Browsing Category

ଜୀବନଚର୍ଯ୍ୟା

କେବଳ କଦଳୀ ନୁହେଁ ଏହାର ଚୋପା ମଧ୍ୟ ବେଶ୍ ଉପକାରୀ !

କଦଳୀରେ ଭିଟାମିନ୍,ମିନେରାଲ୍ସ ଓ ପ୍ରୋଟିନ୍ ଭରପୁର ଥାଏ । ଓଜନ ବଢାଇବା ଠାରୁ ଓଜନ କମାଇବା ପାଇଁ କଦଳୀ ବ୍ୟବହୃତ ହୁଏ । କଦଳୀର ଅନେକ ଔଷଧୀୟ ଗୁଣ ଅଛି । କିନ୍ତୁ ଆପଣ କଦଳୀ ଚୋପାର ଗୁଣ ବିଷୟରେ ଜାଣନ୍ତି କି ? - ଚେହେରାର ସବୁଠାରୁ ବଡ ସମସ୍ୟା ହେଉଛି ବ୍ରଣ । ଯଦି ଆପଣ ମଧ୍ୟ ଏପରି ସମସ୍ୟାର…
Read More...

କଞ୍ଚାଲଙ୍କାର ଉପକାରିତା ବିଷୟରେ ଜାଣନ୍ତୁ . . . .

କଞ୍ଚାଲଙ୍କାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ଯେପରିକି ଭିଟାମିନ୍‌ -ଏ, ଭିଟାମିନ୍‌-ବି୬, ଆଇରନ୍‌, କପର, ପୋଟାସିୟମ, ପ୍ରୋଟିନ୍‌ ଏବଂ କାର୍ବୋହାଇଡ଼୍ରେଟ୍‌ ଇତ୍ୟାଦି । ପ୍ରତି ଘର ମାନଙ୍କରେ ଖାଦ୍ୟର ସ୍ୱାଦ ବଢ଼ାଇବାକୁ ନେଇ ବ୍ୟବହାର କରାଯାଉଥିବା ବେଳେ ଏହାର ନିୟନ୍ତ୍ରଣ ମୁତାବକ…
Read More...

ଜାଣନ୍ତୁ କେତେ ଉପକାରୀ ମାତ୍ର ଚିମୁଟାଏ ଲୁଣ ! ତ୍ୱଚାକୁ ସଫା କରିବା ସହ ଆଣିଥାଏ ଚମକ

ଲୁଣ ଆମର ଖାଦ୍ୟରେ ସ୍ୱାଦ ବଢାଇଥାଏ । ଏହା ସହ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଏକଥା ମଧ୍ୟ ସମସ୍ତେ ଜାଣନ୍ତି । କିନ୍ତୁ ତ୍ୱଚାକୁ ସଫା କରିବା ସହ ଚମକ ଆଣିବାରେ ଲୁଣର ଭୂମିକା କଣ ରହିଛି ପ୍ରାୟ କେହି ଜାଣନ୍ତି ନାହିଁ । ଏବେ ନଜର ପକାନ୍ତୁ ସୌନ୍ଦର୍ଯ୍ୟ ପାଇଁ ଲୁଣକୁ କେମିତି କରିବେ ବ୍ୟବହାର…
Read More...

ଗ୍ରୀନ୍ ଟି ପିଉଛନ୍ତି କି ! ଜାଣନ୍ତୁ ଏହାର ସଠିକ୍ ସମୟ ଏବଂ ମାତ୍ରା . . ନଚେତ୍ ହୋଇପାରେ କ୍ଷତିକାରକ

ଯଦି ଆପଣ ଫିଟନେସ୍ ବିଷୟରେ ଭାବୁଛନ୍ତି ଏବଂ ଫିଟ୍ ରହିବାକୁ ଚେଷ୍ଟା କରୁଛନ୍ତି ତେବେ ଗ୍ରୀନ୍ ଟି ନିଶ୍ଚୟ ପିଉଥିବେ । ଗତ କିଛି ବର୍ଷ ହେବ ଗ୍ରାନ୍ ଟିର ଚାହିଦା ବଢିଛି । ଓଜନ କମ୍ କରିବାକୁ ଚାହୁଁଥିବା ଲୋକମାନଙ୍କର ଏହା ପ୍ରିୟ ପାନୀୟ । ଏହା ସହ ତ୍ୱଚାରେ ଚମକ ମଧ୍ୟ ଆଣିଥାଏ ଗ୍ରୀନ୍ ଟି ।…
Read More...

ସ୍ୱାସ୍ଥ୍ୟ ପାଇଁ ଜୁଆଣି ପାଣି ! ଜାଣନ୍ତୁ ଏହାର ଉପାଦେୟତା

ଜୁଆଣିରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି । ଜୁଆଣି କେବଳ ଖାଦ୍ୟର ସୁଆଦ ବଢାଇ ନ'ଥାଏ, ଏହା ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଜୁଆଣି ଭଳି ଜୁଆଣି ପାଣିର ଆହୁରି ଅଧିକ ଉପକାରିତା ରହିଛି । ଏହା ପୂରା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆସନ୍ତୁ ଏହାର ଉପକାରିତା ସମ୍ପର୍କରେ ନଜର ପକାଇବା । -…
Read More...

