Browsing Category

ନ୍ୟୁଜ୍

ଜାଲ୍ ସାର୍ଟିଫିକେଟରେ ୧୮ବର୍ଷର ଶିକ୍ଷକ ଚାକିରି : ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ 

କନକ ବ୍ୟୁରୋ : ଜାଲ୍ ସାର୍ଟିଫିକେଟ ବ୍ୟବହାର କରି ଚାକିରି ହାତେଇଥିବା ଅଭିଯୋଗ, ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା । ଜାଲ ସାର୍ଟିଫିକେଟ ଦେଇ ଦୀର୍ଘ ୧୮ ବର୍ଷ ହେବ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରି ମୋଟା ଅଙ୍କର ଦରମା ନେଇ ଆସୁଥିଲେ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡର ଡ଼ମପଡା ବ୍ଲକ ଶିକ୍ଷା…
Read More...

ବିଲାତି ଦର ଆକାଶଛୁଆଁ : ବାହାଘରରେ ନବ ଦମ୍ପତିଙ୍କୁ ବିଲାତି ଉପହାର ଦେଲେ ଶୁଭେଚ୍ଛୁକ

କନକ ବ୍ୟୁରୋ : ବିଲାତି ଦର ଆକାଶଛୁଆଁ । ବାହାଘରରେ ନବ ଦମ୍ପତିଙ୍କୁ ବିଲାତି ଉପହାର ଦେଲେ ଶୁଭେଚ୍ଛୁକ । ବିଲାତିର ଏବେ ବଜାର ଦର କିଲୋ ପ୍ରତି ୨୦୦ ଟଙ୍କା ପାଖାପାଖି ଥିଲା । ଏବେ ଏହା ୧୩୦ରୁ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି । ଏପରି ସମୟରେ ପ୍ରୀତିଭୋଜନ ଦିନ ନବଦମ୍ପତିଙ୍କୁ କିଛି ବନ୍ଧୁ…
Read More...

କାହାକୁ ଖୁସି କରିବାକୁ ଭୁଲ୍ ବିଜ୍ଞାପନ ? ଫାଇଭଟି ସଚିବଙ୍କ ଢେଙ୍କାନାଳ ଗସ୍ତ ବେଳେ ଭୁଲ ବିଜ୍ଞାପନକୁ ନେଇ ଅସନ୍ତୋଷ;…

କନକ ବ୍ୟୁରୋ : ଫାଇଭଟି ସଚିବ ଭି କେ ପାଣ୍ଡିଆନ ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ସଚିବ । କିନ୍ତୁ ଏହି ସମୟରେ ହସ୍ପିଟାଲରେ ଲାଗିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଜ୍ଞାପନରେ ସମସ୍ତ ରୋଗୀ ମାଗଣାରେ ଉପଯୁକ୍ତ…
Read More...

ଛାତ୍ରକୁ ମାଡ ମାରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ : କଙ୍କଡାହାଡ ସ୍କୁଲର ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ନିଲମ୍ବିତ

କନକ ବ୍ୟୁରୋ : ଛାତ୍ରକୁ ଶିକ୍ଷୟିତ୍ରୀ ମାଡ ମାରି ହେଲେ ନିଲମ୍ବିତ । କାମାକ୍ଷାନଗର କଙ୍କଡାହାଡ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ନିଲମ୍ବିତ ହୋଇଛନ୍ତି । ପ୍ରାର୍ଥନାସଭା ଚାଲିଥିବା ବେଳେ ଗଣପତି ମହାନ୍ତଙ୍କ ଛାତିକୁ ବିଧା ମାରିଥିବା ନେଇ ଅଭିଯୋଗ…
Read More...

ଯମଯନ୍ତ୍ରଣା ଦେଉଛି ଯମୁନା : ପାଣିରେ ଉବୁଟୁବୁ ଦିଲ୍ଲୀ; ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପାଣି

କନକ ବ୍ୟୁରୋ : ଯମୁନା ନଦୀ ଯୋଗୁଁ ଭାସୁଛି ରାଜଧାନୀ ଦିଲ୍ଲୀ । ବିଭିନ୍ନ ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି । ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍ ଏବଂ କଲେଜ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ରହିଛି । ସେହିପରି ଏମର୍ଜେନ୍ସି ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଅଫିସ…
Read More...

ଆସୁଛି ୨ଟି ଲଘୁଚାପ : ସ୍କାଏମେଟର ଆକଳନ, ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ । ଓଡିଶାରେ ଆହୁରି ସକ୍ରିୟ ହେବ ମୌସୁମୀ । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି । ୧୬ ତାରିଖ ବେଳକୁ ଉତର ପଶ୍ଚିମ ବଙ୍ଗୋପସାଗରରେ ଏକ…
Read More...

ପ୍ୟାରିସରେ ପ୍ରଧାନମନ୍ତ୍ରୀ : ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ କହିଲେ, ଭାରତୀୟ ଯେଉଁଠି ମିନି ଇଣ୍ଡିଆ ସେଇଠି

କନକ ବ୍ୟୁରୋ : ଆଜି ଫ୍ରାନ୍ସ ତାର ରାଷ୍ଟ୍ର ଦିବସ ବା ବ୍ୟାଷ୍ଟିଲ ଡେ’ ପାଳନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏଥିପାଇଁ ଦୁଇ ଦିନିଆ ଗସ୍ତରେ ଅଛନ୍ତି । ଏହା ପୂର୍ବରୁ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ…
Read More...

ଆଉ କେଇ ଘଣ୍ଟାର ଅପେକ୍ଷା : ଅପରାହ୍ନରେ ଚନ୍ଦ୍ରଯାନ-୩ ପ୍ରେରଣ କରିବ ଭାରତ; ପୁରୀରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା

କନକ ବ୍ୟୁରୋ : ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି ।…
Read More...

ବାହାବେଦୀରେ ଅନଶନରେ ବସିଲେ ମହିଳା । ବିବାହ ରୋକିବାକୁ ଥାନାରେ ହେଲେ ଦ୍ୱାରସ୍ଥ ।

କନକ ବ୍ୟୁରୋ: ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବାହାବେଦୀରେ ଅନଶନରେ ବସିଲେ ମହିଳା । ଆଜି ମଙ୍ଗନ ଆଉ କାଲି ବାହାଘର ଥିବାରୁ ଏହା ପୂର୍ବରୁ ଏଭଳି ଖବର ସାମ୍ନାକୁ ଆସିଛି । ବିବାହ ରୋକିବାକୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ…
Read More...

ଖସିଯିବେ କି ଧଳସାମନ୍ତ ? ୩୮ ମାମଲାରେ ୨ ଶହ ସାକ୍ଷୀ । କୋର୍ଟରେ ଛିଡାହେବାକୁ ସାକ୍ଷୀଙ୍କ ପଛଘୁଞ୍ଚା

କନକ ବ୍ୟୁରୋ: ୨୯ ଜାନୁଆରୀ ୨୦୧୬ ମସିହା ଜାନୁଆରୀ ୨୯ ତାରିଖରେ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଗିରଫ ହେବା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ବାଲି ଚୋରାଚାଲାଣ, ଦାଦାବଟି ଆଦାୟଠୁ ଆରମ୍ଭ କରି ବିଭିନ୍ନ ଅପରାଧରେ ଏମାନଙ୍କ ସଂପୃକ୍ତି ହଇଚଇ ସୃଷ୍ଟି କରିଥିଲା ।…
Read More...