Browsing Category

ଜୀବନଚର୍ଯ୍ୟା

ରକ୍ତ କର୍କଟ ରୋଗୀଙ୍କ ପାଇଁ ନୂଆ ଚିକତ୍ସା  । ଜାଣନ୍ତୁ କ’ଣ ଏହି ଥେରାପି ।

କନକ ବ୍ୟୁରୋ: କ୍ୟାନସର ଏପରି ଏକ ରୋଗ , ଯାହା ନାଁ ଶୁଣିଲେ ହିଁ ଭୟରେ ଥରିଉଠେ ରୋଗୀ  । ଏହାର ଚିକତ୍ସା ଓ ମୁଳୋତ୍ପାଟନ ପାଇଁ କାହିଁ କେଉଁ ଦିନରୁ ବିଶେଷଜ୍ଞ ମାନେ ଗବେଷଣା ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ପେନସିଲଭାନିଆ ବିଶ୍ୱିବଦ୍ୟାଳୟର ବିଶେଷଜ୍ଞମାନେ ଏପରି ଏକ ଚିକିତ୍ସା ପଦ୍ଧତିର…
Read More...

ମୋଟା କରୁଛି ପ୍ଲାଷ୍ଟିକ୍ । କ୍ରମାଗତ ବ୍ୟବହାର ସୃଷ୍ଟି କରୁଛି ଏହି ସମସ୍ୟା ।

କନକ ବ୍ୟୁରୋ: ବୋତଲ ପାଣି କେବଳ ପରିବେଶ ପାଇଁ ଘାତକ ନୁହେଁ ଆମ ଶରୀର ପାଇଁ ମଧ୍ୟ ବିପଜ୍ଜନକ । ଆମ ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ନକାରାତ୍ମକ ପ୍ରଭାବ ରହିଛି । ଏକ ଗବେଷଣାରୁ ଜଣାପଡିଛି ଯେ, ପ୍ଲାଷ୍ଟିକ୍ ମେଦବହୁଳତା ପାଇଁ ଏକ ବିଶେଷ କାରଣ । ମେଟାବୋଲିଜିମ୍ ଉପରେ ଏହାର ଯୌଗିକର ବିପରୀତ…
Read More...

ଆଙ୍ଗୁଠି ଫୁଟାଇବା ଭଲ ନା ଖରାପ । ଜାଣନ୍ତୁ କ’ଣ କହିଛନ୍ତି ବିଶେଷଜ୍ଞ ।

କନକ ବ୍ୟୁରୋ: ପ୍ରତିଦିନ ଫୁଟାଇବା ଅନେକ ଲୋକଙ୍କର ଅଭ୍ୟାସ । ଆଉ ଯଦି ଏପରି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗି ରୁହେ ତେବେ ଭବିଷ୍ୟତରେ ଆର୍ଥ୍ରାରାଇଟ୍ସ ପରି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କାନାଡା ୟୁନିଭର୍ସିଟିର ବିଶେଷଜ୍ଞ ।…
Read More...

ସକାଳେ ଖାଲି ପେଟରେ ପିଉଛନ୍ତି କି ଚା ? ହୋଇଯାଆନ୍ତୁ ସାବଧାନ

କନକ ବ୍ୟୁରୋ : ଅନ୍ୟ ନିଶା ଭଳି ଚା ପିଇବା କିଛି ଲୋକଙ୍କର ନିଶା ହୋଇଯାଇଥାଏ । କିଛି ଲୋକ ତ ଗୋଟିଏ ଦିନରେ ୧୦-୨୦ କପ ଚା ପିଇଥାନ୍ତି । ଏହାସହ କିଛି ଲୋକ ସକାଳେ ବିଛଣା ଛାଡିବା ପୂର୍ବରୁ ଚା ପିଇବାକୁ ପସନ୍ଦ କରିଥାନ୍ତି । ଅର୍ଥାତ ସେମାନେ ସକାଳେ ଖାଲି ପେଟରେ ଚା ପିଇବା ପରେ ଦିନାଚାର୍ଯ୍ୟ…
Read More...

କେଶ ପାଇଁ ପିଅନ୍ତୁ ଏହି ପାନୀୟ: କେଶ ମଜବୁତ କରିବା ସହ ତ୍ୱଚାରେ ଆଣିବ ଚମକ୍ ।

କନକ ବ୍ୟୁରୋ: ଆଜିକାଲି କେଶ ଝଡିବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଉଛି । ପରିବର୍ତ୍ତିତ ଜଳବାୟୁ ସହ ଖାଦ୍ୟପେୟ ଓ ଆମର ବ୍ୟସ୍ତବହୁଳ ଜୀବନ ଏଥିପାଇଁ ଦାୟୀ । ଆମ କେଶ ଓ ତ୍ୱଚାକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଉଛି ଏସବୁ କାରଣ । କିନ୍ତୁ ଏପରି କିଛି ପାନୀୟ ଅଛି ଯାହା ଆମକୁ ଏସବୁ ସମସ୍ୟାରୁ…
Read More...

