Browsing Category

ଜୀବନଚର୍ଯ୍ୟା

ଜୀବନ ଜିଇଁବା କଳା ! ସମସ୍ୟା ଭିତରେ ବଂଚିବା ଶିଖ

କାପୁୁରୁଷ ସେମାନେ ଯିଏ ଜୀବନ ଜିଇଁବା ଛାଡି ଆତ୍ମହତ୍ୟାକୁ ବାଛିଥାନ୍ତି । ଭଗବାନ ଆମକୁ ଯେଉଁ ଅମୂଲ୍ୟ ଜୀବନ ଦେଇଛନ୍ତି ,ତାକୁ ଛୋଟମୋଟ ସମସ୍ୟା ପାଇଁ ତ୍ୟାଗ କରିବା ଅନୁଚିତ । କାରଣ ଜୀବନ ହେଉଛି ଜିଇଁବା ପାଇଁ । ଏମିତି କିଛି ସକରାତ୍ମକ ମନୋଭାବକୁ ନେଇ ଜୀବନକୁ ମଧୁର କରନ୍ତୁ । ଆସନ୍ତୁ…
Read More...

ତ୍ୱଚା ଏବଂ କେଶ ସମସ୍ୟା ଦୂର କରେ ଦେଶୀ ଘିଅ ! ଜାଣନ୍ତୁ ସଠିକ୍ ବ୍ୟବହାର

ଭାରତରେ ଦେଶୀ ଘିଅ ଭଲ ସ୍ୱାସ୍ଥ୍ୟର ରହସ୍ୟ ଭାବରେ ଜଣାଶୁଣା । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଏହାକୁ ସଠିକ୍ ଉପାୟରେ ବ୍ୟବହାର କଲେ ତ୍ୱଚାକୁ କୋମଳ କରିବା ସହ ଚମକ ଆସିଥାଏ । ତେବେ ଜାଣନ୍ତୁ କେମିତି କରିବେ ବ୍ୟବହାର । କୋମଳ ଏବଂ ଚମକ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲ…
Read More...

କାରରେ ଏସି ଚଳାଇ ଦୀର୍ଘ ଯାତ୍ରା କରୁଛନ୍ତି କି? ଟିକେ ସାବଧାନ ରୁହନ୍ତୁ

ଅନେକ ସମୟରେ ଦେଖାଯାଏ କାରରେ ଯାତ୍ରା କରିବା ସମୟରେ ସାଧାରଣତଃ ଯାତ୍ରୀମାନେ ଗରମରୁ ରକ୍ଷା ପାଇବା ପାଇଁ ଏ.ସି ଚଳାଇଥାନ୍ତି । ସାମାନ୍ୟ ଆରାମ ମିଳିବା ପରେ ଡ୍ରାଇଭର ଗାଡି ଚାଳନା କରୁଥିବା ବେଳେ ସେମାନେ ଶୋଇପଡନ୍ତି । କାର୍ ଭିତରେ ଏସି ଚଳାଇ ଦୀର୍ଘ ସମୟ ଶୋଇରହିବାରେ ଶରୀରର ଯେଉଁ ପ୍ରଭୂତ…
Read More...

କେମିତି ହେବେ ପତଳା ? ଆପଣାନ୍ତୁ କିଛି ସରଳ ଉପାୟ

ଏମିତି କିଛି ଖାଦ୍ୟ ଅଛି ଯାହାକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ଆପଣଙ୍କ ଇଚ୍ଛା ମୁତାବକ ଆପଣ ନିଜ ଶରୀରକୁ ନିୟନ୍ତ୍ରଣ କରିପାରିବେ । ଏଥିସହ ଆପଣ ଏକ ସୁନ୍ଦର ତଥା ଆକର୍ଷଣୀୟ ସ୍ୱାସ୍ଥ୍ୟ ମଧ୍ୟ ପାଇପାରିବେ । ତେବେ ସେହି ଖାଦ୍ୟ ସଂପର୍କରେ ଜାଣନ୍ତୁ . . . . ପ୍ରୋଟିନ୍ ପ୍ରୋଟିନ ଭରପୁର…
Read More...

କିଭଳି ତ୍ୱଚା ପାଇଁ କେଉଁ ପ୍ରକାର ସନସ୍କ୍ରିନ ଲୋସନ୍ ବ୍ୟବହାର କରିବେ ? ଜାଣନ୍ତୁ . . . .

ଭାରତୀୟ ସ୍କ୍ରିନ ଟାଇପ୍ ପାଇଁ ଏସପିଏଫ୍ ୨୦ ଏବଂ ୩୦ ଥିବା ସନବ୍ଲକ୍ କ୍ରିମ୍ ଲଗାନ୍ତୁ । • ଅଧିକ ଗୋରା ତ୍ୱଚାକୁ ସୂର୍ଯ୍ୟକିରଣ ଅତି ସହଜରେ କ୍ଷତି କରିଥାଏ । ତେଣୁ ଯେଉଁମାନଙ୍କର ତ୍ୱଚା ଅଧିକ ସଫା ସେମାନଙ୍କ ପାଇଁ ଏସପିଏଫ୍ ୩୦ ଥିବା ଲୋସନ ଭଲ ଅଟେ । ଯଦି ତ୍ୱଚାର ରଙ୍ଗ କଳା ହୋଇଥାଏ ତେବେ…
Read More...

