Browsing Category

ଜୀବନଚର୍ଯ୍ୟା

ସୋରିଷ ତେଲ ଅନେକ ରୋଗ ପାଇଁ ରାମବାଣ ସଦୃଶ କାମ କରେ ! ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ବିଷୟରେ

ସୋରିଷ ତେଲ ବହୁତ ଉପକାରୀ ଅଟେ । ଖାଇବାରେ ସ୍ୱାଦ ବଢାଇବା ପାଇଁ ଏହାକୁ ସାଧାରଣତଃ ବ୍ୟବହାର କରାଯାଏ । ସ୍ୱାଦ ବଢାଇବା ସହ ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଆୟୁର୍ବେଦ ଅନୁସାରେ ସୋରିଷ ତେଲ ଅନେକ ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ । ଆସନ୍ତୁ ଜାଣିବା ଏହା…
Read More...

ଆପଣଙ୍କ କେଶ ପାଚି ଧଳା ରଙ୍ଗ ହୋଇଯାଉଛି କି ? କୌଣସି ଔଷଧ ସେବନ ବଦଳରେ ଖାଆନ୍ତୁ ଏହି ଖାଦ୍ୟ , ଏହି ସମସ୍ୟାରୁ ମୁକ୍ତି…

କେଶ ଧଳା ହେବାକୁ ନେଇ ଏବେ ସମସ୍ତେ ଚିନ୍ତିତ । କାରଣ ଅଳ୍ପ ବୟସର ପିଲାଙ୍କର ବି କେଶ ପାଚିବାର ଦେଖା ଯାଉଛି । ଧିରେ ଧିରେ କଳା କେଶ ଧଳା ହୋଇଯାଉଛି । ଏଥିପାଇଁ ନିଜର ଡାଇଟିଂରେ ଏହି ଜିନିଷ ସବୁକୁ ସାମିଲ୍ କରନ୍ତୁ – ବାଦାମ - ବାଦାମରେ କପର ଓ ଭିଟାମିନ୍ –ଇ ପ୍ରଚୁର ପରିପମାଣରେ ଥାଏ ।…
Read More...

ଶର୍କରାଯୁକ୍ତ ପାନୀୟ ବଢାଇପାରେ ଆପଣଙ୍କ ଚିନ୍ତା । ଜାଣନ୍ତୁ ନିୟମିତ ପିଇବେ ନାହିଁ କାହିଁକି ?

ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ସମସ୍ତେ ମୃଦୁ ପାନୀୟକୁ ପସନ୍ଦ କରିଥାନ୍ତି । ବିଶେଷ କରି ଖରା ଦିନେ ଏହାର ପରିମାଣ ଅଧିକ ରହିଥାଏ । ଏହାକୁ ଅନେକ ଲୋକ ମଧ୍ୟ ନିୟମିତ ପିଉଛନ୍ତି । କିନ୍ତୁ ଆଜିକାଲି ଏଭଳି ମୃଦୁ ପାନୀୟ ବଜାରକୁ ଆସିଲାଣି ଯାହା କେବଳ ଖରାଦିନେ ଅଧିକ ବିକ୍ରି ହୁଏ ନାହିଁ ବରଂ…
Read More...

ରାତିରେ ଭଲ ନିଦ ହେଉନାହିଁ କି ? ଆପଣାନ୍ତୁ କିଛି ସରଳ ଟିପ୍ସ , ସଙ୍ଗେ ସଙ୍ଗେ ଆସିବ ଗଭୀର ନିଦ୍ରା

କୁହାଯାଏ ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏହାର ଏକ ଜ୍ୱଳନ୍ତ ଉଦାହରଣ । ବ୍ୟସ୍ତ ଜୀବନ ବିଭିନ୍ନ ପ୍ରକାରର ଚିନ୍ତା ସୃଷ୍ଟି କରିଥାଏ, ଯାହା ଦ୍ୱାରା ଆଖିରୁ ନିଦ ହଜିଯାଏ । ସ୍ୱସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ତେଣୁ ବଂଚିବା ପାଇଁ ଖାଦ୍ୟ ଦରକାର ଏବଂ ଶରୀର…
Read More...

ଚିକେନ ଖାଉଛନ୍ତି କି ? ଜାଣନ୍ତୁ କଣ ମିଳିବ ଫାଇଦା

ଅଧିକାଂଶ ଲୋକ ଚିକେନ ଖାଇବାକୁ ଅଧିକ ଭଲ ପାଇଥାନ୍ତି । ଚିକେନ ଅନ୍ୟ ମାଂସ ଭଳି କେବଳ ଶସ୍ତା ନୁହେଁ ବରଂ ଏହା ଶରୀର ଏବଂ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭକାରୀ । ଚିକେନରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ଗ୍ରହଣ କରାଯାଏ । କେବଳ ଏତିକି ନୁହେଁ ବରଂ…
Read More...

