Browsing Category

ଜୀବନଚର୍ଯ୍ୟା

ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନସରକୁ ଚିହ୍ନିବେ କେମିତି? ପଢ଼ନ୍ତୁ ଏହି ରିପୋର୍ଟ

କ୍ୟାନସର ଏକ ମାରାତ୍ମକ ରୋଗ । ବିଶ୍ୱର ଅଧିକାଂଶ ଲୋକ ଏବେ ଏହି ରୋଗରେ ଆକ୍ରାନ୍ତ । ବିଶ୍ୱରେ କ୍ୟାନସରକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଏହାର ସୁଫଳ ଏ ଯାଏଁ ମିଳିପାରୁନାହିଁ । ଏକ ମହାମାରୀ ରୋଗ ଭାବେ ପୂରା ବିଶ୍ୱକୁ ନିଜ ପଞ୍ଝାରେ ମାଡି ବସି ଧରିଛି କ୍ୟାନସର ।…
Read More...

ପ୍ରତିଦିନ ଖାଆନ୍ତୁ ଗ୍ରୀନ୍ ମଟର ! ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ମିଳିବ ଏହି ୪ଟି ଲାଭ

ଅଧିକାଂଶ ଲୋକ ଭାବନ୍ତି କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଗ୍ରୀନ୍ ମଟର ବ୍ୟବହାର କରାଯାଏ । ଆପଣ ମଧ୍ୟ ଯଦି ଏପରି ଭାବୁଥାନ୍ତି ତେବେ ଏହା ଭୁଲ୍ । ମଟର କେବଳ ଖାଦ୍ୟରେ ସ୍ୱାଦ ବଢାଇନଥାଏ ବରଂ ଭିଟାମିନ୍ ଏବଂ ମିନେରାଲରେ ଭରପୁର ମଟର । କେବଳ ସ୍ୱାସ୍ଥ୍ୟ ନୁହେଁ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ…
Read More...

ଭଲ ନିଦ ଚାହୁଁଛନ୍ତି କି ? ଶୋଇବା ପୂର୍ବରୁ ଖାଆନ୍ତୁ ଏହି ୫ଟି ଖାଦ୍ୟ

ଦିନଯାକ ଅନେକ ପରିଶ୍ରମ କରି ରାତିରେ ବିଶ୍ରାମ ନେଇଥାନ୍ତି ଲୋକେ । କେତେକଙ୍କୁ ଭଲ ନିଦ ହେଲା ବେଳେ ଅନେକ ଟିକେ ଶାନ୍ତିରେ ଶୋଇବାକୁ ଅନେକ ଉପାୟ ଆପଣା’ନ୍ତି । ଅନେକ ଔଷଧର ସାହାଯ୍ୟ ନିଅନ୍ତି । କୁହାଯାଏ ଭଲ ନିଦ ହେବା ଖାଉତିବା ଆହାର ଉପରେ ବି ନିର୍ଭର କରେ । ରାତିରେ ଖାଇଥିବା ଆହାର ମଧ୍ୟ…
Read More...

ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ ! ମିଳିବ ଏହି ୫ଟି ସମସ୍ୟାରୁ ମୁକ୍ତି

ବାଦାମ ବା କାଜୁଠାରୁ ଅଧିକ ଲାଭ ଦେଇଥାଏ ଦେଶୀ ବୁଟ । କାରଣ ଦେଶୀ ବୁଟରେ ପ୍ରଚୁର ପରିମାଣର ପ୍ରୋଟିନ୍ , ଭିଟାମିନ୍ ଏବଂ ଫାଇବର୍ ଥାଏ । ପ୍ରତିଦିନ ରାତିରେ କୌଣସି ମାଟି ପାତ୍ର ବା ଚାଇନ୍ ପାତ୍ରରେ ଦେଶୀ ବୁଟ ଭିଜାଇ ସକାଳେ ଖାଆନ୍ତୁ । ସ୍ୱାସ୍ଥ୍ୟ ପାଇଁ ଏହି ବୁଟ ଖବ୍ ଲାଭଦାୟକ । ଏବେ ନଜର…
Read More...

ଆମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . . . .

ଆମ୍ୱ ଏପରି ଏକ ସୁସ୍ୱାଦୁ ଫଳ, ଯାହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଏଥିପାଇଁ ଆମ୍ୱକୁ ଫଳ ମାନଙ୍କ ରାଜା ବୋଲି ମଧ୍ୟ କୁହାଯାଏ । ଗ୍ରୀଷ୍ମ ଦିନରେ ପ୍ରଚୁର ମାତ୍ରାରେ ଫଳୁଥିବା ଆମ୍ୱ କେବଳ ସ୍ୱାଦିଷ୍ଟ ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ମୋତିଆବିନ୍ଦୁ, ମୋଟାପଣ ଆଦି ସହ…
Read More...

