Browsing Category

ଜୀବନଚର୍ଯ୍ୟା

କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ ! ଏହି ସବୁ ମାରାତ୍ମକ ରୋଗରୁ ମିଳିବ ମୁକ୍ତି

ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହେଉଛି କ୍ଷୀର । ପ୍ରତିଦିନ କ୍ଷୀର ପିଇଲେ ହାଡ ମଜଭୁତ ହେବା ସହ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ତେବେ କଣ ଆପଣ ଜାଣନ୍ତି କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । କ୍ଷୀରରେ ତୁଳସୀ ପତ୍ର ମିଶାଇଲେ ଏକ ପ୍ରାକୃତିକ…
Read More...

ବେକର ମସାଜ କରୁଥିଲେ ସାବଧାନ ରହୁଥିବେ ! ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ

ସମସ୍ତଙ୍କର ଇଚ୍ଛା ଥାଏ ସେଲୁନରେ ହେୟାରକଟ୍ ପରେ ଟିକେ ବେକର ମସାଜ କରିବା । ଏହା ବହୁତ ଆରାମ ଦେଇଥାଏ । ଆଉ ଅନେକ ସେଲୁନରେ ବେକ ମସାଜ କରାଯାଇଥାଏ । କିନ୍ତୁ ଏବେ ଏକ ଅନୁଧ୍ୟାନରୁ ଜଣାପଡିଛି ଏହା ଅସୁବିଧାରେ ପକାଇପାରେ । ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକ ବେକ ମସାଜ କରିବା ଦ୍ୱାରା ବେକର…
Read More...

ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଗାଜର ? ଆସନ୍ତୁ ଜାଣିବା

ବଜାରରେ ମିଳୁଥିବା ବିଭିନ୍ନ ପନିପରିବା ତୁଳନାରେ ଗାଜର ମୁଖ୍ୟତଃ ଉଭୟ ପୁରୁଷ ଓ ମହିଳାଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଏଭଳି ଅନେକ କାରଣ ରହିଛି ଯେଉଁଥି ପାଇଁ ଆପଣଙ୍କୁ ଅନ୍ତ୍ୟତଃ ସପ୍ତାହରେ ଦୁଇଥର ଗାଜର ଖାଇବା ଅତ୍ୟନ୍ତ ଜରୁରୀ । ଏଥିରେ ଉପଲବ୍ଧ ଥିବା ଭିଟା-କାରୋଟେନ୍…
Read More...

ଦୈନିକ କେତେ ଘଣ୍ଟା ଶୋଇବା ଉଚିତ୍ ! ଆସନ୍ତୁ ଜାଣିବା . . . .

ଦୈନନ୍ଦିନ ଜୀବନରେ ବ୍ୟସ୍ତତା ଭିତରେ ସବୁ କାମ ଠିକଠାକ୍ କରିବା ପାଇଁ ଆମେ ଚେଷ୍ଟା କରୁ ।  ବିଶେଷ କରି ଖାଇବାପିଇବା ଓ ଶୋଇବା ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଥାନ୍ତି । କାରଣ କାମର ବୋଝ ଏତେ ରହିଥାଏ ଯେ, ଏସବୁ ପାଇଁ ବହୁତ କମ୍ ସମୟ ମିଳେ । ପୌଷ୍ଟିକ ଖାଦ୍ୟ ସହିତ ନିଦ ଶରୀର ପାଇଁ ବହୁତ…
Read More...

ମନେ ରଖନ୍ତୁ ଏହି ୩ଟି କଥା ! ଯାହା ସୁଧାରି ପାରେ ଆପଣଙ୍କ ଜୀବନର ସମସ୍ତ ଭୁଲ୍

ଭୁଲ୍ କିଏ ନକରେ । ହେଲେ ଏହି ଭୁଲକୁ ସ୍ୱୀକାର କରିବାର ସତ୍ ସାହସ ମାତ୍ର କେତେ ଜଣଙ୍କ ନିକଟରେ ହିିଁ ରହିଥାଏ । ତେଣୁ ଯଦି ଆପଣ ସଫଳତା ଚାହୁଛନ୍ତି ତେବେ ଏଥିପାଇଁ ଜରୁରୀ ଅଟେ କି ପ୍ରଥମେ ନିଜ ଭୁଲକୁ ସ୍ୱୀକାର କରନ୍ତୁ ଓ ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ଆଜି ଆମେ ଆପଣଙ୍କ ନିକଟରେ ଏଭଳି…
Read More...

