Browsing Category

ନ୍ୟୁଜ୍

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷିତ। cbseresults.nic.inରେ ଛାତ୍ରଛାତ୍ରୀ ପାଇବେ ରେଜଲ୍ଟ ।

କନକ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷିତ ହୋଇଛି । ଚଳିତ ଥର ପାସ ହାର ୮୭.୩୩ ପ୍ରତିଶତରହିଛି । ସିବିଏସଇର ଆଧିକାରିକ ୱେବସାଇଟ cbseresults.nic.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ । ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ଥିବା ବେଳେ ପୁଅଙ୍କ…
Read More...

ଆଜି ପୁଣି ସନାତନ ମହାକୁଡଙ୍କ ଘରେ ଚାଲିଛି ରେଡ୍ : ରାତିରେ ତାଙ୍କ ଘରେ ଥିଲେ ଆୟକର ବିଭାଗର ଅଧିକାରୀ ଓ ପୋଲିସ୍

କନକ ବ୍ୟୁରୋ : ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡରେ ଘରେ ଲଗାତର ଦ୍ୱିତୀୟ ଦିନ ପାଇଁ ଆୟକର ବିଭାଗର ମାରାଥନ ରେଡ । ଆଜି ସକାଳୁ ପୁଣି ଆଇଟି ବିଭାଗର ଅଧିକାରୀ ସନାତନଙ୍କ ଭୁବନେଶ୍ୱର ସହୀଦ ନଗର ଘରେ ଛାନଭିନ୍ ଆରମ୍ଭ କରିଛନ୍ତି । ଆୟକର ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏହି ଚଢ଼ାଉ…
Read More...

ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’ : ଘଣ୍ଟାକୁ ୭ କିମି ବେଗରେ କରୁଛି ଗତି; ଆଜି ଅତି ଭୀଷଣ ବାତ୍ୟାର ରୂପ ନେଇପାରେ

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ବଳ ଗୋଟାଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତିଭୀଷଣ ବାତ୍ୟାରେ ପରିଣତ ହୋଇଛି । ଆଜି ସକାଳ ୫ଟା ୩୦ରେ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୯ କି.ମି ବେଗରେ ଏହା ଉତ୍ତର ଆଡ଼କୁ ଗତି କରୁଛି ।…
Read More...

ଏକ୍ସପାୟାରି ମେଡିସିନ ଖାଇ ୧୧ ମାସର ଶିଶୁ ଗୁରୁତର : ୨ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ବାପାମାଆ

କନକ ବ୍ୟୁରୋ : ଏକ୍ସପାୟାରି ମେଡିସିନ ଖାଇ ୧୧ ମାସର ଶିଶୁ ଗୁରୁତର । ଆଉ ଏଥିପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟୀ କଲେ ଶିଶୁର ବାପାମାଆ । ଶିଶୁର ଚିକିତ୍ସା ଚାଲିଛି । ଅନ୍ୟପଟେ ମାମଲା ଥାନରେ ପହଞ୍ଚିଛି । ଦୁଇ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଶିଶୁର ପରିବାର ଲୋକ ।…
Read More...

ତତଲା କଡ଼େଇରେ ସିଝିବ ଓଡ଼ିଶା ! କାଲିଠାରୁ ଆହୁରି ବଢ଼ିବ ତାତି; ଗତକାଲି ୪୦ ଡିଗ୍ରୀ ଟପିଥିଲା ୧୬ ସହରର ପାରଦ

କନକ ବ୍ୟୁରୋ : ତତଲା ଖରାରେ ଆଉଟପାଉଟ ହେଉଛି ସାରା ଓଡ଼ିଶା । ଏବେ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି । ଆସନ୍ତକାଲିଠୁ ରାଜ୍ୟରେ ଆହୁତି ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସମୁଦ୍ରରୁ ଥଣ୍ଡା ପବନ ସ୍ଥଳଭାଗକୁ ଆସିପାରୁନି । ତେଣୁ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ…
Read More...

