Browsing Category

ଜୀବନଚର୍ଯ୍ୟା

୨୦୧୮ରେ ଧନୀ ହେବା ପାଇଁ ଚାହୁଁଛନ୍ତି କି ! ଆପଣଙ୍କ ପାଇଁ କିଛି ଦରକାରୀ ଟିପ୍ସ

ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ଆଉ ଏନେଇ ଲୋକେ ଖୁବ ଉତ୍ସାହିତ ଅଛନ୍ତି । ଆଉ ନୂତନ ବର୍ଷ କିପରି ଭଲରେ କଟିବ ସେ ନେଇ ଟାର୍ଗେଟ ସେଟ୍ କରୁଛନ୍ତି । ତେବେ ଅଧିକାଂଶ ଲୋକେ ଧନୀ ହେବାକୁ ଚାହାନ୍ତି । ଯଦି ଆପଣ ମଧ୍ୟ ନବବର୍ଷରେ ଧନୀ ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଜାଣି ରଖନ୍ତୁ କିଛି…
Read More...

ଅଣ୍ଟାବିନ୍ଧା ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ କିଛି ଘରୋଇ ଉପଚାର

ଅଣ୍ଟାବିନ୍ଧା ସମସ୍ୟା ଏବେ ଏକ ସାଧାରଣ ସମସ୍ୟା । କେବଳ ବୟସ୍କ ଲୋକମାନ ଯେ ଏପରି ସମସ୍ୟା ଭୋଗୁ ଛନ୍ତି ତା'ନୁହଁ ଯୁବଗୋଷ୍ଠୀ ମଧ୍ୟ ଅଣ୍ଟାବିନ୍ଧାର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଲା କମ୍ ପରିଶ୍ରମ ଓ ଖାଦ୍ୟ ଗ୍ରହଣରେ ଅନିୟମିତତା । ବୟସ ବଢିବା ସଙ୍ଗେ ସଙ୍ଗେ ଅଣ୍ଟାବିନ୍ଧା ଆରମ୍ଭ…
Read More...

ମାଟି ପାତ୍ରରେ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ !

ସମସ୍ତେ ଜାଣନ୍ତି ଆଜିର ସମୟରେ ବଜାରରେ ମିଳୁଥିବା ପରିବା ଶରୀର ପାଇଁ କେତେ ସ୍ୱାସ୍ଥ୍ୟକର । ପରିବା ଦେଖିବାକୁ ତଟକା ହେଲେ ମଧ୍ୟ ସେଥିରେ ବିଭିନ୍ନ ପ୍ରକାରର ସାର ତଥା କୀଟନାଶକ ମିଶୁଛି । କିନ୍ତୁ ଆମେ ସୁସ୍ଥ ରହିବା ପାଇଁ ହିଁ ଗ୍ରହଣ କରିଥାଉ , ଆଉ ଏହା ଜରୁରୀ ମଧ୍ୟ । ଡାକ୍ତର ଆମକୁ…
Read More...

ଶୀତରେ ଆପଣ ମର୍ଣ୍ଣିଂୱାକ ଯାଇପାରୁନାହାଁନ୍ତି କି ? ଏହାଠୁ ଭଲ ଉପାୟ ଘରେ ବସି ପ୍ରାଣାୟାମ କରନ୍ତୁ

ଶୀତରେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆପଣ ଯଦି ଜିମ୍ କିମ୍ବା ମର୍ଣ୍ଣିଂୱାକରେ ଯାଇପାରୁ ନାହାଁନ୍ତି ,ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଘରେ ବସି ଆରାମରେ ପ୍ରାଣାୟାମ କରନ୍ତୁ । ପ୍ରତିଦିନ ପ୍ରାଣାୟାମ କରିବା ଫଳରେ ଆପର ସମ୍ପୂର୍ଣ୍ଣ ରୂପରେ ରୋଗମୁକ୍ତ ରହିବା ସହିତ ସାରାଦିନ ସକ୍ରିୟତା…
Read More...

ପଇଡ଼ ପାଣି ଶରୀର ପାଇଁ ଖୁବ୍ ଲାଭଦାୟକ : କିଡନୀ ସମସ୍ୟା ଥିଲେ ପିଅନ୍ତୁ ପଇଡ଼ ପାଣି

ଶରୀର ପାଇଁ ପଇଡ଼ ପାଣି ବହୁତ ହିତକାର । ଏହାକୁ ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଦୂର ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟତା ହୋଇଥାଏ । ଆସନ୍ତୁ ଜାଣିବା ପଇଡ଼ ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ । - ଯଦି ଆପଣଙ୍କ ଶରୀରରେ କୋଲେଷ୍ଟେରଲ…
Read More...

