Browsing Category

ମନୋରଞ୍ଜନ

“ଦବଙ୍ଗ୩’ରେ ସ୍କ୍ରିନ ସେୟାର କରିବେ କାଜୋଲ ଓ ସଲମାନ

ପୁଣି ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ବଲିଉଡ ଦବଙ୍ଗ ବୟ ସଲମାନ ଖାନ ଓ କାଜୋଲଙ୍କ ଯୋଡି । ଆଗାମୀ ଫିଲ୍ମ "ଦବଙ୍ଗ୩'ରେ ସଲମାନଙ୍କ ଅପୋଜିଟରେ କାଜୋଲ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । ।କାଜୋଲଙ୍କୁ ସଲମାନଙ୍କ ରଜ୍ଜୋ ହେବା ପାଇଁ ଆପ୍ରୋଚ କରାଯାଇଛି, ବୋଲି ବି-ଟାଉନରେ ଚର୍ଚ୍ଚା ଜୋର…
Read More...

ୟାମି ଓ ହ୍ରିତିକଙ୍କ ରୋମାନ୍ସ ! ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କାବିଲ୍’ର ଟ୍ରେଲର୍

ରିଲିଜ୍ ହୋଇଛିି ବହୁ ପ୍ରତୀକ୍ଷିତ ଫିଲ୍ମ ‘କାବିଲ’ର ଟ୍ରେଲର୍ । ଫିଲ୍ମରେ ଲିଡ ରୋଲରେ ଅଛନ୍ତି ହ୍ରିତିକ୍ ରୋଶନ୍ ଓ ୟାମି ଗୌତମ । ‘କାବିଲ୍’ ଜରିଆରେ ପୁଣି ଥରେ ନିଜ ଆକ୍ସନ ଅବତାରକୁ ଫେରିଛନ୍ତି ହ୍ରିତିକ୍ । ଏହା ସହ ଫିଲ୍ମରେ ରହିଛି ଉଭୟ ଯୋଡିଙ୍କ ଜୋରଦାର କେମିଷ୍ଟ୍ରୀ । ଆକ୍ସନ୍ , ଥ୍ରୀଲ୍…
Read More...

ରିଲିଜ୍ ହେଲା ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ ‘କାହାଣୀ ୨’ର ଟ୍ରେଲର୍

ରିଲିଜ୍ ହୋଇଛି ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ ‘କାହାଣୀ ୨’ର ଟ୍ରେଲର୍ । ଟ୍ରେଲରରେ ରହିଛି ବିଦ୍ୟାଙ୍କ ଦମଦାର୍ ଅଭିନୟ ସହ ତାଙ୍କର ସଂଘର୍ଷପୂର୍ଣ୍ଣ କାହାଣୀ । ଫିଲ୍ମଟି ହେଉଛି ୨୦୧୨ରେ ଆସିଥିବା ସୁପରହିଟ୍ ମୁଭି ‘କାହାଣୀ’ର ସିକ୍ୱେଲ୍ । କିଛି ଦିନ ତଳେ ଫିଲ୍ମର ପୋଷ୍ଟରରେ ବିଦ୍ୟାଙ୍କୁ ଜଣେ…
Read More...

ରିଲିଜ ହୋଇଛି ମନୋଜ ବାଜପେୟୀଙ୍କ ସର୍ଟ ଫିଲ୍ମ ‘ ଆଉଚ୍ ’

୧୪ମିନିଟ ଅବଧିର ସର୍ଟଫିଲ୍ମ ‘ ଆଉଚ୍ ’  ରିଲିଜ ହୋଇଯାଇଛି । ଏହାକୁ ନିର୍ଦେଶନା ଦେଇଛନ୍ତି ନୀରଜ ପାଣ୍ଡେ । ଏହି ଫିଲ୍ମ ଦୁଇଟି ଚରିତ୍ର ବିନୟ ଓ ପ୍ରିୟା ଉପରେ ଦୃଶାୟନ ହୋଇଛି । ବିନୟ ଚରିତ୍ରରେ ନଜର ଆସିଛନ୍ତି  ମନୋଜ ବାଜପେୟୀ ଓ ପ୍ରିୟା ଚରିତ୍ରରେ ନଜର ଆସିଛନ୍ତି ପୂର୍ବତନ ମିସ୍ ଇଣ୍ଡିଆ…
Read More...

ରିଲିଜ ହୋଇଛି ଫିଲ୍ମ “ରକ୍ ଅନ୍ ୨’ର ଟ୍ରେଲର

ରିଲିଜ ହୋଇଛି ଅଭିନେତା ଫରହାନ ଅଖତରଙ୍କ ଆଗାମୀ ଫିଲ୍ମ "ରକ୍ ଅନ୍ ୨'ର ଟ୍ରେଲର । ଅଭିନେତା ଫରହାନ ଅଖତର ଟୁଇଟରରେ ଏହି ଟ୍ରେଲରଟିକୁ ସେୟାର କରିଛନ୍ତି । ୨ ମିନିଟ ୨୦ ସେକେଣ୍ଡର ଏହି ଟ୍ରେଲରରେ ଫରହାନ ଅଖତର ଓ ଶ୍ରଦ୍ଧା କପୁରଙ୍କ ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଲଭ, ରୋମାନ୍ସ ,…
Read More...

