Browsing Category

କନକ ଏକ୍ସକ୍ଲୁସିଭ୍

ଉପହାରରେ ଖାକିି ବର୍ଦ୍ଦି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶେଷରେ ପ୍ରତିଭାକୁ ମିଳିଲା ପୁରସ୍କାର । ଅଲିମ୍ପିଆନ ତଥା କମନ ୱେଲଥ ଗେମରେ ସ୍ୱର୍ଣ୍ଣ ଜିତିଥିବା କେ. ରବି କୁମାରଙ୍କୁ ଶେଷରେ ଡିଏସପି ପଦରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ଗ୍ରୁପ-ଏ ପାହ୍ୟାରେ ନିଯୁକ୍ତି ପାଇବାରେ ସେ…
Read More...

ବିଜେପିର ମିଶନ ଓଡିଶା

ଅବ କି ବାର ମୋଦି ସରକାର । ୨୦୧୪ ନିର୍ବାଚନର ସାଧାରଣ ନିର୍ବାଚନର ଅବ୍ୟବାହିତ ପୂର୍ବରୁ ଏମିତି ଏକ ସ୍ଲୋଗାନ ଦେଇ ଶାସନ କ୍ଷମତାକୁ ଆସିଥିଲା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର । ଏଭିତରେ ଦୁଇବର୍ଷ ବିତିଗଲାଣି । ଦୁଇ ବର୍ଷ ଭିତରେ ଅନେକ ଚ୍ୟାଲେଂଜ ଓ ଆହ୍ୱାନକୁ ସାମ୍ନା କରିଛନ୍ତି କେନ୍ଦ୍ର…
Read More...

ରକ୍ତର ହିସାବ ମାଗିଲେ ଜନତା

କଟକ ବ୍ୟୁରୋ, କନକ ନ୍ୟୁଜ୍ : କୁହାଯାଏ-ରକ୍ତ ଦାନ ମହାପୂଣ୍ୟ । ଏହି ସ୍ଲୋଗାନ୍ ଦେଇ ରକ୍ତ ସଂଗ୍ରହ ବି ହୁଏ । ହେଲେ ସଂଗୃହିତ ରକ୍ତ ଯଦି ବ୍ୟବହାର ନହୁଏ, ତେବେ କିଭଳି ବାର୍ତା ଯିବ ରକ୍ତଦାତା ଓ ସଂଗ୍ରହ କରୁଥିବା ସ୍ୱେଚ୍ଛାସେବୀଙ୍କ ନିକଟକୁ । ତେବେ ସଂଗୃହିତ ରକ୍ତର କିଭଳି ବ୍ୟବହାର ହେଉଛି…
Read More...

ମୋଦିଙ୍କ ଓଡିଆ ପ୍ରୀତି

କନକ ବ୍ୟୁରୋ : ଉତର ପ୍ରଦେଶ ରାଜ୍ୟସଭା ଲଢ଼େଇରେ ଜଣେ ଓଡିଆ ବୋହୂଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କଂଗ୍ରେସର ହାଇପ୍ରୋଫାଇଲ ନେତା କପିଲ ଶିବଲଙ୍କୁ ରୋକିବାକୁ ମୋଦି ବାଛିଲେ ଓଡିଆ ବୋହୁ ପ୍ରୀତି ମହାପାତ୍ରଙ୍କୁ । ଉତରପ୍ରଦେଶରୁ ରାଜ୍ୟସଭା ନିର୍ବାଚନ ଲଢିବାକୁ ପ୍ରୀତି ନାମାଙ୍କନ ଦାଖଲ…
Read More...

ଟୋଲ୍ ଫି ବିବାଦ

ଜୁନ୍ ୧ ତାରିଖରୁ ଜାତୀୟ ରାଜପଥରେ ଚଳାଚଳ କରୁଥିବା ବସଗୁଡିକ ପ୍ରାୟ ୧୦ ଗୁଣା ଟୋଲ ଫି ଦେବେ । ବାହାର ରାଜ୍ୟର ବସ ଉପରେ ଏହି ଫି ବହୁଗୁଣା ବଢିଯିବ । କେବଳ ସେତିକି ନୁହେଁ ଯାତ୍ରୀଙ୍କ ପକେଟରୁ ବି ଯିବ ଟୋଲ ଫି । ଜାତୀୟ ରାଜପଥ କର୍ତୃପକ୍ଷ ରାଜ୍ୟର ସମସ୍ତ ଟୋଲ ପ୍ଲାଜା କର୍ତୃପକ୍ଷଙ୍କୁ ଏଭଳି…
Read More...

