Browsing Category

ନ୍ୟୁଜ୍

ବସଷ୍ଟାଣ୍ଡ ନିକଟରୁ ୬ ନାବାଳକ ଉଦ୍ଧାର : ନିଶ୍ଚିତକୋଇଲି ସୁକରପଡାରେ ଥିବା ମଦ୍ରାସାରେ ପଢିବାକୁ ଆସି ଖସି ପଳାଇଥିଲେ

କନକ ବ୍ୟୁରୋ : ବସଷ୍ଟାଣ୍ଡ ନିକଟରୁ ୬ ନାବାଳକ ଉଦ୍ଧାର । କଟକ ନିଶ୍ଚିତକୋଇଲି ବସଷ୍ଟାଣ୍ଡ ନିକଟରୁ ଏହି ନାବାଳକଙ୍କୁ ଉଦ୍ଧାର କରାଯାଇଛି । ୬ଜଣ ପିଲା ବିହାର କରଡିଆ ଅଞ୍ଚଳର ହୋଇଥିବା ଜଣାପଡିଛି । ଏହ ପିଲାମାନେ କିଛି ଦିନ ହେଲା ନିଶ୍ଚିତକୋଇଲି ସୁକରପଡାରେ ଥିବା ମଦ୍ରାସାରେ ପଢିବାକୁ…
Read More...

ନାଇଟ୍ କ୍ଲବରେ ଚଢ଼ାଉ : ଅବକାରୀ ଆଇନ ଉଲ୍ଲଙ୍ଘନ କରିଥିବା ସମସ୍ତ ବାରକୁ ନୋଟିସ କରିବ କମିଶନରେଟ ପୁଲିସ

କନକ ବ୍ୟୁରୋ : ନାଇଟ କ୍ଲବ , ବାର ଓ ହୋଟେଲର କମିଶନରେଟ ପୁଲିସର ଚଢାଉ । ଶନିବାର ବିଳମ୍ବିତ ରାତିରେ ଏହି ଚଢାଉ କରାଯାଇଛି । ଇନଫୋସିଟି ଓ ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ସମସ୍ତ ବାର୍, ନାଇଟ କ୍ଲବ ଓ ହୋଟେଲ ମାନଙ୍କରେ ଚଢାଉ ହୋଇଛି । ୨ଟି ପୁଲିସ ଟିମ୍ ସହ, ୩ପ୍ଲାଟୁନ ପୁଲିସ ଫୋର୍ସ ,…
Read More...

ସଂସଦ ଭବନକୁ ନେଇ ତେଜିଲା ରାଜନୀତି : ଆରଜେଡି ଟ୍ୱିଟ୍ କରି କହିଲା କଫିନ୍ ଭଳି ଦିଶୁଛି ନୂଆ ସଂସଦ ଭବନ; ଜବାବ ରଖିଲା…

କନକ ବ୍ୟୁରୋ : ନୂଆ ସଂସଦ ଭବନକୁ ନେଇ ତେଜିଲା ରାଜନୀତି । ଶାଳିନତା ଭୁଲିଲା ଆରଜେଡି । ଟ୍ୱିଟ୍ କରି ଦଳ କହିଲା କଫିନ୍ ଭଳି ଦିଶୁଛି ନୂଆ ସଂସଦ ଭବନ । ବିଜେପି ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛି । ବିଜେପି ମୁଖପାତ୍ର, ଗୌରଭ ଭାଟିଆ ଟ୍ୱିଟ କରି କହିଛନ୍ତି, ନୂଆ ସଂସଦ ଭବନ ଦେଶ ପାଇଁ ସଂସଦ…
Read More...

ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ : ଉତ୍ତର ରଖିବାକୁ ୨ ନେତାଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ : କଂଗ୍ରେସର ଦୁଇ ବିରଷ୍ଠ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ । ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ନୋଟିସ୍ ହୋଇଛି । ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର : ପରିବାର ଲୋକେ ସୁରକ୍ଷିତ; ଉଠିଲା ପ୍ରଶ୍ନ ଗୋଟିଏ ଘରେ କାହିଁକି ଥିଲା ୧୫…

କନକ ବ୍ୟୁରୋ : ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ କୁଲାବୀର ପଞ୍ଚାୟତ ମହକୁମାରେ ଜନୈକ ବ୍ୟକ୍ତିଙ୍କ ଘରେ ଫାଟିଲା ଗ୍ୟାସ ସିଲିଣ୍ଡର । ନିଆଁ ଲାଗି ଘରଟି ସମ୍ପୂର୍ଣ ଜଳିଯାଇଥିବା ଜଣାପଡିଛି । ଖବର ପାଇ ନନ୍ଦପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ଗତକାଲି ସନ୍ଧ୍ୟା ସମୟରେ…
Read More...

