Browsing Category

ଜୀବନଚର୍ଯ୍ୟା

ରକ୍ତଚାପରେ ଯୁବବର୍ଗ ! ଲକ୍ଷଣ ଓ ଏହାର ପ୍ରତିକାର କ’ଣ ?

କନକ ବ୍ୟୁରୋ : ଆଜିକାଲି ବ୍ଲଡପ୍ରେସର ବା ରକ୍ତଚାପ ସାଧାରଣ ହୋଇଗଲାଣି । ପୂର୍ବରୁ ବୟସ୍କ ବ୍ୟକ୍ତିମାନେ ରକ୍ତଚାପର ଶିକାର ହେଉଥିଲେ । କିନ୍ତୁ ଏବେ ସମୟ ବଦଳି ଯାଇଛି । ଏବେ ଯୁବବର୍ଗ ଏହାର ଅଧିକ ଶିକାର ହେଉଛନ୍ତି । ଏବେ ଆମେ କହୁନୁ, ଏମ୍ସର ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।…
Read More...

ଡାଏବେଟିସ୍ କ’ଣ ? ଏହାର ଲକ୍ଷଣ କ’ଣ ଓ କିପରି କରିବେ ଚିକିତ୍ସା ?

କନକ ବ୍ୟୁରୋ : ଡାଏବେଟିସ୍ ବା ମଧୁମେହ ରୋଗ । ଆଜିକାଲି ଘରେ ଘରେ ଡାଏବେଟିସ୍ ରୋଗ ଦେଖିବାକୁ ମିଳୁଛି । ଭାରତକୁ ଡାଏବେଟିସ୍ କ୍ୟାପିଟାଲ ବୋଲି କୁହାଯାଏ । କାରଣ ଏଠାରେ ଡାଏବେଟିସ୍ ରୋଗୀ ଅଧିକ । ତେବେ ଏହି ଡାଏବେଟିସ୍ କ’ଣ । କ’ଣ ଏହାର ଲକ୍ଷଣ ଓ କିପରି ଏହାର ଚିକିତ୍ସା କରିବେ । -…
Read More...

କାହିଁକି ହୁଏ ପେଟରେ ଯନ୍ତ୍ରଣା ? କପରି ଜାଣିବେ କ’ଣ ହୋଇଛି ରୋଗ ? ସମାଧାନର ବାଟ କ’ଣ ?

କନକ ବ୍ୟୁରୋ : ଆଧୁନିକ ଜୀବନ ଶୈଳୀ, କମ୍ ଶାରୀରିକ ପରିଶ୍ରମ, ଚିନ୍ତା ଆଦି ଯୋଗୁ ଏବେ ପେଟ ରୋଗ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳୁଛି । ପେଟରେ ଯନ୍ତ୍ରଣା ହେଉଛି । କିନ୍ତୁ ପେଟ ଯନ୍ତ୍ରଣାର ରୋଗ ସମାନ ନୁହେଁ । କିଛି କ୍ଷେତ୍ରରେ ପେଟରେ ଯନ୍ତ୍ରଣା ବିିଭିନ୍ନ ରୋଗ ପାଇଁ ହୋଇଥାଏ ।…
Read More...

ଲୁଣକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ : ଅଧିକ ଲୁଣ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ବିପଦ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

କନକ ବ୍ୟୁରୋ : ଯେତେ ଭଲ ଖାଇବା ହେଉନା କାହିଁକି ଖାଦ୍ୟରେ ଲୁଣ ଟିକେ କମିଗଲେ ତା ସ୍ୱାଦ ଖରାପ ହୋଇଯାଏ । କିନ୍ତୁ ଯଦି ଲୁଣ ଆପଣ ଟିକେ ଅଧିକ ଖାଉଛନ୍ତି ତେବେ ଏହା ସ୍ୱାଦ ସହ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଅନୁସାରେ ଜଣେ ବ୍ୟଙ୍କିଙ୍କୁ…
Read More...

କେମିତି ରଖିବେ ତ୍ୱଚାକୁ ସୁସ୍ଥ ? କେଉଁ ସବୁ ଦିଗ ପ୍ରତି ଦେବାକୁ ପଡିବ ଧ୍ୟାନ ?

କନକ ବ୍ୟୁରୋ : ସୁନ୍ଦର ଓ ଉଜ୍ୱଳ ତ୍ୱଛା କିଏ ନ ଚାହେଁ । ହେଲେ କିପରି ନିଜ ସ୍କିନ ବା ତ୍ୱଚାକୁ ସୁସ୍ଥ ଓ ଉଜ୍ୱଳ ରଖିବେ, ଏଥିପାଇଁ କିଛି ନିୟମ ଓ ସାବଧାନତା ପାଳନ କରିବାକୁ ହେବ । ଉପଯୁକ୍ତ ଖାଦ୍ୟ, ବ୍ୟାୟାମ, ଠିକ୍ ଭାବେ ଶୋଇବା ଓ ଚାପମୁକ୍ତ ରହିବା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।…
Read More...