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ପ୍ରାତଃଭ୍ରମଣ, ଜାଣନ୍ତୁ ?

ପ୍ରାତଃଭ୍ରମଣ ଉତ୍ତମ ସ୍ୱାସ୍ଥ୍ୟ ଗଠନ ପାଇଁ ଏକ ସହଜ ଓ ସରଳ ମାଧ୍ୟମ । ପ୍ରାତଃ କାଳରେ ଭ୍ରମଣ ଶରୀରକୁ ସୁସ୍ଥ ଓ ମନକୁ ପ୍ରସନ୍ନ ରଖିବା ପାଇଁ ସବୁଠାରୁ ସହଜ ଓ ଉପଯୁକ୍ତ ଅଟେ । ସକାଳ ଭ୍ରମଣର ଆନନ୍ଦ ନିଆାରା ଅଟେ । ସକାଳର ପରିବେଶ ଅତି ମନୋରମ ଓ ଶାନ୍ତ ହୋଇଥାଏ । ପ୍ରକୃତିର ସୌନ୍ଦର୍ଯ୍ୟ…
Read More...

ପୋଦିନା ରସର ଔଷଧୀୟ ଗୁଣ ! ଜାଣନ୍ତୁ କେଉଁ ରୋଗରୁ କରିଥାଏ ରକ୍ଷା

ସ୍ୱାସ୍ଥ୍ୟ ପାଇଁ ତରଭୁଜ , ପଇଡ଼ ପାଣି, ଲେମ୍ବୁ ପାଣି ଓ ମିଶ୍ରି ପାଣି ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । ତେବେ ନିକଟରେ ଏକ ପରୀକ୍ଷରୁ ଜଣା ପଡିଛି ନିୟମିତ ଭାବେ ପୋଦିନା ରସ ପିଇବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ନଜର ପକାନ୍ତୁ ପୋଦିନା ପତ୍ରର ଔଷଧୀୟ ଗୁଣ ଉପରେ । -…
Read More...

ଆପଣ ଅଣ୍ଡା ଖାଇବାକୁ ଭଲପାଆନ୍ତି କି ? ଜାଣନ୍ତୁ ଏହାର ଉପଯୋଗିତା

ଅଣ୍ଡା ପରି ଖାଦ୍ୟକୁ ବିଭିନ୍ନ ପ୍ରକାରରେ ପ୍ରସ୍ତୁତ କରି ଖାଇହେବ । ଏହାକୁ ସିଝା କିମ୍ବା ତରକାରି ନଚେତ୍ ଆମଲେଟ୍ ଭାବରେ ଗୋଟିଏ ସିଝା ଅଣ୍ଡା ଦୈନିକ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ଅଣ୍ଡାରେ ଭିଟାମିନ୍ କେ ପୋଷକତତ୍ତ୍ୱ ଥିବାରୁ ତାହା ଖାଇଲେ ଶରୀରର କର୍କଟ ପ୍ରତିରୋଧକ ଶକ୍ତି ବଢ଼େ । ଏହା…
Read More...

ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ପାଇବେ କିପରି ?

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ମେରୁଦଣ୍ଡରେ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଅନେକ ସ୍ଥଳରେ ଏଥିଯୋଗୁଁ ନାନା ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବା ଆଶଙ୍କା ଥାଏ । ବୟସ ବଢ଼ିବା ସହିତ ଏହି ସମସ୍ୟା ବଢ଼େ । ତେଣୁ ଏହାର ନିରାକରଣ ସମ୍ପର୍କରେ ଜାଣିବା ସହିତ ଏହାକୁ ସତର୍କତାର ଅବଲମ୍ବନର…
Read More...

ଖାଲି ନଖର ସୌନ୍ଦର୍ଯ୍ୟ ବଢାଇ ନଥାଏ ନେଲପଲିସ୍ ! ଜାଣନ୍ତୁ ଏହାର ୩ଟି ମୁଖ୍ୟ ବ୍ୟବହାର

ସାଧାରଣତଃ ଝିଅମାନେ ନେଲପଲିସର ବ୍ୟବହାର ନଖକୁ ସଜାଇବା ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ନେଲପଲିସକୁ ଖାଲିଯେ ନଖର ସୁନ୍ଦରତା ବଢାଇବା ପାଇଁ ବ୍ୟବହାର କରାଯାଇପାରିବ ତାହା ନୁହେଁ ବରଂ ଏହାକୁ ଆପଣ ଅନ୍ୟ କାମ ପାଇଁ ମଧ୍ୟ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା…
Read More...