Browsing Category

ଜୀବନଚର୍ଯ୍ୟା

ଯେକୌଣସି ଦାନ୍ତ ସମସ୍ୟା ହେଉ ,ଆପଣାନ୍ତୁ ଏହି ଘରୋଇ ଉପାୟ, ପାଆନ୍ତୁ ତୁରନ୍ତ ଆରାମ ।

କନକ ବ୍ୟୁରୋ: ଆଜିକାଲି ଅନେକଙ୍କ ଠାରେ ଦାନ୍ତର ସମସ୍ୟା ଦେଖିବାକୁ ମିଳୁଛି । ଦାନ୍ତ ମୂଳରୁ ରକ୍ତ ବାହାରିବା, ଅସମୟରେ ଦାନ୍ତ ପଡିଯିବା, ଦାନ୍ତ ସମସ୍ୟା ଯୋଗୁଁ ପାଟି ଦୁର୍ଗନ୍ଧ ହେବା , ପାଇରିଆ ଏସବୁ ସମସ୍ୟା ଏବେ ଅନେକଙ୍କ ଠାରେ ଦେଖିବାକୁ ମିଳୁଛି । ଏଥିରୁ ମୁକ୍ତି ପାଇଁ ଲୋକେ ଡାକ୍ତରୀ…
Read More...

ଆବଶ୍ୟକତା ଠାରୁ ଅଧିକ ମଟର ଖାଉଥିଲେ ସାବଧାନ, ଶରୀରରେ ପଡିପାରେ କୁ ପ୍ରଭାବ

କନକ ବ୍ୟୁରୋୂ : ବିଶେଷ କରି ଶୀତଋତୁରେ ଗ୍ରୀନ ମଟର ଓ ମଟର ଛୁଇଁ ବଜାରରେ କମ ଦାମରେ ମିଳିଥାଏ । କାରଣ ଏହି ସମୟରେ ଚାଷୀଭାଇମାନେ ଅଧିକ ମଟର ଛୁଇଁ ଅମଳ କରିଥାନ୍ତି । ମଟର ଛୁଇଁରୁ ସର୍ବାଧିକ ସ୍ୱେତଶାର ମିଳିଥାଏ । ଏହାସହ ଏଥିରେ ଅଧିକ ପରିମାଣର ଫାଇବର, ଆଣ୍ଟି ଅକ୍ସିଡେଣ୍ଟଓ ଅନେକ ପୋଷକ ତତ୍ୱ…
Read More...

ଏହି ୫ଟି ସରଳ ଉପାୟ ଆପଣାନ୍ତୁ  । ସୁସ୍ଥ ନିରାମୟ ଜୀବନ ବଞ୍ଚନ୍ତୁ ।

କନକ ବ୍ୟୁରୋ: କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ଯେପର୍ଯ୍ୟନ୍ତ କିଛି ଅସୁସ୍ଥତାର ଶିକାର ନହେବା ଯାଏଁ ସୁସ୍ଥ ଶରୀରର ମହତ୍ତ୍ୱ ଅନେକ ବୁଝନ୍ତି ନାହିଁ । ହେଲେ ଥରେ ରୋଗାକ୍ରାନ୍ତ ହୋଇଗଲେ ତା’ର ଭରଣା କରିବା ପ୍ରକୃତରେ କେତେ କଷ୍ଟକର ଯିଏ ଭୋଗିଛି ସିଏ ଜାଣିଛି । ତେଣୁ ଏକ ସୁସ୍ଥ ଶରୀର ହିଁ…
Read More...

ପ୍ଲାଷ୍ଟିକ ବୋତଲରେ ପାଣି ! ସତ ଜାଣିଲେ ଚମକିପଡିବେ । 

କନକ ବ୍ୟୁରୋ: ଆଜିକାଲି ପ୍ଲାଷ୍ଟିକର ବ୍ୟବହାର ଏତେ ପରିମାଣରେ ବଢିଗଲାଣି ଯେ ପ୍ଲାଷ୍ଟିକ୍ ଯେପରି ଆମ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଂଶ ପାଲଟିଗଲାଣି । ଖାଇବା ଠାରୁ ଆରମ୍ଭ କରି ପିଇବା ସବୁଥିରେ ଏହି ପ୍ଲାଷ୍ଟିକର ବ୍ୟବହାର ହେଉଛି । ହେଲେ ଆମ ଅଜାଣତରେ ଏହାର ବ୍ୟବହାର ଆମ ପାଇଁ କାଳ ହେଉଛି ।…
Read More...

ଫ୍ରିଜରେ କେବେବି ରଖନ୍ତୁନି ଏସବୁ ଜିନିଷ । ଶରୀର ପାଇଁ ହୋଇପାରେ କ୍ଷତିକାରକ ।

କନକ ବ୍ୟୁରୋ:  କିଣୁଥିବା ପ୍ରତ୍ୟେକ ଫଳ ଏବଂ ପନିପରିବା ହେଉ ବା ବଳକା ଖାଦ୍ୟ ଏସବୁକୁ ଫ୍ରିଜରେ ସାଇତି ରଖିବା ଅଧିକାଂଶଙ୍କର ଏକ ସାଧାରଣ ଅଭ୍ୟାସ । ହେଲେ ଆମ ମଧ୍ୟରୁ ଖୁବ କର୍ମ ଜାଣନ୍ତି କେଉଁ ଜିନିଷ ରେଫିଜେରେଟରରେ ରଖିବା ଉଚିତ କ’ଣ ରଖିବା ଉଚିତ ନୁହେଁ,  ରଖିଲେ କି ସମସ୍ୟା ସମସ୍ୟା ହେବ…
Read More...

