Browsing Category

ମନୋରଞ୍ଜନ

ପ୍ରିୟଙ୍କାଙ୍କୁ ମା’ମଧୁ ଚୋପ୍ରାଙ୍କ ତାରିଫ୍

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମା’ମଧୁ ଚୋପ୍ରା ଖୁବ୍ ତାରିଫ୍ କରିଛନ୍ତି ନିଜ ଝିଅକୁ । କହିଛନ୍ତି ପ୍ରିୟଙ୍କା ଯେଉଁ କାମରେ ହାତ ଦିଅନ୍ତି ତା’କୁ ନିଜର କ୍ଷମତାର ସହ ଭଲ କରି ଦେଖାଇଥା’ନ୍ତି । ଖୁବ୍ ଦୃଢ ମନୋବଳ ପ୍ରିୟଙ୍କାଙ୍କର । ପ୍ରିୟଙ୍କା ଜଣେ ଭଲ ଲେଖିକା । ଯିଏ ପିଲାଦିନୁ ଅନେକ…
Read More...

ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ଏଂଟ୍ରି କରିବେ ବଲିଉଡରେ

ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ୨୦୧୭ରେ ବଲିଉଡରେ ଡେବ୍ୟୁ କରିବାର ସୂଚନା ମିଳିଛି । କିନ୍ତୁ ବଲିଉଡରେ ଏଂଟ୍ରି ଖବରକୁ ଖଣ୍ଡନ କରିଛନ୍ତି ନିଜେ ଅହାନ । ତାଙ୍କ ମତରେ ଫିଲ୍ମରେ କାମ କରିବା ପାଇଁ ସେ ଏବେ ବହୁତ ଛୋଟ ଅଛନ୍ତି । କିନ୍ତୁ ଖବର ମିଳିଛି ସାଜିଦ ନାଡିୟାଡୱାଲା ତାଙ୍କ ଫିଲ୍ମରେ…
Read More...

ରିଲିଜ୍ ହେଲା ‘ବେଫିକ୍ରେ’ର ଟାଇଟେଲ ଟ୍ରାକ୍ ! ଗୀତରେ ରହିଛି ବାଣୀ ଓ ରଣବୀରଙ୍କ ଲଭ୍ କେମିଷ୍ଟ୍ରୀ

ରିଲିଜ ହୋଇଛି ରଣବୀର ସିଂହ ଓ ବାଣୀ କପୁରଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ବେଫିକ୍ରେ’ର ଟାଇଟେଲ ଟ୍ରାକ୍ । ଗୀତଟିର ଟାଇଟଲ୍ ରହିଛି ‘ଉଡେ ଦିଲ୍ ବେଫିକ୍ରେ’ । ଗୀତରେ ଉଭୟ ବାଣୀ ଓ ରଣବୀରଙ୍କ ଲଭ୍ କେମିଷ୍ଟ୍ରୀ ଦେଖିବାକୁ ମିଳିଛି । କିଛିଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲର୍ ହିଟ୍ ହୋଇଥିଲା…
Read More...

ଇଲିଆନା ଡିକ୍ରୁଜଙ୍କ ବିକିନି ପିନ୍ଧା ଭିଡିଓ ଭାଇରାଲ

ରୁସ୍ତମ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡିଓ ଅପଲୋଡ କରଛନ୍ତି । ଏହି ଭିଡିଓ ଇଂଟରନେଟରେ ଖୁବ୍ ଭାଇରାଲ ସାଜିଛି । ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଇଲିଆନା ଡିକ୍ରୁଜ ବିକିନିରେ ଦେଖା ଦେଇଛନ୍ତି ଏହି ଭିଡିଓରେ । ସେ ସ୍ୱିମିଙ୍ଗ…
Read More...

ଖୋଲିଲା ବାଳିକା ବଧୂଙ୍କ ଆତ୍ମହତ୍ୟାର ରହସ୍ୟ ! ପ୍ରତ୍ୟୁଷାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ ରାହୁଲ୍

ଲୋକପ୍ରିୟ ଟେଲି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ଆତ୍ମହତ୍ୟାରେ ଆସିଛି ଚାଂଚଲ୍ୟକର ମୋଡ । ଆତ୍ମହତ୍ୟା ପୂର୍ବରୁ ପ୍ରତ୍ୟୁଷା ଓ ତାଙ୍କ ବୟ ଫ୍ରେଣ୍ଡ୍ ରାହୁଲଙ୍କ ମଧ୍ୟରେ ଫୋନରେ ହୋଇଥିବା କଥାବାର୍ତ୍ତା ଏବେ ସାମ୍ନାକୁ ଆସିଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡିଛି ଯେ ପ୍ରତ୍ୟୁଷାଙ୍କୁ…
Read More...

