Browsing Category

ନ୍ୟୁଜ୍

ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶଃ ଲଘୁଚାପ କ୍ଷେତ୍ର । ପରବର୍ତୀ ୩ ତାରିଖ ଯାଏଁ ଆହୁରି ଘନିଭୂତ ହେବା ଆଶଙ୍କା

କନକ ବ୍ୟୁରୋ : ଏଥର ବର୍ଷା ଭିଜିବ ଦଶହରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆହୁରି ଘନୀଭୂତ ହୋଇ ୨୨ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବାର…
Read More...

ଗାଜାବାସୀଙ୍କ ପାଇଁ ଆଶାର ଆଲୋକ । ଯୁଦ୍ଧର ୧୫ ଦିନ ପରେ ପହଂଚିଲା ମାନବୀୟ ସହାୟତା

କନକ ବ୍ୟୁରୋ : ଆତଙ୍କୀ ଗୋଷ୍ଠୀ ହମାସର ବର୍ବରକାଣ୍ଡ ପରେ ଗାଜା ଉପରେ ପାଲଟା ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଗାଜାରେ ଜୋରଦାର ଚାଲିଛି ବିମାନ ଆକ୍ରମଣ । ଏହାସହ ଗାଜାକୁ ଅବରୋଧ କରି ରଖିଛି ଇସ୍ରାଏଲ । ଫଳରେ ଖାଦ୍ୟ, ପାନୀୟ ଓ ଔଷଧର ଘୋର ଅଭାବ ଦେଖାଦେଇଛି । ଏଭଳି ସଙ୍ଗୀନ ସ୍ଥିତି ବେଳେ…
Read More...

ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଭକ୍ତିମୟ ପରିବେଶରେ ଚାଲିଛି ମାଆଙ୍କ ଆରାଧନା

କନକ ବ୍ୟୁରୋ : ସବୁଠି ପୂଜାର ଉତ୍ସାହ । ଗାଁରୁ ସହର ଚାରିଆଡେ ଚଳଚଂଚଳ । ପୀଠରେ ଯେମିତି ଭକ୍ତିର ପରିବେଶ, ମଣ୍ଡରେ ସେମିତି ଶ୍ରଦ୍ଧାଳୁଙ୍କ ଉତ୍ସାହ । ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା କରାଯାଉଛି । ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କ ମହାସ୍ନାନ…
Read More...

‘ରମାଦେବୀ’ରେ ରାଗିଂ ? ଛାତ୍ରୀ ଆଣିଲେ ସାଂଘାତିକ୍ ଅଭିଯୋଗ

କନକ ବ୍ୟୁରୋ : ରାଜଧାନୀର ଛାତି ଉପରେ ଥିବା ରମାଦେବୀ କଲେଜ୍ରୁ ଆସିଛି ରାଗଂ ଭଳି ସାଂଘାତିକ୍୍ ଅଭିଯୋଗ । ବଡ଼ କଥା ହେଉଛି, ରାଗିଂ ସ୍ଥିତିର ସାମ୍ନା କରିଥିବା ଏହି ଯୁକ୍ତ ଦୁଇ ଛାତ୍ରୀ, ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ।…
Read More...

ମାଡ଼ରୁ ନୁହେଁ ରୋଗରୁ ହୋଇଛି ଏଏସଆଇ ଲୁଗୁନଙ୍କ ମୃତ୍ୟୁ । ଶବ ବ୍ୟବଛେଦ ରିପୋର୍ଟ ପରେ କହିଲେ ଏସପି, ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ : ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିଶା ଲୁଗୁନଙ୍କ ମୃତ୍ୟୁ ମାଡରୁ ନୁହଁ ବରଂ ରୋଗରୁ ହୋଇଛି । ଏହା କହିଛନ୍ତି ରାଉରକେଲା ଏସପି । ଶବବ୍ୟବଚ୍ଛେଦ ରିପୋର୍ଟକୁ ଭୁବନେଶ୍ୱର ଏମ୍ସ ପଠାଯାଇଥିଲା । ଆଉ ଏହି ରିପୋର୍ଟକୁ ମେଡିସିନ ଫରେନସିକ ଟିମ ଯାଂଚ କରିଥିଲେ । ଆଉ ରିପୋର୍ଟ ଯାଂଚ…
Read More...

