Browsing Category

କନକ ଏକ୍ସକ୍ଲୁସିଭ୍

ବଢୁଛି ରମେଶ ଜେନାଙ୍କ ଅଡୁଆ, ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ମାମଲା

ବଢୁଛି ରମେଶ ଜେନାଙ୍କ ଅଡୁଆ । ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ମାମଲା । ନିମଖଣ୍ଡି ଓ ବୋରିଗାଁର ୪ ଏକର ଦେବୋତର ଜମି ହଡପ ନେଇ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ପୁଲିସ । ସେପଟେ ଆଜି ସରୁଛି ରମେଶ ଜେନାଙ୍କ ରିମାଣ୍ଡ ଅବଧି । ଜମି ହଡପ ମାମଲାରେ ଗତ ୯ ତାରିଖରେ ରମେଶଙ୍କୁ ୫…
Read More...

ମାଟିର ମଣିଷ

ମଣିଷ ପାଇଁ ମାଟି କେବଳ ମାଟି ନୁହେଁ , ମା' ଟି  । ଏହି ମାଟି ଉପରେ ପାଦ ରଖି ମଣିଷ ବଡ ହୁଏ, ଏଇ ମାଟିକୁ ଆଶ୍ରା କରି ଜୀବନ ଗଢେ  । ମାଟି ଆଉ ମଣିଷର ସଂପର୍କ ଯେମିତି ପିଣ୍ଡ ଆଉ ପ୍ରାଣର ସଂପର୍କ  । ମାଟିକୁ ଗଢି ଯିଏ ଜୀବନ ଜୀବିକା ଅର୍ଜନ କରନ୍ତି , ତାଙ୍କୁ ଆମେ କୁମ୍ଭାର କିମ୍ବା କୁମ୍ଭକାର…
Read More...

ଜୀବନର କାନଭାସରେ ଦେଖନ୍ତୁ ଲୋକନୃତ୍ୟ ‘ଘୋଡାନାଚ’

ଆମ ସଂସ୍କୃତି ଏବଂ ପରମ୍ପରାରେ ଘୋଡାନାଚର ଏକ ସ୍ୱତନ୍ତ ସ୍ଥାନ ରହିଛି । ଗାଁ ମାନଙ୍କରେ କିମ୍ବା ଅନ୍ୟ କେଉଁଠାରେ ଲୋକ ନୃତ୍ୟ ଉତ୍ସବ ହେଲେ ଦେଖିବାକୁ ମିଳେ ଏହି ଘୋଡାନାଚ । କିନ୍ତୁ ସମୟ ଅନୁସାରେ ଏହି ପରମ୍ପରା ଧିରେ ଧିରେ ମିଳାଇ ଯିବାକୁ ବସିଛି  । ତେବେ ହଜି ଯାଉଥିବା ଏହି ସଂସ୍କୃତି ଓ…
Read More...

କିନ୍ନର

ପରମ୍ପରାଗତ ଭାବରେ ଆମ ମାନସିକତା ସୀମିତ ହୋଇଯାଇଛି  । ମଣିଷ ସାଧାରଣତଃ ଦୁଇ ପ୍ରକାର, ସ୍ତ୍ରୀ ଓ ପୁରୁଷ  । କିନ୍ତୁ ସ୍ତ୍ରୀ ଓ ପୁରୁଷ ବ୍ୟତୀତ ଯେ ଆଉ କୋଟିଏ ବର୍ଗ ଅଛି ସେ କଥାକୁ ଆମେ ସହଜରେ ଗ୍ରହଣ କରିପାରି ନଥାଉ  । ଯଦିଓ ବହୁ ତର୍କ, ବିତର୍କ, ବାଦ ଓ ବିବାଦ ପରେ ଆଇନ୍ ଏହି ସତ୍ୟକୁ…
Read More...

ପଯୋଜକ ୟସ୍ ପଟ୍ଟନାୟକ

ମାୟାନଗରୀ ମୁମ୍ବାଇ  । ଏହି ମାୟାନଗରୀର ସବୁଠାରୁ ବଡ ଆଟ୍ରାକ୍ସନ୍ ହେଉଛି ବଲିଉଡ୍  । ଆଉ ଏହାର ମାୟାରେ ବାୟା ହୋଇ ସମଗ୍ର ଦେଶରୁ ହଜାର ହଜାର ଲୋକ ଆଖିରେ ଆଖିଏ ସ୍ୱପ୍ନ ନେଇ ଆସିଥାନ୍ତି ମୁମ୍ବାଇ । କିନ୍ତୁ ସେମାନଙ୍କ ମଧ୍ୟରୁ ସମସ୍ତଙ୍କ ସ୍ୱପ୍ନ ପୁରା ହୋଇ ନଥାଏ  । ହେଲେ ଆଜି ଆମର ଯିଏ…
Read More...

