Browsing Category

କନକ ଏକ୍ସକ୍ଲୁସିଭ୍

ଗାଁ କୁ ଗିଳୁଛି ସମୁଦ୍ର

ବ୍ରହ୍ମଗିରି : ସମୁଦ୍ର ଆଁରେ ଗାଁ । ଗାଁ ଭିତରେ ଢେଉ ଖେଳୁଛି ସମୁଦ୍ର ପାଣି । ଏହାରି ଭିତରେ ବିପଦ ସଂକୁଳ ଅବସ୍ଥାରେ ବସବାସ କରୁଛନ୍ତି ପୁରୀ ଜିଲ୍ଲା ଚିଲିକା ତଟବର୍ତୀ ଅଂଚଳ ଅରଖକୁଦା ଓ ସାନପାଟଣା ଗାଁର ଲୋକେ । କେତେବେଳେ ଯେ ସମୁଦ୍ର ଆଁରେ ଗାଁଟି ଲୀନ ହୋଇଯିବ  କିଏ କହିବ । ରୁଆନୁ ସମୟରେ…
Read More...

ବିଜୁଳି ପାଇଁ ଲିଭିଗଲା ଜୀବନ

ଚାନ୍ଦବାଲି : ଡାକ୍ତରଖାନାରେ ବିଜୁଳି କଟିଗଲେ ପରିସ୍ଥିତି କଣ ହୋଇପାରେ ତାହାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲା ଚାଲବାଲି ଡାକ୍ତରଖାନାରେ ବିଜୁଳି କଟି ଯିବାରୁ ଜଣେ ଶିଶୁର ଜୀବନ ଚାଲିଗଲା ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଶିଶୁ ଜନ୍ମ ହେବା ପରେ…
Read More...

ଶେଷରେ ଶୁଣିଲେ ସରକାର

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ଶେଷରେ ଶୁଣିଲେ ସରକାର । ୯ ଦଫା ନେଇ ୬ ମାସର କାର୍ଯ୍ୟ ବନ୍ଦ ଆନ୍ଦୋଳନ ସଫଳ ହୋଇଛି । ପୂରଣ ହୋଇଛି ବୁର୍ଲା ଜୁନିୟର ଡାକ୍ତର ସଂଘର ଦାବି । ବୁର୍ଲା ମେଡିକାଲକୁ ଆସିଛି ୯ କୋଟି ଟଙ୍କାର ଏମଆରଆଇ ମେସିନ ଓ ୪୦ ଲକ୍ଷ ଟଙ୍କାର ଏଲ୍ଇଡ଼ି ଫଟୋ ଥେରାପି ମେସିନ ।…
Read More...

ଓଡିଶାରେ କିଏ ଲୋକପ୍ରିୟ ?

ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ୪ ଥର ଓଡିଶା ଆସିଛନ୍ତି । ଆଉ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଗକୁ ମଧ୍ୟ ମୋଦି ସରକାରଙ୍କ ୭ ଜଣ ବରିଷ୍ଠ ନେତା ଓଡିଶା ଆସିବେ  ।  ତେବେ ପ୍ରଶ୍ନ ଉଠୁଛି ବିଜେପିର ଏଭଳି ଲଗାତାର ଓଡିଶା ଗସ୍ତ କଣ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ…
Read More...

ବିଜେପି ମିଶନ ୨୦୧୯

ଏବେ ସମସ୍ତଙ୍କ ନଜର ବିଜେପି ଉପରେ । ୨୦୧୫ରୁ ୨୦୧୬ ମସିହା ମଧ୍ୟରେ ଚାରି ଚାରି ଥରି ଓଡିଶାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ୱରରେ ଆୟୋଜିତ ବିକାଶ ଉତ୍ସବ ପରେ ଏବେ ଓଡିଶାକୁ ଆସୁଛନ୍ତି ୭ ଜଣ ବରିଷ୍ଠ କେନ୍ଦ୍ରମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ ଆଗାମୀ ୨୫ ଦିନ…
Read More...

