Browsing Category

ବିଜେପି

ଦେଶରେ ନିର୍ବାଚନ ସରିଲା । ବନ୍ଦ ହେଲା ନମୋ ଟିଭି

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୨୬ ତାରିଖରେ ଯେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ସମସ୍ତଙ୍କ ଟିଭିରେ ‘ନମୋ ଟିଭି’ ଚ୍ୟାନେଲର ଆବିର୍ଭାବ ଘଟିଥିଲା, ଠିକ୍ ସେମିତି ଢ଼ଙ୍ଗରେ ଗତକାଲି ଏକଜିଟ ପୋଲରେ ‘ନମୋ’ (ନରେନ୍ଦ୍ର ମୋଦି) ଆଉ ଥରେ ପ୍ରଧାନମନ୍ତ୍ରୀ…
Read More...

ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ପ୍ରସଙ୍ଗରେ ନିନ୍ଦା କଲେ ନୀତିଶ କୁମାର । କହିଲେ, ପ୍ରଜ୍ଞାଙ୍କୁ କରାଯାଉ ବିଜେପରୁ…

କନକ ବ୍ୟୁରୋ: ଭୋପାଳରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାକୁ ନେଇ ଏନଡିଏରେ ମତଭେଦ ଦେଖାଦେଇଛି । ନାଥୁରାମ ଗଡସେଙ୍କ ସମ୍ପର୍କରେ ପ୍ରଜ୍ଞାଙ୍କ ବୟାନକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ କହିଛନ୍ତି, ପ୍ରଜ୍ଞାଙ୍କ ବୟାନ ଆଦୌ ଗ୍ରହଣୀୟ ନୁହେଁ । ତାଙ୍କ…
Read More...

ଫଳାଫଳ ପୂର୍ବରୁ ବିଜେପିର ପ୍ରେସମିଟ୍ । ଶାହା କହିଲେ, ୫ ବର୍ଷରେ ଲୋକଙ୍କ ବିଶ୍ୱାସଭାଜନ ହୋଇଛି ବିଜେପି, ଏଥର ୩ଶହରୁ…

କନକ ବ୍ୟୁରୋ: ଫଳାଫଳ ପୂର୍ବରୁ ପ୍ରେସମିଟ୍ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଚଳିତ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗତ ନିର୍ବାଚନରେ ଯେଉଁ ୧୨୦ ସଂସଦୀୟ କ୍ଷେତ୍ରରେ ଫଳାଫଳ…
Read More...

ମେ’୨୩ କଂଗ୍ରେସ ଓ କିଛି ବିରୋଧୀ ଦଳ ପାଇଁ ହେବ କଳାଦିବସ ! ପରାଜୟ ପାଇଁ ବିରୋଧୀ କେଉଁଠାରେ ଶୋକ କରିବେ ତାହା ନିର୍ଣ୍ଣୟ…

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ସମୟରେ ନିର୍ବାଚନ ମାହୋଲ । ନିଜ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ନେତାମାନେ ମଧ୍ୟ ବ୍ୟସ୍ତ । କେବଳ ଏତିକି ନୁହେଁ ବରଂ ଆଗାମୀ ୨୩ରେ ଫଳ କାହା ସପକ୍ଷରେ ଯିବ ତାହାକୁ ନେଇ ମଧ୍ୟ ଚାଲିଛି ଅଙ୍କକଷା । କିଏ ବିଜୟୀ ହେବ ? କାହାକୁ ବହୁମତ ମିଳିବ…
Read More...

କଲିକତା ରାଜନୀତିର ରୋଚକ ଦୃଶ୍ୟ ! ହିଂସାର ଗୋଟିଏ ଦିନପରେ ନିଜ ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ଫଟୋ ବଦଳାଇଲେ ମମତା

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ସମୟରେ କଲିକତା ରାଜନୀତିକୁ ନେଇ ବେଶ ଚର୍ଚ୍ଚା ଧରିଛି । ପ୍ରତ୍ୟେକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମିଳିଥିବା ସୂଚନା ଅନୁସାରେ, କଲିକତାରେ ହିଂସାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫେସବୁକ ଓ ଟ୍ୱିଟରରେ ନିଜ…
Read More...

