Browsing Category

ଜୀବନଚର୍ଯ୍ୟା

ଆରମ୍ଭ ହେଲାଣି ଶୀତ ଋତୁ, ଖାଆନ୍ତୁ ମୂଳା ! ଦୂର ହେବ ଉଚ୍ଚରକ୍ତଚାପ

ଶୀତ ଋତୁ ଆରମ୍ଭ ହୋଇଯାଇଛି । ଆଉ ଅନୁଭୂତ ହେଲାଣି ଶୀତ ।  ଧୀରେ ଧୀରେ ବଜାରରେ ବିଭିନ୍ନ ପରିବା ସୁଲଭ ମୂଲ୍ୟରେ ମିଳିବ । ଏବେ ପରିବା ବଜାରରେ ଦେଖିବାକୁ ମିଳିବ ମୂଳା । ବଜାରରେ ଉଭୟ ଧଳା ଓ ଲାଲ୍ ମୂଳା ମିଳିଥାଏ । ତେବେ ମୂଳା ଯେତିକି ସ୍ୱାଦିଷ୍ଟ, ସେତିକି ଉପକାରୀ । ଏହାର ପତ୍ର ଅର୍ଥାତ…
Read More...

ସୌନ୍ଦର୍ଯ୍ୟ ପାଇଁ ସୋରିଷ ତେଲ . . . . .

ଘରେ ଘରେ ସୋରିଷ ତେଲର ବ୍ୟବହାର ନିହାତି ଏକ ସାଧାରଣ କଥା । ସୋରିଷ ତେଲକୁ ଖାଦ୍ୟ ତିଆରି, ତ୍ୱଚାର ଚମକ ଓ ଦାନ୍ତ ସଫା ପାଇଁ ବ୍ୟବହାର କରାଯାଏ । ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ପାଇଁ ଖୁବ୍ ଉପକାରୀ । ଶୀତ ଦିନେ ଗାଧୋଇବା ପୂର୍ବରୁ ସୋରିଷ ତେଲ ଲଗାନ୍ତି । ଏହା ଦ୍ୱାରା ତ୍ୱଚାରୁ…
Read More...

ଅଣ୍ଡା ଶାକାହାରୀ ନା ମାଂସାହାରୀ ! ଜାଣନ୍ତୁ ଏହି ତଥ୍ୟରୁ

 ଅନେକ ଲୋକ ଅଣ୍ଡାକୁ ମାଂସାହାରୀ ଖାଦ୍ୟ ଭାବେ କହିଥାନ୍ତି । କିନ୍ତୁ ଏମିତି ଅନେକ କାରଣ ଅଛି ଯାହା କି ଏହି କଥାକୁ ସମର୍ଥନ କରିବ ନାହିଁ । ଯଦି ଆମେ ଏହି ପରିଭାଷାରେ ଚାଲିବା ଯେ ,ଯେଉଁ ଲୋକ ମାଂସ ଖାଉଛନ୍ତି , ସେମାନେ ମାଂସାହାରୀ ହୋଇଥାନ୍ତି । ତାହେଲେ ଅଣ୍ଡା ନିଶ୍ଚିତ ରୂପେ ଶାକାହାରୀ…
Read More...

ଦୃଷ୍ଟି ଶକ୍ତିକୁ ପ୍ରଖର କରିବାକୁ ଚାହୁଁଛନ୍ତି ! ବିନା କୌଣସି ଚିକିତ୍ସାରେ ଆପଣ ଏହାର ସମାଧାନ ପାଇପାରିବେ ! ଘିଅକୁ…

ଏବେ ଦେଖାଯାଉଛି ସମସ୍ତେ ଦୃଷ୍ଟି ଶକ୍ତି କମିବା ସମସ୍ୟାରେ ପଡୁଛନ୍ତି । ଛୋଟ ପିଲା ଠାରୁ ବଡ ସମସ୍ତେ ଚଷମା ବ୍ୟବହାର କରୁଛନ୍ତି । ଘଂଣ୍ଟା ଘଂଟା ଧରି କଂପ୍ୟୁଟରରେ କାମ କରିବା । ଆଉ ନିଜର ଖାଦ୍ୟପେୟରେ ସନ୍ତୁଳନତା ନ ରହୁଥିବା ରୋଗ ବିଭିନ୍ନ ପ୍ରକାର ସମସ୍ୟା ଓ ରୋଗ ଦେଖାଯାଉଛି । ଏବେ ସବୁଠୁ…
Read More...

ସୁସ୍ଥ ଜୀବନ ପାଇଁ ଆଠଟି ସୂତ୍ର ! ଆପଣାନ୍ତୁ ସାରା ଜୀବନ ଖୁସିରେ ରହନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ହସ ସବୁଠୁ ଭଲ ଔଷଧ କିନ୍ତୁ ଭଲ ଖାଦ୍ୟ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଭଲ ଖାଦ୍ୟ ଓ ଭିଟାମିନଯୁକ୍ତ ଖାଦ୍ୟ ଆପଣଙ୍କ ଚେହେରା, ମାନସିକ ଶାନ୍ତି ଓ ଶରୀର ବିଭିନ୍ନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଆପଣଙ୍କୁ ସହଜରେ ସାଧାରଣ ରୋଗ ହୋଇନଥାଏ ।…
Read More...

