Browsing Category

ଜୀବନଚର୍ଯ୍ୟା

ବଡି ବିଲଡିଂ କରିବାକୁ ଚାହୁଁଛନ୍ତି କି ? ତେବେ ଖାଆନ୍ତୁ ଏହି ଖାଦ୍ୟ

ସମସ୍ତେ ଚାହାଁନ୍ତି ନିଜର ସ୍ୱାସ୍ଥ୍ୟ ଓ ଶରୀରକୁ ସୁନ୍ଦର ରଖିବାକୁ । ଆଉ ଏଥିପାଇଁ ଆପଣେଇଥାନ୍ତି ଅନେକ କିଛି ଉପାୟ । କେତେକ ଜିମ୍ ଯାଆନ୍ତି । ଜିମର ଟ୍ରେନର ଯେତେବେଳେ ଶରୀରର ପ୍ରୋଟିନ ବଢାଇବାକୁ କୁହନ୍ତି , ଅନେକ ଅଣ୍ଡା କିମ୍ବା ପ୍ରୋଟିନ ପାଉଡର ଖାଆନ୍ତି । କିନ୍ତୁ ଏବେ ଆପଣକୁ ଏମିତି ଏକ…
Read More...

ପ୍ରେମରେ ବିଚ୍ଛେଦ ପରେ ସଭିଙ୍କ ମନରେ ଉଙ୍କିମାରିଥାଏ ୫ଟି ପ୍ରଶ୍ନ

ଯେତେବେଳେ ମଧୁର ସଂପର୍କରେ ପଡିଯାଏ ବିଚ୍ଛେଦର ଭଟ୍ଟା କେବଳ ହୃଦୟ ଭାଂଗି ନଥାଏ । ଏହାସହ ଅନେକ ସ୍ୱପ୍ନ ଓ ଶପଥର ଇମାରତ ଚୁରମାର ହୋଇଯାଇଥାଏ । ସେହି ସ୍ୱପ୍ନ ଯାହା ଦୁହେଁ ମିଶି ଦେଖିଥିଲେ । ସେହି ଶପଥ ଯାହା ଦୁହେଁ ଦୁହିଁଙ୍କର ରାଣ ଖାଇ କରିଥିଲେ । ବିନା କାରଣରେ ଯେତେବେଳେ ସଂପର୍କ…
Read More...

ପ୍ଲାଷ୍ଟିକ ପାଣି ବୋଟଲର ତଳେ ଦିଆଯାଇଥାଏ ପ୍ଲାଷ୍ଟିକର ଗ୍ରେଡ଼୍ ! ଏହାର ଅର୍ଥ କ’ଣ ଆସନ୍ତୁ ଜାଣିବା . . . . .

ବତ୍ତର୍ମାନ ସମୟରେ ସିଲ ହୋଇଥିବା ପାଣି ବୋଟଲ ବିଶୁଦ୍ଧ ବୋଲି ସମସ୍ତେ ଚିନ୍ତା କରନ୍ତି । ଅଧିକରୁ ଅଧିକ ସହରୀ ଲୋକେ କିଣା ପାଣି ବୋଟଲ ବ୍ୟବହାର କରିବା ଅଧିକ ସୁରକ୍ଷିତ ବୋଲି ଭାବୁଛନ୍ତି । ଆଉ ଅଧିକ କିଣା ପାଣି ବ୍ୟବହାର ମଧ୍ୟ କରୁଛନ୍ତି । ତେବେ ଲୋକଙ୍କ ଏପରି ଧାରଣା ସମ୍ପୂର୍ଣ୍ଣ ଭାବେ ଭୁଲ…
Read More...

ତକିଆରେ ମୁଣ୍ଡ ରଖି ଶୋଇବା ଉଚିତ୍ ନୁହେଁ ! ଜାଣନ୍ତୁ ଏହାର କାରଣ . . . .

ଆମେ ଶୋଇବା ବେଳେ ପ୍ରଥମେ ତକିଆକୁ ଖୋଜିଥାଉ। ଅଧିକାଂଶ ଲୋକଙ୍କ ଅଭ୍ୟାସ ହେଲା ତକିଆରେ ମୁଣ୍ଡ ରଖି ଶୋଇବା । କିନ୍ତୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆପଣ ଯଦି ତକିଆରେ ମୁଣ୍ଡ ରଖି ନ ଶୋଇବେ, ତେବେ କେତେକ ଉପକାର ମିଳିବ । ପ୍ରଥମତଃ ବିନା ତକିଆରେ ଶୋଇଲେ, ମୁହଁରେ ବ୍ରଣ ଉଠି ନଥାଏ ।…
Read More...

ରାତିରେ ଲାଇଟ୍ ଲଗାଇ ଶୋଉଛନ୍ତି କି ? ଜାଣନ୍ତୁ କ’ଣ ହୋଇପାରେ ସମସ୍ୟା ?

ପ୍ରାୟ ସମସ୍ତେ ରାତିରେ ଲାଇଟ୍ ବନ୍ଦ କରି ଶୋଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ବହୁତ ଅଳ୍ପ ଲୋକ ଥାଆନ୍ତି ଯେଉଁମାନେ ରାତିରେ ଲାଇଟ୍ ଜଳାଇ ଶୋଇବାକୁ ଭଲ ପାଆନ୍ତି । ଯଦି ଏପରି କରୁଛନ୍ତି, ତେବେ ତୁରନ୍ତ ଏ ଅଭ୍ୟାସ ଛାଡନ୍ତୁ । କାରଣ ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ ।…
Read More...

ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଗାଜର ? ଆସନ୍ତୁ ଜାଣିବା

ବଜାରରେ ମିଳୁଥିବା ବିଭିନ୍ନ ପନିପରିବା ତୁଳନାରେ ଗାଜର ମୁଖ୍ୟତଃ ଉଭୟ ପୁରୁଷ ଓ ମହିଳାଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଏଭଳି ଅନେକ କାରଣ ରହିଛି ଯେଉଁଥି ପାଇଁ ଆପଣଙ୍କୁ ଅନ୍ତ୍ୟତଃ ସପ୍ତାହରେ ଦୁଇଥର ଗାଜର ଖାଇବା ଅତ୍ୟନ୍ତ ଜରୁରୀ । ଏଥିରେ ଉପଲବ୍ଧ ଥିବା ଭଟା-କାରୋଟେନ୍…
Read More...

ହାଡକୁ ଶକ୍ତ ରଖେ ଗୋଲାପ ଫୁଲ ! ଏହି ଫୁଲରେ ଅଛି ଆଉ ଅନେକ ଫାଇଦା

ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ସବୁ ପ୍ରେମୀଯୁଗଳ ପ୍ରେମ ନିବେଦନ ପାଇଁ ଗୋଲାପ ଫୁଲକୁ ବ୍ୟବହାର କରିଥାନ୍ତି । ତେବେ ଏହା ଛଡ଼ା ଗୋଲାପ ଫୁଲର ଆହୁରି ଅନେକ ଉପକାରିତା ଥିବା ବିଷୟରେ ଆପଣ ଜାଣନ୍ତି କି? ଏହା ପ୍ରେମର ପ୍ରତୀକ ହେବା ସହ ଶରୀରକୁ ମଧ୍ୟ ବିଭିନ୍ନ ରୋଗରୁ ରକ୍ଷା…
Read More...

ଜୋତା ପିନ୍ଧାରୁ ଜାଣନ୍ତୁ ମହିଳାଙ୍କ ସ୍ୱଭାବ : ଫ୍ଲିପ ଫ୍ଲପ ପିନ୍ଧୁଥିବା ମହିଳାମାନେ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ

ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର ଜୋତା ମିଳୁଛି । ସମସ୍ତେ ସମସ୍ତଙ୍କ ପସନ୍ଦ ହିସାବରେ ଜୋତା ପିନ୍ଧିବା ସହ ସମସ୍ତଙ୍କର ଜୋତାକୁ ନେଇ ଏକ ନିର୍ଦ୍ଦିଷ୍ଟ ପସନ୍ଦ ରହିଛି । କାହାକୁ ଫ୍ଲାଟ ଭଲ ଲାଗେ ତ କାହାକୁ ହିଲ୍ସ । ପୋଷାକ ସହ ଜୋତାକୁ ନେଇ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ରହିଥାଏ । ବିଶେଷ…
Read More...

ଶ୍ୱାସ ରୋଗ ଏବଂ ମଧୁମେହରୁ ମୁକ୍ତି ଦିଏ ପଣସ ! ଜାଣନ୍ତୁ ଆଉ କ’ଣ ମିଳେ ଫାଇଦା ?

ପଣସକୁ ରୋଷେଇରେ ବ୍ୟବହାର କରାଯାଏ ଏବଂ ଫଳ ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଭିଟାମିନ ଏ, ଥାଇମିନ, ପୋଟାସିୟମ, କ୍ୟାଲସିୟମ, ଆଇରନ, ଫଲିକ ଏସିଡ ଓ ମ୍ୟାଗ୍ନେସିୟମ ଆଦି ପ୍ରଚୁର ମାତ୍ରାରେ ଭରି ରହିଥାଏ । ଏଥିରେ କେତେକ ରୋଗ ସହିତ ଲଢିବାର କ୍ଷମତା ମଧ୍ୟ ରହିଥାଏ । ଏହାକୁ ଖାଇବା…
Read More...

ପ୍ରତିଦିନ ପିଅନ୍ତୁ ଲସି : ମିଳିବ ଅନେକ ଲାଭ

ଆମେ ପ୍ରତିଦିନ ଚା’ ବା କଫି ପିଇଥାଉ । କେହି କେହି ଦୁଧ ପିଇଥାନ୍ତି ଓ କେହି ଦହି ସରବତ । ହେଲେ ଆମେ ପ୍ରତ୍ୟହ ଲସି ପ୍ରାୟତଃ ପିିଇ ନ ଥାଉ । କିନ୍ତୁ ପ୍ରତିଦିନ ଲସି ପିଇଲେ, ତାହା ଆମର କି ଉପକାର କରିଥାଏ, ସେହି କଥା ଜାଣିଲେ, ଆପଣ ବି ଲସି ପିଇବା ଆରମ୍ଭ କରିଦେବେ । ଆସନ୍ତୁ ଜାଣିବା ଦୈନିକ…
Read More...