Browsing Category

ମନୋରଞ୍ଜନ

୧୫୦୦ କୋଟି କମେଇଥିବା ଫିଲ୍ମର ଅଭିନେତା ଦୋକାନରେ ବିକୁଛନ୍ତି ମୋବାଇଲ୍

କୁହାଯାଏ ଜୀବନରେ ଯେତେବେଳେ ସଫଳତା ମିଳେ ସବୁକିଛି ମିଳିଯାଏ ଆପେଆପେ । ନାମ ,ଯଶ ଓ ଅର୍ଥ କେଉଁଥିରେ ଅଭାବ ରହେନାହିଁ । ରାତାରାତି ବଦଳିଯାଏ ଭାଗ୍ୟ ଭବିଷ୍ୟତ । ଏହାର ଏକ ଉଦାହରଣ ହେଲେ ହଲିଉଡ ଅଭିନେତା ବରଖଦ ଅବଦି । ଏକ ସତ ଘଟଣା ଉପରେ ଆଧାରିତ ଫିଲ୍ମ ‘କ୍ୟାପଟେନ ଫିଲିପ୍ସ’ରେ କାମ କରି…
Read More...

‘ଏ ଦିଲ୍ ହୈ ମୁସ୍କିଲ୍’ ଓ “ଶିବାୟ’ର ବକ୍ସ ଅଫିସ କଲେକସନରେ କିଏ ମାରିଲା ବାଜି !

ଶୁକ୍ରବାର ରିଲିଜ ହୋଇଯାଇଛି ଦୁଇ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍' ଓ "ଶିବାୟ' । ଏଡଭାନସ ବୁକିଂରେ କରନଙ୍କ ପିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍' ବାଜି ମାରି ନେଇଥିଲା । ଏବେ ନଜର ପକାଇବା ପ୍ରଥମ ଦିନ ବକ୍ସ ଅଫିସ କଲେକସନରେ କିଏ ଅଛି ଆଗରେ । ରିପୋର୍ଟ ଅନୁସାରେ କରଣ ଜୋହରଙ୍କ…
Read More...

ସୋନାକ୍ଷୀଙ୍କ ଶ୍ରୀଦେବୀ ଅବତାର ! ୯୦ ଦଶକର ହିଟ୍ ଗୀତରେ ଦବଙ୍ଗ୍ ଗର୍ଲଙ୍କ ହଟ୍ ଡ୍ୟାନ୍ସ

ସୋନାକ୍ଷୀ ହେଲେ ହୱାହୱାଇ ଗର୍ଲ । ୯୦ ଦଶକର ଫିଲ୍ମ ମିଷ୍ଟର୍ ଇଣ୍ଡିଆର ପପୁଲାର୍ ହିଟ୍ ଗୀତ ‘କାଟେ ନେହିଁ କଟତି’ର ରିମେକରେ ହଟ୍ ଡ୍ୟାନ୍ସ କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ । ନିକଟରେ ରିଲିଜ୍ ହୋଇଛି ଅପକମିଙ୍ଗ୍ ଆକ୍ସନ ଫିଲ୍ମ ‘ଫୋର୍ସ -୨’ ର ଆଇଟମ୍ ସଙ୍ଗ୍ । ଯାହାର ଟାଇଟେଲ୍ ରହିଛି ‘ଓ…
Read More...

‘ ସରକାର ୩ ’ ସୁଟିଂ ସେଟରେ ଅଚାନକ ପହଁଚିଲେ ଏସ୍ ଏସ୍ ରାଜାମୈାଲୀ

ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ସରକାର ୩’ର ସୁଟିଂ ଚାଲିଛି । ଏହାକୁ ନିର୍ଦେଶନା ଦେଉଛନ୍ତି ରାମ ଗୋପାଳ ବର୍ମା । ଏହି ଫିଲ୍ମର ସୁଟିଂ ସେଟରେ ଏବେ ଦିନେ ଅଚାନକ ପହଁଚିଥିଲେ ବାହୁବଳୀ ନିର୍ଦେଶକ ଏସ୍ ଏସ୍ ରାଜାମୈାଲୀ । ଏହା ଅମିତାଭଙ୍କୁ ଯେତିକି ଖୁସି ଲାଗିଥିଲା ।…
Read More...

‘ଚନ୍ଦା ମାମା ଦୂର କେ’ରେ ନଜର ଆସିବେ ସୁଶାନ୍ତ ଓ ନୱାଜୁଦ୍ଦିନ

ବିକି ରଜାନୀଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ ଚନ୍ଦା ମାମା ଦୂର କେ ’ରେ ଏକାଠି ନଜର ଆସିବେ ଅଭିନେତା ସୁଶାନ୍ତ ସିଂ ଓ ନୱାଜୁଦ୍ଦିନ ସିଦ୍ଦିକ୍ । ଏହା ଏକ ଭବିଷ୍ୟତ ଉପରେ ଆଧାରିତ ଫିଲ୍ମ । ଏଥିରେ ମହାକାଶ ଯାତ୍ରୀର ଭୂମିକାରେ ନଜର ଆସୁଛନ୍ତି ନୱାଜୁଦ୍ଦିନ ଏବଂ ଯିଏ ଭାରତର ମିଶନରେ ଚନ୍ଦ୍ରକୁ…
Read More...

