Browsing Category

ମନୋରଞ୍ଜନ

ପୂଜା ପାଇଁ ପ୍ରସ୍ତୁତ ହେଉଛି ‘ବେବି’

ଦୁର୍ଗାପୂଜା ଅବସରରେ ପରଦାକୁ ଆସିବାକୁ ଯାଉଛି ନୂଆ ଓଡିଆ ଫିଲ୍ମ ବେବି । ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ନାୟିକା ସାଜିବେ ଚୁଲବୁଲି ବଙ୍ଗୀୟ ସୁନ୍ଦରୀ ଝିଲିକ୍ । ଜଗା ହାତରେ ପଘା , ଅଗସ୍ତ୍ୟ ପରେ ତୃତୀୟ ଥର ପାଇଁ ପୁଣି ଝିଲିକ୍ ସ୍କ୍ରିନ୍ ରୋମାନ୍ସ କରିବେ ଅନୁଭବଙ୍କ ସହ । ପ୍ରସ୍ତୁତି ପଥେ…
Read More...

ଆସିଲା ଟ୍ରେଲର : ରିଲିଜ ଅପେକ୍ଷାରେ ବାବୁସାନଙ୍କ ‘ସ୍ୱିଟ୍ ହାର୍ଟ’

ରିଲିଜ ହୋଇଛି ଷ୍ଟାର୍ ସନ୍ ବାବୁସାନଙ୍କ ଅପକମିଙ୍ଗ ମୁଭି ‘ସ୍ୱିଟ୍ ହାର୍ଟ’ ର ଟ୍ରେଲର । ଟ୍ରେଲରରେ ରହିଛି ବାବୁସାନଙ୍କ ଦମଦାର ଆକ୍ସନ ସିନ୍ । ଫିଲ୍ମରେ ବାବୁସାନଙ୍କ ବିପକ୍ଷରେ ନାୟିକା ଅଛନ୍ତି ଅନୁଭା । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ‘ସ୍ୱିଟ୍ ହାର୍ଟ’ ଜରିଆରେ ଓଡିଆ ଫିଲ୍ମକୁ…
Read More...

ରୂପେଲି ପରଦାରେ କମେଡି କିଙ୍ଗଙ୍କୁ ନେଇ ଫିଲ୍ମ ‘କଣ କଲା ସେ’

ପରଦାକୁ ଆସୁଛି ସଞ୍ଜୟ ନାୟକଙ୍କ ନିର୍ଦେଶିତ ଚଳଚ୍ଚିତ୍ର କଣ କଲା ସେ । ଚଳଚ୍ଚିତ୍ରରେ ଜଣେ ଗାଁଉଲି ଯୁବକ କିପରି ସଙ୍ଘର୍ଷ କରି ସୁପରଷ୍ଟାର ପାଲଟିଯାଉଛି ଓ ପୁଣି କିଛି ଲୋକଙ୍କ ଷଡଯନ୍ତ୍ରର ଶିକାର ହେଉଛି ତାକୁ ଦର୍ଶାଯାଇଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ପପୁ ପମ ପମଙ୍କ ପରି ଦେଖାଯାଉଥିବା…
Read More...

ଫ୍ରାଇଡେ ରିଲିଜରେ ଆଜି ବଡ ପରଦାରେ ଦୁଇଟି ଫିଲ୍ମ : ରୁସ୍ତମ ଓ ମହେଂଜୋଦାରୋ

ଫ୍ରାଇଡେ ରିଲିଜରେ ଆଜି ରିଲିଜ ହେଉଛି ବଲିଉଡର ଦୁଇଟି ଫିଲ୍ମ ରୁସ୍ତମ ଓ ମହେଂଜୋଦାରୋ। ଅକ୍ଷୟ କୁମାରଙ୍କ ସହ ହ୍ରିତିକ ରୋଶନଙ୍କ ହେବ ବକ୍ସ ଅଫିସ ମୁକାବିଲା । ଥ୍ରୀଲର ମୁଭି ରୁସ୍ତମକୁ ନେଇ ବେଶ୍ ଆଶାବାଦୀ ପ୍ରଯୋଜକ ସଂସ୍ଥା । ନୌସେନା ଅଧିକାରୀ କେଭି ନାନାବତୀଙ୍କ ଜୀବନୀ ଉପରେ ଆଧାରିତ ଏହି…
Read More...

ଆସୁଛି ଅନୁଭବ ଓ ଝିଲିକଙ୍କ ନୂଆ ଫିଲ୍ମ ‘ବେବି’

ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ନିଜର ଦର୍ଶକ ମାନଙ୍କୁ ଦଶହରାରେ ଭେଟି ଦେବାକୁ ଯାଉଛନ୍ତି ଆଉ ଏକ ନୂଆ ଫିଲ୍ମ । ଯାହାର ଟାଇଟେଲ୍ ରହିଛି ‘ବେବି’ । ତେବେ ଏଥର ମଧ୍ୟ ଅନୁଭବଙ୍କ ବିପକ୍ଷରେ ନଜର ଆସିବେ ବଙ୍ଗୀୟ ସୁନ୍ଦରୀ ଝିଲିକ୍ । ଏହା ପୂର୍ବରୁ ଫିଲ୍ମ ଅଗସ୍ତ୍ୟରେ ଜରିଆରେ ଏହି…
Read More...