ସୁସ୍ଥ ରହିବେ କେମିତି ? ଦିନର ଆରମ୍ଭ ଚା’ କିମ୍ବା କଫିରୁ ନକରି ପାଣି ପିଇ କରନ୍ତୁ

କନକ ବ୍ୟୁରୋ : କାର୍ଯ୍ୟବ୍ୟସ୍ତତା କିମ୍ବା ଅଭ୍ୟାସ ଯୋଗୁଁ ଅନେକ ଲୋକ ସକାଳ ଜଳଖିଆ ଖାଇବାକୁ ଭୁଲିଯାଆନ୍ତି । ହେଲେ ଡାକ୍ତରଙ୍କ କହିବା କଥା ସକାଳ ଜଳଖିଆ କେବେ ହେଲେ ଛାଡ଼ିବା କଥା ନୁହେଁ । କାରଣ ଏହା ଶରୀର ପାଇଁ ନିହାତି ଜରୁରୀ । ଯଦି ଆପଣ ସକାଳ ଜଳଖିଆ ଖାଉ ନାହାନ୍ତି, ଏହାର ଏକାଧିକ…
Read More...

‘ଲିଭର ସିରୋସିସ୍’କୁ ସାବଧାନ : କ’ଣ ରହିଛି ଲକ୍ଷଣ ? କେମିତି କରିବେ ପ୍ରତିକାର ?

କନକ ବ୍ୟୁରୋ : ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏହି ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ଏହି ରୋଗ ହୁଏ ? ଏହି ରୋଗ ହେଲେ ଏହାର ପ୍ରତିକାର କ'ଣ ? ‘ଲିଭର ସିରୋସିସ୍’କୁ ସାବଧାନ ଲିଭର…
Read More...

ତ୍ୱଚା ଉଜ୍ଜ୍ୱଳ ପାଇଁ ପୁରୁଷ ଓ ମହିଳା ବ୍ୟବହାର କରୁଛନ୍ତି କ୍ରିମ୍ : କେତେ କ୍ଷତିକାରକ ଏହି ତ୍ୱଚା ଉଜ୍ଜ୍ୱଳକାରୀ…

କନକ ବ୍ୟୁରୋ : ସୁନ୍ଦର ଦେଖା ଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ ଲାଇଟନିଂ ପଡକ୍ଟ ତଥା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀ ଚାହିଦା ବଢୁଛି । ବିଶେଷକରି ଆଫ୍ରିକା, ଏସିଆ ଏବଂ କାରବିଆନ ଦେଶଗୁଡିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାମଗ୍ରୀ ଉପରେ ବେଶ୍ ନିର୍ଭର…
Read More...

ଖାଦ୍ୟ ନଷ୍ଟରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଭାରତ, ଅପଚୟ ରୋକିଲେ ମିଳିବ ୩ ଫାଇଦା…

କନକ ବ୍ୟୁରୋ: ଖାଦ୍ୟ ନଷ୍ଟ ବର୍ତ୍ତମାନ ସମୟର ଗୋଟିଏ ବଡ ସମସ୍ୟା । ଏହା ଏହି ସମୟରେ ହେଉଛି ଯେତେବେଳେ ବିଶ୍ୱର ୮୩ କୋଟି ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି । ଭାବନ୍ତୁ ଯଦି ଖାଦ୍ୟ ଅପଚୟକୁ ରୋକିଦିଆଯାଏ ତେବେ ଭୋକରେ ରହୁଥିବା କେତେ ଲୋକଙ୍କୁ ଆମେ ପେଟ ପୁରା ଖାଇବା ଯୋଗାଇ ଦେଇପାରିବା । ତେବେ…
Read More...

ସକାଳୁ ପେଟରେ ଗ୍ୟାସ୍ ହେଉଛି କି? ଜାଣନ୍ତୁ ଏହାର କାରଣ, କରନ୍ତୁନି ଅବହେଳା

କନକ ବ୍ୟୁରୋ: ଆଜିକା ସମୟରେ ପେଟରେ ଅମ୍ଳ ହେବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଉଛି । ହେଲେ ସକାଳୁ ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହେବାର ବିଭିନ୍ନ କାରଣ ହୋଇପାରେ । ତେଣୁ ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ । ପେଟରେ ଗ୍ୟାସ ହେବା ସାଧାରଣ କଥା । ଏହା ଆପଣଙ୍କ ଖାଦ୍ୟପେୟ ତଥା ଜୀବନଶୈଳୀ…
Read More...