Browsing Category

ନ୍ୟୁଜ୍

ଦେଶୀ ଗାଈ ଅପେକ୍ଷା ବଢ଼ୁଛି ଜର୍ସି ଗାଈର ଆଦର: କମ୍ ପରିଶ୍ରମ ଅଧିକ ଲାଭ ଦେଉଛନ୍ତି ଜର୍ସି ଗାଈ

କନକ ବ୍ୟୁରୋ: କଟକ ବାଙ୍କୀ ଅଂଚଳରେ ଗୋଈ ଚରାଉଥିବା ଏହି ଚାଷୀ ଜଣକ, ୨୦ ବର୍ଷ ହେଲାଣି ଗୋପାଳନ କରି ଆସୁଛନ୍ତି । ଦିନ ଥିଲା ତାଙ୍କ ପାଖରେ ୮ରୁ ୧୦ଟି ଦେଶୀ ଗାଈ ଥିଲେ । ହେଲେ ଖର୍ଚ୍ଚ ତୁଳନାରେ ଆୟ ଯୋଗୁଁ କମ ହେବା ଯୋଗୁଁ ଏବେ ଦେଶୀ ଗାଈ ବଦଳରେ ଜର୍ସି ଗାଈ ରଖୁଛନ୍ତି । କାରଣ, ଗାଈଙ୍କୁ…
Read More...

ନକଲି ୱେବସାଇଟ ଜରିଆରେ ତିରୁପତି ତିରୁମାଲା ଭକ୍ତଙ୍କୁ ଠକେଇର ପର୍ଦ୍ଦାଫାଶ, ମନ୍ଦିର ପ୍ରଶାସନର ଅଭିଯୋଗ ପରେ ୪୧ଟି ନକଲି…

କନକ ବ୍ୟୁରୋ : ଭକ୍ତଙ୍କୁ ବି ଛାଡ଼ିଲେନି ସାଇବର ଠକ । ଆନ୍ଧ୍ରପ୍ରଦେଶରରେ ୪୧ ଟି ନକଲି ୱେବସାଇଟ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ । ତିରୁପତି ତିରୁମାଲା ନାମରେ ତିଆରି ହୋଇଥିବା ସମସ୍ତ ୪୧ ଟି ନକଲି ୱେବସାଇଟକୁ ବନ୍ଦ କରାଯାଇଛି । ତେବେ ଏହି ୱେବସାଇଟ ପେଜ୍ ଗୁଡ଼ିକ ପରସ୍ପର ସହ ମେଳ…
Read More...

ରାଜଧାନୀରେ ରୋଡ୍ ରୋମିଓଙ୍କ ରୁବାବ: କେତେ ସୁରକ୍ଷିତ ହଷ୍ଟେଲ ଛାତ୍ରୀ ?

କନକ ବ୍ୟୁରୋ: ଉଗ୍ରତାରା ହଷ୍ଟେଲ ସମ୍ମୁଖରେ ଦେଖିବାକୁ ମିଳିଲା ରୋଡ ରୋମିଓଙ୍କ ଉଗ୍ରରୂପ । ଗାଳିଗୁଲଜ କରିବା ସହ ହାତରେ ହତିଆର ଧରି ଅନ୍ଧାର ରାତିରେ ଆତଙ୍କ ଖେଳାଉଥିବାର ଦୃଶ୍ୟ ସାଧାରଣ ଲୋକର ଛାତି ଥରାଇଦେବ । ଧରାକୁ ସରା ମଣୁନଥିବା ଏହି ଉପରମୁହାଁ ରୋଡରୋମିଓ ହଷ୍ଟେଲରେ ରହୁଥିବା ଜଣେ…
Read More...

ଅବଢ଼ା ପେଜରୁ ମିଳିବ ବିଶୁଦ୍ଧ ଜଳ: ପେଜ ବିଶୋଧନ ପାଇଁ ବସିବ ଟ୍ରିଟମେଣ୍ଟ ପ୍ଲାଣ୍ଟ

କନକ ବ୍ୟୁରୋ: ଶ୍ରୀମନ୍ଦିର ରୋଷଶାଳାରୁ ବାହାରୁୁଥିବା ଏହି ଅବଢ଼ା ପେଜ, କାହା ପାଇଁ ଆଉ ସମସ୍ୟା ସୃଷ୍ଟି କରିବ ନାହିଁ । ନା’ ପରିବେଶ ଉପରେ ଏହି ପେଜର କୁପ୍ରଭାବ ପଡ଼ିବ ନା’ କୁଣ୍ଡରେ ପଡ଼ି ରହିବା ଯୋଗୁଁ ଆଉ କିଛି ସମସ୍ୟା ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ନିର୍ମାଣ ହେବ…
Read More...

