Browsing Category

ମନୋରଞ୍ଜନ

ବଡ ପରଦାରେ ଜଙ୍ଗଲର କାହାଣୀ : ପୁଣି ଥରେ ଚମକିଲେ ମୋଗଲି

ଆଜି ବଡ ପରଦାରେ ରିଲିଜ ହୋଇଛି ହଲିଉଡର ବହୁ ଭାଷୀ ଫିଲ୍ମ ଦି ଜଙ୍ଗଲବୁକ୍ । ପୁଣି ଥରେ ଏଥିରେ ଦେଖିବାକୁ ମିଳିଛି ମୋଗଲି, ସେର ଖାନ, ବଘିରା ଓ ବାଲୁଙ୍କ ଅତୁଟ ସଂପର୍କର ରୋମାଂଚ ଭରା କାହାଣୀ । ୧୯୯୦ ମସିହାରେ ଛୋଟ ପରଦାରେ ନିଜ କମାଲ ଦେଖାଇ ସାରିଥିବା ଚଡି ପିନ୍ଧା ମୋଗଲିର କାହାଣୀ । ଏବେ…
Read More...

ଗୁଲାମଙ୍କ କାର୍ଯ୍ୟକ୍ରମ ରଦ୍ଦ

ପୁଣି ଥରେ ରଦ୍ଧ ହେଲା ଗୁଲାମ ଅଲ୍ଲୀଙ୍କ ଫିଲ୍ମ ଘର ୱାପସୀର ମ୍ୟୁଜିକ ଲଂଚ । ହିନ୍ଦୁ ସେନାଙ୍କ ବିରୋଧ କାରଣରୁ ମୁ୍ୟଜିକ ଲଂଚ କାର୍ଯ୍ୟକ୍ରମକୁ ରୋକା ଯାଇଛି । ଦିଲ୍ଲୀରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲେ ବି ହିନ୍ଦୁ ସେନା ମିିଳିଥିଲା ଧମକ । ସୁରକ୍ଷାକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ…
Read More...

ଲଭ୍ ଗୁରୁ ଏସ୍ଆରକେ

ଟିନ୍ ଏଜ ନାୟିକା ଆଲିଆ ଭଟ୍ଟଙ୍କ ସହ ରୋାମନ୍ସ କରିବେ କିଙ୍ଗ ଖାନ ଶାହାରୁଖ । ଗୌରି ସିନେ୍ଦଙ୍କ ଆଗାମୀ ଫିଲ୍ମରେ ଆଲିଆ ଓ ଶାହାରୁଖ ଏକାଠି ଅଭିନୟ କରିବାକୁ ଯାଉଛନ୍ତି  । ଫିଲ୍ମରେ ଆଲିଆଙ୍କ ଲଭ ଗୁରୁ ହେବେ ବାଦଶାହା ଖାନ୍ । ଶାହାରୁଖଙ୍କ ଠାରୁ ବୟସରେ ବେଶ କମ ଥିବା ଆଲିଆଙ୍କ ଅଭିନୟ ନେଇ…
Read More...

ପୁଣି ସଲମାନ-ସଙ୍ଗୀତା ଏକାଠି

ବିଗତ ଦିନର ରିୟଲ ଲାଇଫ ଯୋଡି ସଲମାନ ଖାନ ଓ ସଙ୍ଗୀତା ବିଜଲାନୀ ସିଲଭର ସ୍କ୍ରିନରେ ଏକାଠି ଦେଖାଯାଇପାରନ୍ତି । ତେଲଗୁ ଫିଲ୍ମ କସନମର ହିନ୍ଦୀ ରିମେକରେ ସଲମାନ ଓ ସଙ୍ଗୀତାଙ୍କୁ ସାଇନ କରେଇପାରନ୍ତି ପ୍ରଯୋଜକ ସାଜିଦ ନାଡିଆୱାଲା । ଏହାକୁ ନେଇ ଉଭୟ ସଙ୍ଗୀତା ଓ ସଲମାନଙ୍କ ଠାରୁ କୌଣସି…
Read More...

ରିଲଜ ହେଲା ୧୯୨୦ ଲଣ୍ଡନର ଟ୍ରେଲର

ରିଲଜ୍ ହୋଇଛି ହରର୍ ମୁଭି ୧୯୨୦ ସିରିଜର ତୃତୀୟ ଭାଗର ଟ୍ରେଲର୍  । ଯାହାର ଟାଇଟେଲ ଅଛି ୧୯୨୦ ଲଣ୍ଡନ୍  । ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ଲୋକପ୍ରିୟ ଅଭିନେତା ଶର୍ମନ୍ ଜୋଶୀ  । ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି ମୀରା ଚୋପ୍ରା ଓ ବିଶାଲ୍  । ତେବେ ପ୍ରଥମ ଓ…
Read More...

ବିଗ୍ ସ୍କି୍ରନରେ କି ଆଣ୍ଡ୍ କା

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଆର.ବାଲକୀଙ୍କ ଫିଲ୍ମ କି ଆଣ୍ଡ କା । ଫିଲ୍ମରେ ଲିଡ ରୋଲରେ ଅଛନ୍ତି ଅର୍ଜୁନ କପୁର ଓ କରୀନା କପୁର ଖାନ । ତେବେ ଫିଲ୍ମରେ ଏକ ଡିଫରେଂଟ ଲୁକରେ ଦେଖିବାକୁ ମିଳିଛି ଅର୍ଜୁନଙ୍କୁ । ସେ ଏଥିରେ ଜଣେ  ଷ୍ଟେ ଆଟ୍ ହୋମ ହଜବ୍ୟାଣ୍ଡ୍ ଭୂମିକାରେ ଆସୁଛନ୍ତି । ଫିଲ୍ମର…
Read More...

ପୁରସ୍କାର ପାଇଲା ଫିଲ୍ମ, ହେଲେ ହିରୋର ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ

ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂ ଉପରେ ଆଧାରିତ ଫିଲ୍ମ ଏବେ ପହଁଚିଛି ଜାତୀୟ ସ୍ତରରେ । ଫିଲ୍ମ ଦୂରନ୍ତୋକୁ ମିଳିଛି ଶ୍ରେଷ୍ଠ ଶିଶୁ ଫିଲ୍ମର ଆୱାର୍ଡ । ହେଲେ ଏବେ କଣ କରୁଛନ୍ତି ବୁଦ୍ଧିଆ ସିଂ । ୪ବର୍ଷ ବୟସରେ ଯେଉଁ କମାଲ କରିଥିଲେ ବୁଦ୍ଧିଆ, ଏବେ ସେଥିରେ ବ୍ରେକ୍ ଲାଗିଛି କି? ଦେଖନ୍ତୁ…
Read More...