Browsing Category

ଜୀବନଚର୍ଯ୍ୟା

ଆପଣଙ୍କ ପିଲା ‘ବ୍ଲୁ ହ୍ୱେଲ’ର ଶିକାର ହୋଇନି ତ ? ଜାଣିବେ କିପରି

ଚାରିଆଡେ ଭୟର ବାତାବରଣ ସୃଷ୍ଟି କରିଛି ଖୁନୀ ଖେଳ ‘ବ୍ସୁ ହ୍ୱେଲ୍’ । ଯେଉଁଆଡେ ଶୁଣିବ ଖାଲି ଏହି ଖେଳକୁ ନେଇ ଚର୍ଚ୍ଚା । ଯାହାର ଶିକାର ହୋଇସାରିଲେଣି ଅନେକ ପିଲା । ଆଉ ଏବେ ଏହା ସଭିଙ୍କ ପାଇଁ ପାଲଟିଯାଇଛି ଏକ ଚିନ୍ତାର ବିଷୟ । ତେବେ ପ୍ରଶାସନ ପକ୍ଷରୁ ଏହି ଖେଳକୁ ବ୍ୟାନ କରିଦିଆଯାଇଥିବା…
Read More...

ଓଲଟା ଦୈାଡିଲେ ଅନେକ ଫାଇଦା ! ସୁସ୍ଥ ରହିବା ପାଇଁ କରନ୍ତୁ ଏହି ଅଭ୍ୟାସ

ଶରୀରକୁ ଫି୍ଟ ରଖିବା ପାଇଁ ଅନେକ ମର୍ଣ୍ଣିଂ ୱାର୍କରେ ଦୈାଡିବାକୁ ବି ସାମିଲ କରିଥାନ୍ତି । ଏହା ଦ୍ୱାରା ଶରୀରରେ ଫୂର୍ତ୍ତି ଆସେ ଓ ଚର୍ବି ଅଂଶ ମଧ୍ୟ ଶରୀରର କମିଥାଏ । ସକାଳୁ ସକାଳୁ ଦୈାଡିବାକୁ ଲୋକେ ପସନ୍ଦ କରିଥାନ୍ତି । ଆଉ ଅନେକ ଜିମରେ ମଧ୍ୟ ଦୈାଡିବା ଅଭ୍ୟାସ ଜାରି ରଖିଥାନ୍ତି । ଏଣୁ…
Read More...

ମନ୍ଦାର ଫୁଲ ଚା’ର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . .

ମନ୍ଦାର ଫୁଲରେ ଅନେକ ସ୍ୱାସ୍ଥ୍ୟକର ଗୁଣ ଭରି ରହିଛି । ଲାଲ, ଧଳା, ଗୋଲାପି, ହଳଦିଆ ଆଦି ବିଭିନ୍ନ ରଙ୍ଗରେ ବଗିଚାରେ ସହଜରେ ଉପଲବ୍ଧ ଥାଏ ମନ୍ଦାର ଫୁଲ । ମନ୍ଦାର ଫୁଲରେ ଭିଟାମିନ ସି, କ୍ୟାଲସିୟମ, ଫାଇବର, ଆଇରନ ଆଦି ଭରପୁର ମାତ୍ରାରେ ରହିଥାଏ । ମନ୍ଦାର ଫୁଲ କେଶ ପାଇଁ ବେଶ ଲାଭକାରୀ ।…
Read More...

ଫିଙ୍ଗନ୍ତୁ ନାହିଁ କାବୁଲି ବୁଟ ପାଣି ! ପ୍ରତିଦିନ ପିଇଲେ ଏହି ୫ ଟି ବଡ଼ ସମସ୍ୟାରୁ ମିଳିବ ମୁକ୍ତି

ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ ଯାହା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ସେହିଭଳି ଏକ ଖାଦ୍ୟ ହେଉଛି କାବୁଲି ବୁଟ । ସମସ୍ତେ ଜାଣନ୍ତି କାବୁଲି ବୁଟ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । କିନ୍ତୁ କାବୁଲି ବୁଟର ପାଣି ଯେ ସ୍ୱାସ୍ଥ୍ୟ ପାଇଁ କେତେ…
Read More...

ଅଧିକ ଆଚାର ଖାଇବା ପାଇଁ ପସନ୍ଦ କରନ୍ତି କି ? ସାବଧାନ ହୋଇଯାଆନ୍ତୁ !

ଗରମ ଦିନ ଆସିଲେ ମହିଳାମାନେ ଘରେ ଆଚାର ତିଆରି କରିବା ଆରମ୍ଭ କରିଦିଅନ୍ତି । ଝିଅ ହୁଅନ୍ତୁ ବା ପୁଅ ସମସ୍ତେ ଆଚାର ଖାଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଆଚାର ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ । ତେବେ ଆଜି ଆସନ୍ତୁ ଆଲୋଚନା କରିବା, ଅଧିକ ଆଚାର…
Read More...

