Browsing Category

ଅନ୍ୟାନ୍ୟ

ପ୍ରୟାଗରାଜରୁ ନିର୍ବାଚନ ଲଢ଼ିବେ ଆମ ଆଦମୀ ପାର୍ଟିର ପ୍ରଥମ କିନ୍ନର ପ୍ରାର୍ଥୀ

ଆମ ଆଦମୀ ପାର୍ଟି (ଆପ୍)ର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ଭବାନୀ ନାଥ ବାଲ୍ମିକୀ ଚଳିତ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ‘କିନ୍ନର ଆଖଡ଼ା’ ମହାମଣ୍ଡେଳେଶ୍ୱରର ସଦସ୍ୟ ଭବାନୀ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା…
Read More...

ଆଉ ୫ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସମାଜବାଦୀ ପାର୍ଟି । ବରେଲିରୁ ମଙ୍ଗ ଧରିବେ ଭଗବତ ଶରଣ ଗଙ୍ଗୱାର

କନକ ବ୍ୟୁରୋ: ଆଉ ୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ସମାଜବାଦୀ ପାର୍ଟି । ଉତରପ୍ରଦେଶର ମୁରାଦାବାଦ ଆସନରୁ ନାସିର କୁରୈସୀ, ବରେଲିରୁ ଭଗବତ ଶରଣ ଗଙ୍ଗୱାର , ଉନ୍ନାଓରୁ ପୂଜା ପାଲ. ଝାନ୍ସିରୁ ଶ୍ୟାମ ସୁନ୍ଦର ଯାଦବ ଏବଂ କୁଶୀନଗରରୁ ନଥୁନୀ ପ୍ରସାଦ କୁଶବାହାଙ୍କୁ ପ୍ରାର୍ଥୀ କରିଛି ଦଳ ।…
Read More...

ଓୱୈସିିଙ୍କ ଟାର୍ଗେଟରେ ମୋଦି: କହିଲେ, ପୁଲୱାମା ହମଲା ବେଳେ ବିଫ୍ ବିରିଆନୀ ଖାଇ ଶୋଇଥିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପୁଲୱାମା ଆତଙ୍କୀ ହମଲା ବେଳେ ବିଫ୍ ବିରିଆନୀ ଖାଇ ଆରାମରେ ଶୋଇଥିଲେ ପ୍ରଧାନମନ୍ତ୍ରୀ । କିଛି ଏଭଳି ଶବ୍ଦରେ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୁସଲିମ୍ ନେତା ଅସଦ୍ଦୁଦ୍ଦିନ ଓୱୈସି । ହାଇଦ୍ରାବାଦରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଓୱୈସି କହିଛନ୍ତି ଯେତେବେଳେ…
Read More...

ସପା’ର ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଅଖିଳେଶ ଧରିବେ ପ୍ରଚାରର ମଙ୍ଗ, ହେଲେ ତାଲିକାରେ ରହିଲାନି…

କନକ ବ୍ୟୁରୋ: ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ସପା ତଥା ସମାଜବାଦୀ ପାର୍ଟି ଘୋଷଣା କରିଛି ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତେବେ ସପା ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ପ୍ରମୁଖ ମହାସଚୀବ ରାମ ଗୋପାଳ ଯାଦବଙ୍କ…
Read More...

ବାପା ମୁଲାୟମ ସିଂହ ଯାଦବଙ୍କ ଆଜମଗଡ଼ ଆସନରୁ ନିର୍ବାଚନ ଲଢ଼ିବେ ଅଖିଳେଶ ଯାଦବ

ଏପ୍ରିଲ୍-ମେ ମାସରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜମଗଡ଼ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସମ୍ପ୍ରତି ଆଜମଗଡ଼ର ସାଂସଦ ଅଛନ୍ତି ଅଖିଳେଶଙ୍କ ବାପା ମୁଲାୟମ୍ ସିଂହ ଯାଦବ। ରବିବାର ଦିନ ଦଳ ତା’ର ଟୁଇଟରରେ ପ୍ରକାଶ କରିଥିବା ୨ଜଣିଆ ପ୍ରାର୍ଥୀ…
Read More...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ କେଜରିୱାଲ ! ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଲେ ପିଲାଙ୍କୁ ଚୌକିଦାର କରିବା ପାଇଁ ଚାହିଁଲେ…

କନକ ବ୍ୟୁରୋ : ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହି କ୍ୟାମ୍ପେନକୁ ନେଇ ବିରୋଧୀ ସବୁବେଳେ ମୋଦିଙ୍କୁ ସମାଲୋଚନା କରୁଛନ୍ତି । ଏପ୍ରସଙ୍ଗରେ ଆଜି ଆମ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ନିଜ ପିଲାଙ୍କୁ…
Read More...