ମୋଦିଙ୍କ ପରେ ନବୀନଙ୍କୁ ଶାହାଙ୍କ ପ୍ରଶଂସା । ମମତାଙ୍କୁ ଟାର୍ଗେଟ କରି କହିଲେ, ଓଡିଶାରେ ବିଜେଡି ଶାସନକାଳରେ ହେଉନିି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଅମିତ୍ ଶାହା । ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ହିଂସାକୁ ନେଇ ପ୍ରେସମିଟ୍ କରିବା ଅବସରରେ ନବୀନଙ୍କ ଶାସନକୁ ପ୍ରଶଂସା କରିଛନ୍ତି ଶାହା । ସେ କହିଛନ୍ତି ପଶ୍ଚିମବଙ୍ଗର ପଡୋଶୀ ରାଜ୍ୟ ଓଡିଶାରେ…
Read More...

ମମତାଙ୍କ ଗଡରୁ ଗର୍ଜିଲେ ଶାହା । ପଶ୍ଚିମବଙ୍ଗରେ ବିଜେପିର ଶକ୍ତି ପ୍ରଦର୍ଶନ, ଅମିତ ଶାହା କହିଲେ, ପୁଣି ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : କୋଲକାତାରେ ପ୍ରବଳ ହଙ୍ଗାମା ପରେ ବିଶାଳ ରୋଡ ସୋ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । କୋଲକାତାରେ ଶକ୍ତି ପ୍ରଦର୍ଶନ କରିବା ସହ ମମତା ବାନାର୍ଜିଙ୍କୁ ଟାର୍ଗେଟ୍ କରିଛନ୍ତି ଶାହା । ଶାହାଙ୍କ ଗସ୍ତ ପୂର୍ବରୁ ବିଜେପିର ପୋଷ୍ଟର ହଟିବା ଏବଂ ୭ ଜଣ ବିଜେପି…
Read More...

ଦଳ ଭିତରେ ମୋଦିଙ୍କ ଉପରେ ରାଗନ୍ତି ଜଣେ ନେତା । ଇନ୍ଦୋର ରାଲିରେ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ନିଜେ ଖୁଲାସା କଲେ…

କନକ ବ୍ୟୁରୋ : ଦେଶରେ ଚାଲିଛି ସାଧାରଣ ନିର୍ବାଚନ । ନିଜ ଦଳକୁ ଜିତିବା ପାଇଁ ସବୁ ଦଳର ତୁଙ୍ଗ ନେତାମାନେ ବିଭିନ୍ନ ସ୍ଥାନରେ ସଭା ଓ ରାଲି କରୁଥିବା ଦେଖିବାକୁ ମିଳିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଲି ସହ ସାଧାରଣ ସଭାରେ ଉଦବୋଧନ ଦେଉଛନ୍ତି । ଜାତୀୟ ଗଣମାଧ୍ୟମରୁ…
Read More...

‘ଦେଶର ସବୁ ଗରିବଙ୍କ ଯେଉଁ ଜାତି, ତାହା ମୋର ଜାତି ।’ ଜାତିକୁ ନେଇ ମାୟାବତୀଙ୍କୁ ମୋଦିଙ୍କ ଆକ୍ରମଣ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶର ସୋନଭଦ୍ରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପକ୍ଷ ଦଳକୁ ସମାଲୋଚନା କରିବାକୁ ଭୁଲି ନ ଥିଲେ । ସମସ୍ତଙ୍କ ବୟାନର ଗୋଟି ଗୋଟି କରି ଜବାବ ଦେଇଥିଲେ ମୋଦୀ । ଜନସଭାକୁ ସମର୍ଥନ କରି, ୨୧ବର୍ଷ ପୂର୍ବେ ପରମାଣୁ ପରୀକ୍ଷଣ ଅପରେସନ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲେ ଅଖିଳେଶ ! କହିଲେ, ନିଜ ପ୍ରଚାରରେ ବ୍ୟସ୍ତ ରୁହନ୍ତି ମୋଦି, ଯାହା…

କନକ ବ୍ୟୁରୋ : ମୋଦିଙ୍କୁ ପୁଣି ସମାଲୋଚନା କଲେ ଅଖିଳେଶ । କହିଲେ, ମୋଦି ହେଉଛନ୍ତି ୧୮୦ ଡିଗ୍ରୀର ପ୍ରଧାନମନ୍ତ୍ରୀ । ଶାସନ କ୍ଷମତାକୁ ଆସିବା ପରେ ସେ ଅନେକ କଥା କହିଛନ୍ତି ହେଲେ ତାହା କରନ୍ତି ନାହିଁ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର…
Read More...