ରାଜନୀତିରେ ‘ସମ୍ପର୍କ ଅଭିଯାନ’ । ‘ଜନ ସମ୍ପର୍କ’ ପରେ, ‘ପରିବାର ସମ୍ପର୍କ’ ଅଭିଯାନ ଆରମ୍ଭ କରିବ ବିଜେଡି

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାବେଳେ ଲୋକଙ୍କ ସହ ଯୋଡି ରହିବାକୁ ଉଦ୍ୟମ ଜାରି ରଖିଛନ୍ତି ସମସ୍ତ ପ୍ରମୁଖ ରାଜନୈତିକ ଦଳ । ଶାସକ ଦଳ ବିଜେଡି ଜନ ସମ୍ପର୍କ ଅଭିଯାନ ଚଳାଇଛି । ପଂଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମୀ ପଦଯାତ୍ରା କରୁଛନ୍ତି । ଆଉ ଏହି ସମ୍ପର୍କ…
Read More...

ଗଗନଯାନର ପ୍ରଥମ ପରୀକ୍ଷଣ ସଫଳ । ଯୋଜନା ଅନୁଯାୟୀ ରକେଟରୁ ଅଲଗା ହେଲା ‘କ୍ରୁ ମଡ୍ୟୁଲ୍’, ବଙ୍ଗୋପସାଗରରେ କଲା ଅବତରଣ

କନକ ବ୍ୟୁରୋ : ଚନ୍ଦ୍ରର ଦକ୍ଷିଣ ମେରୁରେ ପହଁଚି ବିରଳ ସଫଳତା ପାଇବା ପରେ ଆଦିତ୍ୟ ଏଲ୍-ୱାନ ଏବଂ ଆଜି ଗଗନଯାନ ମିସନର ପ୍ରଥମ ସଫଳ ପରୀକ୍ଷଣ । ଏହା ସହ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଛି ଭାରତ । ବୈଷୟିକ ତ୍ରୁଟି ଯୋଗୁଁ ଦୁଇ ଥର ସ୍ଥଗିତ ପରେ ଶ୍ରୀହରିକୋଟା ସତୀଶ…
Read More...

କାନାଡା ରାଜଦୂତଙ୍କୁ ଭାରତରୁ ବିଦା କରିବା ପ୍ରସଙ୍ଗ । ଆମେରିକା ପରେ ଏବେ କାନାଡା ସମର୍ଥନରେ ମତ ରଖିଲା ବ୍ରିଟେନ

କନକ ବ୍ୟୁରୋ : ଭାରତ ସରକାରଙ୍କ ଦ୍ୱାରା କାନାଡାର ୪୧ଜଣ କୂଟନୀତିଜ୍ଞଙ୍କୁ କାନାଡା ଫେରାଇ ଦେବା ପ୍ରସଙ୍ଗରେ ଆମେରିକା ପରେ ଏବେ ବ୍ରିଟେନ ଅସନ୍ତୋଷ ପ୍ରକାଶ କରିଛି । ବ୍ରିଟନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ଭାରତ ସରକାରଙ୍କ ଏହି ପଦକ୍ଷେପ ଭିଏନା ଚୁକ୍ତିର…
Read More...

ଶହେ ଟଙ୍କା ଦେଲେ ମାଆଙ୍କ ଦର୍ଶନ ପାଇଁ ଛାଡି ଦେଉଥିବା ଅଭିଯୋଗ । ଯାଜପୁର ବିରଜା ମନ୍ଦିରରେ ଦକ୍ଷିଣା ନାହିଁ ତ ଦର୍ଶନ…

କନକ ବ୍ୟୁରୋ : ଦର୍ଶନ ପାଇଁ ଦକ୍ଷିଣା ଦାବି । ଶାରଦୀୟ ପାର୍ବଣରେ ମନ୍ଦିରରେ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଦକ୍ଷିଣା ଦାବି କରାଯାଉଛି । ଦକ୍ଷିଣା ନାହିଁ ତ ଦର୍ଶନ ନାହିଁ, ଏହି ନୀତିରେ ଲୋକଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ଦାବି କରାଯାଉଛି । ଦର୍ଶନ ପାଇଁ ଦକ୍ଷିଣା ଦାବି…
Read More...

ବେଦାନ୍ତ ଆଲୁମିନିୟମ ଓଡ଼ିଶାକୁ ବିଶ୍ୱରେ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ପ୍ରତିଶୃତିବଦ୍ଧ

କନକ ବ୍ୟୁରୋ : ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଔଦ୍ୟୋଗିକ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା । ଏହା ଭାରତ ତଥା ବିଶ୍ୱରେ ଓଡ଼ିଶାକୁ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ । ଏହାର ବ୍ୟାପକ କାର୍ୟ୍ୟକଳାପ ଏବଂ ରାଜ୍ୟର ଅପାର ସମ୍ଭାବନାକୁ ସୂଚୀତ କରିଛି । ୧,୦୦,୦୦୦ କୋଟି…
Read More...