ଅସୁରକ୍ଷିତ ରୋଗୀ ସେବା : ରୋଗୀଙ୍କ ଷ୍ଟିଜ କରୁଛନ୍ତି ସିକ୍ୟୁରିଟି ଗାର୍ଡ; ସ୍ୱାସ୍ଥ୍ୟ ସେବାକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ରୋଗୀଙ୍କ ଷ୍ଟିଜ ପକାଉଛନ୍ତି ହସ୍ପିଟାଲର ସିକ୍ୟୁରିଟି ଗାର୍ଡ । ଯାହା ସ୍ୱାସ୍ଥ୍ୟସେବା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ହେଉଛି ଯାଜପୁର ରୋଡ୍ ମେଡିକାଲର ଚିତ୍ର । ଯେଉଁଠି ଡାକ୍ତର ସାଙ୍ଗକୁ ଆବଶ୍ୟକ କର୍ମଚାରୀ ଅଭାବ ଥିବାରୁ ହସ୍ପିଟାଲର ସିକ୍ୟୁରିଟି…
Read More...

ଘରେ ପଶିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ; ମାଥିଲି ଥାନାରେ ଡ୍ରାଇଭର ଅଟକ

କନକ ବ୍ୟୁରୋ : ମାଥିଲି ଥାନା ସମ୍ମୁଖରେ ଘର ଭିତରକୁ ପଶିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ସହଦେବ ନାୟକଙ୍କ ପରିବାର ଲୋକେ । ଭାରସାମ୍ୟ ହରାଇ ଟ୍ରକଟି ଘର ଭିତରେ ପଶିଯାଇଥିଲା । ମାଲକାନଗିରିରୁ ଜୟପୁର ଅଭିମୁଖେ ଟ୍ରକଟି ଯାଉଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଛି । ପରେ ଘଟଣାସ୍ଥଳରୁ…
Read More...

ନୂଆ ସଂସଦ ଭବନ : କାହିଁକି ଭିନ୍ନ, କାହିଁକି ସ୍ୱତନ୍ତ୍ର ? ଜାଣନ୍ତୁ କିଛି ରୋଚକ ତଥ୍ୟ

କନକ ବ୍ୟୁରୋ : ନୂଆ ଭାରତର ନୂଆ ସଂସଦ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ । ତେବେ ଜାଣନ୍ତୁ ନୂଆ ସଂସଦ ଭବନ କାହିଁକି ଭିନ୍ନ ? କ’ଣ ରହିଛି ଏଥିରେ ସ୍ୱତନ୍ତ୍ରତା । ନୂଆ ସଂସଦ ଭବନ…
Read More...

ଝିଅର ଚିକିତ୍ସା ପାଇଁ ମା’ ଆକୁଳ ନିବେଦନ : ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ୧୮ ଲକ୍ଷ ଟଙ୍କା

କନକ ବ୍ୟୁରୋ : ମୋ ଝିଅକୁ ବଞ୍ଚେଇ ଦିଅ  । ଆପଣଙ୍କ ସାମାନ୍ୟ ସହାୟତା ମୋ ଝିଅର ଜୀବନକୁ ବଞ୍ଚେଇ ଦେଇପାରେ । ଏପରି କହି ଝିଅର ଲିଭର ଟ୍ରାନ୍ସପ୍ଲାଣ୍ଟ ଲାଗି ଆବଶ୍ୟକ ୧୮ ଲକ୍ଷ ଟଙ୍କା ଯୋଗାଡ ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ମାଆ । ବରଗଡ଼ ପୌରାଂଚଳର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଟାଙ୍ଗରପଡାରୁ…
Read More...

ଯମପଡା ପଞ୍ଚାୟତରେ ମିଳିଲା ହାଇଡ୍ରୋକାର୍ବନର ସନ୍ଧାନ : ଜମି ହରାଉଥିବା ସ୍ଥାନୀୟ ଲୋକମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଯମପଡା ପଞ୍ଚାୟତର ଗଉଡଗାଁରେ ମିଳିଛି ହାଇଡ୍ରୋକାର୍ବନର ସନ୍ଧାନ । ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାର୍ଶ୍ୱ ଏହି ପ୍ରାକୃତିକ ତୈଳର ସନ୍ଧାନ ମିଳିଛି । ଏନେଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି…
Read More...