ୟୁପିରେ ତ୍ରିକୋଣୀୟ ମୁକାବିଲା ! କଂଗ୍ରେସ ଓ ସପା-ବସପା ଭିନ୍ନ ଭିନ୍ନ ନିର୍ବାଚନ ଲଢ଼ିଲେ, ଫାଇଦାରେ ରହିବ କି ବିଜେପି?

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ସମୟେର ଉତ୍ତରପ୍ରଦେଶର ଉପରେ ଥାଏ ସବୁ ଦଳର କଡ଼ା ନଜର ।  ଚଳିତ ନିର୍ବାଚନରେ ଭାଜପା ସହ ମୁକାବିଲା କରିବା ପାଇଁ ବିଭାଜିତ ହୋଇଥିବା ବିରୋଧୀ କେତେ ସଫଳ ହେବ ତାହା ସମୟ କହିବ । ଉତ୍ତରପ୍ରଦେଶରେ ୮୦ରୁ ପ୍ରାୟ ସିଟ ପାଇଁ ଭାଜପା, କଂଗ୍ରେସ ଓ ସପା-ବସପା ମେଂଟ…
Read More...

୭ଟି ସିଟ୍ ଅଫରରେ ରାଗିଗଲେ ମାୟାବତୀ ! କହିଲେ, ବଳପୂର୍ବକ ଭାବେ ମହାମେଂଟର ଭ୍ରମ ସୃଷ୍ଟି କରୁଛି କଂଗ୍ରେସ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୯୧ ପାଇଁ ଉତ୍ତରପ୍ରଦେଶ ରାଜନୀତି ଦିନକୁ ଦିନ ରୋଚକ ହେବାରେ ଲାଗିଛି । ରାଜ୍ୟରେ ନିର୍ବାଚନୀ ମାହୋଲ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଏପରିସ୍ଥଳରେ ମହାମେଂଟରୁ ବାହାରେ ଥିବା କଂଗ୍ରେସର ଉଦାରତା ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ…
Read More...

ଲୋକସଭା ନିର୍ବାଚନ ଲଢି ନପାରନ୍ତି ମାୟାବତୀ-ଅଖିଳେଶ? ଜାଣନ୍ତୁ କଣ ରହିଛି କାରଣ

କନକ ବ୍ୟୁରୋ: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଓ ବିଏସପି ମୁଖ୍ୟ ମାୟାବତୀ ଚଳିତ ଲୋକସଭା ନିର୍ବାଚନ ଲଢି ନପାରନ୍ତି । ପ୍ରଚାରରେ ବ୍ୟସ୍ତ ରହିବାକୁ ଯୋଗୁଁ ଉଭୟ ନେତା ନିର୍ବାଚନ ନ ଲଢିବା ସମ୍ଭାବନା ରହିଛି । ଅଖିଳେଶ ଲଢୁଥିବା ୟୁପିର କନୌଜ ଆସନରୁ ତାଙ୍କ ପତ୍ନୀ ଡିମ୍ପଲ ଯାଦବ…
Read More...

ଭୋଟ ପାଇଁ ରକ୍ତର ଖେଳ: ଆନ୍ଧ୍ରରେ ୱାଇଏସଆର ନେତାଙ୍କୁ ହତ୍ୟା, ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଅଭିଯୋଗ ଆଣିଲେ ଜଗମୋହନ

କନକ ବ୍ୟୁରୋ: ଭୋଟ ପାଇଁ ରକ୍ତର ଖେଳ । ଅନେକ ସମୟରେ ନିଜେ ଜିତିବା ପାଇଁ ଆଉ ପ୍ରତୀଦ୍ୱନ୍ଦୀକୁ ହରାଇବା ହିଂସା ପରାୟଣ ହୋଇଯାଆନ୍ତି ଲୋକେ । ବିଶେଷ କରି ରାଜନୀତି କ୍ଷେତ୍ରରେ ଏଭଳି ଶତ୍ରୁତାର ଉଦାହରଣ ଅନେକ । କାରଣ ରାଜନୈତିକ ଶତ୍ରୁତା ପାଇଁ ନେତାଙ୍କୁ ହତ୍ୟା କରାଯାଇଥିବା ଖବର ବହୁ ମସୟରେ…
Read More...