Browsing Category

ଜୀବନଚର୍ଯ୍ୟା

ଖାଲି ପେଟରେ ଚା’ ପିଇବାର ଅଭ୍ୟାସ ରଖିଛନ୍ତି କି ? ଏହା ଦ୍ୱାରା ୪ଟି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି !

ଚା’ ହେଉଛିି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ବ ହୁଏ । ଏମିତି କିଛି ଘର ଅଛି ଯେଉଁଠି ଚା’ ହୋଇନଥାଏ ବା ବିନା ଚା’ ବିନା ଜଳଖିଆ ହୋଇଥାଏ । ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ…
Read More...

କର୍ପୂର ଦୂର କରିବ ଶରୀରର ଅନେକ ସମସ୍ୟା । ଜାଣନ୍ତୁ କିପରି କରିବେ ବ୍ୟବହାର । 

ଘରେ ଘରେ କର୍ପୂରର ବହୁଳ କରାଯାଉଛି । ଏହାକୁ ପୂଜାକରିବା ସମୟରେ ବ୍ୟବହାର କରିବା ସହ ପୋଷାକ ଓ ବହିକୁ ସୁରକ୍ଷିତ ରଖିବା ପାଇଁ କର୍ପୂର ରଖାଯାଇଥାଏ । କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ରହିଛି । -କର୍ପୂର ଶରୀର ତଥା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। -ଆଜିକାଲି ଅନେକ ଲୋକ…
Read More...

ନକରାତ୍ମକ ଚିନ୍ତାଧାରା ଯୋଗୁଁ ହୋଇପାରନ୍ତି ବିଷାଦର ଶିକାର ! ଜାଣନ୍ତୁ କିପରି ?

ଆପଣ ବହୁତ ସମୟ ଧରି ନକରାତ୍ମକ ଚିନ୍ତା କରୁଛନ୍ତି କି ? କ’ଣ ଆପଣ ସବୁବେଳେ ଚିଡଚିଡା ଅନୁଭବ କରୁଛନ୍ତି? ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଏପରି ଲକ୍ଷଣ ଦେଖାଦେଲେ ସମ୍ଭବତଃ ଆପଣ ବିଷାଦର ଶିକାର ହୋଇଛନ୍ତି । ଏଥିରେ ଜଣାପଡିଛି ଚିଡଚିଡାପଣ ଓ ନକରାତ୍ମକ ବିଚାର ବିଷାଦର ପ୍ରାରମ୍ଭିକ ସଙ୍କେତ ।…
Read More...

କଲରା ପତ୍ର କମାଇବ କ୍ୟାନସର । ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ବନ୍ଧରେ । 

ସ୍ୱାସ୍ଥ୍ୟ ପାଇଁ ଗୁଣକାରୀ କଲରା ପତ୍ର । ପ୍ରତିଦିନ କଲରା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।ଏହା ଖାଇବାକୁ ପିତା । କିନ୍ତୁ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ କଲରା ପତ୍ର ବେଶ ଉପଯୋଗୀ । ତେବେ ଆସନ୍ତୁ ଆଣିବା, କଲରା ପତ୍ରରେ ରହିଥିବା ଗୁଣ  କେତେକ ସମ୍ବନ୍ଧରେ । -ଯଦି ଆପଣ କଲରା ପତ୍ର…
Read More...

ଘରେ ଅଳ୍ପ ଖର୍ଚ୍ଚରେ କରିିହେବ ହେୟାର ସ୍ପା ! ଜାଣନ୍ତୁ କିପରି ?

ସପ୍ତାହକୁ ଥରେ ଅବା ପନ୍ଦର ଦିନକୁ ଥରେ କେଶର ହେୟାର ସ୍ପା ଟ୍ରିଟ୍‌ମେଣ୍ଟ୍‌ ଜରୁରୀ । ଏହା କେଶକୁ ଅଧିକ ଘନ ଓ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣଙ୍କୁ ପାର୍ଲର ଯିବାର ଆବଶ୍ୟକତା ନାହିଁ । ଘରେ ମଧ୍ୟ ଅଳ୍ପ ଖର୍ଚ୍ଚରେ ହେୟାର ସ୍ପା କରିପାରିବେ । ଆସନ୍ତୁ ଜାଣିବା ଘରେ ବସି…
Read More...

ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ ନେବେ କିପରି . . . . ?