ଲିଭରଜନିତ କଷ୍ଟକୁ ଦୂର କରିବ କିସମିସ ପାଣି । ଜାଣନ୍ତୁ କିପରି ପାଇବେ ମୁକ୍ତି ।

କିସମିସ ଶରୀର ପାଇଁ ଅନେକ ଉପକାରୀ । ଏହା ପାଟିକୁ ଯେତିକି ଭଲ ଲାଗେ , ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାର ହୋଇଥାଏ । କିସମିସରେ ରହିଛି ଅନେକ ଭିଟାମିନ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ, କିସମିସର ପାଣି ଶରୀର ପାଇଁ କେତେ ଲାଭଦାୟକ? ତେଣୁ…
Read More...

ଓଜନ କମାଇବା ପାଇଁ ଲେମ୍ବୁ ପାଣି ପିଉଛନ୍ତି କି ? ଆପଣଙ୍କ ପାଇଁ କିଛି ଜରୁରି ଟିପ୍ସ !

କିଛି ଲୋକ ଏହା କହୁଥିବାର ଶୁଣିଥିବେ ଯଦି ଓଜନ କମାଇବାକୁ ଚାହୁଁଛନ୍ତି ତ ଏକ ଗ୍ଲାସ୍ ଗରମ ପାଣିରେ ଲେମ୍ବୁ ମିଶାଇ ପିଇଲେ ଲାଭ ମିଳେ । କାରଣ ଏହା ଫ୍ୟାଟ୍ କମାଇବାରେ କାମ କରିବ । ପାଣିରେ ଲେମ୍ବୁର କିଛି ବୁନ୍ଦା ମିଶାଇ ପିଇବା ଦ୍ୱାରା ଡାଇଜେସନ କ୍ରିୟା ଭଲରେ ହୁଏ । ଶରୀରକୁ ଉର୍ଜା ମିଳିଥାଏ…
Read More...

ଛୋଟ ଛୋଟ କଥାରେ ରାଗୁଛନ୍ତି କି ? ଜାଣନ୍ତୁ କ୍ରୋଧକୁ କିପରି କରିବେ ନିୟନ୍ତ୍ରଣ

କ୍ରୋଧ ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ । ଯଦି ଆପଣଙ୍କୁ ଛୋଟ ଛୋଟ କଥାକୁ ନେଇ ରାଗ ଆସୁଛି, ଏହା ଆପଣଙ୍କ ଲାଗି ଏକ ଗମ୍ଭୀର ସମସ୍ୟା ହୋଇଥାଏ । ତେଣୁ ଏହା ପ୍ରତି ଆପଣ ଅଣଦେଖା କରନ୍ତୁ ନାହିଁ। କାରଣ ଏହା ଆପଣ ଏବଂ ଆପଣଙ୍କ ପରିବାର ଲାଗି ବହୁତ ଜରୁରୀ । ତେଣୁ ଏ ନେଇ ଆପଣ କୌଣସି ଜଣେ ଭଲ…
Read More...

କଷ୍ଟ ଦେଉଛି କି ତୁଣ୍ଡ ଘା’ ? ଜାଣନ୍ତୁ  କିପରି କରିବେ ଉପଚାର । 

ଅନେକ ସମୟରେ ପାଟିରେ ଘା’ ହୋଇଥାଏ । ଯେଉଁଥିପାଇଁ  ଖାଇବା ପିଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ତୁଣ୍ଡ ଘା’ର ଉପଚାର ପାଇଁ କିଛି ସହଜ ଉପାୟ ରହିଛି । ଯାହା ଆପଣ ନିଜେ ବ୍ୟବହାର କରି ଏହି ଘା’କୁ ଠିକ କରିପାରିବେ । ଭୋଜନ ସମୟରେ ଖାଇବା ଗରମ ଖାଦ୍ୟକୁ ଠିକ ଭାବେ ନ ଖାଇଲେ…
Read More...

କୋଷ୍ଠକାଠିନ୍ୟରୁ ରକ୍ଷା ପାଇବେ କିପରି ? ଆପଣାନ୍ତୁ ଏହି  ସରଳ ଉପାୟ । 

ନୂତନ  ଜୀବନଶୈଳୀ ପ୍ରଭାବରେ ଲୋକମାନେ ଆଜି କମ୍ପ୍ୟୁଟର ହୋଇଯାଇଛନ୍ତି ।  ନାନ ଚାପରେ ରହି  ଉପଯୁକ୍ତ ଖାଇବା ପ୍ରତି ଧ୍ୟାନ ଦେଉନାହାନ୍ତି ।  ଫଳରେ ଅନେକ ଲୋକ କୋଷ୍ଠକାଠିନ୍ୟ ଭଳି ରୋଗରେ ପଡୁଛନ୍ତି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ କେତୋଟି ସରଳ ଉପାୟ । -କୋଷ୍ଠ କାଠିନ୍ୟ…
Read More...