ୟୁକ୍ରେନ ମୁଥରେ ରୁଷ୍ ଘାଇଲା, ଅନ୍ତର୍ଜାତୀୟ ମଂଚରେ ମୁହାଁମୁହିଁ ହେଲେ ରୁଷ-ୟୁକ୍ରେନ

କନକ ବ୍ୟୁରୋ : ଯୁଦ୍ଧଭୂମିର ଯୁଦ୍ଧ ଏବେ ଅନ୍ତର୍ଜାତୀୟ ମଂଚରେ ପହଂଚିଛି । ୟୁକ୍ରେନ ମୁଥରେ ରୁଷ୍ ଘାଇଲା । ତୁର୍କୀରେ ଚାଲିଥିଲା ଶିଖର ସମ୍ମଳନୀରେ ମୁହାଁମୁହିଁ ହୋଇଛନ୍ତି ୟୁକ୍ରେନ ସାଂସଦ ଓ ରୁଷ ଅଧିକାରୀ । ଏହି ଭିଡିଓ ଉପରେ ନଜର ପକାନ୍ତୁ । ତୁର୍କୀ ରାଜଧାନୀ ଅଙ୍କାରାରେ ଚାଲିଥିବା…
Read More...

ଜମ୍ମୁକାଶ୍ମୀର ରାଜୌରୀରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ବରିଷ୍ଠ ସେନାଧିକାରୀଙ୍କୁ ଭେଟି କଲେ ସ୍ଥିତି ସମୀକ୍ଷା

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଗୁଳିରେ ୫ ଜଣ ଯବାନ ସହିଦ ହେବା ପରେ ପ୍ରତିଶୋଧ ପାଇଁ ପଣ କରିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ଜୋରଦାର ଅପରେସନ ଆରମ୍ଭ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ…
Read More...

କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀ ମୋଦୀ,୨୬ କିଲୋମିଟର ରୋଡ ସୋ କରି ବିଜେପି ପ୍ରାର୍ଥୀଙ୍କ ପାଇଁ…

କନକ ବ୍ୟୁରୋ : ରାସ୍ତାର ଦୁଇ ପଟେ ଲୋକଙ୍କ ଗହଳି । ‘ମୋଦି ହେ ତୋ ମୁମକିନ ହେ’ ନାରା । ହାତରେ ବିଜେପି ପତାକା ଓ ମୁହଁରେ ମୋଦିଙ୍କୁ ସମର୍ଥନ କରି ନାରା । ଏହେଉଛି ମୋଦୀଙ୍କ ମେଗା ରୋଡ ସୋ ବେଳର ଦୃଶ୍ୟ । ବିଜେପିର ସବୁଠୁ ବଡ଼ ଷ୍ଟାର ପ୍ରଚାରକ ମୋଦୀ ଏବେ କର୍ଣ୍ଣାଟକରେ ଗୋଟିଏ ପରେ ଗୋଟିଏ…
Read More...

ମଣିପୁର ହିଂସାରେ ଏଯାଏଁ ଗଲାଣି ୫୪ ଜୀବନ, ନିଜ ରିପୋର୍ଟରେ ଦର୍ଶାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ : ମଣିପୁର ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଣିପୁର ସରକାର ଆକଳନ କରିଛନ୍ତି । ସରକାରଙ୍କ ଆକଳନ ଅନୁଯାୟୀ ଏହା ମୋଟ ୫୪ ହୋଇଥିବାବେଳେ ଏହା ବାସ୍ତବରେ ଅଧିକ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଭୟରେ ଏକ ହଜାରରୁ ଉଦ୍ଧ୍ୱର୍ ଲୋକ ମଣିପୁର ଛାଡ଼ି ପଡ଼ୋଶୀ ଆସାମର…
Read More...

ବ୍ରିଟେନରେ କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ, ବହୁମୂଲ୍ୟ ମୁକୁଟ ପିନ୍ଧି ରୀତିନିତି ସହ ଅଭିଷିକ୍ତ ହେଲେ ଚାଲର୍ସ

କନକ ବ୍ୟୁରୋ : ବ୍ରିଟେନରେ ଚାର୍ଲସ୍ ତୃତୀୟଙ୍କ ରାଜ୍ୟାଭିଷେକ । ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟାଭିଷେକ ହୋଇଛି । ସମାରୋହରେ ଚାର୍ଲସ୍ ରାଜକୀୟ ମୁକୁଟ ପରିଧାନ କରିଛନ୍ତି । ଉତ୍ସବର ମୁଖ୍ୟ ଆକର୍ଷଣ ରାଜା ଚାର୍ଲସ୍ ଓ ତାଙ୍କ…
Read More...

କମ୍ପାନୀ ପାଉଛନ୍ତି ଲାଭ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ବର୍ଜ୍ୟବସ୍ତୁ ପରିଚାଳନାରେ କମ୍ପାନୀ ଫେଲ୍ । ନିୟମର…

କନକ ବ୍ୟୁରୋ: ଝାରସୁଗୁଡାରେ ପ୍ରଚାର ଜୋର ହୋଇଛି । କିନ୍ତୁ ଗୋଟିଏ ପ୍ରସଙ୍ଗକୁ ସବୁଦଳ ଭୁଲିଯାଇଛନ୍ତି , ଯାହା ସ୍ଥାନୀୟ ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି । କଳକାରଖାନାର ପାଉଁଶ ଗଦା ଉପରେ ଠିଆ ହୋଇଛି ସହର । ଯୁଆଡେ ଦେଖିବ ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ ପାଣି ଓ ଚାଷଜମିରେ ପଶି…
Read More...