ମୋଦିଙ୍କ ସମରସଜ୍ଜା

ଆସାମ ପରେ ଓଡିଶା । ବାଲେଶ୍ୱରରେ ହେବ ବିକାଶ ଉତ୍ସବ । ୫ଲକ୍ଷ ଜନତାଙ୍କ ଟାର୍ଗେଟକୁ ନେଇ ରାଜ୍ୟ ବିଜେପି ଚଳାଇଛି ଆୟୋଜନ । କୁହାଯାଉଛି , ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଏତେ କମ୍ ସମୟ ବ୍ୟବଧାନରେ ଓଡିଶାକୁ ବାରମ୍ବାର ଆସୁଛନ୍ତି । ତେଣୁ ଏ ଗସ୍ତକୁ ନେଇ ରାଜନୈତିକ ମହଲରେ…
Read More...

ହାରି ନାହାଁନ୍ତି ହରିପ୍ରିୟା

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ସକାଳ ପାହିଲେ ଯେଉଁ ଘରକୁ ଭୋକ ଡରାଏ, ସେ ଘର ଆଗରେ ଆଜି ଗଣମାଧ୍ୟମର କ୍ୟାମେରା । କାରଣ ସେ ଘରେ ରୁହନ୍ତି ହାରି ନଥିବା ହରିପ୍ରିୟା । ଯାହାଙ୍କ ମେଧା ଶକ୍ତି ଛିଣ୍ଡାଇ ପାରିଛି ଅଭାବିର ମାୟାଜାଲକୁ । ଆଉ ପ୍ରଥମ ଚେଷ୍ଟାରେ ସେ ବନି ଯାଇଛନ୍ତି ଓଜେଇଇର…
Read More...

ନିଆରା ନେତା

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ହାରିବା ପାଇଁ ନିର୍ବାଚନ ଲଢ଼ୁଥିବା ନେତା । ନେତା ନୁହଁନ୍ତି ଜଣେ ହୋମିଓପାଥି ଡାକ୍ତର । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଥରକୁ ମିଶାଇ ରାଜ୍ୟସଭା, ଲୋକସଭା ଓ ବିଧାନସଭା ପାଇଁ ମୋଟ ୩୧ଥର ପ୍ରାର୍ଥୀପତ୍ର ଦାଖଲ କଲେଣି ଏହି ବ୍ୟକ୍ତି । ଆଉ ପ୍ରତିଥର ସେ…
Read More...

ସୋରର ସରବଜିତ୍

ସୋର : ଦରିଆ ପାରିରୁ ଆସିଛି ଚିଠି । ଏ ଚିଠି ଏକ ପରିବାରକୁ ଜୀବନଦାନ ଦେବା ଭଳି ଚିଠି । ୪୦ ବର୍ଷ ପରେ ଚିଠି ଆସିଛି । ଚିଠି ଲେଖାଯାଇଛି ସ୍ନେହଲତା ପାଢୀଙ୍କୁ । ଏହାକୁ ଲେଖିଥିବା ବ୍ୟକ୍ତି ଆଉ କିଏ ନୁହଁନ୍ତି । ସେ ହେଉଛନ୍ତି ସ୍ନେହଲତାଙ୍କ ସ୍ୱାମୀ ଗୈାରାଙ୍ଗ ପାଢୀ । ଚିଠିରେ ସବୁ କଥା…
Read More...

ଜୀବନ ସହିତ ସଂଘର୍ଷ କରୁଥିବା ପ୍ରଭାସିନୀଙ୍କ କାହାଣୀ

ଝିଅମାନଙ୍କୁ ନେଇ ସମାଜରେ ବହୁତ କଥା ରହିଛି । ଝିଅ ଜନ୍ମ ହେଲେ କୁହାଯାଏ ଲକ୍ଷ୍ମୀ ଆସିଛି ବୋଲି , କିନ୍ତୁ ଝିଅ ବଡ ହେଲେ ପୁଣି ସମାଜରେ ନିୟମ ବଦଳି ଯାଏ । କେଉଁ ଝିଅର ରାସ୍ତାରେ ଫୁଲ, ତ ଆଉ କେଉଁ ଝିଅର ରାସ୍ତାରେ ଥାଏ କଂଟା ।ଯିଏ କଂଟାକୁ ଡରି ରହିଗଲା, ସେ ହାରିଗଲା କିନ୍ତୁ ଯିଏ କଂଟା…
Read More...