Browsing Category

ନ୍ୟୁଜ୍

ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ତଥ୍ୟ: କିପରି ଚନ୍ଦ୍ରପୃଷ୍ଠର ଗଭୀରତାକୁ ଗଲେ ବଦଳୁଛି ତାପମାତ୍ରା, ମିଳିଛି ନୂଆ ତଥ୍ୟ

କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରୁ ଆସିଛି ନୂଆ ତଥ୍ୟ । ଚେଷ୍ଟ ବା ‘ଚନ୍ଦ୍ରସ ସରଫେସ୍ ଥର୍ମୋଫିଜିକାଲ ଏକ୍ସପେରିମେଂଟ’ ପେ-ଲୋଡ୍ ଏହି ତଥ୍ୟ ପ୍ରଦାନ କରିଛି । ଚନ୍ଦ୍ରପୃଷ୍ଠରୁ ୧୦ ସେଂଟିମିଟର ଗଭୀରତା ଭିତରକୁ ଚନ୍ଦ୍ରପୃଷ୍ଠର ତାପମାତ୍ରା କେତେ ରହିଛି, ସେହି ତଥ୍ୟ ପ୍ରଦାନ କରିଛି ଏହି ପେ-ଲୋଡ ।…
Read More...

ପ୍ରଥମ ବୈଠକରେ ୧୫ ଦଳ ତ ଦ୍ୱିତୀୟ ବୈଠକରେ ୨୬ ଦଳ । ମୁମ୍ବାଇରେ ହେବାକୁ ଥିବା ବୈଠକରେ ଆଉ କିଛି ଦଳ ସାମିଲ ହେବା ନେଇ…

କନକ ବ୍ୟୁରୋ : ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ‘ଇଣ୍ଡିଆ’ମେଣ୍ଟର ପ୍ରଥମ ବୈଠକ ଜୁନ ୨୩ ତାରିଖରେ ବିହାରର ପାଟନା ଠାରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ମୋଟ ୧୫ଟି…
Read More...

ରୋହିତ, ଇଶାନ, ଗିଲ: ଏସିଆ କପରେ କିଏ କରିବେ ଓପନିଂ?

କନକ ବ୍ୟୁରୋ: ୨୦୨୩ ଏସିଆକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ହେଲେ ଟିମ ଇଣ୍ଡିଆ ପାଇଁ ଏବେ ଓପନିଂକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ରୋହିତ ଶର୍ମା, ଇଶାନ କିଷାନ ଓ ଶୁଭମନ ଗିଲ ଏହି ରେସରେ ଆଗରେ ରହିଛନ୍ତି । ହେଲେ ଏହା ସ୍ପଷ୍ଟ ଯେ, ଏସିଆ କପରେ ଯେଉଁ ଯୋଡି ଓପନିଂ କରିବେ ସେ…
Read More...

କଫସିରଫ୍ ମାଫିଆଙ୍କୁ ଧରିଲା ପୁଲିସ । ୮ ହଜାର ୩୮୦ ବୋତଲ କଫ ସିରଫ ଜବତ

କନକ ବ୍ୟୁରୋ: ଆଉ ତିନି କଫ୍ ସିରଫ ମାଫିଆ ଗିରଫ । ଜବତ ହେଲା ୮ ହଜାର ୩୮୦ ବୋତଲ କଫ ସିରଫ । ଗତ ୨୨ ତାରିଖରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୭ ହଜାର ୮ ଶହ କଫ୍ ସିରଫ ଜବତ କରାଯାଇଥିଲା । ଏହି ଘଟଣାରେ ୫୮ ଜଣକୁ ଗିରଫ କରିଥିବାବେଳେ ପୁଣି ଏହି ଲିଙ୍କରେ ଏବେ ତିନି ଜଣଙ୍କୁ…
Read More...

ଗୋଲ୍ଡେନ ବାବା ଜ୍ୟୋତିରଞ୍ଜନଙ୍କ ସମ୍ପତ୍ତି ଆଟାଚ୍ । ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତନ…

କନକ ବ୍ୟୁରୋ: ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେହେରାଙ୍କ ସଂପତ୍ତି ଆଟାଚ୍ । ୧ କୋଟି ୫୩ ଲକ୍ଷ ଟଂକାର ସମ୍ପତ୍ତିି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଘର, ଦାମୀ ଗାଡି ଓ ଫ୍ରିଜ ଆକାଉଂଟର ଟଙ୍କା ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମୋଟ୍ ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ…
Read More...

