Browsing Category

ଜୀବନଚର୍ଯ୍ୟା

ଅଣ୍ଡା ଆମିଷ ନା ନିରାମିଷ ? ଆପଣ ଜାଣିଛନ୍ତି କି ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ ଅଣ୍ଡା କେଉଁ ଶ୍ରେଣୀରେ ଯାଏ । ଜାଣିବା…

ପ୍ରଥମେ ଅଣ୍ଡା ନା କୁକୁଡା, ଅଣ୍ଡା ଆମିଷ କି ନିରାମିଷ ? ଦୁନିଆରେ ଏମିତି ଅନେକ ପ୍ରଶ୍ନ ଘୁରି ବୁଲୁଛି। ଯାହାର ଜବାବ ଏଯାବତ୍ ମିଳିନାହିଁ। ଏହାକୁ ନେଇ ବିଭିନ୍ନ ପ୍ରକାର ବିଚାର ଶୁଣିବାକୁ ମିଳେ। ତେବେ ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ବାହାର କରି ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି।…
Read More...

ଭୁଲରେ ମଧ୍ୟ ଗରମ ଦିନରେ ପିଅନ୍ତୁ ନାହିଁ ଏହି ଜୁସ୍ ! ଓଜନ ବଢ଼ିଯିବାର ସମ୍ଭାବନା ଅଛି । 

ଲୋକମାନେ ଭାବନ୍ତି ଯେ ଗରମ ଦିନରେ ଓଜନ ହ୍ରାସ କରିବା ସହଜ ହୋଇଥାଏ । କାରଣ ଏହି ସମୟରେ ହେଭି ଫୁଡ୍ ଖାଇବାକୁ ଇଚ୍ଛା ହୋଇ ନ ଥାଏ । କିନ୍ତୁ ଗରମ ହେତୁ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ । ଆସନ୍ତୁ ଜାଣିବା କିଛି ଥଣ୍ଡା ପାନୀୟ ବିଷୟରେ ଯାହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।…
Read More...

ଆଖି ହେଉଛି ଅମୂଲ୍ୟ ଅଙ୍ଗ! ଜାଣନ୍ତୁ ଖରାଦିନେ ଉତ୍ତାପ ଏବଂ ଧୂଳି ଅଧିକ ଥିବାରୁ କିଭଳି ନେବେ ଆଖିର ଯତ୍ନ ।

ଶରୀରର ଏକ ଅମୂଲ୍ୟ ଅଙ୍ଗ ହେଉଛି ଆଖି । ଆଖିର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ । ଖାସ କରି ଖରାଦିନେ ଖରାର ଉତ୍ତାପ ଏବଂ ବାୟୁମଣ୍ଡଳରେ ଉଡୁଥିବା ଧୂଳି ଆଖିକୁ ବହୁତ କ୍ଷତି ପହଞ୍ଚାଇଥାଏ । ତେଣୁ ଏହି ସବୁ କ୍ଷତିରୁ ଆଖିକୁ ରକ୍ଷା କରିବା ପାଇଁ ଆମକୁ କେଉଁ କେଉଁ ପଦକ୍ଷେପ ନେବାକୁ ପଡିବ ସେ…
Read More...

ଶରୀର ପାଇଁ କଲରା ବହୁତ ଗୁଣକାରୀ : ଆସନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ଜାଣିବା . . .

ସାଧାରଣତଃ କଲରା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ନାହଁ । କାରଣ କଲରା ଖାଇବାକୁ ପିତା ଲାଗିଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା କଲରାରେ ରହିଥିବା କେତେକ ଔଷଧିକ ଗୁଣ ସମ୍ବନ୍ଧରେ । ଯନ୍ତ୍ରଣାକୁ ଦୂର କରେ - ପ୍ରଥମେ କିଛି ତାଜା କଲରା ପତ୍ର ନିଅନ୍ତୁ…
Read More...

ବଳି ପଡିଥିବା ସାବୁନକୁ ଫିଙ୍ଗି ଦେଉଛନ୍ତି କି ? ତେବେ ଘରେ ବସି ମାତ୍ର ୫ ମିନିଟରେ ଏଥିରୁ ପ୍ରସ୍ତୁତ କରିପାରିବେ…

ବଡ କଥା ହେଲା ଏଥିପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିବନି କି ଅନ୍ୟ କୌଣସି ଜିନିଷର ଆବଶ୍ୟକତା ମଧ୍ୟ ପଡିବ ନାହିଁ । କେବଳ ବଳି ପଡିଥିବା ସାବୁନର କିଛି ଖଣ୍ଡ ଏଥିପାଇଁ ଦରକାର ପଡିବ । ଏହି ସାବୁନ ଖଣ୍ଡରୁ ହିଁ ଆପଣ ଏତେ ମାତ୍ରାରେ ହ୍ୟାଣ୍ଡୱାସ ପ୍ରସ୍ତୁତ କରିପାରିବେ , ଯାହାର ବଜାର ଦର…
Read More...

