Browsing Category

କନକ ଏକ୍ସକ୍ଲୁସିଭ୍

ପ୍ରସନ୍ନ – ବିଷ୍ଣୁ- ଭାସ୍କର

କିଏ ଯିବେ ରାଜ୍ୟସଭା । ମୁଖ୍ୟମନ୍ତ୍ରୀ କାହାକୁ ଦେବେ ଟିକେଟ । ଏହି ପ୍ରସଙ୍ଗରେ ଗତ କିଛିଦିନ ହେଲା କଳ୍ପନା ଜଳ୍ପନା ଚାଲିଥିଲା । ଚର୍ଚ୍ଚାରେ ଥିଲେ ଅନେକ ନେତା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରସନ୍ନ ଆଚାର୍ଯ୍ୟ, ଓ ବିଷ୍ଣୁଦାସ ଓ ଏନ ଭାସ୍କର ରାଓଙ୍କୁ ପ୍ରାର୍ଥୀ ଭାବେ ଘୋଷଣା…
Read More...

ବାଣୀବିହାର ବସ୍ତିର ସେକ୍ସ ଆଡ୍ଡା ଉପରେ ପୁଲିସର ଅତର୍କିତ ଚଢଉ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସେକ୍ସ ଆଡ୍ଡା ଉପରେ ସହିଦନଗର ପୁଲିସର ଅଚାନକ ଚଢଉ । ଦେହ ବ୍ୟବସାୟ ନେଇ ଖବର ପାଇ ଆଜି ସକାଳୁ  ବାଣୀବିହାର ବସ୍ତିରେ ଅତର୍କିତ ଚଢଉ କରିଥିଲା ପୁଲିସ । ଏହି ସମୟରେ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ । ଏହାସହ ବହୁ…
Read More...

ହାଇଟେକ୍ ଠକେଇ ମାମଲା : ତିରୁପତିଙ୍କୁ ଘେରିଲେ ଜମାକାରୀ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ହାଇଟେକ୍ ଠକେଇ ମାମଲା । ହାଇଟେକ୍ ଗ୍ରୁପ୍ ନିର୍ଦେଶକ ତିରୁପତି ଚୌଧୁରୀଙ୍କୁ ଘେରିଲେ ଜମାକାରୀ । ସହିଦନଗର ହାଇଟେକ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ । ପ୍ଲଟ ଓ ଫ୍ଲାଟ ଦେବା ଆଳରେ ହାଇଟେକ୍ ଗ୍ରୁପ୍ ଲୋକଙ୍କ ଠାରୁ କୋଟି କୋଟି ଠକି…
Read More...

ବିବାହ ବେଦୀର ୪ ବର୍ଷ ପରେ ଯଜ୍ଞବେଦୀ

ଯାଜପୁର : ଯାଜପୁରରେ ବର୍ଷା । ସ୍ୱାମୀ ରାଜାଶ୍ରୀଙ୍କ ସହ ବିବାହ ବେଦୀର ୪ ବର୍ଷ ପରେ ଯଜ୍ଞବେଦୀରେ ବର୍ଷାସୋନୀ । ବ୍ୟାସନଗରର ହରିହରାତ୍ମକ ବିଶ୍ୱଶାନ୍ତି ଯଜ୍ଞରେ ରାଜାଶ୍ରୀ ଓ ବର୍ଷାସୋନୀ ପୂର୍ଣ୍ଣାହୂତି ଦେଇଛନ୍ତି । ସ୍ୱାମୀଙ୍କ ସହ ଯଜ୍ଞରେ ବସଛନ୍ତି ବର୍ଷା । ବ୍ରାହ୍ମଣଙ୍କ ମନ୍ତ୍ରପାଠ…
Read More...

ନିର୍ବନ୍ଧ ପୂର୍ବରୁ ନିଆଁ

ଆଠଗଡ : ସେ ଦେଖିଥିଲେ ବୈଶାଖ ପରେ ବସନ୍ତର ସ୍ୱପ୍ନ । ସେ ସାଜିଥାନ୍ତେ ରାଜଲକ୍ଷ୍ମୀରୁ ଆଉ କାହାର କୁଳଲକ୍ଷ୍ମୀ । ହୋଇଥାନ୍ତା ନିର୍ବନ୍ଧ, ପିନ୍ଧିଥାନ୍ତେ ମନର ମଣିଷର ସନ୍ତକ । ହେଲେ କାଳ ହୋଇ ଆସିଲା କାଳବୈଶାଖୀ । ନିର୍ବନ୍ଧ ପୂର୍ବରୁ ଲାଗିଗଲା ନିଆଁ । ଜଳିଗଲା ରାଜଲକ୍ଷ୍ମୀଙ୍କ ସ୍ୱପ୍ନ ।…
Read More...

