Browsing Category

ମନୋରଞ୍ଜନ

ଆଜିଠୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ପ୍ରତିଦିନ ଦର୍ଶକ ଦେଖିପାରିବେ ଦୁଇଟି ସୋ’ ।

କନକ ବ୍ୟୁରୋ: ଆଜିଠାରୁ ୨ ଦିନ ଧରି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ନାଟକ ଜଗତରେ ବିପ୍ଲବ ଆଣିଥିବା ରେଡିଓ ଚକଲେଟର ପ୍ରଡକ୍ସନ ଆହେ ନୀଳ ଶଇଳର ଅପୂର୍ବ ସଫଳତା ପରେ ଏବେ ଭେଟି ଦେଉଛି ନାଟକ ଓଡିଆ ଦାସ । ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ କାହାଣୀ ଉପରେ…
Read More...

ତାରକାଙ୍କ ମଧ୍ୟରେ ଶୀର୍ଷରେ ଶାହାରୁଖ୍‌, ଦ୍ୱିତୀୟରେ ଆଲିଆ । ପ୍ରକାଶ ପାଇଲା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକା…

କନକ ବ୍ୟୁରୋ: କିଙ୍ଗ୍‌ଖାନ୍‌ ଶାହରୁଖ୍‌ଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି। କିଙ୍ଗ୍‌ଖାନ୍‌ ତାଙ୍କ ସଫଳତା ତାଲିକା‌ରେ ଆଉ ଏକ ଧାଡ଼ି ଯୋଡ଼ିଛନ୍ତି। ଖବର ରହିଛି ଯେ ବ୍ରିଟେନ୍‌ରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଶାହରୁଖ୍‌। ସେହିପରି…
Read More...

ବଡ଼ ଘରର ବଡ଼ ଗୁମର କଥା । ବଚ୍ଚନ ଫ୍ୟାମିଲିରେ ଉଠିଛି ଝଡ଼! ଅଲଗା ହେବେ କି ଐଶ୍-ଅଭିଷେକ?

କନକ ବ୍ୟୁରୋ : ଷ୍ଟାର୍ କପଲ୍ ଐଶର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କୁ ନେଇ ବଲିଉଡ଼ ଗଳିରେ ଏବେ ଜୋରଦାର ଗସିପ୍ । ବଚ୍ଚନ ଫ୍ୟାମିଲିରେ ସବୁ କିଛି ଠିକ୍ ଚାଲିନଥିବା ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଶାଶୁ ଜୟା ବଚ୍ଚନ ଏବଂ ଅଭିଷେକଙ୍କ ସହ ବିବାଦ ବଢିବା ପରେ ଏବେ ଐଶର୍ଯ୍ୟା…
Read More...

ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ଫାଇଟରର ପ୍ରଥମ ଗୀତ ରିଲିଜ । ଦେଖିବାକୁ ମିଳିଲା ହ୍ରିତିକ ରୋଶନ ଓ ଦୀପିକା…

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଗୀତ ରିଲିଜ ହୋଇଛି । ଟି-ସିରିଜ ପକ୍ଷରୁ ଜାରି ହୋଇଥିବା ଗୀତର ଟାଇଟଲ ରହିଛି ‘ସେର୍ ଖୁଲଗଏ’ । ଗୀତ ରିଲିଜ ହେବାର ମାତ୍ର କେଇଘଂଟା ମଧ୍ୟରେ ଏହାକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି । ଫିଲ୍ମ ‘ଫାଇଟର’…
Read More...

ଟଲିଉଡରେ କୋରାପୁଟର ଝିଅର କମାଲ । ମଙ୍ଗଳବାରମ ସିନେମାରେ ଅଭିନୟ କରି ଚର୍ଚ୍ଚାରେ ସେମିଲିଗୁଡାର ସୁମନ ଖିଲୋ 

କନକ ବ୍ୟୁରୋ: ଟଲିଉଡରେ ଓଡିଆ ଝିଅର କମାଲ । ସାଉଥ୍ ବ୍ଲକବଷ୍ଟର ମୁଭି ମଙ୍ଗଲବାରମରେ କୋରାପୁଟର ଜଣେ ଆଦିବାସୀ ଝିଅଙ୍କ ଜଲୱା । କୋରାପୁଟ ସେମିଲିଗୁଡାର ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ ସୁମନ ଖିଲୋ ଏହି ସିନେମାରେ ଅଭିନୟ କରିଛନ୍ତି । ସୁମନ ଖିଲୋ ପୂର୍ବରୁ ଅନେକ ତାମିଲ ଓ ତେଲୁଗୁ ସିନେମାରେ…
Read More...