ସୁନିଦ୍ରା ଆଣେ ଯୁବାପଣ : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗଭୀର ନିଦ ଜରୁରୀ

ଗଭୀର ନିଦରେ କେବଳ ଶରୀରକୁ ଆରାମ ମିଳେନି । ଏହା ବହୁ ରୋଗରୁ ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ । ବୈଜ୍ଞାନିକମାନେ କୁହନ୍ତି ଯେ, ଗଭୀର ନିଦରେ ଶୋଇବା ଦ୍ୱାରା ଅଧିକ ବୟସରେ ମଧ୍ୟ ଯୁବା କରି ରଖିବାରେ ଏହା ସାହାଯ୍ୟ କରେ । ଏହା ଦ୍ୱାରା ଅଧିକ ବୟସରେ ହେଉଥିବା ସ୍ମରଣ ଶକ୍ତି ହ୍ରାସ ପରି…
Read More...

କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ ? ପୁରୁଷଙ୍କ ପାଇଁ କିିିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ବ୍ୟସ୍ତମୟ ଜୀବନରେ ସାଧାରଣତଃ ପୁରୁଷମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ଭଲଭାବରେ ନେଇ ପାରି ନଥାନ୍ତି । ଯେଉଁକାରଣରୁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଆଜି ଆମେ ଏନେଇ କିିଛି ଗୁରୁତ୍ୱ ପୂର୍ଣ୍ଣ ଦିଗ ଉପରେ ଦୃଷ୍ଟି ଆକର୍ଷଣ କରିବୁ ଯାହାକୁ ନିଜ ଦୈନନ୍ଦିନ ଜୀବନରେ…
Read More...

ପୁରୁଣା ପ୍ରେମ ପାଖକୁ ଫେରିବାକୁ ଚାହୁଁଛନ୍ତି ! ଧ୍ୟାନରେ ରଖନ୍ତୁ କିଛି କଥା

କୌଣସି ବି ସଂପର୍କରେ ବିଛେଦ ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ । କିଛି ଲୋକ ସଂପର୍କ ସହ ନିଜେ ମଧ୍ୟ ମାନସିକ ସ୍ତରରେ ଭାଙ୍ଗି ଯାଇଥାନ୍ତି । ଆଉ ମାସ ମାସ ଧରି ଏହି ଅବସାଦରେ ବୁଡି ରହିଥାନ୍ତି । ତେବେ ଧୀରେ ଧୀରେ ସମୟାନୁସାରେ ବଦଳିବା ସହ ନିଜ ଜୀବନରେ ବ୍ୟସ୍ତ ହୋଇଯାଆନ୍ତି । କିନ୍ତୁ ଅନେକ ଥର…
Read More...

ପ୍ରତିଦିନ ପୂଜା କରିବା ବେଳେ ପାଳନ୍ତୁ ଏହି ୫ଟି ନିୟମ : ମିଳିବ ଶାନ୍ତି

ହିନ୍ଦୁ ଧର୍ମରେ ପ୍ରାତଃ ପୂଜାର ଅନେକ ମହତ୍ୱ ରହିଛି । ବିଶ୍ୱାସ ଅଛି ଯେ ପ୍ରାତଃ ପୂଜାରେ ମନକୁ ଅପାର ଶାନ୍ତି ମିଳିଥାଏ ଓ ପୁରା ଦିନ ଆନନ୍ଦରେ ବିତିଥାଏ । କିନ୍ତୁ ଯଦି ଦେଖୁଛନ୍ତି ଯେ ସବୁ ଠିକଠାକ୍ କଲା ପରେ ବି ଯଦି ଆପଣଙ୍କ ମନ ଅଶାନ୍ତ ରହୁଛି ,ତାହେଲେ ଏହାର ଅର୍ଥ ଯେ ଆପଣଙ୍କ ପୂଜାରେ…
Read More...

ପ୍ରେମ ପରେ ପରିବର୍ତ୍ତନ ! ସଂପର୍କ ବଢିବା ପରେ ବଦଳିଯାଏ ଝିଅଙ୍କ ଏହି ୬ଟି ଅଭ୍ୟାସ

ପ୍ରେମ ମଣିଷକୁ ବଦଳାଇ ଦିଏ । କିନ୍ତୁ ଏହି ପରିବର୍ତ୍ତନ ସମସ୍ତଙ୍କ କ୍ଷେତ୍ରରେ ଅଲଗା ଅଲଗା ହୋଇଥାଏ । ନୂଆ ସଂପର୍କ କାହାକୁ ଭାବପ୍ରବଣ କରିଦିଏ ତ ଆଉ କାହାକୁ ପରିପୂର୍ଣ୍ଣ । କେହି ହଠାତ୍ ସୌନ୍ଦର୍ଯ୍ୟ ପ୍ରତି ସଚେତନ ହୋଇ ଯାଇଥାଏ ଆଉ କେହି ବିନ୍ଦାସ୍ । ଯଦି ଆମେ ମହିଳାଙ୍କ ବିଷୟରେ କହିବା…
Read More...