ସୁମଧୁର ସଂଗୀତ କରିଥାଏ ଅନେକ ସମସ୍ୟାର ସମାଧାନ ! ଜାଣନ୍ତୁ କିଛି ତଥ୍ୟ

କୁହାଯାଏ ସଂଗୀତ ମଣିଷକୁ ଜୀବନ ବି ଦେଇପାରେ । ସଂଗୀତର ଅଛି ଏକ ଏମିତି ଶକ୍ତି ଅକ୍ତି ଅଛି ସଂଗୀତର । ଡାକ୍ତର ମଧ୍ୟ ରୋଗର ଉପଶମ ପାଇଁ ସଂଗୀତ ଶୁଣିବାକୁ କହିଥାନ୍ତି । ସୁମଧୁର ସଂଗୀତ ଶୁଣିଲେ ସୃଜନଶୀଳତା ବୃଦ୍ଧି ପାଇଥାଏ । ନୀରବ ରହିବା ଅପେକ୍ଷା ସୁଗମ ସଂଗୀତ ଶୁଣିଲେ ମନରେ ନୂଆ ଭାବନା ,…
Read More...

ଏମ୍ ଆଇ ପ୍ରେମୀଙ୍କ ପାଇଁ ଖୁସି ଖବର ! ଦୁଇଦିନ ପରେ ଲଞ୍ଚ ହେବ ଏମ୍ ଆଇ ମିକ୍ସ ୨

କନକ ବ୍ୟୁରୋ : ଏମ୍ ଆଇ ମିକ୍ସ-୨ କିଣିବାକୁ ଚାହିଁ ବସିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଆଉ ବେଶୀଦିନ ନୁହେଁ ମାତ୍ର ଦୁଇଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୧ରେ ଲଞ୍ଚ ହେବାକୁ ଯାଉଛି ଏହି ସ୍ମାର୍ଟଫୋନ । ଖାଲି ମିକ୍ସ-୨ ନୁହେଁ ଏକାସଙ୍ଗେ ଆଉ ଏକ ନୂଆ ଫିଚରର ସ୍ମାର୍ଟଫୋନ ଏମ୍ ଆଇ ନୋଟ-୩ ବି…
Read More...

ଯକୃତକୁ ସୁସ୍ଥ ରଖବାକୁ ଚାହୁଁଛନ୍ତି ! ନିୟମିତ ପିଅନ୍ତୁ ଏହି ସବୁ ଜୁସ୍

ଶରୀରରେ ଯକୃତ ବା ଲିଭର୍ ସମସ୍ୟାକୁ ସବୁଠାରୁ ବିପଦଜ୍ଜନକ ରୋଗ ଭାବରେ ଧରାଯାଏ । ସମୟ ଥାଉ ଥାଉ ଏହାର ଚିକିତ୍ସା ନକଲେ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଛି । ଯଦି କୌଣସି ବ୍ୟକ୍ତିଙ୍କର ଯକୃତ ଖରାପ ହୋଇଯାଏ ତେବେ ଶରୀର ସଠିକ୍ ଭାବରେ କାମ କରିନଥାଏ । ଆଉ ଯକୃତ ଖରାପ ହେଲେ ମସଲାଯୁକ୍ତ ଏବଂ ଅଧିକ…
Read More...

ଯୋଗ ପାଇଁ ୨୫ ମିନିଟ ! ଶରୀର ରହିବ ଫିଟ୍, ଦୂର ହେବ ମାନସିକ ଓ ଶାରିରୀକ କ୍ଳାନ୍ତି

ଆଜିକାଲି ଲୋକମାନେ କାମକୁ ନେଇ ବେଶ ଯତ୍ନବାନ । କିନ୍ତୁ ଲୋକମାନେ କାମ କରିବା ଭିତରେ ଏତେ ବ୍ୟସ୍ତ ରହୁଛନ୍ତି ଯେ, ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ପାଉ ନାହାନ୍ତି । ତେଣୁ ବିଭିନ୍ନ ରୋଗ ଶରୀରକୁ ମାଡି ବସି ଧରୁଛି ଏବଂ ଶରୀର ଧୀରେ ଧୀରେ ଦୁର୍ବଳ ହୋଇଯାଉଛି । କିନ୍ତୁ ପରିବର୍ତ୍ତିତ…
Read More...

ଆପଣଙ୍କ ପିଲା ‘ବ୍ଲୁ ହ୍ୱେଲ’ର ଶିକାର ହୋଇନି ତ ? ଜାଣିବେ କିପରି

ଚାରିଆଡେ ଭୟର ବାତାବରଣ ସୃଷ୍ଟି କରିଛି ଖୁନୀ ଖେଳ ‘ବ୍ସୁ ହ୍ୱେଲ୍’ । ଯେଉଁଆଡେ ଶୁଣିବ ଖାଲି ଏହି ଖେଳକୁ ନେଇ ଚର୍ଚ୍ଚା । ଯାହାର ଶିକାର ହୋଇସାରିଲେଣି ଅନେକ ପିଲା । ଆଉ ଏବେ ଏହା ସଭିଙ୍କ ପାଇଁ ପାଲଟିଯାଇଛି ଏକ ଚିନ୍ତାର ବିଷୟ । ତେବେ ପ୍ରଶାସନ ପକ୍ଷରୁ ଏହି ଖେଳକୁ ବ୍ୟାନ କରିଦିଆଯାଇଥିବା…
Read More...