‘ଗୋଲମାଲ ଏଗେନ’ରେ ନଜର ଆସିବେ ପରିଣୀତି ଚୋପ୍ରା

ପରିଣୀତି ଚୋପ୍ରାଙ୍କୁ ପରିଶେଷରେ ଗୋଲମାଲର ଚତୁର୍ଥ ସଂସ୍କରଣ ପାଇଁ ରୋହିତ ସେଟ୍ଟୀ ଲିଡିଙ୍ଗ ଲେଡି ରୂପେ ଫାଇନାଲାଇଜ କରିଛନ୍ତି । ବଲିଉଡ ଅଭିନେତ୍ରୀ ପରିଣୀତି ‘ମେରୀ ପ୍ୟାରୀ ବିନ୍ଦୁ’ ଓ ‘ତାକଦୁମ’ ପରେ ‘ଗୋଲମାଲ ଏଗେନ’ ସାଇନ କରିଛନ୍ତି ବୋଲି ଜଣାପଡିଛି । ଏହି ଫିଲ୍ମ ପାଇଁ ରୋହିତ ସେଟ୍ଟୀ…
Read More...

ପୂରଣ ହେଲା ଦୀପିକାଙ୍କ ଇଚ୍ଛା : ଫିଲ୍ମ ‘ପଦ୍ମାବତୀ’ରେ ଶାହିଦଙ୍କ ସହ କଲେ ଅଭିନୟ

ସଂଜୟ ଲୀଳା ଭଂସାଲୀଙ୍କ ଅପକମିଙ୍ଗ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ ଶେଷରେ ନଭେମ୍ବର ୧ରେ ଆରମ୍ଭ ହୋଇଯାଇଛି । ଫିଲ୍ମର ସୁଟିଂ ଆରମ୍ଭ ପୂର୍ବରୁ ଏହାର ଦୁଇ ଅଭିନେତା ରଣବୀର ସିଂହ ଓ ଶାହିଦ କପୁରଙ୍କ ମଧ୍ୟରେ ମତାନ୍ତର ଖବର ଖୁବ୍ ଚର୍ଚ୍ଚାରେ ଥିଲା । କିନ୍ତୁ ଏହି ଫିଲ୍ମରେ ପଦ୍ମାବତୀର ମୁଖ୍ୟ…
Read More...

ଜ୍ୟାକଲିନ୍ ଓ ତାପସୀଙ୍କ ସହ ରୋମାନ୍ସ କରିବେ ବରୁନ୍ ! ଆସୁଛି ଫିଲ୍ମ ‘ଜୁଡୁୱା’ର ସିକ୍ୱେଲ୍

ଆସିବ ୧୯୯୭ର ସୁପରହିଟ୍ ଫିଲ୍ମ ‘ଜୁଡୁୱା’ର ସିକ୍ୱେଲ୍  । ଯାହାର ଟାଇଟେଲ୍ ରହିଛି  ‘ଜୁଡୁୱା ୨’ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ବରୁନ୍ ଧୱନ୍ । ତେବେ ଫିଲ୍ମରେ ନାୟିକା ଭାବରେ ଆଲିୟା ଭଟ୍ଟ ଆସିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି କଥାକୁ ଖଣ୍ଡନ କରିଥିଲେ ନିଜେ ବରୁନ୍ । ଏବେ…
Read More...

ଶାହାରୁଖଙ୍କ ‘ହାପି ନ୍ୟୁ ଇୟର’ : ପ୍ରଥମ ଦିନରେ ସବୁଠୁ ଅଧିକ ବ୍ୟବସାୟ କରିଥିବା ବଲିଉଡ ଫିଲ୍ମ

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ୨୦୧୪ରେ ରିଲିଜ ହୋଇଥିଲା ଫିଲ୍ମ ‘ହାପି ନ୍ୟୁ ଇୟର’ । ଏହି ଫିଲ୍ମଟି ଆଜିସୁଦ୍ଧା ପ୍ରଥମ ଦିନରେ ଅଧିକ ଆୟ କରିଥିବା ଫିଲ୍ମ ଭାବେ ରହିଛି । ଏହାକୁ ନିର୍ଦେଶନା ଦେଇଥିଲେ ଫରହା ଖାନ । ଏହି ଫିଲ୍ମଟି ତାର ଓପନିଂ ଡେ’ରେ କମାଇଥିଲା ୪୪.୯୭ କୋଟି ଟଙ୍କା ।…
Read More...

ପାକିସ୍ତାନ ବିବାଦର ପ୍ରଭାବ : “ଡିୟର ଜିନ୍ଦେଗୀ’ ଫିଲ୍ମରୁ ବିଦା ହେଲେ ଅଲ୍ଲୀ ଜାଫର

ପାକିସ୍ତାନ ବିବାଦର ସମସ୍ତ ପ୍ରଭାବ ଏବେ ବଲିଉଡରେ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ନିର୍ମାତାମାନେ ପାକିସ୍ତାନୀ କଳାକାରଙ୍କୁ ନିଜ ଫିଲ୍ମରେ ନେବାକୁ ନାରାଜ । କାରଣ ସେମାନେ କୈାଣସି ପ୍ରକାର ରିସ୍କ ନେବାକୁ ଚାହୁଁ ନାହାଁନ୍ତି । ଶାହାରୁଖଙ୍କ ଫିଲ୍ମ "ଡିୟର ଜିନ୍ଦେଗୀ'ରୁ ପାକିସ୍ତାନୀ…
Read More...