୪୫ବର୍ଷ ପରେ କେମିତି ଲାଗିବେ ଆକର୍ଷଣୀୟ , ଜାଣନ୍ତୁ କିଛି ଟିପ୍ସ –

୪୫ ବର୍ଷ ପରେ ମହିଳାମାନେ ସାଧାରଣତଃ ଅଧା ଜୀବନ କାଟି ସାରିଥା’ନ୍ତି । ତେଣୁ ଏ ବୟସରେ ନିଶ୍ଚିତ ଭାବେ ତ୍ୱଚାରେ କୁଂଚନ ଆସିଯାଇଥାଏ । ତେଣୁ ତ୍ୱଚାର ଅଧିକ ଯତ୍ନ ନେବା ସହ ସେହି ଅନୁସାରେ ମେକଅପ୍ ପ୍ରତି ସଚେତନ ହେବାକୁ ପଡିବ । ୧ – ୪୫ ବର୍ଷରେ ପହଁଚିଗଲେ ମହିଳାମାନଙ୍କର ଶରୀର ଆକାର କିଛି…
Read More...

ପିଜୁଳିର ଔଷଧୀୟ ଗୁଣ ! ଅନେକ ରୋଗର କରିଥାଏ ବିନାଶ

ପିଜୁଳି ଖାଇବାକୁ ଖୁବ୍ ସ୍ୱାଦିଷ୍ଟ । ହେଲେ ପାଟିକୁ ସ୍ୱାଦ ଲାଗୁଥିବା ଏହି ଫଳ ଅନେକ ଔଷଧୀୟ ଗୁଣରେ ଭରପୁର । ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର କରିଥାଏ ପିଜୁଳି । ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବଯ ଫାଇବର୍ ଭରପୁର ଥାଏ । ଯଦି ଭୋଜନ ପରେ ପିଜୁଳି ଖାଆନ୍ତିି ତେବେ କୋଷ୍ଠ କାଠିନ୍ୟ…
Read More...

ରୁପି ସମସ୍ୟାରୁ ଚିନ୍ତିତ କି ? ତେବେ ଅବଲମ୍ବନ କରନ୍ତୁ କିଛି ଘରୋଇ ଉପଚାର

କେଶରେ ରୁପି ବା ଡାଡ୍ରଫ୍ ଭଳି ସମସ୍ୟା ଦେଖାଦେବା ଏବେ ଏକ ସାଧାରଣ ସମସ୍ୟା ହୋଇ ଗଲାଣି । ବିଶେଷ କରି ଶୀତଦିନେ ଏହି ସମସ୍ୟା ଅଧିକ ପରିମାଣରେ ଦେଖାଦେଇଥାଏ । ମାତ୍ର କେବଳ କିଛି ପ୍ରାକୃତିକ ତଥା ଘରୋଇ ଉପଚାର ସହାୟତାରେ ହିଁ ଏହି ସମସ୍ୟାକୁ ଦୂର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଏହାର…
Read More...

ପ୍ରାତଃଭୋଜନରେ କ’ଣ କ’ଣ ଖାଇବା ଅନୁଚିତ୍ . . . .ଆସନ୍ତୁ ଜାଣିବା

ସକାଳ ଜଳଖିଆ ଶରୀର ପାଇଁ ବହୁତ ଜରୁରୀ । ଏଥିପାଇଁ ପ୍ରାତଃଭୋଜନ ଭଲ ଭାବେ ଖାଇବା ଉଚିତ । କିନ୍ତୁ ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ସକାଳ ଜଳଖିଆକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଯେହେତୁ ଖାଲି ପେଟରେ ରହିବା ଉଚିତ ନୁହେଁ ବୋଲି କୁହାଯାଏ, ତେଣୁ ବେଳେ ବେଳେ ଯାହା ହେଲେ ଅଳ୍ପ କିଛି ଖାଇ ଦିଅନ୍ତି।…
Read More...

ନିୟମିତ ପିଅନ୍ତୁ ଧନିଆ ପତ୍ର ଜୁସ୍ ! ଏହି ୪ଟି ରୋଗରୁ ମିଳିବ ମୁକ୍ତି

ଖାଦ୍ୟରେ ସ୍ୱାଦ ବଢାଇଥାଏ ଧନିଆ ପତ୍ର । ହେଲେ ଧନିଆ ପତ୍ର ରସ ସ୍ୱାସ୍ଥ୍ୟ ପାଇଁ କୌଣସି ଅମୃତଠାରୁ କମ୍ ନୁହେଁ । ନିୟମିତ ଧନିଆ ପତ୍ର ରସ ପିଇଲେ ଅନେକ ବଡ ବଡ ରୋଗରୁ ମୁ୍କ୍ତି ମିଳିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଧନିଆ ପତ୍ର ରସ ପିଇବା ପାଇଁ କୌଣସି ନିର୍ଦ୍ଧାରିତ ସମୟ…
Read More...