୭୩ବର୍ଷ ବୟସରେ ପାଦ ଦେଲେ ମେଗାଷ୍ଟାର ରଜନୀକାନ୍ତ । ପୂଜାପାଠ କରି, କେକ କାଟି ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

କନକ ବ୍ୟୁରୋ : ଦକ୍ଷିଣ ଭାରତ ସିନେମାର ସବୁଠୁ ଲୋକପ୍ର୍ରିୟ ସବୁଠୁ ଅଧିକ ସଫଳ ଓ ସବୁଠୁ ଅଧିକ ଲୋକଙ୍କ ହୃଦୟରେ ରାଜ କରୁଥିବା ମେଗାଷ୍ଟାର ରଜନୀକାନ୍ତ ଡିସେମ୍ବର ୧୨ ତାରିଖରେ ବୟସର ଆଉ ଏକ ସୋପାନରେ ପହଁଚିଛନ୍ତି । ଜନ୍ମଦିନ ଅବସରରେ ରଜନୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିିଡିଆଠୁ…
Read More...

ଚହଳ ପକାଇଲା ବଲିଉଡ ହାର୍ଟଥ୍ରୋବ ହ୍ରିତକ ରୋଶନଙ୍କ ଫାଇଟରର ପ୍ରଥମ ଟିଜର । ଦମଦାର ଚରିତ୍ରରେ ହ୍ରିତିକ, ଦୀପିକା ଓ…

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଟିଜର ଜାରି କରିଛି ପ୍ରଯୋଜନା ସଂସ୍ଥା । ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସିବେ ବଲିଉଡ ହାଟଥ୍ରୋବ ହ୍ରିିତିକ ରୋଶନ ଏବଂ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ…
Read More...

‘ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ, କିନ୍ତୁ …’ ସୋନୁ ନିଗମ ପାକିସ୍ତାନୀ ଗୀତ କପି କରିଥିବା…

ବଲିଉଡର ପ୍ରସିଦ୍ଧ ଗାୟକ ତଥା ତାଙ୍କ ସ୍ୱରରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରୁଥିବା ସୋନୁ ନିଗମଙ୍କ ବିରୋଧରେ ପାକିସ୍ତାନୀ ଗାୟକ ଓମାର ନାଦିମ ଏକ ବଡ ଅଭିଯୋଗ କରିଛନ୍ତି । ଓମାର କହିଛନ୍ତି ଯେ ସୋନୁ ନିଗମ ତାଙ୍କ ଗୀତକୁ କପି କରିଛନ୍ତି । ବାସ୍ତବରେ, ଏହି ବିଷୟଟି ନିକଟରେ ରିଲିଜ୍…
Read More...

ଅଫେରା ରାଇଜରେ ଜୁନିୟର ମେହମୁଦ । ୬୭ ବର୍ଷରେ ଆଖିବୁଜିଲେ ଭେଟେରାନ୍ ହାସ୍ୟ ଅଭିନେତା । 

କନକ ବ୍ୟୁରୋ: କ୍ୟାନସର ଲଢ଼େଇରେ ହାରିଗଲେ ଜୁନିୟର ମେହମୁଦ । ୬୭ ବର୍ଷ ବୟସରେ ଆଖି ବୁଜିଛନ୍ତି । କ୍ୟାନସରର ଚତୁର୍ଥ ପର୍ଯ୍ୟାୟରେ ଥିବା ଜୁନିୟର ମେହମୁଦ ୪୦ରୁ ଅଧିକ ଦିନ ବଂଚିପାରିବେ ନାହିଁ ବୋଲି ଡାକ୍ତର କହିଥିଲେ । ଆଉ ଅସୁସ୍ଥତା ଖବର ପାଇବା ପରେ ଭେଟେରାନ୍ ଅଭିନେତା ଜିତେନ୍ଦ୍ର, ତାରକା…
Read More...

ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ ଖାନଙ୍କ ଚମତ୍କାର ଅଭିନୟକୁ ମିଳୁଛି ପ୍ରଶଂସା

କନକ ବ୍ୟୁରୋ : ବଲିଉଡ ବାଦଶାହ ଶାହାରୁଖ ଖାନ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଡଙ୍କି’ର ଟ୍ରେଲର ରିଲିଜ୍ । ପୂର୍ବରୁ ଦୁଇଟି ଗୀତକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ମଙ୍ଗଳବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଗୋଟିଏ ବର୍ଷରେ ଦର୍ଶକଙ୍କୁ ‘ପଠାନ’ ଓ ‘ଯବାନ’ ଭଳି ବ୍ଲକବଷ୍ଟର ମୁଭି ଭେଟି…
Read More...