୯ ଦିନରେ ଲେଖା ହୋଇଥିଲା ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’ର କାହାଣୀ

ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍ ’ର ସୁଟିଂ ଆରମ୍ଭ ଦିନ ଠାରୁ ଖୁବ୍ ଚର୍ଚ୍ଚାରେ । ଏହାର ସୁମଧୁର ଗୀତ ଓ ଏଥିରେ ଥିବା ରୋମାଂଚକର ଦୃଶ୍ୟ ଏ ଫିଲ୍ମର ପ୍ଲସ୍ ପଏଂଟ ସାଜିଛି । ବଲିଉଡର ଲୋକପ୍ରିୟ ନିର୍ଦେଶକ କରଣ ଜୋହର କହିଛନ୍ତି ସେ ୯ ଦିନରେ ଏହି ଫିଲ୍ମ ‘ ଏ ଦିଲ୍ ହୈ ମୁସ୍କିଲ୍ ’ର କାହାଣୀ…
Read More...

“ଭଏସ ଅଫ ଇଣ୍ଡିଆ କିଡସ’ର ବିଜେତା ହୋଇଛନ୍ତି ସରଗମ କୁଇନ୍ ନିଷ୍ଠା ଶର୍ମା

ସରଗମ କୁଇନ୍ ଉତରପ୍ରଦେଶର ନିଷ୍ଠା ଶର୍ମା ସଙ୍ଗୀତଭିତିକ କାର୍ଯ୍ୟକ୍ରମ "ଭଏସ ଅଫ ଇଣ୍ଡିଆ କିଡସ'ର ବିଜେତା ଘୋଷଣା ହୋଇଛନ୍ତି । ସାରା ଭାରତରୁ ୯୪ ଜଣ ପ୍ରତିଯୋଗୀଙ୍କୁ ନେଇ ଏହି ସୋ ଆରମ୍ଭ ହୋଇଥିଲା । ସିଙ୍ଗର ଶାନ ,ନୀତି ମୋହନ ଓ ସଙ୍ଗୀତ ନିର୍ଦ୍ଦେଶକ ଶେଖର ଭଏସ ଅଫ କିଡସର ମେଂଟର ଥିଲେ । ଏବଂ…
Read More...

ରିଲିଜ୍ ହେଲା ଅପକମିଙ୍ଗ୍ ରୋମାଟିଂକ ଫିଲ୍ମ ‘ଏ ଦିଲ ହୈ ମୁସ୍କିଲ୍’ର ଆଉ ଏକ ଗୀତ

ରିଲିଜକୁ ଆଉ ବାସ୍ କିିଛି ଦିନ ଅପେକ୍ଷା ଥିବାବେଳେ ଏବେ ଆସିଛିି ଅପକମିଙ୍ଗ୍ ରୋମାଟିଂକ ଫିଲ୍ମ ‘ଏ ଦିଲ ହୈ ମୁସ୍କିଲ’ର ଆଉ ଏକ ନୂଆ ଗୀତ । ଏହି ୱେଡିଙ୍ଗ୍ ସଙ୍ଗର ନାଁ ରହିଛି ‘କ୍ୟୁଟିପାଏ’ । ଗୀତରେ ଦେଖିବାକୁ ମିିଳିଛି ରଣବୀର ଓ ଅନୁଷ୍କାଙ୍କ କେମିଷ୍ଟ୍ରି । ପ୍ରୀତମଙ୍କ ସଙ୍ଗୀତ…
Read More...

ରିଲିଜ ହୋଇଛି ଫିଲ୍ମ “ଶିବାୟ’ର ଦ୍ୱିତୀୟ ଟ୍ରେଲର

ଅଜୟ ଦେବଗନଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଅଭିନୀତ ଫିଲ୍ମ ଶିବାୟର ଆଉ ଏକ ଟ୍ରେଲର ରିଲିଜ ହୋଇଯାଇଛି । ଅଜୟଙ୍କ ଏହି ଡ୍ରିମ ପ୍ରୋଜେକ୍ଟ ସିନେପ୍ରେମୀଙ୍କୁ ନିଶ୍ଚିତ ଭାବେ ମନ୍ତ୍ରମୁଗ୍ଧ କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମରେ ଆଶ୍ଚର୍ଯ୍ୟ କରିବା ଭଳି ଷ୍ଟଂଟ ଦେଖିବାକୁ ମିଳିବ ବୋଲି ସୂଚନା…
Read More...

ଫିଲ୍ମ ‘ପିଙ୍କ୍’ର ଟେଲିଭିଜନ ପ୍ରିମିୟର : ଅମିତାଭଙ୍କ ଘର ହେଲା ପିଙ୍କ୍

ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ପିଙ୍କ୍’ର ଟେଲିଭିଜନ ପ୍ରିମିୟରରେ ଅମିତାଭଙ୍କ ଘର ଜଲସା ବି ସାଜିଚି ପିଙ୍କ୍ । ପିଙ୍କ ରଙ୍ଗର ଲାଇଟ ଓ ଥୀମରେ ଅମିତାଭଙ୍କ ବଙ୍ଗଳାକୁ ଦିଆଯାଇଛି ନୂଆ ଲୁକ୍ । ଅନିରୁଦ୍ଧ ରାୟ ଚୈାଧୂରୀଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମରେ ଅମିତାଭ ଜଣେ ଓକିଲ…
Read More...