କରୋନା ପାଇଁ ପିଉଛନ୍ତି କି କାଢା? ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ।

କନକ ବ୍ୟୁରୋ: ଏବେ କରୋନା ହେଉ କି ଓମିକ୍ରନ୍ ପାଇଁ ହେଉ ଅଧିକାଂଶ ଲୋକେ କାଢା ପିଇବା ଅଭ୍ୟାସ କରିସାରିଛନ୍ତି । ଯଦିଓ କିଛି ଲୋକେ ପୂର୍ବରୁ ଏହାକୁ ପିଉଥିଲେ ହେଲେ ଏବେ କରୋନା ଯୋଗୁଁ ଏହା ଅନେକଙ୍କ ଘରେ ଲୋକଙ୍କ ଅଭ୍ୟାସରେ ପଡିଯାଇଛି । କରୋନା ଥଣ୍ଡାକାଶ ଓ ତଣ୍ଟି ଦରଜରୁ ରକ୍ଷା ପାଇବା ପାଇଁ…
Read More...

ଆଉ ଶୁଷ୍କ ହେବନି ତ୍ୱଚା । ଜାଣନ୍ତୁ କେତୋଟି ସରଳ ଉପାୟ ।

କନକ ବ୍ୟୁରୋ: ଶୀତ ଦିନେ ତ୍ୱଚା ଶୁଷ୍କ ହେବା ଏକ ସାଧାରଣ ସମସ୍ୟା । ସ୍କିନ୍ ଡ୍ରାଏ ହୋଇଗଲେ ତ୍ୱଚାର ଉଜ୍ୱଳତା ନଷ୍ଟ ହୁଏ । ବିଶେଷ କରି ଶୀତରେ ଏହି ସମସ୍ୟା ଅଧିକ ଦେଖାଦିଏ । ଯଦି ଆପଣ ଏଭଳି ସମସ୍ୟା ପାଇଁ ଚିନ୍ତିତ , ତେବେ ଜାଣିରଖନ୍ତୁ ତ୍ୱଚାକୁ ଚକ୍କଣ ରଖିବାକୁ କିଛି ସରଳ ଉପାୟ । ଶୋଇବା…
Read More...

ଏହି ପାତ୍ରରେ ଖାଦ୍ୟ ଖାଆନ୍ତୁ । ସୁସ୍ଥ ଶରୀର ଓ ସ୍ମରଣ ଶକ୍ତିର ଅଧିକାରୀ ହୁଅନ୍ତୁ

କନକ ବ୍ୟୁରୋ: ଆମର ପୂର୍ବଜମାନେ କଂସା ପିତଳ ଓ ତମ୍ବା ପାତ୍ରରେ ଖାଦ୍ୟ ଖାଇବା ସହ ପାଣି ପିଇବା ପାଇଁ ଏହି ପାତ୍ରକୁ ମଧ୍ୟ ବ୍ୟବହାର କରୁଥିଲେ । ସେମାନଙ୍କ ମତରେ ଏଥିରେ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କୌଣସି ରୋଗ ଏତେ ସହଜରେ ହୁଏନାହିଁ । ଏବେ ଏଥିରେ ସହମତି ପ୍ରକାଶ…
Read More...

ଆପଣାନ୍ତୁ ଏସବୁ ଘରୋଇ ଟିପ୍ସ । ପାଆନ୍ତୁ ସୁସ୍ଥ , ଘନ କେଶ ।

କନକ ବ୍ୟୁରୋ: ଅକାଳରେ କେଶ ଝଡିବା, ପାଚିବା ଆଜିକାଲି ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି । ହେଲେ କିଛି ଘରୋଇ ଟିପ୍ସ ଆପଣଙ୍କୁ ଏସବୁ ସମସ୍ୟାରୁ ମୁକ୍ତି ଦେଇପାରିବ । () ୧ ଚାମଚ କଳା ଜିରା ଗୁଣ୍ଡ, ୧ ଚାମଚ ମେଥି ଗୁଣ୍ଡକୁ ଲୁହା କଡେଇରେ ନେଇ ଭଲରେ ମିଶାଇ ଦିଅନ୍ତୁ । ସେଥିରେ ଅଧ ଚାମଚ…
Read More...

ଏହି ସମସ୍ୟା ଥିବା ଲୋକଙ୍କୁ ବାଇଗଣ ମନା ।

କନକ ବ୍ୟୁରୋ: କିଛି ଲୋକେ ବାଇଗଣର ବିଭିନ୍ନ ରେସିପି ଖାଇବାକୁ ପସନ୍ଦ କରନ୍ତି  । ବିଶେଷ କରି ଶୀତ ଦିନେ ଲୋକେ ପ୍ରାୟତଃ ବାଇଗଣ ପୋଡା ଖାଇବାକୁ ପସନ୍ଦ କରନ୍ତି । ହେଲେ ଜାଣନ୍ତି କି କିଛି ଲୋକଙ୍କ ପାଇଁ ଏହି ପରିବା କିନ୍ତୁ ମନା । କହିବାର ଅର୍ଥ କିଛି ନିର୍ଦ୍ଦିଷ୍ଟ ସମସ୍ୟା ଭୋଗୁଥିବା…
Read More...