Browsing Category

ଜୀବନଚର୍ଯ୍ୟା

ଏକ ଗ୍ଲାସ୍ ଉଷୁମ ପାଣି ସହ କିଛି ଗୋଲମରିଚ ! ଜାଣନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ

ରୋଷେଇଘରେ ଥିବା ଗୋଲମରିଚ ଖାଦ୍ୟରେ ନିଜର ନିଆରା ସ୍ୱାଦ ଆଣିଥାଏ । ଏହା ଶରୀର ପାଇଁ ବେଶ ଉପକାରୀ । ସେଥିପାଇଁ କିଛି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ଆପଣଙ୍କର ଉପକାର କରିବ । ଆସନ୍ତୁ ଜାଣିବା କ'ଣ କ'ଣ ମିଳେ ଲାଭ . . . . - ଏଥିରେ ଥିବା ପ୍ରୋଟିନ ଶରୀରର ମାଂସପେଶୀକୁ ମଜଭୁତ…
Read More...

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କଳାଜିରା ! ଜାଣନ୍ତୁ କିପରି କରିବେ ବ୍ୟବହାର

ସୁନ୍ଦର ଦେଖାଯିବା ପାଇଁ ଆମେ ଅନେକ ଉପାୟ ଆପଣାଇ ଥାଉ ଏବଂ ଏଥିପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଦେଶୀ ଉପାୟ ଅଛି ଯାହା ଆପଣଙ୍କୁ ସୁନ୍ଦର କରିବା ସହ ଆପଣଙ୍କ ତ୍ୱଚାକୁ ଚମକ ପ୍ରଦାନ କରିଥାଏ । ଆଉ ଏ କ୍ଷେତ୍ରରେ କଳାଜିରା ଅତ୍ୟନ୍ତ …
Read More...

ବର୍ଷା ଦିନରେ ଥାଏ ଏହି ରୋଗ ଗୁଡ଼ିକର ଭୟ ! ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଭୀଷଣ ଗରମ ପରେ ବର୍ଷା ଋତୁ ଜୀବଜଗତକୁ ତ୍ରାହି ଦେଇଥାଏ । କିନ୍ତୁ ଏହି ଦିନ ମାନଙ୍କରେ ଲୋକମାନେ ଅଧିକ ରୋଗରେ ପଡ଼ନ୍ତି । ବର୍ଷା ଦିନରେ ଡ଼େଙ୍ଗୁ, ଚିକନଗୁନିଆ ସହ ଟାଇଫଏଡ଼୍, ଓ ଡ଼ାଇରିଆ ପରି ରୋଗ ଅଧିକ ସଂକ୍ରମଣ ହୁଏ । ଏହି ରୋଗ ଗୁଡ଼ିକରୁ ବଞ୍ଚିବା ପାଇଁ ପାଣିକୁ ଗରମ କରି ଓ ମଶାରି ଲଗାଇ ଶୋଇବା…
Read More...

ଅନେକ ରୋଗ ଦୂର କରିଥାଏ ଜାମୁକୋଳି ! ଜାଣନ୍ତୁ ଏହାର ଔଷଧୀୟ ଗୁଣ

ଆରମ୍ଭ ହୋଇଛି ବର୍ଷାଦିନ । ସହରଠୁ ଗାଁ ସବୁଠାରେ ଏବେ ମିଳୁଛି ଜାମୁକୋଳି । ତେବେ କଣ ଆପଣ ଜାଣନ୍ତି ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ଜାମୁକୋଳି । ଏବେ ଜାଣନ୍ତୁ ଏହାର କିଛି ଉପକାରିତା ବିଷୟରେ । - ଜାମୁକୋଳିକୁ ପେଶି ପାଣି ସହିତ ଏକାମାତ୍ରାରେ ଖାଇବା ଦ୍ୱାରା ଭୋକ ବଢ଼ିଥାଏ । ଏହାସହ…
Read More...

ଆଖିରୁ ଚଷମା ହଟେଇବାକୁ ଚାହୁଁଛନ୍ତି କି ? ନିତି ଖାଆନ୍ତୁ ଏହି ୬ ଟି ଖାଦ୍ୟ

ଆଜିକା ସମୟରେ ଅନେକ ଲୋକ ଆଖି ସମସ୍ୟା ଯୋଗୁଁ ଚଷମା ପିନ୍ଧିଥିବାର ଦେଖାଯାଇଥାଏ । ଏମିତି ହେବାର ପ୍ରମୂଖ କାରଣ ଆମର ଜୀବନଶୈଳୀ । ଦିନରେ ୮ରୁ ୧୦ଘଣ୍ଟା ଆମେ କପ୍ୟୁଟର ସ୍କ୍ରିନ୍ ପାଖରେ ବସି ବିତାଇଥାଉ । ଏଥିପାଇଁ ଆମର ଆଖିକୁ ଆରାମ ମିଳିନଥାଏ । ଗୋଟେ ପଟେ ଆଖିକୁ ଆରାମ ତ ମିଳିନଥାଏ ଏବଂ…
Read More...

