Browsing Category

ଜୀବନଚର୍ଯ୍ୟା

ଜାଣିବାକୁ ଚାହୁଁଛନ୍ତି କି ରୁପି ଦୂର କରିବାର ସରଳ ଉପାୟ ? ଆପଣାନ୍ତୁ ଏହି ସୂତ୍ର

ନାରୀର କେଶବିନ୍ୟାସ ଅନ୍ୟତମ ପ୍ରମୁଖ ସୈାନ୍ଦର୍ଯ୍ୟ । କେଶର କଳା ରଙ୍ଗ, ଘନତ୍ୱ ପ୍ରତ୍ୟେକ ନାରୀର ଅହେତୁକ ଦୁର୍ବଳତା । ବର୍ଷାଦିନେ କେଶ ସମସ୍ୟା ବଢ଼ିଥାଏ । ରୁପିର ସମସ୍ୟା ଏହି ଦିନେ ସବୁଠୁ ଅଧିକ ହୋଇଥାଏ । ସେଥିପାଇଁ କେତୋଟି ସରଳ ଉପଚାର ହେଉଛି । ୧ – ସପ୍ତାହକୁ ଥରେ କେଶରେ ଦହି ଓ…
Read More...

ଫୋନ୍ ଓଦା ହୋଇଗଲେ କଣ କରିବେ ? ଜାଣନ୍ତୁ ଏହି ତଥ୍ୟ

ବର୍ଷାଦିନେ ଫୋନ୍ ଓଦା ହେବାର ଆଶଙ୍କା ଅଧିକ । ସେଥିପାଇଁ ଫୋନ୍ ଖରାପ ହୋଇଯିବ ବୋଲି ଭାବନ୍ତୁ ନାହିଁ । ଫୋନ୍ ଓଦା ହେଲେ ମଧ୍ୟ ଏହାକୁ ଠିକ୍ କରାଯାଇପାରିବ । କେମିତି ଜାଣି ରଖନ୍ତୁ । ୧ – ଫୋନ୍ ଓଦା ହେବା ପରେ ଯଦି ଅନ୍ ଅଛି ତେବେ ଅଫ୍ କରି ଦିଅନ୍ତୁ । ଫୋନକୁ ଅନ୍ କରିବାକୁ ଆଦୈା ଚେଷ୍ଟା…
Read More...

କିପରି ହେବେ ଆପଣଙ୍କ ବସଙ୍କ ପ୍ରିୟପାତ୍ର ! ମନେ ରଖନ୍ତୁ ଏହି ୪ଟି କଥା

ଆପଣ ଅଧିକାଂଶ ସମୟରେ ଦେଖିବାକୁ ପାଇଥିବେ କିଛି ଲୋକ ନିଜ ବସ୍ ବା ମାଲିକଙ୍କ ଅତି ଖାସ୍ ହୋଇଥାନ୍ତି । ତେବେ ଆପଣ ମଧ୍ୟ ଆପଣଙ୍କ ବସଙ୍କର ପ୍ରିୟପାତ୍ର ହୋଇପାରିବେ ମାତ୍ର ଏଥିପାଇଁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ନିଶ୍ଟୟ ଧ୍ୟାନ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସଂପର୍କରେ…
Read More...

ବିଳମ୍ବରେ ସ୍ନାନ କରୁଛନ୍ତି କି ! ହୋଇ ପାରନ୍ତି ବିଭିନ୍ନ ଅସୁବିଧାର ସମ୍ମୁଖୀନ

ଶୀଘ୍ର ବିଛଣା ଛାଡ଼ି ଟାଣ ଖରା ପଡ଼ିବା ପୂର୍ବରୁ ସ୍ନାନ କରିବା ସ୍ୱାସ୍ଥ୍ୟକର ବୋଲି ଆପଣ ଜାଣିଥିବେ ନିଶ୍ଚୟ। କାରଣ ପ୍ରତ୍ୟେକ କାର୍ଯ୍ୟ ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ରହିଛି । ସେହି ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନା ନ କଲେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।…
Read More...

ଶରୀରକୁ ମାଲିସ୍ କରିବାର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ ଜାଣନ୍ତୁ !

- ଯେଉଁ ଘରେ ମାଲିସ୍‌ କରିବା ପାଇଁ ଚାହୁଁଛନ୍ତି, ତାହା ଖୋଲା ଓ ବାୟୁ ଚଳାଚଳ ହେବା ସହ ଶାନ୍ତ ପରିବେଶ ହେବା ଦରକାର । - ମାଲିସ୍‌ ପାଇଁ ସୋରିଷ, ରାଶି ବା ନଡ଼ିଆ ତେଲ ବ୍ୟବହାର କରିବା ଆବଶ୍ୟକ । ସର୍ବଦା ମନେ ରଖନ୍ତୁ ମାଲିସ୍‌ କରିବା ସମୟରେ ହାତର ଗତି ସବୁବେଳେ ହୃଦୟ ଆଡୁ ହେଉଥିବ । -…
Read More...

