Browsing Category

ଜୀବନଚର୍ଯ୍ୟା

୨୦ ବର୍ଷର ହୋଇ ଯାଇଛନ୍ତି କି ? କ୍ୟାରିୟର ସହ ଜଡିତ ୫ ଟି ଜରୁରୀ ଜିନିଷ ଉପରେ ଦିଅନ୍ତୁ ଧ୍ୟାନ

ଯଦି ଆପଣ ୨୦ ବର୍ଷର ପାଦ ଦେଇ ସାରିଛନ୍ତି, ତେବେ ଏହି ସମୟ ହିଁ ଆପଣଙ୍କ କ୍ୟାରିୟର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ନିଆ ଯାଇଥିବା କୌଣସି ବି ମହତ୍ୱପୁର୍ଣ୍ଣ ନିଷ୍ପତି ଆପଣଙ୍କ ପୁରା ଜୀବନକୁ ପ୍ରଭାବିତ କରିପାରେ । ଏହା ଏମିତି ଏକ ସମୟ ଯେତେବେଳ ଆପଣ କ୍ୟାରିୟରକୁ ନେଇ ସଜାଗ…
Read More...

ମୂଳା ପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ ?

ମୂଳା ପତ୍ରରେ ଫୋଲିକ ଏସିଡ ପରି ଅନେକ ନ୍ୟୁଟ୍ରିଏଣ୍ଟସ ଭରାପୁର ମାତ୍ରାରେ ଥାଏ । ଏହାକୁ ସିଝାଇ ତରକାରି କରି କିମ୍ବା କେବଳ ଶାଗ କରି ଖାଇପାରିବେ । ଆପଣ ଚାହିଁଲେ ସାଲାଡରେ ମଧ୍ୟ ମୂଳା ପତ୍ର ସାମିଲ କରିପାରିବେ । ଡାଏଟିସିଆନଙ୍କ କହିବା ଅନୁସାରେ ମୂଳା ପତ୍ରର ତରକାରୀ କରିବା ସମୟରେ ସେଥିରେ…
Read More...

ଜାଣନ୍ତୁ ! ବିବାହର ଠିକ୍ ପୂର୍ବ ଦିନ ରାତିରେ କଣ ଭାବନ୍ତି ଝିଅମାନେ

ଯେତେବେଳେ ଗୋଟେ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନୁଆ ଜୀବନର ଆରମ୍ଭ କରିବାକୁ ବସେ ସେତେବେଳେ ତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରି ଥାଏ । ତେବେ ବିବାହର ଠିକ୍ ପୂର୍ବ ଦିନର ରାତିରେ ସତେ ଯେମିତି ତା ଛାତି ଜୋର ଜୋରରେ ଧକ୍ ଧକ୍ ହୋଇଥାଏ । ଏଥିସହିତ ମନ ଭିତରେ ସାଇତି ରଖିଥିବା ପ୍ରଶ୍ନକୁ…
Read More...

ଗ୍ୟାସ୍ ଜନିତ ସମସ୍ୟାରେ ଛଟପଟ ହେଉଛନ୍ତି କି ! ଆପଣାନ୍ତୁ ଏହି ଉପାୟ . . . ଅଳ୍ପ ଦିନ ମଧ୍ୟରେ ମିଳିବ ଆରାମ

ଅନିୟମିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ବଦହଜମି ଦେଖାଦେଇଥାଏ । ଫଳରେ ବାରମ୍ୱାର ଗ୍ୟାସ ପରି ସମସ୍ୟା ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ରୂପେ ବ୍ୟାୟାମ କରିବା ସହ ଖାଦ୍ୟପେୟରେ ଭିଟାମିନ୍‌ ପୂର୍ଣ୍ଣ ଖାଦ୍ୟ ମଧ୍ୟ ସାମିଲ କରନ୍ତୁ । ଜାଣନ୍ତୁ ଏପରି କିଛି ଖାଦ୍ୟ ବିଷୟରେ…
Read More...

ଶୋଇବାବେଳେ ପାଟିରୁ ବାହାରୁଥିବା ଲାଳ ପାଇଁ ଚିନ୍ତିତ କି ! ଆପଣାନ୍ତୁ ଏହି ଉପାୟ

ଶୋଇଥିବା ଅବସ୍ଥାରେ ବେଶୀ ଲାଳ ତିଆରି ହୋଇଥାଏ । କାରଣ ଏହି ସମୟରେ ଆମେ ନାକ ବାଟେ ନିଶ୍ୱାସ ନନେଇ ପାଟି ବାଟେ ନେଇଥାଉ । ତେବେ ଏହି ଲାଳ ବାହାରିବାର ଅନେକ କାରଣ ଅଛି, ଯେମିତି କି ଖାଦ୍ୟ ପ୍ରତି ଥିବା ଆଲର୍ଜି ହେଉ ବା ଆପଣ ନେଉଥିବା ଔଷଧର ପ୍ରଭାବରେ ହେଉ । ସେ ଯାହାବି ହେଉ ନା କାହିିଁକି …
Read More...