ଲିମ୍ବ କାଠିରେ ଦାନ୍ତ ସଫା କରିବା ଦ୍ୱାରା କ’ଣ ଲାଭ ହୁଏ ଜାଣନ୍ତୁ ?

ଆଜି ମଧ୍ୟ ଆମ ଦେଶ ଭାରତରେ ଅନେକ ଗାଁ ଗୁଡ଼ିକରେ ଟୁଥବ୍ରସ ପରିବର୍ତ୍ତେ କାଠିର ବ୍ୟବହାର କରିବା ପାଇଁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ଲୋକଙ୍କ ହିସାବରେ ଦାନ୍ତର ସୁରକ୍ଷା ପାଇଁ ଏହା ହିଁ ସର୍ବୋତ୍ତମ ଉପାୟ । ଏହି କାରଣରୁ ହିଁ ଆଜିକାଲି ଅଧିକାଂଶ କମ୍ପାନୀ ଗୁଡ଼ିକ ଦାବି କରୁଠନ୍ତି ତାଙ୍କ…
Read More...

ଏକୁଟିଆ ରହିବା ଦ୍ୱାରା ଯୁବପୀଢ଼ି ଚିଡ଼ଚିଡ଼ା ଓ ବିଷାଦଗ୍ରସ୍ତ ହୋଇଯାଆନ୍ତି, ଜାଣନ୍ତୁ କାହିଁକି?

କ’ଣ ଆପଣଙ୍କ ପିଲାମାନେ କମ୍ ଶୋଉଛନ୍ତି କିମ୍ବା ଶୋଇବାରେ ହଇରାଣ କରୁଛନ୍ତି କି ? ଯଦି ଏପରି ହେଉଛି ତେବେ ଜାଣି ରଖନ୍ତୁ,ଏହାର କାରଣ ତାଙ୍କର ଏକୁଟିଆପଣ ହୋଇପାରେ । ଏକ ଅଧ୍ୟୟନରୁ ଏକଥା ଜଣାପଡ଼ିଛି । ଅଧ୍ୟୟନ ଅନୁସାରେ ଏକୁଟିଆ ରହିଲେ ପିିଲାମାନେ ଚିଡ଼ଚିଡ଼ା ସ୍ୱଭାବର ହୋଇଯାଆନ୍ତି ।…
Read More...

ଶସ୍ତା ଇଣ୍ଟରନେଟ୍ ଡାଟା ଖରାପ କରେ ସ୍ୱାସ୍ଥ୍ୟ ! ଜାଣନ୍ତୁ କେମିତି ?

ଆଜିକାଲି ଶସ୍ତା ଇଣ୍ଟରନେଟ୍ ଡାଟା ପାଇବାକୁ ସମସ୍ତେ ଆଗ୍ରହ କରୁଛନ୍ତି । ଯଦି ଆପଣ ଶସ୍ତା ଇଣ୍ଟରନେଟ୍ ଡାଟା ବ୍ୟବହାର କରିବାରେ ଆଗ୍ରହୀ ତ ଟିକେ ସାବଧାନ ହେଲେ ଭଲ ହେବ । ଶସ୍ତା ଇଣ୍ଟରନେଟ୍ ଡାଟା ଯଦି ବା ଭଲ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ । ଶସ୍ତା ଡାଟା କାରଣରୁ ଲୋକେ ଫୋନରେ…
Read More...

ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ଚା’ ! ଜାଣନ୍ତୁ ଅନ୍ୟ ଚା’ ଠାରୁ କାହିଁକି ଉପକାରୀ

ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ତେବେ ଚା'ମଧ୍ୟ ରହିଛି ବିଭିନ୍ନ ପ୍ରକାର । କେହି ଅଦା ଚା’ ପିଇବାକୁ ପସନ୍ଦ କରିଥାନ୍ତି ତ କେହି ଗ୍ରିନ୍ ଟି । ଆଉ କେହି ବ୍ଲାକ୍ ଟି ପସନ୍ଦ ଥାଆନ୍ତି ତ ଅନେକଙ୍କୁ ଲେମ୍ୱୁର ଚା’ ପିଇବାକୁ ପସନ୍ଦ । ତେବେ କଣ ଆପଣ ଜାଣନ୍ତି ସ୍ୱାସ୍ଥ୍ୟ …
Read More...

କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ! ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଛୋଟ ଛୋଟ କଥାରେ ଆମେ ରାଗି ଯାଇଥାଏ । ଆଉ ଏହି କ୍ରୋଧର ବଶବର୍ତ୍ତୀ ହୋଇ ବଡ ବଡ ଭୁଲ୍‌ କରିବସୁ । ଯେଉଁଥି ପାଇଁ ପର ମୁହୂର୍ତ୍ତରେ ପଶ୍ଚାତାପ କରିଥାଉ । ଯଦି କ୍ରୋଧକୁ ନିଜର ନିୟନ୍ତ୍ରଣରେ ରଖିବାକୁ ଚାହାଁନ୍ତି ବା କୌଣସି ଭୁଲ୍‌ ନ କରିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି…
Read More...