ଡ଼ଃ ମାୟା ଗନ୍ତାୟତ : ଓଡିଶାର ପ୍ରଥମ ନ୍ୟୁରୋ ଓ ଟ୍ରମା ସେଂଟର ଅଶ୍ୱିନୀ ହସସ୍ପିଟାଲର ପ୍ରତିଷ୍ଠାତା

ସେ ଚାହିଁଥିଲେ ଓଡିଶାର ବିଭିନ୍ନ ବଡ ବଡ ହସ୍ସ୍ପିଟାଲ ସହ ଜଡିତ ହୋଇ ଜଣେ ପ୍ରସିଦ୍ଧ ଡାକ୍ତର ହିସାବରେ ଖ୍ୟାତି ଅର୍ଜନ କରି ପାରିଥାନ୍ତେ  । କିନ୍ତୁ ସେ ଜାଣିଥିଲେ ଓଡିଶାରେ ଗୋଟେ ନ୍ୟୁରୋ ଓ ଟ୍ରମା ସେଂଟରର ଅବଶ୍ୟକତା ଅଛି  । ଆଉ ସେଥିପାଇଁ ସେ ନିଜ ସ୍ୱାମୀ ଡ଼ଃ ସୁବ୍ରତ ଜେନାଙ୍କ ସପୋର୍ଟରେ…
Read More...

ବିନା ସୁପାରିସରେ ପଦ୍ମଶ୍ରୀ

ପଶ୍ଚିମଓଡିଶାର ପ୍ରଚଣ୍ଡ କାବ୍ୟ ପ୍ରତିଭାର ଅଧିକାରୀ ହେଲେ ଲୋକକବି ହଳଧର ନାଗ୍ । କବିର ପ୍ରତିଭା ଓ କଳ୍ପନାର ଏକ ଅପୂର୍ବ ବିଭୂତିର ଅନ୍ୟନାମ କବି ହଳଧର ନାଗ୍ । ଜୀବନର ଉଚ୍ଚାନିଚା ରାସ୍ତା ଦେଇ ସେ ଆଜି ପହଂଚିଛନ୍ତି ସଫଳତାର ଶୀର୍ଷରେ । ସେଇ ପଖାଳ ଖିଆ ମଣିଷଟି ଆଜି ପଦ୍ମଶ୍ରୀ ଉପାଧିରେ…
Read More...

ରାଜନୀତିର ପାଣିକୁ ପୁଣି ଗୋଳିଆ କଲା ପ୍ରଦୀପଙ୍କ ବୟାନ

ଭୁବନେଶ୍ୱର : ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ପାଜେରୋ ଗିଫ୍ଟ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି । ଗୋଟିଏ ଲୋକ ତିନିଟି କଥା । ଭିନ୍ନ ଭିନ୍ନ ଦିନରେ ଭିନ୍ନଭିନ୍ନ ବୟାନ ଦେଇଛନ୍ତି ପ୍ରଦୀପ ସେଠୀ । କେଉଁଠି କହୁଛନ୍ତି ଗାଡି ଦିଆଯାଇଥିବା କଥା ସତ । ତ ପୁଣି…
Read More...

ଭଲ ରହିବ ମୌସୁମୀର ମୁଡ୍

ପ୍ରବଳ ଖରା ଓ ରେକର୍ଡ ତାତି ଭିତରେ ଆସିଛି ଏକ ଭଲ ଖବର । ଏଥର ବଦଳିବ ମୌସୁମୀର ମୁଡ୍ । ୨ ବର୍ଷର ମରୁଡି ସ୍ଥିତିକୁ ମୁକାବିଲା କରିବ ଚଳିତ ମୌସୁମି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଏଥର ସ୍ୱାଭାବିକଠାରୁ ଅଧିକ ହେବ ମୈ÷ସୁମୀ ବର୍ଷା । ଓଡିଶା ସମେତ ୧୦ ଟି ମରୁଜି ଜର୍ଜରିତ ରାଜ୍ୟର…
Read More...

ଏଟି ମୁଖ୍ୟ ପ୍ରଦୀପ ସେଠୀ

ଏଟି ଗ୍ର୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କଠାରୁ ମନ୍ତ୍ରୀ ସଂଜୟ ଦାସବର୍ମା ଏକ ପାଜେରୋ ଗାଡି ନେଇଥିବା ଅଭିଯୋଗ ହେବା ଏବଂ ଏହି ପ୍ରସଙ୍ଗରେ ସିବିଆଇ ତାଙ୍କୁ ସମନ କରିବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା । ଅନ୍ୟପଟେ ଏନେଇ ବିଜେଡି ତାର ଆଭିମୁଖ୍ୟ ରଖି କହିଥିଲା- ସଂଜୟ…
Read More...