ବାରମ୍ବାର ଭୋକ ଲାଗୁଛି କି ! ଅଣଦେଖା କରନ୍ତୁ ନାହିଁ , ହୋଇଥାଇପାରେ ଏହି ରୋଗ

କିଛି ଲୋକଙ୍କୁ ଖାଇବାର କିଛି ସମୟ ପରେ ଆଉ କିଛି ଜଣଙ୍କୁ ସାଙ୍ଗେ ସାଙ୍ଗେ ଭୋକ ଲାଗିଥାଏ । ତେବେ ଏପରି ବାରମ୍ବାର ଭୋକ ଲାଗୁଥିଲେ ଅଣଦେଖା କରିବା ଅନୁଚିତ୍ । କାରଣ ଏହା କୌଣସି ଗମ୍ଭୀର ରୋଗର ଲକ୍ଷଣ ହୋଇଥାଇପାରେ । ବୈଜ୍ଞାନିକ ଭାଷାରେ ଏହାକୁ ହାଇପରଫେଜିଆ କୁହାଯାଏ । ଏବେ ନଜର ପକାନ୍ତୁ…
Read More...

ନିଦ ନହେବାର ମୁଖ୍ୟ କାରଣ କେବଳ ମାନସିକ ଚାପ ନୁହେଁ ବରଂ ଏହା ମଧ୍ୟ ହୋଇପାରେ ! କଣ ଜାଣନ୍ତୁ

ରାତିରେ ଆପଣଙ୍କ ନିଦ ବାରମ୍ବାର ଭାଙ୍ଗୁଛି କି ? ଯଦି ହଁ ତେବେ ଏହା ପଛର କାରଣ ହୋଇପାରେ ଏୟାର ପଲୁସନ ବା ବାୟୁ ପ୍ରଦୂଷଣ । ତେବେ କେମିତି ଆସନ୍ତୁ ଜାଣିବା । କଣ କୁହନ୍ତି ଗବେଷକ ଗବେଷକଙ୍କ ମତରେ ବାୟୁ ପ୍ରଦୂଷଣର ସଂପର୍କ ଶରୀର ସହ ସଂଶ୍ଳିଷ୍ଟ । ଏହା ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାର…
Read More...

୯ ଘଣ୍ଟା କାମ କରିବା ପରେ ବି ରହିବେ ଫିଟ୍‌ ! ଆପଣାନ୍ତୁ ଏହି ଉପାୟ

ବେଳେ ବେଳେ କାମ କରିବାକୁ ଇଚ୍ଛା ହୋଇ ନ ଥାଏ ତ ଆଉ କେତେବେଳେ ଅଳ୍ପ କାମ କରିଲା ପରେ କ୍ଲାନ୍ତି ଅନୁଭବ ହୋଇଥାଏ । ତେବେ ଯଦି ଆପଣ ୯ ଘଣ୍ଟା କାମ କରିବା ପରେ ବି ରହି ଫିଟ୍‌ ରହିବାକୁ ଚାହୁଁଛନ୍ତି ଆପଣାନ୍ତୁ ଏହି ଉପାୟ  । • ସକାଳୁ ଉଠି ଅତିକମରେ ତିନି ଗ୍ଲାସ ପାଣି ପିଅନ୍ତୁ। • ଫ୍ରେସ୍…
Read More...

ପତ୍ନୀଙ୍କୁ ଭୁଲରେ ବି ପଚାରନ୍ତୁନି ଏହି ସବୁ ପ୍ରଶ୍ନ ! ଦାମ୍ପତ୍ୟ ଜୀବନରେ ଆସିପାରେ ଝଡ

ପତି-ପତ୍ନୀ ସଂପର୍କ ଯେତେ ବି ନୀବିଡ଼ ହେଉନା କାହିିଁକି ଏମିତି କିଛି ପ୍ରଶ୍ନ ରହିଛି ସଂପର୍କ ଭାଙ୍ଗିବା ପାଇଁ ଯଥେଷ୍ଟ । ପତ୍ନୀଙ୍କୁ ଏପରି କିଛି ବି ପଚାରନ୍ତୁ ନାହିଁ ଯାହା ଆପଣଙ୍କ ସଂପର୍କ ଉପରେ ପକାଇପାରେ କୁପ୍ରଭାବ । ଏବେ ନଜର ପକାନ୍ତୁ ମହିଳାମାନେ ମୁଖ୍ୟତଃ ସ୍ୱାମୀମାନଙ୍କଠାରୁ କେଉଁ…
Read More...

ମନ ପସନ୍ଦର ଖାଦ୍ୟ ଖାଇବାକୁ ଚାହୁଁଛନ୍ତି କି ! ଫେସବୁକ୍ ଦେବ ଏହି ସୁବିଧା

ଫେସବୁକ୍ ଏବେ ୟୁଜର୍ସଙ୍କ ସୁବିଧା ନେଇ ଆଉ ପାଦେ ଆଗେଇ ଯାଇଛି । ଆଗାମୀ ଦିନରେ ସିଧା ଫେସବୁକ ଆପ୍ କୁ ବ୍ୟବହାର କରି ଅର୍ଡର ଦେଇପାରିବେ ଖାଦ୍ୟ । ଏହି ବ୍ୟବସ୍ଥା ଫେସବୁକ୍ କରିବାକୁ ଯାଉଛି । ଖାଦ୍ୟ ଅର୍ଡର ପାଇଁ ବ୍ୟବହାରକାରୀଙ୍କୁ କୈାଣସି ହୋଟେଲର ୱେବସାଇଟକୁ ଯିବାକୁ ପଡିବ ନାହିଁ ।…
Read More...