ହୃଦଘାତ ସମସ୍ୟାରୁ କେମିତି ପାଇବେ ମୁକ୍ତି ! ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନିକଟରେ ଜାରି ହୋଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ । ଏହି ରିପୋର୍ଟ ଅନୁସାରେ, ବିଶ୍ୱରେ ହୃଦଘାତର ସମ୍ବନ୍ଧୀୟ ମାମଲା ଭାରତରେ ଖୁବ୍ ଅଧିକ । ପଶ୍ଚିମ ଦେଶ ଗୁଡିକର ଅଧିବାସୀଙ୍କ ତୁଳନାରେ ଭାରତୀୟ ୧୦ ବର୍ଷ ପୂର୍ବରୁ ହୃଦଘାତ ସମସ୍ୟାରେ ପଡୁଥିଲେ । ଫଳରେ ଦେଶରେ ପ୍ରତିବର୍ଷ ପାଖାପାଖି…
Read More...

ଆସିଲା ସ୍ମାର୍ଟ ରେଫ୍ରିଜିରେଟର୍ ! ମାତ୍ର ଗୋଟିଏ ଇସାରାରେ ବନାଇବ ଡ୍ରିଙ୍କ୍ସ

ଆପଣ ସ୍ମାର୍ଟଫୋନ୍, ସ୍ମାର୍ଟ ୱାଚ୍ ଏବଂ ସ୍ମାର୍ଟ ଟିଭି ବିଷୟରେ ଶୁଣିଛନ୍ତି । କିନ୍ତୁ ଏବେ ବଜାରକୁ ଆସୁଛି ସ୍ମାର୍ଟ ରେଫ୍ରିଜିରେଟର୍ । ଯାହା ଆପଣଙ୍କ ଗୋଟିଏ ଇସାରାରେ ଆପଣଙ୍କ ପାଖକୁ ଆସି ଆପଣଙ୍କ ପାଇଁ ବନାଇବ ଡ୍ରିଙ୍କ୍ । ଏଭଳି ଏକ ନିଆରା ଏବଂ ପ୍ରପର୍ ସ୍ମାର୍ଟ ରେଫ୍ରିଜିରେଟର୍ ଲଂଚ୍…
Read More...

ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ତମ୍ବାପାତ୍ରରେ ଥିବା ଜଳ ! ଅନେକ ରୋଗ ପାଇଁ ରାମବାଣ ପରି କରିଥାଏ କାମ

ଆୟୁର୍ବେଦରେ କୁହାଯାଇଛି ପଂଚଧାତୁରେ ନିର୍ମିତ ବାସନରେ ଖାଦ୍ୟ ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । ବିଜ୍ଞାନ ମଧ୍ୟ ଏହା ସହ ସହମତ ହୋଇଛି । ସେହି ହିସାବରେ ତମ୍ବା ବାସନରେ ମଧ୍ୟ ସେମିତି କିଛି ବିଶେଷତ୍ୱ ରହିଛି । ଏଥିରେ ପାଣି ରଖି ପିଇଲେ ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ।…
Read More...

ଆପଣ ଜାଣନ୍ତି କି ? ଫୋନର ଭଲ୍ୟୁମ୍ ବଟନରେ ବି ୧୦ଟି କାମ କରିପାରିବେ

ଆଜିକାଲି ନୂଆ ନୂଆ ମୋବାଇଲ ସବୁ ବାହାରୁଛି । ଆଉ ଏହାକୁ ବ୍ୟବହାର କରିବା ମଧ୍ୟ ସହଜ ହୋଇଯାଇଛି । ଆପଣ ଜାଣନ୍ତି କି , ଯେଉଁ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି , ସେଥିରେ ଅନେକ କିଛି କାମ କରିପାରିବେ । ହଁ ଏହା ଅନେକଙ୍କୁ ଜଣାନଥାଏ । ମୋବଇଲର ଭଲ୍ୟୁମ୍ ବଟନ ଦ୍ୱାରା ଆପଣ ଫୋନର ସାଉଣ୍ଡ କମ୍…
Read More...

ଓଜନ ବଢ଼ିବାକୁ ନେଇ ଚିନ୍ତିତ ଅଛନ୍ତି କି ! ଆପଣାନ୍ତୁ କିଛି ସରଳ ଉପାୟ, ଆପଣାଛାଏଁ କମିଯିବ ଓଜନ

ଓଜନ ବୃଦ୍ଧିକୁ ନେଇ ଆଜିକାଲି ଲୋକମାନେ ଅଧିକ ଚିନ୍ତିତ ରହୁଛନ୍ତି । ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଲୋକାମାନେ ବାରମ୍ବାର ଡାକ୍ତରଙ୍କ ପାଖକୁ ଦୌଡୁଛନ୍ତି । ଲଣ୍ଡନର ଏକ ବିଶ୍ୱବିଦ୍ୟାଳୟର  ଗବେଷଣା ଅନୁଯାୟୀ, ଶରୀରର ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତମ ମେଟାବେଲିକ ରେଟ ଆବଶ୍ୟକ । ଏହା…
Read More...