Browsing Category

ଜୀବନଚର୍ଯ୍ୟା

ଆୟୁର୍ବେଦରେ କାଢାର ରହିଛି ବେଶ୍ ମହତ୍ୱ : ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ କାଢା ?

କନକ ବ୍ୟୁରୋ : କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନାରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାରର ଆବଶ୍ୟକତା ରହିଛି । ଆୟୁର୍ବେଦରେ କାଢାର ବେଶ୍ ମହତ୍ୱ ରହିଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏବେ କାଢା ପିଇବାକୁ କୁହାଯାଉଛି । କରୋନାର ନୂଆ ଭ୍ୟାରିଆଂଟ…
Read More...

ଅଧିକ ନିଦ୍ରା ବଢାଇବ ରୋଗ ପ୍ରତିରୋଧକ ଶକ୍ତି : ଭଲ ନିଦ କମାଇବ ମାନସିକ ଚାପ; ମଧୁମେହ ଓ ଉଚ୍ଚ ରକ୍ତଚାପ ହେବ ନିୟନ୍ତ୍ରଣ

କନକ ବ୍ୟୁରୋ : ରୋଗ ପ୍ରତିରୋଧକ ଶକ୍ତି ବଢାଇବ ସୁନିଦ୍ରା । ଓମିକ୍ରନ ସଂକ୍ରମଣର ଭୟ ଭିତରେ ଭଲ ନିଦ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେବ । ଗଭୀର ନୀଦ ସ୍ୱାସ୍ଥ୍ୟବସ୍ଥା ପାଇଁ ଚମକ୍ରାର ଫଳ ପ୍ରଦାନ କରିଥାଏ । ଏଭଳି ମତ ରଖିଛନ୍ତି ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଦୀକ୍ଷା…
Read More...

ଥାଇରଏଡ୍‌ ସମସ୍ୟାକୁ ନେଇ ଚିନ୍ତିତ କି ? ଜାଣନ୍ତୁ କିଛି ଘରୋଇ ଉପାୟ ବିଷୟରେ

କନକ ବ୍ୟୁରୋ : ଥାଇରଏଡ ବା ଗଳଗ୍ରନ୍ଥି ଏକ ହର୍ମୋନାଲ ରୋଗ । ଗଳାର ଉଭୟ ପାର୍ଶ୍ୱରେ ପ୍ରଜାପତି ଆକୃତିର ଥାଇରଏଡ ଗ୍ରନ୍ଥି ଅଛି । ଏଥିରୁ ଟି-୩-୪ଟି ହର୍ମୋନ ନିର୍ଗତ ହୁଏ । ଯାହା ଶରୀରର ଅନେକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । କିନ୍ତୁ, ଯେତେବେଳେ ଏହି ହରର୍ମୋନ ବ୍ୟାଘାତ ହୁଏ ,…
Read More...

ଜଟିଳ ହେଉଛି କି ଗ୍ୟାସଷ୍ଟ୍ରିକ ସମସ୍ୟା? ପଢ଼ନ୍ତୁ କେମିତି କରିବେ ଉପଚାର…

କନକ ବ୍ୟୁରୋ: ବଦଳୁଥିବା ଜୀବନ ଶୈଳୀ, ଖାଦ୍ୟପେୟ ଯୋଗୁଁ ଅନେକ ରୋଗ ଦେଖାଯାଏ। ସେଥି ମଧ୍ୟରୁ ଗ୍ୟାସଷ୍ଟ୍ରିକ ବା ଗ୍ୟାସ ହେଉଛି ଏକ ସାଧାରଣ ଭାବରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା।  ବିଶେଷଜ୍ଞ କହିବା ଅନୁଯାୟୀ, ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା ଯୋଗୁଁ ଆମକୁ ଗ୍ୟାସ ହୋଇଥାଏ। ତେବେ…
Read More...

ସୌନ୍ଦର୍ଯ୍ୟ ଚର୍ଯ୍ୟାରେ ଗାଜରର କରାମତି । କିଛି ଦିନର ବ୍ୟବହାର ଆଣିବ ଫରକ ।

କନକ ବ୍ୟୁରୋ: ଗାଜରର ଉପକାରିତା ବିଷୟରେ ଆପଣ ଅନେକ କିଛି ଜାଣିଥିବେ, ଶୁଣିଥିବେ । ହେଲେ ସୌନ୍ଦର୍ଯ୍ୟ ଚର୍ଯ୍ୟାରେ ବି ଏହାର ଉପକାରିତା କିଛି କମ ନୁହେଁ । ସୌନ୍ଦର୍ଯ୍ୟ ପାଇଁ କେବେ ଏହାର ବ୍ୟବହାର କରିଛନ୍ତି କି? ଏବେ ଜାଣନ୍ତୁ ଆପଣଙ୍କ ଚେହେରାକୁ ଚମକାଇବାରେ ଗାଜର କି କରାମତି କରିପାରେ ।…
Read More...