ଆଜି ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଜାଭଲିନ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ ଖେଳିବେ ଓଡିଆ ପୁଅ କିଶୋର ଜେନା, ଗାଁ…

କନକ ବ୍ୟୁରୋ: ବିଶ୍ୱ ଆଥଲେଟ ଚାମ୍ପିୟନସିଫ ଫାଇନାଲରେ ପ୍ରବେଶ କରିଥିବା ଓଡିଆ ଆଥଲେଟ କିଶୋର ଜେନାଙ୍କ ସଫଳତା ପାଇଁ ଚାଲିଛି ପୂଜାର୍ଚ୍ଚନା । ଆଜି ବିଶ୍ୱ ଆଥଲେଟ ଚାମ୍ପିୟନସିଫର ଫାଇନାଲ ହେବାକୁ ଯାଉଛି । ପ୍ରତିଯୋଗିତାରେ କିଶୋରଙ୍କୁ ସଫଳତା ମିଳୁ ବୋଲି ପୂଜାର୍ଚ୍ଚନା କରିଛନ୍ତି ବ୍ରହ୍ମଗୀରି…
Read More...

ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟକୁ ନେଇ ପ୍ରତିକ୍ରିୟା ରଖିଲେ ଅପରାଜିତା । କହିଲେ, ଦଳ ତାଙ୍କ କଥାକୁ ଗୁରୁତ୍ୱ ଦେବା ଉଚିତ

କନକ ବ୍ୟୁରୋ: ଆମ ଘର ହାଲଚାଲ ସ୍ତମ୍ଭରେ ସୌମ୍ୟ ରଂଜନ ପଚ୍ଚନାୟକ ଲେଖିଥିବା ସମ୍ପାଦକୀୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ । ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଜଣେ ବରିଷ୍ଠ ବିଧାୟକ । ଜ୍ଞାନୀ ତଥା ବରିଷ୍ଠ ବ୍ୟକ୍ତି । ସେ ଯଦି କିଛି କହିବାକୁ ଚାହୁଁଛନ୍ତି ତାକୁ ଗ୍ରହଣ…
Read More...

ମଧ୍ୟପ୍ରଦେଶରେ ଥମୁନାହିଁ ଦଳିତଙ୍କ ଉପରେ ଆକ୍ରମଣ । ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ମା’କୁ ନିବସ୍ତ୍ର କରି…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ଏବେ ପୁଣିଥରେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ଅଭିଯୋଗ ମୁତାବକ କିଛି ଅସାମାଜିକ ଯୁବକ ଜଣେ ଝିଅ ସହିତ ବାରମ୍ବାର ଖରାପ ବ୍ୟବହାର କରୁଥିଲେ । ଏନେଇ ଝିଅର…
Read More...

ଜବରଦଖଲ ଉଚ୍ଛେଦ ବେଳେ ମାନବିକତା ଭୁଲିଗଲା ପୋଲିସ । ବିରୋଧ କରୁଥିବା ଲୋକଙ୍କୁ ଉଠାଇନେବା ବେଳେ ନିସ୍ତୁକ ମାଡ । ବାଦ୍…

କନକ ବ୍ୟୁରୋ: କୁଚିଣ୍ଡାରେ ଜବରଦଖଲ ଉଚ୍ଛେଦ ବେଳେ ମାନବିକତା ଭୁଲିଗଲା ପୋଲିସ । ବିରୋଧ କରୁଥିବା ବେଳେ ସାଧାରଣ ଲୋକଙ୍କୁ ଉଠାଇ ନେବା ସହ ପୋଲିସ ମାଡ଼ ମାରିଥିବା ଅଭିଯୋଗ । ପୋଲିସ ଗାଡ଼ିରେ ଲୋକଙ୍କୁ ବଳପୂର୍ବକ ବସାଇବା ସହ ମାଡ଼ ମାରିବାର ଚିତ୍ର ସାମ୍ନାକୁ ଆସିଛି । ଏହି ସମୟରେ ଭିଡିଓ ଉତୋଳନ…
Read More...

ଫାଇଭ୍- ଟି ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ । ଦିଗପହଣ୍ଡିରେ ବିଜେପି , ବିଜେଡି କର୍ମୀ ଧସ୍ତାଧସ୍ତି

କନକ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିରେ ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ । ସଚିବଙ୍କ ଗସ୍ତ ପୂର୍ବରୁ ଦିଗପହଣ୍ଡିରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ବିଜେପିର କଳା ପତାକା ପ୍ରଦର୍ଶନକୁ ନେଇ ଦୁଇ ଦଳ ହାତାହାତି ହୋଇଛନ୍ତି । ସେହିପରି ସଚିବଙ୍କ ଗସ୍ତକୁ ସାନଖେମୁଣ୍ଡିରେ ମଧ୍ୟ…
Read More...