନକ ଛାତ ଭାଙ୍ଗି ତାଙ୍କ ଘର ଭିତରେ ପଡିଥିଲା । ପ୍ରଥମରୁ ଘର ଲୋକ ଏହାକୁ ପଥର ଭାବିନେଇଥିଲେ । ହେଲେ ଯେତେବେଳେ ବିଶେଷଜ୍ଞମାନେ ଯାଂଚ କରି ସ୍ପଷ୍ଟ କଲେ ଯେ ଏହା…
Read More...

ଝାରସୁଗୁଡ଼ାରେ କାଲି ଗଣତି ପୂର୍ବରୁ କଡ଼ା ସୁରକ୍ଷା : ଷ୍ଟ୍ରଙ୍ଗ ରୁମରେ ଇଭିଏମ ଓ ଭିଭିପାଟ ମେସିନ; ୧୪ ଟେବୁଲରେ ହେବ…

କନକ ବ୍ୟୁରୋ : ଝାରସୁଗୁଡ଼ା ଉପବନିର୍ବାଚନ ପାଇଁ ମତଦନା ଶେଷ ହେବା ପରେ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷା ଭିତରେ ଇଭିଏମ ଏବଂ ଭିଭିପାଟ ମେସିନକୁ ରଖାଯାଇଛି । ଏହି ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟ୍ରଙ୍ଗ ରୁମକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟ୍ରଙ୍ଗ ରୁମର ସଂପୂର୍ଣ୍ଣ ଏରିଆ…
Read More...

ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା, ଥାନାରେ ହାଜର ହେଲେ ବ୍ରିଜଭୂଷଣ ସିଂ

କନକ ବ୍ୟୁରୋ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଛନ୍ତି । ଦିଲ୍ଲୀ ପୋଲିସ ତରଫରୁ ବ୍ରିଜଭୂଷଣଙ୍କ ବୟାନ ରେକର୍ଡ କରାଯାଇଛି । ଏହାସହ ପୋଲିସ ବ୍ରିଜଭୂଷଣଙ୍କୁ କିଛି ଡକ୍ୟୁମେଣ୍ଟ…
Read More...

ବାପା ହେବାକୁ ଦୌଡରାଣୀ ଦୂତୀ ଚାନ୍ଦଙ୍କ ଇଚ୍ଛା ! କନକ ନ୍ୟୁଜରେ କହିଲେ ନିଜର ମନର କଥା

କନକ ବ୍ୟୁରୋ : ବାପା ହେବାକୁ ଦୌଡରାଣୀ ଦୂତୀ ଚାନ୍ଦଙ୍କ ଇଚ୍ଛା ! କନକ ନ୍ୟୁଜରେ କହିଲେ ନିଜର ମନର କଥା । ଆଇଭିଏଫ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସେ ଇଚ୍ଛା ରଖିଛନ୍ତି । ସନ୍ତାନ ମୋତେ ବାପା ଓ ମୋନାଲିସାଙ୍କୁ ମା’ ଡାକିବ । ସେ ଆହୁରି ମଧ୍ୟ କହିଛନ୍ତି ଅନ୍ୟ ଝିଅଙ୍କ ସହ କଥା ହେଲେ…
Read More...

ଆଗାମୀ ୬ ଘଣ୍ଟାରେ ଅଧିକ ଭୟଙ୍କର ହେବ ବାତ୍ୟା ମୋକା, ଭାରତୀୟ ପାଣିପାଗ ବିଭାଗ କଲା ସତର୍କ

କନକ ବ୍ୟୁରୋ: ବାତ୍ୟା ମୋକାକୁ ନେଇ ଭାରତୀୟ ପାଣିପାଗ ବିଭାଗ ବଡ ସୂଚନା ଦେଇଛି । ଆଗାମୀ ୬ ଘଣ୍ଟାରେ ଏହି ବାତ୍ୟା ଘାତକ ରୂପ ଧାରଣ କରିବ । ଏହା ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟା ଲଗାତର ଉତ୍ତର-ଉତ୍ତର ପୂର୍ବଦିଗରେ ବଢିବାରେ ଲାଗିଛି । ବାତ୍ୟାର ଆଶଙ୍କାକୁ ନେଇ ଏନଡିଆରଏଫ…
Read More...

କେନ୍ଦ୍ରାପଡ଼ାକୁ ଫେରିଲେ ସାଂସଦ ଅନୁଭବ ମହାନ୍ତି : କହିଲେ, ଦୀର୍ଘ ଚାରି ବର୍ଷ ଧରି ଫ୍ୟାମିଲି ଫିଲ୍ମ ଦେଖୁଛନ୍ତି; ଏଥର…

କନକ ବ୍ୟୁରୋ : କେନ୍ଦ୍ରାପଡାକୁ ଫେରିଲେ ସାଂସଦ ଅନୁଭବ ମହାନ୍ତି । ଅନୁଭବ କୁଆଡେ ଗଲେ ତାକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରାପଡା ଯାଇଛନ୍ତି ସାଂସଦ । ଆଉ ବିଜେଡି ନେତାଙ୍କ ସହ ଏକାଠୀ ବସି ଆଲୋଚନା କରିଛନ୍ତି । କେନ୍ଦ୍ରାପଡାରେ ଏକ ଏକ ପାର୍କ, ଶ୍ମଶାନ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ…
Read More...

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’ : ଘଣ୍ଟାପ୍ରତି ୯କିମି ବେଗରେ କରୁଛି ଗତି

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ବଳ ଗୋଟାଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତିଭୀଷଣ ବାତ୍ୟାରେ ପରିଣତ ହୋଇଛି । ଆଜି ସକାଳ ୫ଟା ୩୦ରେ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ ଘଂଟାରେ ଘଂଟାପ୍ରତି ୯ କି.ମି ବେଗରେ ଏହା ଉତର ଆଡ଼କୁ ଗତି କରୁଛି ।…
Read More...

୩୦ ଲକ୍ଷର ଟିଭି, ୫୦ ବିଦେଶୀ କୁକୁର ୧୦ରୁ ଅଧିକ ଲକଜୁରୀ କାର୍ । ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରୁ ବାହାରୁଛି ପୁଳା…

କନକ ବ୍ୟୁରୋ: ୩୦ ଲକ୍ଷର ଟିଭି, ୫୦ ବିଦେଶୀ କୁକୁର । ୧୦ ଲଗଜୁରୀ କାର୍, ରାଜମହଲ ପରି ଘର । ଇଞ୍ଜିନିୟରଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା। ଆମେ କହୁଛୁ ଭୋପାଳର ପୁଲିସ ହାଉସିଙ୍ଗ କର୍ପୋରେସନ୍ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଞ୍ଜିନିୟର ହେମା ମୀନାଙ୍କ କଥା । ସାମାନ୍ୟ ଜଣେ ଇଞ୍ଜିନିୟର…
Read More...