ଚଟାଣରେ ବସି ଖାଇଲେ ମିଳିଥାଏ ଏହି ସବୁ ଫାଇଦା !

ବଦଳୁଛି ସମୟ, ବଦଳୁଛି ମଣିଷ । ଆଧୁନିକ ଯୁଗ ସହ ତାଳ ଦେଇ ବଢିଚାଲିଛି ମଣିଷ । ତେବେ ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ତଳେ ବସି ଖାଇବା ଏକ ପ୍ରକାର ଲୋପ ପାଇ ଆସିଲାଣି । ଘରେ ଘରେ ଏବେ ଡାଇନିଂ ସେଟ୍‌। ଏମିତି ଖୁବ୍‌ କମ୍‌ ଲୋକ ଥିବେ ଯିଏ ଚଟାଣ ଉପରେ ବସି ଭୋଜନ କରୁଥିବେ । ତେବେ କଣ ଆପଣ…
Read More...

ସୁଇଚ୍ ଅଫ୍ କଲେ ବି ମସ୍ତିଷ୍କ ଉପରେ ପ୍ରଭାବ ପକାଏ ସ୍ମାର୍ଟଫୋନ୍ !

ଏବେ ନିକଟରେ ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ, ସ୍ମାର୍ଟଫୋନର ଉପସ୍ଥିତି ଯୋଗୁଁ ମସ୍ତିଷ୍କର ସ୍ମରଣ ଶକ୍ତି କମିଯାଏ । ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ଯାହା ଦ୍ୱାରା ମସ୍ତିଷ୍କର ଡାଟା ପ୍ରୋସେସ୍ କରିବା ଶକ୍ତି କମ୍ ହୋଇଯାଏ । ଯଦି ଶୋଇଲା ବେଳେ ସ୍ମାର୍ଟଫୋନ୍ ଆପଣଙ୍କର ପାଖରେ ରଖୁଛନ୍ତି ।…
Read More...

ଶରୀରରେ କାହିିଁକି ହୁଏ ଧଳାଛଉ ! ଏଥିରୁ ବଞ୍ଚିବା ପାଇଁ କିଛି ଘରୋଇ ଉପାୟ

ସାଧାରଣତଃ ଧଳାଛଉକୁ ଡାକ୍ତରୀ ଶାସ୍ତ୍ରରେ ବିଟିଲିଗୋ କୁହାଯାଏ । ଆଉ ଏହା ଗୋଟିଏ ସାଧାରଣ ରୋଗ । ତେବେ ଏହା ଶରୀରର ସୌନ୍ଦର୍ଯ୍ୟ ଉପରେ ବିଶେଷ ଭାବରେ କୁପ୍ରଭାବ ପକାଇଥାଏ । ତେବେ ଧଳାଛଉ ସାଧାରଣତଃ ମୁହଁ, ବେକର ପଛପାର୍ଶ୍ୱ, ହାତ ଏବଂ ଗୋଡ଼ରେ ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା,ଏହି ରୋଗ…
Read More...

ଅଫିସରେ ଗୋଟିଏ ସିଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଅଫିସରେ ଦିନକୁ ଅତିକମରେ ୭ରୁ ୮ ଘଣ୍ଟା ଗୋଟାଏ ସିଟରେ ବସି ରହି ଆମକୁ କାର୍ଯ୍ୟ କରିବାକୁ ପଡ଼ିଥାଏ। ଆମେ ଚାହିଁ ମଧ୍ୟ କାମ କରିବାର ସମୟସୀମା କମ୍ କରିପାରିବା ନାହିଁ । ତାହା ଆମ ଆୟତ୍ତ ଭିତର କଥା ନୁହେଁ କିମ୍ବା ନୀତିସମ୍ମତ ନୁହେଁ। ମାତ୍ର କାମ ବ୍ୟତୀତ ନିଜ ସ୍ୱାସ୍ଥ୍ୟ ବି ଗୁରୁତ୍ୱପୂର୍ଣ୍ଣ…
Read More...

ହାଡ଼କୁ ମଜଭୁତ ରଖିବା ପାଇଁ ଖାଦ୍ୟ . . . . .

ଶରୀରକୁ ସୁସ୍ଥ ରଖିିବା ପାଇଁ ହାଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ହାଡ଼ ମଜଭୁତ ନରହିଲେ ଅସ୍ଥି ସମ୍ମନ୍ଧୀୟ ଅନେକ ରୋଗରେ ଆକ୍ରାନ୍ତ ହେବାକୁ ପଡ଼ିଥାଏ । ହାଡ଼ ଦୁର୍ବଳ ହେଲେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ସହ ହାତ ଗୋଡ଼ ବିନ୍ଧା ଭଳି ନାନା ଅସ୍ଥିିଗତ ସମସ୍ୟା ଦେଖାଦେଇଥାଏ । ତେବେ ଆମେ ଚାହିଁଲେ ଘରୋଇ…
Read More...