ଖାଲି ଫଳ ନୁହଁ ପତ୍ରରେ ବି ଭରିରହିଛି ଔଷଧୀୟ ଗୁଣ । ଜାଣନ୍ତୁ କେଉଁ ଗଛର ପତ୍ର ସ୍ୱାସ୍ଥ୍ୟ ପ୍ରତି କେତେ ଉପକାରୀ 

ଫଳ , ଫୁଲ , ଛାଇ ଦେବା ସଙ୍ଗେ ସଙ୍ଗେ ମଣିଷର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବରଦାନ ପାଲଟିଥାଏ ବୃକ୍ଷ । କେବଳ ବୃକ୍ଷର ଫଳ ହିଁ ସ୍ୱାସ୍ଥ୍ୟ ପାଇଁ ହିତକର ତାହା ନୁହେଁ ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଲାଭକାରୀ । ତେବେ ଆସନ୍ତୁ ଏମିତି କିଛି ଔଷଧୀୟ ପତ୍ର ଏବଂ ଏହାର ଲାଭ ବିଷୟରେ ଜାଣିବା…
Read More...

ଆଜି ବିଶ୍ୱ ଏଡ୍ସ ଦିବସ । ଚଳିତ ବର୍ଷର ବାର୍ତ୍ତା ‘ଅସମାନତା ସମାପ୍ତ କର ଏଡ୍ସ ହଟାଅ’ ।

କନକ ବ୍ୟୁରୋ: ଦୁନିଆଁରେ ପ୍ରତିବର୍ଷ ଲୋକଙ୍କୁ ଘାତକ ଏଚଆଇଭି ଏଡ୍ସ ବାବଦରେ ସଚେତନ କରିବାକୁ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି ‘ ଅସମାନତା ହଟାଅ, ଏଡ୍ସକୁ…
Read More...

କେଉଁମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ଫୁଲକୋବି । ଖାଇଲେ ହୋଇପାରନ୍ତି ଅସୁସ୍ଥ ।

କନକ ବ୍ୟୁରୋ: ଶୀତଦିନେ ଫୁଲକୋବିର ପକୋଡା ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟଞ୍ଜନ ସମସ୍ତଙ୍କୁ ଭଲଲାଗେ । ହେଲେ କିଛି ଶରୀରିକ ଅସୁସ୍ଥତା କ୍ଷେତ୍ରରେ ଏହାକୁ ଖାଇବା କ୍ଷତିକାରକ ହୋଇପାରେ । କାରଣ ଫୁଲ କୋବି ଖାଇବା ଦ୍ୱାରା ନିର୍ଦ୍ଦିଷ୍ଟ କିଛି ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବିପଜ୍ଜନକ…
Read More...

ଗୁଡର ଗୁଣବତ୍ତା ପରଖିବେ କିପରି? ରଙ୍ଗରୁ ଜାଣନ୍ତୁ ଗୁଡ ଶୁଦ୍ଧ ନା ଅପମିଶ୍ରିତ

କନକ ବ୍ୟୁରୋ: ଶୀତଦିନେ ଗୁଡ ବେଶ୍ ଲାଭଦାୟୀ  । କାରଣ ଶରୀରରୁ ଉଷ୍ମ ରଖିବାକୁ ଅଧିକାଂଶ ଏହାକୁ ପଥି ଭାବେ ଗ୍ରହଣ କରନ୍ତି ବୋଲି କହିବା ଭୁଲ ହେବନି  । କାରଣ ଏଥିରେ ରହିଛି କ୍ୟାଲସିୟମ, ଫସଫରସ ଆଇରନ୍, ପୋଟାସିୟମ, ଜିଙ୍କ , ପ୍ରୋଟିନ୍ ଓ ଭିଟାମନ୍ ବି ଭଳି ଆବଶ୍ୟକୀୟ ପୋଷକ ତତ୍ତ୍ୱ,ଯାହା ଶରୀର…
Read More...

କ୍ୟାନସରର ପ୍ରାଥମିକ ସୂଚନା ହୋଇପାରେ ଏହି ୯ ଟି ଲକ୍ଷଣ । କରନ୍ତୁନି ଅଣଦେଖା ।

କନକ ବ୍ୟୁରୋ: ଯଦି ଆପଣଙ୍କ ଶରୀରରେ କୌଣସି ପରିବର୍ତ୍ତନ ଦେଖାଯାଏ ତେବେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । କାରଣ ଏହା ଘାତକ କ୍ୟାନସର ପରି ରୋଗର ପ୍ରାଥମିକ ଲକ୍ଷଣ ହୋଇପାରେ । ଏହା ଏପରି ଏକ ରୋଗ ଯାହା ଧୀରେ ଧୀରେ ସାରା ଶରୀରକୁ ଗ୍ରାସ କରିଦିଏ । ଯଦି ଠିକ୍ ସମୟରେ…
Read More...