Browsing Category

ସାକ୍ଷାତକାର

ଓଲିଉଡରେ ଚିଟଫଣ୍ଡ ଟଙ୍କା ! କଳା ଟଙ୍କାରେ କଳାକାର ହେଉଛନ୍ତି କି ମାଲାମାଲ୍ ?

ଗତ କିଛି ଦିନ ଧରି ଓଡିଶାରେ ଓଲିଉଡକୁ ନେଇ ଅନେକ ବଡ ବଡ ରୋଚକ ଖବର ସବୁ ଶୁଣିବାକୁ ମିଳୁଛି । ଏସବୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢିବାରେ ଲାଗିଛି । ଓଲିଉଡରେ କଣ ଚାଲିଛି । ଏହାର ପ୍ରକୃତ ସତ୍ୟାସତ୍ୟକୁ ଜାଣିବା ପାଇଁ ଲୋକେ ଅନେଇ ବସିଛନ୍ତି । ଅଭିନେତା ଅନୁଭବଙ୍କୁ ନେଇ ମଧ୍ୟ…
Read More...

ପପୁଙ୍କ ଗିରଫଦାରୀ ପରେ ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିତର୍କିତ ବୟାନ

କାଷ୍ଟିଂକାଉଚ୍ ଅଭିଯୋଗରେ ପପୁ ପମପମ୍ ଗିରଫ ହେବା ପରେ ପୂରା ଓଲିଉଡ଼ରେ ଆଲୋଡ଼ନ ଖେଳିଯାଇଛି । ବର୍ଷିୟାନ ଅଭିନେତା ମିହିର ଦାସ କହିଛନ୍ତି,କାଷ୍ଟିଂକାଉଚ୍ ପାଇଁ କେବଳ ଗୋଟିଏ ପକ୍ଷକୁ ଦାୟୀ କରାଯାଇପାରିବ ନାହିଁ । ଗୋଟିଏ ହାତରେ ତାଳି ବାଜେ ନାହିଁ ବୋଲି କହିଛନ୍ତି ଅଭିନେତା ମିହିର ଦାସ ।…
Read More...

ଓଲିଉଡରେ କାଷ୍ଟିଂ କାଉଚ ନେଇ ଶର୍ମିଷ୍ଠାଙ୍କ ଅଭିଯୋଗ

ଓଲିଉଡରେ କାଷ୍ଟିଂ କାଉଚ ନେଇ ଗୋଟିଏ ପରେ ଗୋଟିଏ ଅଭିଯୋଗ ବଢିବାରେ ଲାଗିଛି । ଓଲିଉଡର ଚିଟଫଣ୍ଡ ଲିଙ୍କ ସାମ୍ନାକୁ ଆସିବା ପରେ ଆଜି ଅଭିନେତ୍ରୀ ଶର୍ମିଷ୍ଠା ଥାନାରେ ଅଭିଯୋଗ କରିଛନ୍ତି । କେମିତି ତାଂକୁ କଂପ୍ରୋମାଇଜ୍ କରିବାକୁ କହୁଥିଲେ ନିର୍ଦେଶକ ଓ ପ୍ରଯୋଜକ । ପୂର୍ବରୁ ଏହା କେବଳ ଅଭିଯୋଗ…
Read More...

ଜଗନ୍ନାଥଙ୍କୁ ସବୁ ଭକ୍ତ ଛୁଇଁବା ପାଇଁ ଆହ୍ୱାନ ଦେଇଛନ୍ତି ଜଗୁନି

ଦଇତାପତି ବନାମ ଗଜପତି । ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଛୁଇଁବା ପ୍ରସଙ୍ଗରେ ଖୋଲା ଚ୍ୟାଂଲେଜ ଦେଇଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଜଗନ୍ନାଥଙ୍କୁ ସବୁ ଭକ୍ତ ଛୁଇଁବା ପାଇଁ ଆହ୍ୱାନ ଦେଇଛନ୍ତି ଜଗୁନି । ସ୍ନାନଯାତ୍ରାରେ ବ୍ୟାପକ ବିଶୃଂଖଳା ହୋଇଛି ବୋଲି ଗଜପତି…
Read More...

ଷ୍ଟାର ସନ୍ ବାବୁସାନଙ୍କ ସହ ସାକ୍ଷାତକାର

କେତେବେଳ ସେ ଖେଳନ୍ତି ଲୁଚକାଳି ଆଉ କେତେବେଳେ ରୋମିଓ – ଦ ଲଭର ବୟ ହୋଇ ବନି ଯାଇଛନ୍ତି ସଞ୍ଜନାଙ୍କ ସଞ୍ଜୁ । ଆଉ ଏବେ ଏହି ଜବରଦସ୍ତ ପ୍ରେମିକ, ଲଭ ମାଷ୍ଟର ହୋଇ ଆସି ପହଂଚିଛନ୍ତି ଲଭ୍ ଷ୍ଟେସନରେ । ତେବେ ବିର୍ତମାନ ଚିଟଫଣ୍ଡ ପ୍ରସଙ୍ଗରେ ବିବାଦୀୟ ହୋଇ ପଡିଛନ୍ତି ଓଲିଉଡର କିଛି ନାମୀଦାମୀ…
Read More...