ଜୀବନର ଶେଷ ସମୟରେ ବା ବୃଦ୍ଧାବସ୍ଥାରେ ଶରୀରର ଯତ୍ନ ନେବା ବହୁତ ଜରୁରୀ । ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଙ୍କ ମନମୁତାବକ କରିବା ଉଚିତ୍ । ବୟସ ବଢ଼ିବା ସହିତ ଅନେକ ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖାଯାଇଥାଏ । ଏବଂ ଏହି ସମୟରେ ଆର୍ଥିକ ଓ ସାମାଜିକ ସମସ୍ୟଗୁଡିକ ମଧ୍ୟ ସାମ୍ନା…
Read More...

ଅଧିକ ଦିନ ଧରି ଗୋଟିଏ ବ୍ରସ୍ ବ୍ୟବହାର କରୁଛନ୍ତି କି ? କ୍ଷତିକାରକ ସାବ୍ୟସ୍ତ ହୋଇପାରେ . . . .

ଏମିତି ଲୋକ ଅଛନ୍ତି ଯେଉଁମାନେ ଅନେକ ଦିନ ଧରି ଗୋଟିଏ ବ୍ରସ୍ ବ୍ୟବହାର କରନ୍ତି । ଯଦି ଆପଣ ବେଶି ଦିନର ପୁରୁଣା ଟୁଥ୍ ବ୍ରସ ବ୍ୟବହାର କରୁଛନ୍ତି , ତେବେ ସାବଧାନ ହୋଇଯାଆନ୍ତୁ । ଏପରି କିରବା ଦ୍ୱାରା ଦାନ୍ତରେ ବ୍ୟାକ୍ଟେରିଆ ଜମି ଯାଏ । ଏଭଳି ସ୍ଥିତିରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ…
Read More...

ସପୁରୀ ଦେବ ସୁନ୍ଦର ଆଖି ।

ଦୈନଦିନ ଜୀବନରେ ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାର ଫଳ ଖାଇଥାଉ । ଏଥିମଧ୍ୟରୁ ସପୁରୀ ଗୋଟିଏ । ଏହାର ସ୍ୱାଦ ଖଟାମିଠା । ସପୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆଖିର ଦୃଷ୍ଟିଶକ୍ତି ବଢାଇବା ପାଇଁ ସପୁରୀ ବେଶ ଉପଯୋଗୀ । ତେବେ ଆସନ୍ତୁ ଜାଣିବା ସପୁରୀରେ ରହିଥିବା ଗୁଣ ସମ୍ବନ୍ଧରେ ।…
Read More...

ଖାଲିପେଟରେ ପିଅନ୍ତୁ କିସମିସ୍ ପାଣି ! ମିଳିବ ଅନେକ ଫାଇଦା

କିସମିସ୍ ଯେତିକି ସ୍ୱାଦିଷ୍ଟ, ସେତିକି ସ୍ୱାସ୍ଥ୍ୟପ୍ରଦ । କିସମିସରେ ରହିଛି ଅନେକ ଭିଟାମିନ୍‌ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହୋଇଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ, କିସ୍‌ମିସ୍‌ର ପାଣି ଶରୀର ପାଇଁ କେତେ ଲାଭଦାୟକ? ତେଣୁ କିସ୍‌ମିସ୍‌କୁ ପାଣିରେ ପକାଇ ୨୦ ମିନିଟ୍‌ ଫୁଟାଇବା…
Read More...

ମୂଳାପତ୍ର କମାଇବ ଡାଇବେଟିସ । ଅନେକ ରୋଗର ଔଷଧ ଏହି ସବୁଜ ପତ୍ର । 

ସ୍ୱାସ୍ଥ୍ୟ ପାଇଁ ମୂଳା ହିତକାରୀ, ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ମୂଳାପତ୍ର ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଏହା ବହୁ କମ ଲୋକ ଜାଣନ୍ତି । ଅନେକ ଲୋକ ମୂଳାକୁ ଓ ମୂଳା ପତ୍ରକୁ ତରକାରି କରି ଖାଇଥାନ୍ତି । ତେବେ ଆସନ୍ତୁ ଜାଣିବା ମୂଳା ପତ୍ରରେ ରହିଥିବା କେତେକ ଗୁଣ ସମ୍ବନ୍ଧରେ । - ଆମ…
Read More...