ଚୀନ ଅଭିନେତ୍ରୀ ଜୁହ୍ ଜୁହ୍ ହେବେ ସଲମାନଙ୍କ ଫିଲ୍ମ “ଟ୍ୟୁବଲାଇଟ’ର ନାୟିକା

ଆସନ୍ତା ବର୍ଷ ଇଦ୍ ଅବସରରେ ପରଦାକୁ ଆସିବ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଟ୍ୟୁବଲାଇଟ । ସଲମାନ ଖାନଙ୍କ ଏହି ଫିଲ୍ମର ନାୟିକା ହେବେ ଚୀନ ଅଭିନେତ୍ରୀ ଜୁହ୍ ଜୁହ୍ । ଟ୍ୟୁବଲାଇଟ ପାଇଁ ଜୁହ୍ ଜୁହଙ୍କୁ ସାଇନ କରାଯାଇଛି । ବଲିଉଡ ଭାଇଜାନ ଏଥର ଇଦରେ ରୋମାନ୍ସ କରିବେ ଏହି ଚୀନ ସୁନ୍ଦରୀଙ୍କ ସହ ।…
Read More...

ରିଲିଜ ହେଲା ଫିଲ୍ମ ଏମ୍ ଏସ୍ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀର ଟ୍ରେଲର

ରିଲିଜ ହୋଇଛି ଅପକମିଂ ବାୟୋପିକ ଫିଲ୍ମ ଏମ୍ ଏସ୍ ଧୋନୀ - ଦ ଅନଟୋଲ୍ଡ ଷ୍ଟୋରୀର ଟ୍ରେଲର । ଏହି ଟ୍ରେଲରକୁ ରିଲିଜ କରିଛନ୍ତି ନିଜେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ଫିଲ୍ମଟò ଭାରତୀୟ କ୍ରିକେଟର ଧୋନୀଙ୍କ ଜୀବନୀ ଉପରେ ଆଧାରିତ । ଦିଲ୍ଲୀ, ଜଲନ୍ଧର ଓ ମୁମ୍ବାଇରେ ଟ୍ରେଲରକୁ ରିଲିଜ…
Read More...

ଫ୍ୟାନଙ୍କ ପାଇଁ ଖୁସି ଖବର : ରଣବୀର-କ୍ୟାଟ୍ରିନାଙ୍କ ନୂଆ ଫିଲ୍ମ ରିଲିଜ ତାରିଖ ଚୁଡାନ୍ତ

କ୍ୟାଟ୍ରିନା କୈଫ୍ ଓ ରଣବୀର କପୁରଙ୍କ ଫ୍ୟାନ୍ ମାନଙ୍କ ପାଇଁ ଏକ ଖୁସି ଖବର  । ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି ଏହି ଦୁଇ ଷ୍ଟାରଙ୍କ ଅପକମିଙ୍ଗ ଫିଲ୍ମ ଜଗା ଜାସୁସ୍ । ଏହି ଫିଲ୍ମର ରିଲିଜ ଡେଟ୍ ଘୋଷଣା ହୋଇଛି । ଫିଲ୍ମର ସୁଟିଂ କାର୍ଯ୍ୟ ଶେଷ ହୋଇଥିବାବେଳେ ରିଲିଜ ଡେଟକୁ ଅପେକ୍ଷା ଥିଲା ।…
Read More...

ରିଲିଜ ହେଲା ଅଜୟ ଦେବଗନଙ୍କ ନୂଆ ଫିଲ୍ମ “ଶିବାୟ’ର ଟ୍ରେଲର

ଆଜି ରିଲିଜ ହେଲା ଅପକମିଙ୍ଗ ଫିଲ୍ମ ଶିବାୟର ଟ୍ରେଲର । ଅଜୟ ଦେବଗନ ଓ ସାୟଶା ସହଗଲ ଅଭିନୀତ ଫିଲ୍ମ ଶିବାୟ ୨୮ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି । ଏହାର ନିର୍ଦେଶନା ଅଜୟ ଦେବଗନ ଦେଇଛନ୍ତି । ଏହାର ସୁଟିଂ ବୁଲଗେରିଆ ,ହାଇଦ୍ରାବାଦ ଓ ଉତରାଖଣ୍ଡରେ ହୋଇଛି । ଖୁବ୍ ଶୀଘ୍ର ନିଜର…
Read More...

ସଲମାନ ଖାନ୍ ଓ ସୁରଜ ବଡଜାତ୍ୟା

ବଲିଉଡ ଅଭିନେତା ସଲମାନ ଖାନ୍ ଓ ରାଜଶ୍ରୀ ପ୍ରଡକସନର ସଂପର୍କ ଖୁବ୍ ପୁରୁଣା । ସଲମାନ ଏହି ପ୍ରଡକସନ ହାଉସରେ ମୈନେ ପ୍ୟାରþ କିୟାରୁ ନାୟକ ଭାବେ ବଲିଉଡ ଯାତ୍ରା ଆରମ୍ଭ କରିଥିଲେ । ଏହି ଫିଲ୍ମ ହିଁ ଦେଇଥିଲା ସଲମାନଙ୍କ କ୍ୟାରିୟରକୁ ନୂଆ ଦିଗ । ଶୁଣିବାକୁ ମିଳୁଛି ଏବେ ପୁଣି ସଲମାନ ଓ…
Read More...