ଓଲିଉଡର ଚୁଲବୁଲି ନାୟିକା : ବର୍ଷା ପ୍ରିୟଦର୍ଶିନୀ

ବଲିଉଡ୍ ହେଉ ବା ଓଲିଉଡ୍ । ଅଧିକାଂଶ ମୁଭି କେବଳ ହିରୋ କୈନ୍ଦ୍ରିକ । ପୁରା ଚଳଚ୍ଚିତ୍ରରେ କେବଳ ନାୟକମାନଙ୍କର ଉପସ୍ଥତି ହିଁ ଦେଖାଯାଇଥାଏ । ଆଉ ନାୟିକାମାନେ କେବଳ ନାଚଗୀତରେ ନଜର ଆସନ୍ତି । ତେବେ ଏହା ମଧ୍ୟରେ ଏହି ଧାରା ଧୀରେ ଧୀରେ ବଦଳିବାକୁ ଲାଗିଲାଣି । ନିର୍ଦେଶକ ମାନେ ଏବେ ନାରୀ…
Read More...

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍

ବାଲେଶ୍ୱର ବିକାଶ ଉତ୍ସବରେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ  । ତେବେ କେବଳ ଭିନ୍ନ ରୂପ ନୁହେଁ ଭିନ୍ନ ଭିନ୍ନ ଜନକଲ୍ୟାଣ ମୂଳକ କାମ କରିଥିବା କୁହନ୍ତି ଜୁଏଲ୍  । ଏତେ ସବୁ କାର୍ଯ୍ୟ ପରେ ବି ଯେମିତି ଧର୍ମେନ୍ଦ୍ରଙ୍କ ସାମ୍ନାରେ ଫିକା ପଡିଯାଇଛନ୍ତି…
Read More...

ଜୀବନ ଜିଇଁବାର କଳା

କ୍ୟାନସର ହେଉଛି ମୃତ୍ୟୁର ସ୍ପର୍ଶ । ଜୀବନ ସେଇଠି ସରିଯାଏ ଯେତେବେଳେ କ୍ୟାନସର ରୋଗ ସମ୍ବନ୍ଧରେ ଜଣାପଡେ । ସାଧାରଣ ଜୀବନରେ ଏହି ଧାରଣା ବଳବତର ରହିଛି । ଆଧୁନିକ ଯୁଗରେ ମେଡିକାଲ ସାଇନ୍ସ ରେ ବହୁତ ଉନ୍ନତି ହୋଇଥିବା ସତ୍ୱେ ,ଏବଂ ଲୋକଙ୍କ ପାଖରେ ଚିକିସାô ସୁବିଧାରେ ପହଂଚିପାରୁଥିଲେ ମଧ୍ୟ…
Read More...

ଓଲିଉଡର ବର୍ଷୀୟାନ୍ ଅଭିନେତ୍ରୀ ଅପରାଜିତା ମହାନ୍ତି

କେବେ ସେ ଉଦଣ୍ଡିସୀତା ତ କେବେ ବଧୂ ନିରୁପମା । ଆଉ ପୁଣି କେତେବେଳେ ସେ ଝିଅ ଟେ ସୀତା ପରି । ଭିନ୍ନ ଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ଓଲିଉଡରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଆଉ ଦୀର୍ଘ ୩ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟ ଜିଣି ଆସୁଛନ୍ତି । ତେବେ କନକ ନ୍ୟୁଜର…
Read More...

ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନିପତି

ବିଧାନସଭା ଆରମ୍ଭରୁ ହିଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ବାରମ୍ବାର ପ୍ରତିବାଦ କରି ଆସୁଛି ବିରୋଧୀ କଂଗ୍ରେସ । ବାଚସ୍ପତିଙ୍କ ମାଇକ ଟାଣିବା ଠାରୁ ଆରମ୍ଭ କରି ହୋହଲ୍ଲା ପର୍ଯ୍ୟନ୍ତ ସବୁଥିରେ ଯେମିତି ଧୁରନ୍ଧର କଂଗ୍ରେସ । ତେବେ କଂଗ୍ରେସର ଏକ ମାତ୍ର ନେତା ତାରା ପ୍ରସାଦ ବାହୀନିପତି ଯିଏ…
Read More...