ଚମକଦାର ଦାନ୍ତ ଚାହାନ୍ତି କି? ବନ୍ଦ କରନ୍ତୁ ଏହି ୬ଟି ଅଭ୍ୟାସ

କୁହାଯାଏ ହସହସ ଚେହେରା ହଜାର ହଜାର ଲୋକଙ୍କ ମନ କିଣିନିଏ । କିନ୍ତୁ ଆକର୍ଷଣୀୟ ହସ ହସ ଚେହେରା ପାଇଁ ଦରକାର ସୁନ୍ଦର ଦାନ୍ତ । କିନ୍ତୁ ଦାନ୍ତର ଯତ୍ନ ପାଇଁ କେବେ କେବେ ଲୋକମାନେ ବେପରୁଆ ହୋଇଯାଆନ୍ତି । ଯଦି ଆପଣ ବି ଆପଣଙ୍କ ଦାନ୍ତର ଚମକ ଆଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ବନ୍ଦ…
Read More...

ସଫଳତାର ସ୍ୱାଦ ଚାଖିବା ପାଇଁ ଚାହୁଁଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସଫଳତାର ସ୍ୱାଦ ଚାଖିବା ପାଇଁ ସମସ୍ତେ ଚାହାନ୍ତି । ସଫଳ ହେବାର ଇଚ୍ଛା ସମସ୍ତଙ୍କର ଥାଏ । ଏମିତି କହିବାକୁ ଗଲେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଭାବେ ସଫଳ । ମାତ୍ର ଆମେ କେବଳ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ସଫଳ ବୋଲି ମାନିଥାଉ । ଅନେକଙ୍କ ଧାରଣା ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ହିଁ…
Read More...

୫ଟି କାରଣରୁ ମାନସିକ ରୋଗର ଶିକାର ହୋଇପାରନ୍ତି ଆପଣ

ମାନସିକ ରୋଗ ବର୍ତ୍ତମାନ ଏକ ସାଧାରଣ ସମସ୍ୟା ପାଲଟିଛି । ଯେଉଁଥି ପାଇଁ ଲୋକେ ବିନା କାରଣରେ କାହା ଉପରେ ବି ନିଜର ରାଗ ଶୁଝାଇବାକୁ ପଛାଉନାହାଁନ୍ତି । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଏହି ସମସ୍ୟା ଉପରେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ସମସ୍ୟା ଆମର କେତେକ କୁଅଭ୍ୟାସ ଯୋଗୁଁ…
Read More...

ପୋଦିନା ଦେବ ନୂଆ ଲୁକ ! ବାହାରକୁ ଯିବା ପୂର୍ବରୁ ବ୍ୟବହାର କରନ୍ତୁ

ପୋଦିନାକୁ ସାଧାରଣତଃ ଆମେ ଖାଦ୍ୟ କିମ୍ବା ଭୋଜନରେ ବ୍ୟବହାର କରିଥାଉ । ଏହାର ବାସ୍ନା ସହ ପୋଦିନା ଖାଦ୍ୟର ସ୍ୱାଦ ବଢାଇଥାଏ । ଏହା ବ୍ୟତୀତ ପୋଦିନାର ଅନେକ ଉପକାରୀ ଗୁଣ ରହିଛି । ଆପଣଙ୍କ ଚେହେରାକୁ ଦେବ ନୂଆ ଚମକ । ଆପଣଙ୍କ ଲୁକ୍ସରେ ଆଣିବ ପରିବର୍ତନ । ତେବେ ଜାଣନ୍ତୁ ପୋଦିନା ପତ୍ରର…
Read More...

ଜିଓ ଫୋନ କିଣିଛନ୍ତି କି ? ତେବେ ଜାଣି ରଖନ୍ତୁ କିଛି ଅଜଣା କଥା

ଏବେ ଜିଓ ଫୋନର ଜମାନା । ଜିଓ ଫୋନ ବଜାରକୁ ଆସିବା ପରେ ଏହାକୁ କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଯେଉଁଭଳି ଭାବେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ତାହା ଜିଓ ଫୋନର ଲୋକପ୍ରିୟତାକୁ ସୂଚାଉ ଥିଲା । ସ୍ମାର୍ଟଫୋନର ଯୁଗରେ ଜିଓ ଫୋନ ଭଳି ଫିଚର ଫୋନ ବଜାରକୁ ଆସିବା ପରେ ଏହା ଲୋକଙ୍କ ମଧ୍ୟରେ…
Read More...