ପାଠ ପାଇଁ ସଂଘର୍ଷ

ବାରିପଦା : ଯୁକ୍ତ ଦୁଇ ଛାତ୍ରୀ ଝାନସୀରାଣୀ ପଣ୍ଡା । ନିଜ ପାଠପଢା ଓ ଘର ଖର୍ଚ୍ଚରେ ହାତ ବଢାଇବା ପାଇଁ ଅଂଟା ଭିଡିଛନ୍ତି ସେ । ପୁଣି ଯେଉଁ ପେଶାକୁ ଆଦରି ନେବାକୁ ସାହାସ ଦେଖାଇଛନ୍ତି, ତାହା ସାଧାରଣ ଝିଅମାନଙ୍କ କ୍ଷେତ୍ରରେ ଦେଖାଯାଇ ନଥାଏ । ଡ୍ରାଇଭର ଭାବେ ଅଟୋ ଚଳାଇ ନିଜକୁ ରୋଜଗାରକ୍ଷମ…
Read More...

ଡଙ୍ଗରିଆଙ୍କ ବିଜୟ ଉତ୍ସବ

କଳାହାଣ୍ଡି : ହାତରେ ରହିଛି ପାରମ୍ପରିକ ଅସ୍ତ୍ରଶସ୍ତ୍ର । ପଦଯାତ୍ରାରେ ବାହାରିଛନ୍ତି ଶହଶହ ଡଙ୍ଗରିଆ କନ୍ଧ । ଏହା ପ୍ରତିବାଦର ଶୋଭାଯାତ୍ରା ନୁହେଁ ବିଜୟ ପଦଯାତ୍ରା । ନିୟମଗିରି ଗ୍ରାମସଭାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ବିଜୟ ଶୋଭାଯାତ୍ରା ମନାଉଛନ୍ତି ନିୟମଗିରି ପାହଡରେ ପୁରୁଷ ପୁରୁଷ…
Read More...

ମୋଦିଙ୍କ କଟାକ୍ଷ

ବାଲେଶ୍ୱରର ବିକାଶ ଉତ୍ସବ ପାଳିଛନ୍ତି ନରେନ୍ଦ୍ର ମୋଦି । ଆଉ ଉତ୍ସବରେ ଓଡିଆରେ ଆରମ୍ଭ କରିଥିଲେ ନିଜର ଅଭିଭାଷଣ । ପ୍ରବଳ ଜନସମାଗମକୁ ଦେଖି ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ୨ ବର୍ଷର ସରକାରଙ୍କ ଉପଲବ୍ଧିକୁ ନେଇ ଦେଲେ ହିସାବ । ହେଲେ ଓଡ଼ିଶା ମାଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କଲେ…
Read More...

ଉପହାରରେ ଖାକିି ବର୍ଦ୍ଦି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶେଷରେ ପ୍ରତିଭାକୁ ମିଳିଲା ପୁରସ୍କାର । ଅଲିମ୍ପିଆନ ତଥା କମନ ୱେଲଥ ଗେମରେ ସ୍ୱର୍ଣ୍ଣ ଜିତିଥିବା କେ. ରବି କୁମାରଙ୍କୁ ଶେଷରେ ଡିଏସପି ପଦରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ଗ୍ରୁପ-ଏ ପାହ୍ୟାରେ ନିଯୁକ୍ତି ପାଇବାରେ ସେ…
Read More...

ବିଜେପିର ମିଶନ ଓଡିଶା

ଅବ କି ବାର ମୋଦି ସରକାର । ୨୦୧୪ ନିର୍ବାଚନର ସାଧାରଣ ନିର୍ବାଚନର ଅବ୍ୟବାହିତ ପୂର୍ବରୁ ଏମିତି ଏକ ସ୍ଲୋଗାନ ଦେଇ ଶାସନ କ୍ଷମତାକୁ ଆସିଥିଲା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର । ଏଭିତରେ ଦୁଇବର୍ଷ ବିତିଗଲାଣି । ଦୁଇ ବର୍ଷ ଭିତରେ ଅନେକ ଚ୍ୟାଲେଂଜ ଓ ଆହ୍ୱାନକୁ ସାମ୍ନା କରିଛନ୍ତି କେନ୍ଦ୍ର…
Read More...