Browsing Category

ନ୍ୟୁଜ୍

ଏହି ତିନିଜଣ ଲୋକ ବିନା ପାସପୋର୍ଟରେ ଦୁନିଆର ଯେ କୌଣସି ସ୍ଥାନକୁ ଯାଇପାରିବେ

ଗୋଟେ ଦେଶରୁ ଅନ୍ୟଦେଶକୁ ଯିବାକୁ ହେଲେ ପାସପୋର୍ଟର ଆବଶ୍ୟକ ହୁଏ ଏହା ସମସ୍ତେ ଜାଣନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ G-20 ରେ ଯୋଗଦେବାକୁ ଆଜି ଭାରତ ଆସୁଛନ୍ତି। ସେ ପାଲାମ ବାୟୁସେନା ଷ୍ଟେସନରେ ପହଞ୍ଚିବା ମାତ୍ରେ ତାଙ୍କର କୂଟନୈତିକ ପାସପୋର୍ଟ ପ୍ରଥମେ ଯାଞ୍ଚ କରାଯିବ ।…
Read More...

ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା : ଆସନ୍ତାକାଲିଠାରୁ ଆରମ୍ଭ ହେବ ଶିଖର ସମ୍ମିଳନୀ; ୪୮ ଘଣ୍ଟା ପାଇଁ…

କନକ ବ୍ୟୁରୋ : ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା । ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ଚାଲିବ ଜି-୨୦ ଶିଖର ସମ୍ମିଳନୀ । ଏଥିପାଇଁ ଦେଶର ସବୁଠୁ ବଡ଼ ଇଣ୍ଡୋର ହଲ୍ ଅର୍ଥାତ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଏକାଠି କରିବାକୁ ସମ୍ପୂର୍ଣ୍ଣ…
Read More...

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସୁରକ୍ଷାରେ ନିୟୋଜିତ ହେବ ‘ଦ ବିଷ୍ଟ୍’ । ଜାଣନ୍ତୁ, ଏହି କାର…

କନକ ବ୍ୟୁରୋ: ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଶୁକ୍ରବାର ସନ୍ଧ୍ୟାରେ ସେ ନୂଆଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତେବେ ଆମେରିକା ରାଷ୍ଟ୍ରପତି ଭାରତ ଆସୁଥିବାରୁ, ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କଡା ନଜର ରଖାଯାଇଛି ।…
Read More...

କଂଗ୍ରେସର ତ ସଦସ୍ୟ ନଥିଲି, ମୋତେ ନିଲମ୍ବନ କଣ କରିବେ? କିନ୍ତୁ ଭୁଲ ପରେ ଭୁଲ ନିଷ୍ପତ୍ତି ନେଉଛି କଂଗ୍ରେସ, ଶୁଣନ୍ତୁ…

କନକ ବ୍ୟୁରୋ : କଂଗ୍ରେସରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । ମନ୍ମଥ କହିଛନ୍ତି, କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି? ମୁଁ ଚାକିରିରେ ଥିଲି, ତେଣୁ କଂଗ୍ରେସର ସଦସ୍ୟ ଆଦୌ ନଥିଲି । ଯଦି ବି କେହି ମୋ ନାଁ ପିସିସି ସଦସ୍ୟ ତାଲିକାରେ…
Read More...

ଟ୍ରମ୍ପଙ୍କ ସହ ନଜର ଆସିଲେ ଧୋନୀ । ଏକାଠି ଖେଳିଲେ ଗଲ୍ଫ । ସୋସିିଆଲ୍ ମିଡିଆରେ ଫଟୋ, ଭିଡିଓ ଭାଇରାଲ ।

କନକ ବ୍ୟୁରୋ: ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ଫଟୋ ସାମ୍ନାକୁ ଆସିଛି । ଯାହାକି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।…
Read More...

ମନ୍ମଥଙ୍କୁ ନିଲମ୍ବନ, ସୁରଙ୍କ ପ୍ରତିକ୍ରିୟା : କହିଲେ, ସାନପୁଅ ୨୪ରେ ଜଟଣୀରୁ ନିର୍ବାଚନ ଲଢିବ

କନକ ବ୍ୟୁରୋ : ମନ୍ମଥ ରାଉତରାୟଙ୍କ ସସପେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ସୁର ରାଉତରାୟ । କହିଲେ, ସେ ଆଗରୁ କହିଛନ୍ତି ଏବେବି କହୁଛନ୍ତି ତାଙ୍କ ସାନ ପୁଅ ମନ୍ମଥ ୨୦୨୪ରେ ଜଟଣୀରୁ ନିର୍ବାଚନ ଲଢ଼ିବ । କଂଗ୍ରେସରୁ ଦଳରୁ ନିଲମ୍ବିତ ପାଇଁ ସେ ଦୁଃଖିତ । ଦଳର ଶୃଙ୍ଖଳା ଦୃଷ୍ଟିରୁ…
Read More...

ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି : ଅନଲାଇନରେ ଯାଞ୍ଚ କରିହେବ ମୂଲ୍ୟାୟନ

କନକ ବ୍ୟୁରୋ : ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି । ଅନଲାଇନରେ ମୂଲ୍ୟାୟନ ଯାଞ୍ଚ କରିହେବ । ତେବେ ଯାଞ୍ଚ ପାଇଁ ରୋଲ ନଂ ଓ ମୋବାଇଲ ନଂ ଦେବାକୁ ପଡିବ । ୧୨ ସେପ୍ଟେମ୍ବର ଯାଏଁ ଓଏମଆର କପି ଯାଞ୍ଚ କରିହେବ । ୱେବସାଇଟ - www.bseodisha.ac.in ।
Read More...

ବର୍ଷା ଦିନେ ପାଣି ଅଭାବ : ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ଶତାଧିକ ମହିଳା

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଭଞ୍ଜନଗର-ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ଶତାଧିକ ମହିଳା । ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୋଛବାଡ଼ି ଗାଁକୁ ୮ ମାସ ହେଲା ପିଇବା ପାଣି ଆସୁନଥିବାରୁ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ ।…
Read More...

କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ । କଂଗ୍ରେସର ସଦସ୍ୟ ଥାଇ ମଧ୍ୟ ଦଳରେ ନଥିବା କହିଥିଲେ ସୁରଙ୍କ ପୁଅ,…

କନକ ବ୍ୟୁରୋ : କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଂଗ୍ରେସର ସଦସ୍ୟ ଥାଇ ସୁଦ୍ଧା ଦଳରେ ନଥିବା ନେଇ ବୟାନ ରଖିଥିଲେ ମନ୍ମଥ । ଯାହାକୁ ନେଇ…
Read More...

ହିନ୍ଦୋଳରେ ୧୨ ଘଣ୍ଟିଆ ବନ୍ଦ ପାଳନ : ଏନଏସି ଅଞ୍ଚଳରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ

କନକ ବ୍ୟୁରୋ : ହିନ୍ଦୋଳ ଏନଏସିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବିଜେପି । ହିନ୍ଦୋଳକୁ ସରକାରୀ ବସ୍ ବ୍ୟବସ୍ଥା, ୧୫ ଓ ୧୬ ନମ୍ବର ୱାର୍ଡ଼ରେ ରାସ୍ତା ନିର୍ମାଣ, ହିନ୍ଦୋଳ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି, ଚାଷୀଙ୍କ…
Read More...