ପରଦାକୁ ଆସିବ ‘ଡନ୍ ୩’

ଫିଲ୍ମ ‘ଡନ୍ ’ର ସହ ନିର୍ମାତା ରିତେଶ ସିଧବାନୀ ଟ୍ୱିଟ୍ କରି କହିଛନ୍ତି , ଡନ୍ ସିରିଜର ତୃତୀୟ ଫିଲ୍ମ ‘ଡନ୍ ୩’ ଖୁବ୍ ଶୀଘ୍ର ପରଦାକୁ ଆସିବ ଏବଂ ଏଥିରେ ବି ଶାହାରୁଖ ଖାନ୍ ନଜର ଆସିବେ । ଋିତେଶ ସୋସିଆଲ ମିଡିଆରେ ଶାହାରୁଖଙ୍କ ଫଟୋ ଶେୟାର କରି ଏହି ବିଷୟରେ ସନ୍ଦେଶ ଦେଇଛନ୍ତି ।
Read More...

ଫିଲ୍ମ ଫ୍ରାଇଡେରେ ଦିୱାଲି ଧମାକା : ସିଲଭରସ୍କ୍ରିନକୁ ଆସିଲା “ଏ ଦିଲହେ ମୁସ୍କିଲ’ଏବଂ…

ଫିଲ୍ମ ପ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ "ଏ ଦିଲହେ ମୁସ୍କିଲ'ଏବଂ "ଶିବାୟ'। କରନଙ୍କ ଜୋହରଙ୍କ ଫିଲ୍ମ ରୋମାନ୍ସରେ ଭରପୂର ଥିବା ବେଳେ ଅପରପକ୍ଷେ ଅଜୟଙ୍କ ଫିଲ୍ମ ଆକ୍ସନରେ ଓ ଥ୍ରୀଲରରେ ଭରପୂର ରହିଛି । କିନ୍ତୁ କେଉଁ ଫିଲ୍ମ ଦର୍ଶକଙ୍କ ମନ ଚୋରାଇବ ତାହା ଦେଖିବାକୁ ବାକି…
Read More...

୧୮ ବର୍ଷ ତଳର ଗୁମର ! ‘କୁଛ୍ କୁଛ୍ ହୋତା ହୈ’ ପାଇଁ କିଏ କରିଥିଲେ ‘ନାଁ’

୧୯୯୮ର ବ୍ଲକ୍ ବଷ୍ଟର୍ ମୁଭି ‘କୁଛ୍ କୁଛ୍ ହୋତା ହୈ’ ହିନ୍ଦି ସିନେମା ଦୁନିଆରେ ଏକ ମାଇଲ୍ ଷ୍ଟୋନ୍ । ଫିଲ୍ମଟି ପ୍ରାୟ ୧୦ଟି ଫିଲ୍ମ ଫେୟାର୍ ଆୱାର୍ଡ ନିଜ ନାଁରେ କରି ନୂଆ ରେକର୍ଡ ମଧ୍ୟ କରିଥିଲା । ଏହା ସହ ଫିଲ୍ମ ରିଲିଜ୍ ପରେ ରାତାରାତି ଷ୍ଟାର୍ ପାଲଟି ଯାଇଥିଲେ ରାନୀ ମୁଖାର୍ଜୀ । ଏହା…
Read More...

ସଲମାନଙ୍କ ବଡିଗାର୍ଡ ସେରାଙ୍କ ନାମରେ ମୁମ୍ବାଇ ଥାନାରେ ହେଲା ଅଭିଯୋଗ

ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗରେ ସଲମାନଙ୍କ ବଡିଗାର୍ଡ ସେରା ଗତକାଲି ଗିରଫ ହୋଇଛନ୍ତି । ସେରାଙ୍କ ବିରୁଦ୍ଧରେ ମାଡପିଟ କରିବା ସହ ବନ୍ଧୁକ ଦେଖାଇ ଧମକାଇବା ପରି ସଙ୍ଗୀନ ଅଭିଯୋଗ ହୋଇଥିଲା ମୁମ୍ବାଇର ଡିଏନନଗର ପୁଲିସ ଷ୍ଟେସନରେ । ଅଭିଯୋଗ ପରେ ସେରାଙ୍କୁ ଗିରଫ କରିଛି ପୁଲିସ ।…
Read More...

ରିଲିଜ୍ ପୂର୍ବରୁ ରେକର୍ଡ ! ୨ କୋଟି ଟପିଲା ଆମୀରଙ୍କ ଆଗାମୀ ମୁଭି ‘ଦଙ୍ଗଲ’ର ଟ୍ରେଲରର ଦର୍ଶକଙ୍କ ସଂଖ୍ୟା

ରିଲିଜ୍ ପୂର୍ବରୁ ରେକର୍ଡ କରି ସାରିଲାଣି ମିଷ୍ଟର୍ ପରଫେକ୍ଟନିଷ୍ଟ୍ ଆମୀର୍ ଖାନଙ୍କ ଅପକମିଙ୍ଗ୍ ମୁଭି ‘ଦଙ୍ଗଲ’ର ଟ୍ରେଲର୍ । ୧୯ ତାରିଖରେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲରକୁ ଏପର୍ଯ୍ୟନ୍ତ ପ୍ରାୟ ୨କୋଟିରୁ ଅଧିକ ଦର୍ଶକ ଦେଖି ସାରିଲେଣି । ଏହା ସହ ରିଲିଜ୍ ହେବାର ପ୍ରଥମ ୨୪ ଘଂଟା ମଧ୍ୟରେ…
Read More...