ଆମର ହିସାବ ମୋଦି ସରକାର

୨୦୧୪ରେ ଅନେକ କିଛି ପ୍ରତିଶ୍ରୁତି ଓ ସ୍ୱପ୍ନ ଦେଖାଇ କେନ୍ଦ୍ରରେ ସରକାର ଗଢିଥିଲେ ନରେନ୍ଦ୍ର ମୋଦି । ଯେଉଁଠି ଅଚ୍ଛେଦିନର କଥା କୁହା ଯାଇଥିଲା, ଯେଉଁଠି ମିନିମମ୍ ଗମେଂଟ ଓ ମାକ୍ସିମମ୍ ଗଭର୍ନାନ୍ସର କଥା କୁହାଯାଇଥିଲା ଆଉ ଯେଉଁଠି ରେଡ ଟେପ ନୁହେଁ ଓ ରେଡ୍ କାର୍ପେଟ ୱେଲକମର କଥା କୁହାଯାଇଥିଲା…
Read More...

ନିଆଁ କଲା ବେଘର : ପାଉଁଶ ବଖାଣୁଛି ଗଦାଧରପୁର ଗାଁ ଲୋକଙ୍କ ଦୁଃଖ

ଆଠଗଡ: ନିଆଁ ମୁହଁରେ ଗାଁ । ଖୋଲା ଆକାଶ ତଳେ ଆଠଗଡର ଚାଇଁପୁର ପଂଚାୟତର ଗଦାଧରପୁର ବାସିନ୍ଦା । ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଗାଁଟି ଜଳିଯିବା ପରେ ଗାଁ ଲୋକେ ଏବେ ନିରାଶ୍ରୟ ହୋଇପଡିରହିଛନ୍ତି । ଘରର ଆସବାବପତ୍ର,ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁକିଛି ଜଳିଯାଇଛି ନିଆଁରେ । ତା…
Read More...

ସମୁଦ୍ର ମଣିଷ

ପୃଥିବୀର ତିନି ଭାଗ ଜଳ ଓ ଗୋଟେ ଭାଗ ସ୍ଥଳ । ଆଉ ଏଇ ଗୋଟେ ଭାଗରେ ରହୁଥିବା କିଛି ଲୋକଙ୍କ ଜୀବନ ଓ ଜୀବିକା ଏଇ ଜଳ ଭାଗ ଉପରେ ନିର୍ଭରଶୀଳ । ଅର୍ଥାତ ବିଶାଳ ସମୁଦ୍ର ହେଉଛି ସେମାନଙ୍କ ଭାତ ହାଣ୍ଡି । ସେମାନଙ୍କୁ ଆମେ ନୋଳିଆ, ଧୀବର ବା ସମୁଦ୍ର ମଣିଷ ବୋଲି କହିଥାଉ । ସାଗରକୁ ନେଇ କେତେ…
Read More...

ଖୋଲା ଆକାଶ ତଳେ ଆଠଗଡ ଗଦାଧରପୁର ଗ୍ରାମବାସୀ : ଅଗ୍ନିକାଣ୍ଡ ପରେ ଦାଉ ସାଧିଲା କାଳବୈଶାଖୀ ବର୍ଷା

ଆଠଗଡ:ନିଆଁ ମୁହଁରେ ଗାଁ । ଖୋଲା ଆକାଶ ତଳେ ଆଠଗଡର ଚାଇଁପୁର ପଂଚାୟତର ଗଦାଧରପୁର ବାସିନ୍ଦା । ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଗାଁଟି ଜଳିଯିବା ପରେ ଗାଁ ଲୋକେ ଏବେ ନିରାଶ୍ରୟ ହୋଇପଡିରହିଛନ୍ତି । ଘରର ଆସବାବପତ୍ର ,ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀ ସବୁକିଛି ଜଳିଯାଇଛି ନିଆଁରେ। ତା…
Read More...

ପାଣି ପାଇଁ ମହୋତ୍ସବ !

କଳାହାଣ୍ଡି : ପୁରଣ ହେଲା ଦୀର୍ଘ ୪୦ ବର୍ଷର ସ୍ୱପ୍ନ । ଗାଁରେ ଲାଗିଲା ନଳକୂଅ । ପ୍ରଥମ ଥର ପାଇଁ ନଳକୂଅରୁ ପାଣି ପାଇଲେ କଳାହାଣ୍ଡି ଜିଲ୍ଲା ଗାଈବନ୍ଧା ଗାଁ ଲୋକେ । ନାଳ ଓ ଝରଣା ପାଇଁ ଉପରେ ନିର୍ଭର କରୁଥିବା ଆଦିବାସୀ ଅଧ୍ୟୁଷିତ ଏହି ଗାଁ ଲୋକଙ୍କ ମନରେ ଖୁସି କହିଲେ ନସରେ । ନଳକୂଅରେ…
Read More...