ଅଧରାତିରେ ନିଦ ଭାଙ୍ଗି କିମ୍ବା ରାତିରେ ନିଦ ହେଉନଥିବା ଭଳି ସମସ୍ୟା ଦେଖାଯାଉଛି କି? ଚିନ୍ତା କରନ୍ତୁ ନାହିଁ ଆପଣାନ୍ତୁ…

ବ୍ୟସ୍ତବହୁଳ ଜୀବନରେ ଶୋଇବା ପାଇଁ ସମୟ ଟିକେ କାଢ଼ିବା ଯେତିକି କଷ୍ଟ ବିଛଣାରେ ପଡ଼ିବା ପରେ ଭଲ ନିଦ ଟିକେ ପାଇବା ତା’ଠାରୁ ବେଶି କଷ୍ଟ। ଭଲ ନିଦ ନ ହେବା ମାନେ ବ୍ୟକ୍ତି ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ିବା। ତେଣୁ, କ’ଣ କଲେ ଆପଣଙ୍କୁ ସୁନିଦ୍ରା ହେବ ତାହା ନିମ୍ନରେ ଉଲ୍ଲେଖ…
Read More...

ହଠାତ୍ ଲିପ୍ଟ ବନ୍ଦ ହୋଇଗଲେ କଣ କରିବେ ? ଜାଣନ୍ତୁ ଏହି ସମୟରେ ନିଜକୁ କିପରି ବଂଚାଇବେ ଏବଂ ପିଲାଙ୍କୁ ଲିପ୍ଟରେ ନେବା…

ଯଦି ଆପଣ କୌଣସି ଉଚ୍ଚ ମହଲାରେ ରହୁଛନ୍ତି କିମ୍ବା ସେଭଳି କୌଣସି ବିଲ୍ଡିଂରେ କାମ କରୁଛନ୍ତି ଏବଂ ସିଡିରେ ନ ଯାଇ ଲିପ୍ଟରେ ଯାଇଛନ୍ତି ତେବେ ଆପଣଙ୍କ ମନରେ ଲିପ୍ଟକୁ ନେଇ ଏଣୁତେଣୁ ପ୍ରଶ୍ନ ନିଶ୍ଚୟ ଆସିଥିବ । କାରଣ ଯେଭଳି ଭାବରେ ଲିପ୍ଟକୁ ନେଇ ଦୁର୍ଘଟଣାମାନ ଘଟିଚାଲିଛି । ସେ ସବୁ ଜାଣିବା…
Read More...

ଖରାଦାଉରୁ ଚର୍ମକୁ ରକ୍ଷା କରିବାରେ ସହାୟକ ହେବ ଏହି ଟିପ୍ସ ! ଖରାକୁ ବାହାରିବା ପୂର୍ବରୁ ଏହା ଉପରେ ନଜର ପକାନ୍ତୁ ।

ଚର୍ମ ଓ କେଶର ଉପଯୁକ୍ତ ଯତ୍ନ ନେଇ ଜାଣିଲେ ଖରାଦିନ ଠାରୁ ବଳି ଆଉ ସୁନ୍ଦର ଋତୁ କିଛି ନ ଥିବା ପରି ମନେ ହୁଏ। ଚର୍ମ ପାଇଁ ଖରାଦିନର ଏକ ମାତ୍ର ବିକୃତି ହେଉଛି ଅତିବାଇଗଣି ରଶ୍ମି। ଏଥିରୁ ଚର୍ମକୁ ନିରାପଦ ରଖିବାକୁ ଆବଶ୍ୟକ କେତୋଟି ସହଜ ପ୍ରାକୃତିକ ଚିଜ। ଏବଂ ସେ ସବୁ ଆପଣା ଘରେ ହିଁ ପାଇ…
Read More...

ଅସମୟରେ ଖାଦ୍ୟ ଗ୍ରହଣ ଯୋଗୁଁ ଏସିଡିଟି ସମସ୍ୟା ଦେଖାଯାଉଥିଲେ.ଏହି ଘରୋଇ ଉପାୟ ଆପଣାନ୍ତୁ ।

ବସ୍ତବହୁଳ ଜୀବନ ହେତୁ ଆଜିକାଲି ଲୋକମାନେ ଠିକ୍ ସମୟରେ ଖାଇ ପାରୁ ନାହାନ୍ତି । ଯାହାଦ୍ୱାରା ଅଧାରୁ ଅଧିକ ଲୋକଙ୍କ ନିକଟରେ ଏସିଡ଼ିଟିର ସମସ୍ୟା ଦେଖିବାକୁ ମିଳୁଛି। ଏସିଡ଼ିଟି ହେବାର ଅନେକ କାରଣ ରହିଛି । ଯେମିତିକି ଠିକ୍ ସମୟରେ ନ ଖାଇବା, ଅଧିକ ରାତି ପର୍ୟ୍ୟନ୍ତ ଅନିଦ୍ରା ରହିବା, ମସଲା…
Read More...

କର୍ମଜୀବି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିପ୍ସ ! ମାତ୍ର ୨୦ ମିନିଟରେ ଚମକିବ ତ୍ୱଚା

ସାଧାରଣତଃ କର୍ମଜୀବି ମହିଳାମାନେ ସମୟ ଅଭାବରେ ନିଜର ଯତ୍ନ ନେଇପାରନ୍ତି ନାହିଁ । ଅଫିସ କାମ ଓ ଘର କାମ ମଧ୍ୟରେ ସେମାନେ ନିଜ ତ୍ୱଚା ଉପରେ ବିଶେଷ ଧ୍ୟାନ ଦେଇ ପାରନ୍ତି ନାହିଁ । ସମୟ ଅଭାବରେ ଯଦି ଆପଣ ନିଜ ତ୍ୱଚାର ଯତ୍ନ ନେଇ ପାରୁ ନହାନ୍ତି, ସେଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ । ମାତ୍ର…
Read More...