ଆନ୍ଧ୍ର-ଓଡିଶା ସୀମାନ୍ତରେ ୪ ହାତୀଙ୍କ ମୃତ୍ୟୁ : ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସୂଚନା

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାନ୍ତରେ ୪ ହାତୀଙ୍କ ମୃତ୍ୟୁ । କାଟ୍ରାଗାଡା ଅଞ୍ଚଳରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ମୃତଦେହ ପଡି ରହିଛି । ୬ଟିକିଆ ହାତୀପଲ ଗୁଣପୁରରେ ଆତଙ୍କ ଖେଳାଇଥିଲେ…
Read More...

ଟ୍ୱିଟର CEO ପଦ ଛାଡିବେ ଏଲନ୍ ମସ୍କ । ମହିଳାଙ୍କ ହାତରେ ରହିବ କମ୍ପାନୀ ଦାୟିତ୍ୱ

କନକ ବ୍ୟୁରୋ: ଟ୍ୱିଟରର ସିଇଓ ଏଲନ୍ ମସ୍କ ଖୁବ୍ ଶୀଘ୍ର ସିଇଓ ପଦ ଛାଡିବାକୁ ଯାଉଛନ୍ତି । ଏଥିପାଇଁ ସେ ଅନ୍ୟଜଣେ ନୂଆ ସିଇଓଙ୍କୁ ବାଛି ସାରିଛନ୍ତି । ଲିଣ୍ଡା ୟାକାରିନୋଙ୍କୁ ମିଳିବ ଦାୟିତ୍ୱ । ୬ ସପ୍ତାହ ମଧ୍ୟରେ ସେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ସୂଚନା ଦେଇଛନ୍ତି ଖୋଦ୍ ଏଲନ୍ ମସ୍କ ।…
Read More...

ଜେଲରୁ ମୁକୁଳିଲେ ଇମ୍ରାନ ଖାନ : ହେଲେ ଘରେ ନୁହେଁ ପୋଲିସ ଗେଷ୍ଟ ହାଉସରେ କଟିଲା ରାତି; ଆଜି ଇସଲାମାବାଦ କୋର୍ଟରେ ହେବେ…

କନକ ବ୍ୟୁରୋ : ଆଶ୍ୱସ୍ତ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । ସୁପ୍ରିମକୋର୍ଟଙ୍କ ରାୟ ପରେ ମୁକୁଳିଛନ୍ତି ଇମ୍ରାନ୍ ଖାନ୍ । ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଗିରଫଦାରିକୁ ବେଆଇନ ଦର୍ଶାଇ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତୁରନ୍ତ ଇମ୍ରାନ…
Read More...

‘ତୁମ ଘର ଜାଳି ଦେବୁ’: ଇମ୍ରାନ ଖାନଙ୍କୁ ମୁକ୍ତ କରିଥିବା ମୁଖ୍ୟ ବିଚାରପତିଙ୍କୁ ଧମକ

କନକ ବ୍ୟୁରୋ: ଇମ୍ରାନ ଖାନଙ୍କୁ ମୁକୁଳାଇଥିବାରୁ ପାକିସ୍ତାନ ମୁଖ୍ୟ ବିଚାରପତିଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନ ମନ୍ତ୍ରୀ ମରିୟମ୍ ଔରଙ୍ଗଜେଭ୍ । ଗୁରୁବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ମନ୍ତ୍ରୀ ମରିୟମ କହିଛନ୍ତି ଯେ , ଆଜି ପାକିସ୍ତାନ ଜଳୁଛି, ଆଗକୁ ଯଦି କେହି…
Read More...

ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ : ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖିଲେ ୪ଟି ଦାବି, କହିଲେ ତୃତୀୟ ସାମ୍ମୁଖ୍ୟରେ…

କନକ ବ୍ୟୁରୋ : ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତୃତୀୟ ସାମୁଖ୍ୟରେ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାକୁ ନେଈ ଏବେ ରାଜନୈତିକ ମହଲରେ ଆଲୋଚନା ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଯାହା କହିଛନ୍ତି ତ।।ହା…
Read More...