Browsing Category

ଜୀବନଚର୍ଯ୍ୟା

ବେକ ଯନ୍ତ୍ରଣାରୁ ରକ୍ଷା ପାଇବେ କିପରି ? ଆପଣାନ୍ତୁ କିଛି ଘରୋଇ ଉପଚାର . . . . .

ନୂତର ଜ୍ଞାନକୌଶଳ ଆମ ଜୀବନକୁ ଖୁବ ମାତ୍ରାରେ ସହଜ କରିଦେଇଛି । ତେଣୁ ସମସ୍ତ ଦରକାରୀ ଜିନିଷ ଆମ ହାତ ପାଆନ୍ତାରେ ସହଜରେ ମିଳିଯାଉଛି । କେବଳ ଘରେ ନୁହେଁ ଅଫିସରେ ମଧ୍ୟ ଏ ସବୁ ଅତି ସହଜରେ ଉପଲବ୍ଧ ହୋଇପାରିଛି । ତେଣୁ ସାରା ଦିନ ଅଫିସରେ ସ୍ମାର୍ଟଫୋନ ଏବଂ କମ୍ପ୍ୟୁଟର ସାମ୍ନାରେ ବସି ବସି ଦିନ…
Read More...

ବିଳମ୍ବରେ ରାତ୍ରିଭୋଜନ କରୁଛନ୍ତି କି ? ଜୀବନ ପ୍ରତି ଅଛି ବିପଦ . . . .

ଆଜିକାଲି ପ୍ରାୟ ଲୋକ ସ୍ୱାସ୍ଥ୍ୟକୁ ନେଇ ସଚେତନ ଥିବାରୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ । ସେଥିପାଇଁ ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାଏଟ ଚାଟ ତିଆରି କରିଥାନ୍ତି । ତେଣୁ ସେମାନେ ରାତିରେ ଖୁବ ଶୀଘ୍ର ରାତ୍ରିଭୋଜନ କରିଥାନ୍ତି ।…
Read More...

ସାଇକେଲିଂ କମାଇବ ହୃଦରୋଗ ! ନିୟମିତ ସାଇକେଲିଂ କରିବା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ।

ସୁସ୍ଥ ରହିବା ପାଇଁ ସାଇକେଲ ଚଲାଇବା ଏକ ଭଲ ଉପାୟ । ଶରୀରକୁ ସୁସ୍ଥ ରଖିବା ସହ ଅବସାଦ, ଚାପ ଓ ଚିନ୍ତାକୁ ମଧ୍ୟ କମ କରିଥାଏ । ଆସନ୍ତୁ ଜାଣିବା ସାଇକେଲ ଚଲାଇବାର ଫାଇଦା ବିଷୟରେ । -ସାଇକେଲିଙ୍ଗ ଏକ ଏରୋବିକ ବ୍ୟାୟାମ । ଯାହା ଶରୀରକୁ ଅନେକ ଲାଭ ମିଳିଥାଏ । ସାଇକେଲିଙ୍ଗ କରିବା ଦ୍ୱାରା…
Read More...

କଂଚାଲଙ୍କା ଶରୀର ପାଇଁ ଉପକାରୀ ! ଅନେକ ରୋଗର କରିବ ନିରାକରଣ ।

କଂଚାଲଙ୍କା ସ୍ୱାସ୍ଥ୍ୟ ପାଇଁ ହିତକର । ଖାଦ୍ୟର ରୁଚି ବଢାଇବାକୁ କଂଚା ଲଙ୍କା ଖାଇବା ବେଶ ଉପଯୋଗୀ । କଂଚା ଲଙ୍କାରେ କ୍ୟାପସାଇସିନ ନାମକ ତତ୍ୱ ରହିଛି । ଏହା ରକ୍ତ ସଂଚାଳନ ଠିକ ଭାବରେ ନିୟନ୍ତ୍ରଣ କରିଥାଏ । ଯାହାଫଳରେ ସର୍ଦ୍ଦି ବେଳେ ସାଇନସ ଭଳି ସମସ୍ୟାରୁ ମୁକ୍ତି ଦିଏ କଂଚା ଲଙ୍କା ।…
Read More...

ଉଚ୍ଚତା ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି କି ? ଆପଣାନ୍ତୁ କିଛି ସରଳ ଉପାୟ

ମାତା ପିତାଙ୍କ ଉଚ୍ଚତା ଅନୁଯାୟୀ ସେମାନଙ୍କର ପିଲା ମାନଙ୍କର ଉଚ୍ଚତା ମଧ୍ୟ ସେହିଭଳି ହୋଇଥାଏ । କିନ୍ତୁ ଆଜି କାଲିର ଖରାପ ଖାଦ୍ୟ ପାନୀୟ ଯୋଗୁଁ ଅନେକ ପିଲା ମାନଙ୍କର ଉଚ୍ଚତା ବୃଦ୍ଧି ହେଉନାହିଁ । ସେଥିପାଇଁ ଅନେକ ପିଲା ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥାନ୍ତି । କିନ୍ତୁ ଏହା ଶରୀର…
Read More...

