Browsing Category

ନ୍ୟୁଜ୍

ଛାତିଥରା ଦୃଶ୍ୟକୁ ଦେଖିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରଖିଲେ ପ୍ରତିକ୍ରିୟା

କନକ ବ୍ୟୁରୋ: ବାହାନଗା ଷ୍ଟେସନର ଭୟଙ୍କର ଦୃଶ୍ୟକୁ ଅନୁଧ୍ୟାନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମସ୍ତ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଏବେବି ବଗିରେ ଫଶିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଗତ ରାତିରୁ ରେଲୱେ, ଏନଡିଆରଏଫ୍, ଏସଡିଆରଏଫ୍ ମିଳିତ ଭାବେ ଉଦ୍ଧାର…
Read More...

ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

କନକ ବ୍ୟୁରୋ: ସକାଳୁ  ବାଲେଶ୍ୱର ବାହାନଗା ଷ୍ଟେସନରେ ପହଞ୍ଚିଲେଣି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ପୁରା ଘଟଣାର ସ୍ଥିତି ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ । ଆଉ କିଛି ସମୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିବାର…
Read More...

ଏବେ ପର୍ଯ୍ୟନ୍ତ ୨୩୩ ମୃତ୍ୟୁ । କନ୍ଦାଉଛି ବାହାନଗା ଟ୍ରେନ ଦୁର୍ଘଟଣା, ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ଘୋଷଣା ।

କନକ ବ୍ୟୁରୋ : ରାତି ପାହି ଦିନ ହେଲା, ମୃତ୍ୟୁ ସଂଖ୍ୟା ବଢିଲା । ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ପର୍ଯ୍ୟନ୍ତ ୨୩୩ ଜଣଙ୍କର ମୃତ୍ୟୁ ହେଲାଣି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି କହିଛନ୍ତି ପ୍ରଦୀପ ଜେନା । ସକାଳୁ ସକାଳୁ ଉଦ୍ଧାର…
Read More...

କରମଣ୍ଡଳ ଟ୍ରେନ୍ ଟ୍ରାଜେଡି । ଏବେ ସୁଦ୍ଧା ୨୦୭ ଜଣଙ୍କର ମୃତ୍ୟୁ ସୂଚନା, ଆଗକୁ ଆହୁରି ବଢିପାରେ ମୃତ୍ୟୁସଂଖ୍ୟା ।

କନକ ବ୍ୟୁରୋ : କରମଣ୍ଡଳ ଟ୍ରେନ ଟ୍ରାଜେଡିର ବଡ ଅପଡେଟ । ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୦୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି । ଏପରିକି ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆକଳନ କରାଯାଉଛି । ଏବେ ବି ଅନେକ ଯାତ୍ରୀ…
Read More...

କାଳ ସାଜିଲା କରମଣ୍ଡଳ ଏକ୍ସପ୍ରେସ । ଏବେ ସୁଦ୍ଧା ୧୦୦୦ରୁ ଅଧିକ ଆହତ, ୧୨୦ ମୃତ!

କନକ ବ୍ୟୁରୋ : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଏବେ ପୂରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଟ୍ରେନ୍ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୨୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ । ସମୟ ଗଡିବା ସହ ମୃତ୍ୟୁସଂଖ୍ୟା ଓ ଆହତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି…
Read More...

ଶହ ଶହ ଲୋକ ମରିକି ପଡିଛନ୍ତି, ସାଧାରଣ ଲୋକ ଧୈଯ୍ୟ ଧରିପାରିବନି : ପ୍ରମିଳା ମଲ୍ଲିକ

କନକ ବ୍ୟୁରୋ : କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ବଡ ଅପଡେଟ । ଏବେ ସୁଦ୍ଧା ୧୨୦ ଜଣ ମୃତ ସୂଚନା । ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ । ସେହିଭଳି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । ଘଟଣାସ୍ଥଳ…
Read More...

ଆସନ୍ତାକାଲି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ: ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବେ ନବୀନ

କନକ ବ୍ୟୁରୋ: ଆସନ୍ତାକାଲି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରେ ପହଞ୍ଚି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଘଟଣାକୁ…
Read More...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ୩୦ ଜଣଙ୍କ ମତ୍ୟୁ, ୨ଶହରୁ ଅଧିକ ନେଇ ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ ସୂଚନା

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୩୦ ଜଣଙ୍କ ମତ୍ୟୁ ସୂଚନା । ଏନେଇ ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ ସୂଚନା । ଦୁର୍ଘଟଣାରେ ୨ଶହରୁ ଅଧିକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି । ସମସ୍ତ ଆହତଙ୍କୁ ସୋର, ଖନ୍ତାପଡା, ଗୋପାଳପୁର ହସ୍ପିଟାଲରେ ଭର୍ତ୍ତି  କରାଯାଇଛି । ଘଟଣାସ୍ଥଳରେ ୩…
Read More...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ଏସଆରସି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାହାରିଲେ ଏସଆରସି

କନକ ବ୍ୟୁରୋ: ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ସୂଚନା । ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ସ୍ୱତନ୍ତ୍ର ରିଲିଫି କମିଶନର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯାଉଛନ୍ତି ଏସଆରସି । ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଘଟଣାସ୍ଥଳକୁ…
Read More...

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୫୦ରୁ ଅଧିକ ଆହତ 

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧ ୫୦ରୁ ଅଧିକ ଆହତ । ଆହତଙ୍କୁ ସୋର, ବାହାନଗା, ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । କୋଲକାତାରୁ ଆସିବା ବେଳେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି । ଉଦ୍ଧାରକାର୍ଯ୍ୟରେ ଓଡ୍ରାଫ, ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି ।…
Read More...