ଶୀତ ଦିନେ ମାଛ ଖାଇଲେ ଶରୀରକୁ ମିଳେ କେଉଁ ସବୁ ଫାଇଦା ? ଜାଣନ୍ତୁ

କନକ ବ୍ୟୁରୋ : ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପ୍ରକାର ସଂକ୍ରମଣରୁ ଦୂରରେ…
Read More...

କେଉଁ ଭିଟାମିନ ଅଭାବରୁ କମିଯାଇଥାଏ ଆପଣଙ୍କର ସ୍ମୃତିଶକ୍ତି ? କେମିତି କରିବେ ଚିକିତ୍ସା

କନକ ବ୍ୟୁରୋ : ସୁସ୍ଥ ରହିବା ପାଇଁ ଜୀବନଶୈଳୀକୁ ଠିକ ରଖିବା ସହ ଖାଇବା ପିଇବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଯଦି ଆପଣ ଦୈନିକ ଖାଉଥିବା ଖାଦ୍ୟରୁ ପର୍ଯ୍ୟପ୍ତ ପରିମାଣର ଭିଟାମିନ ମିଳୁଛି ତେବେ ଆପଣଙ୍କ ଶରୀର ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗ ସହିତ ଲଢିପାରିଥାଏ । ଭିଟାମିନ…
Read More...

ସାଇଲେଣ୍ଟ ହାର୍ଟଆଟାକ୍ । ଲକ୍ଷଣ କ’ଣ?

କନକ ବ୍ୟୁରୋ: ଶୀତଋତୁରେ ଥଣ୍ଡା, କାଶ ଓ ଗଳା ଯନ୍ତ୍ରଣା ସହ ଅନେକ ଗମ୍ଭୀର ରୋଗ ଦେଖାଯାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଶୀତଦିନେ ହୃଦ୍ ଜନିତ ସମସ୍ୟା ଅଧିକ ଦେଖାଯାଏ । ଆକସ୍ମିକ ଭାବେ ହୃଦଘାତ ମଧ୍ୟ ହୋଇଥାଏ । ହୃଦଘାତ ହେବା ପୂର୍ବରୁ ଏହି ସଙ୍କେତ ଦେଖାଗଲେ ଏହାକୁ ସାଇଲେଣ୍ଟ ହାର୍ଟଆଟାକ୍…
Read More...

ନୂଆ ବର୍ଷରେ ଅପଣାନ୍ତୁ ଏହି ୧୦ଟି ଅଭ୍ୟାସ । କେବେ ହେବେନି ଅସୁସ୍ଥ

କନକ ବ୍ୟୁରୋ: ପୁରୁଣା ବର୍ଷକୁ ବିଦାୟ ଦେଇ ଆସିଛି ନୂଆ ବର୍ଷ ୨୦୨୨ । ଆସନ୍ତୁ ଏହି ନୂଆ ବର୍ଷରେ ନେବା କିଛି ନୂଆ ଶପଥ ନିଜକୁ ଓ ଆମ ପରିପାଶ୍ୱର୍କୁ ସୁସ୍ଥ ଓ ସମୃଦ୍ଧ କରିବାକୁ । ବ୍ୟସ୍ତ ଜୀବନ ଭିତରେ ନିଜ ପାଇଁ ଅନ୍ତତଃ କିଛି ସମୟ ବାହାର କରିବା ଏକ ସୁସ୍ଥ ଓ ନିରାମୟ ଜୀବନ ପାଇଁ  ।ତେବେ ଏହି…
Read More...

ଆଲମଣ୍ଡରେ ସୌନ୍ଦର୍ଯ୍ୟ ଚର୍ଯ୍ୟା । ଘରେ ବନାନ୍ତୁ ବଜାର ପରି ଦାମୀ କ୍ରିମ । ପାଆନ୍ତୁ ଚମକଦାର ଚେହେରା

କନକ ବ୍ୟୁରୋ: ମୁହଁରେ ଚମକ ଆଣିବାକୁ ଆଜିକାଲି ବଜାରରେ ମିଳୁଛି ଦାମୀ ଡେ ଏବଂ ନାଇଟ୍ କ୍ରିମ , ଆହୁରି ଅନେକ । ହେଲେ ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ହେଲେ ଆପଣ ଘରେ ମାତ୍ର କିଛି ଟଙ୍କାରେ ପ୍ରସ୍ତୁତ କରିପାରିବେ ଏପରି କ୍ରିମ ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ସହ…
Read More...