ପିଲାଙ୍କୁ ଜଙ୍କଫୁଡ଼୍ ଖାଇବା ଠାରୁ ଦୂରେଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ କିଛି ଟିପ୍ସ୍

ଆଜିକାଲି ଛୋଟ ଛୋଟ ପିଲାମାନେ ଜଙ୍କଫୁଡ଼ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଜଙ୍କ ଫୁଡ଼ ପାଟିକୁ ସ୍ୱାଦିଷ୍ଟ ଲାଗେ କିନ୍ତୁ ଏହା ବାସ୍ତବରେ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ଅଟେ । ଅଧିକାଂଶ ସମୟ ଛୋଟ ପିଲାମାନେ ପୃଷ୍ଟିକର ଖାଦ୍ୟ ଖାଇବା ଅପେକ୍ଷା ବାହାରର ଜଙ୍କ ଫୁଡ଼ ଖାଇବାକୁ ଅଧିକ ଧ୍ୟାନ…
Read More...

କେଉଁ କେଉଁ ଖାଦ୍ୟ ଖାଇବା ପରେ ପିଇବେ ନାହିଁ କ୍ଷୀର ! ଜାଣନ୍ତୁ . . .

କ୍ଷୀରକୁ ସପୂର୍ଣ୍ଣ ଆହାର କୁହାଯାଏ । ଏଥିରେ ଭିଟାମିନ, ପ୍ରୋଟିନ, ଲାକଟୋଜ, ସୁଗାର ଓ ମିନେରାଲ ପରି ଅନେକ ତତ୍ୱ ଥାଏ । କ୍ଷୀର ସହିତ ଫ୍ରାଏଡ କିମ୍ବା ଲୁଣି ଖାଦ୍ୟ ଖାଇବା ଦ୍ୱାରା ପାଚନ କ୍ରୟା ସହଜରେ ହୋଇନଥାଏ । ଲଗାତାର ଏପରି ଖାଇବା ଦ୍ୱାରା ଚର୍ମ ରୋଗର ଆଶଙ୍କା ଦେଖାଯାଇଥାଏ । ଅନେକ ଲୋକ…
Read More...

ଅଣ୍ଟା ଯନ୍ତ୍ରଣାରେ ପୀଡ଼ିତ କି ? ମାତ୍ର ୧୦ ମିନିଟ୍ କରନ୍ତୁ ଆସନ, ମିଳିବ ଆରାମ

ବର୍ତ୍ତମାନର କାର୍ଯ୍ୟବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଶରୀର ପ୍ରତି ଧ୍ୟାନ ଦେବା କଷ୍ଟକର ହୋଇପଡୁଛି । ଫଳରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସାରା ଦିନ କାର୍ଯ୍ୟାଳୟରେ କାମ କରି କରି ଯଦି ଆପଣଙ୍କର ଅଂଟାରେ ସମସ୍ୟା ହୋଖାଯ୍ଧଶ, ତେବେ ୧୦ ମିନିଟର ଏହି ଯୋଗ ଆପଣଙ୍କର ଏହି ସମସ୍ୟାକୁ…
Read More...

କମ୍ପ୍ୟୁଟର ସାମ୍ନାରେ ବସି ବସି କରନ୍ତୁ ଛୋଟ ଛୋଟ ବ୍ୟାୟାମ ! ଆଖି ଉପରେ ପଡ଼ବନି କୁପ୍ରଭାବ, ମିଳିବ ଆରାମ

ବର୍ତ୍ତମାନ ଟେକ୍ନୋଲୋଜିର ସମୟ । ପ୍ରତ୍ୟେକ କାମରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମସ୍ତ କାମରେ କମ୍ପ୍ୟୁଟର ବ୍ୟବହାର କରାଯାଉଛି । ଏଥିସହ ମୋବାଇଲର ବ୍ୟବହାର ମଧ୍ୟ ବୃଦ୍ଧି ଘଟିଛି । ଏହା ଦ୍ୱାରା ଆଖି ଉପରେ ଖରାପ ପ୍ରଭାବ ପଡୁଛି ।…
Read More...

ପ୍ରାତଃଭ୍ରମଣ ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ ! ଧ୍ୟାନ ଦିଅନ୍ତୁ . . .

ଫିଟନେସ ପାଇଁ ଲୋକ ଅନେକ ପ୍ରକାରର ବ୍ୟାୟାମ କରିଥାନ୍ତି । ଏଥିରେ ସନ୍ତୁୁଳିତ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ ମଧ୍ୟ ସାମିଲ ରହିଛି । ପ୍ରାତଃଭ୍ରମଣରେ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଲୋକ ଜିମ୍ ଓ ଯୋଗଠାରୁ ପ୍ରାତଃଭ୍ରମଣକୁ ଅଧିକ ପ୍ରଧାନ୍ୟ ଦିଅନ୍ତି,…
Read More...