ଫ୍ରୁଟ୍ ଜୁସ୍ ଶିଶୁଙ୍କ ପାଇଁ ନୁହେଁ ହିତକାରୀ : ବିଶେଷଜ୍ଞଙ୍କ ଦାବି

ଜୁସ୍ ଆମ ଶରୀର ପାଇଁ ବେଶ୍ ଉପକାରୀ । ଶିଶୁ ହୁଅନ୍ତୁ ବା ବୟସ୍କ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଜୁସ ଖୁବ ଉପକାରୀ । ଜୁସ ପିଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଫ୍ରୁଟ ଜୁସ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଲଣ୍ଡନର…
Read More...

ମସ୍ତିଷ୍କକୁ ତାଜା ରଖେ ସବୁଜ ପରିବା !

ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ହିତକର । ପ୍ରତିଦିନ ସବୁଜ ପନିପରିବା ଖାଇବା ଉଲ । କାରଣ ସବୁଜ ପନିପରିବାରେ ଭରପୂର ମାତ୍ରରେ ଭିଟାମିନ ରହିଛି । ଏହା ମସ୍ତିଷ୍କର ଶକ୍ତି ବୃଦ୍ଧିରେ ସହାୟକ ହୁଏ । ପନିପରିବା, ଶାଗ, ସାଲାଡ ଆଦି ଖାଇବା ଦ୍ୱାରା ବୟସଜନିତ ବିସ୍ମୃତି ବା ସ୍ମରଣ ଶକ୍ତି କମିବା…
Read More...

ନିୟମିତ ଭାବେ ପିଅନ୍ତୁ ଲୁଣ ପାଣି ! ଶରୀରକୁ ମିଳିବ ଅନେକ ଫାଇଦା

ଲୁଣ ବିନା ଖାଦ୍ୟ ସ୍ୱାଦହୀନ । ଖାଇବାରେ ଲୁଣ ଟିକିଏ ନ ମିଶିଲେ ସେ ଖାଇବା, ଖାଇବା ନୁହେଁ । ତେଣୁ ଲୁଣ ଏକ ଉପକାରୀ ସାମଗ୍ରୀ ମଧ୍ୟରୁ ଗୋଟିଏ । ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଲୁଣ ବେଶ ଉପଯୋଗୀ । ଲୁଣର ଉପକାରିତା ବିଷୟରେ ଆପଣ କିଛି ଜାଣିଛନ୍ତି କି ?  ଯଦି ଜାଣି ବି ଥିବେ ଅଳ୍ପ କିଛି । ପ୍ରାୟତଃ…
Read More...

ବ୍ଲଡ ପ୍ରେସର ପାଇଁ ଆୟୁବୈଦିକ ଔଷଧ ଭଳି କାମ କରିଥାଏ ପୋସ୍ତ ! ଜାଣନ୍ତୁ ପୋସ୍ତ ଖାଇବା ଦ୍ୱାରା କଣ ମିଳିଥାଏ ଫାଇଦା

ରୋଷେଇ କରିବା ସମୟରେ ଯେଉଁଭଳି ଭାବରେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କାଜୁ ପେଷ୍ଟକୁ ବ୍ୟବହାର କରାଯାଏ, ଠିକ ସେହିଭଳି ପୋସ୍ତକୁ ମଧ୍ୟ ବ୍ୟବହାର କରାଯାଏ । ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ଏହା ଶରୀର ପକ୍ଷେ କେତେ ଲାଭଦାୟକ ତାହା ସମସ୍ତେ ଜାଣି ନଥାନ୍ତି ।…
Read More...

ସିଙ୍ଗଡା ଖାଉଛନ୍ତି କି ? ସାବଧାନ, ଦେଖାଦେଇପାରେ ସାଂଘାତିକ ସମସ୍ୟା

ପ୍ରତିଦିନ ସଂଧ୍ୟାରେ ସମସ୍ତେ କିଛି ନା କିଛି ସ୍ନାକ୍ସ ଖାଇବାକୁ ଭଲ ପାଇଥାନ୍ତି । ବିଶେଷ କରି ସଂଧ୍ୟାରେ ଯଦି ଚା ସହିତ ସିଙ୍ଗଡ଼ା ମିଳିଯାଏ, ତେବେ ସ୍ନାକ୍ସର ମଜା ନିଆରା ହୋଇଯାଏ । କାରଣ ସଂଧ୍ୟା ସମୟରେ ଅନେକ ଲୋକ ସିଙ୍ଗଡ଼ା ଖାଇବାକୁ ଖୁବ ଭଲ ପାଆନ୍ତି । ଯଦିଓ ଏହାର ସ୍ୱାଦ କିଛି ଭିନ୍ନ…
Read More...