Browsing Category

ମନୋରଞ୍ଜନ

ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ‘ବେଫିକ୍ରେ’

‘ଦିଲ୍‌ଓ୍ଵାଲେ ଦୁଲହନିଆ ଲେ ଜାଏଙ୍ଗେ’, ‘ମୋହବତେଁ’ ଏବଂ ‘ରବ୍‌ ନେ ବନା ଦି ଯୋଡ଼ି’ ପରି ହିଟ୍‌ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଚତୁର୍ଥ ହିନ୍ଦୀ ଫିଲ୍ମ ‘ବେଫିକ୍ରେ’ ଆଜି ପରଦାକୁ ଆସିଛି । ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି। ବିଶାଳ ଶେଖର ଏହାର ସଙ୍ଗୀତ…
Read More...

ଝିଅ ‘ଆଦିରା’ର ପ୍ରଥମ ଜନ୍ମଦିନରେ ଫଟୋ ସହ ଚିଠି ପୋଷ୍ଟ କରିଛନ୍ତି ରାଣୀ ମୁଖାର୍ଜୀ

ବଲିଉଡର ଚୁଲବୁଲି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଝିଅ ‘ଆଦିରା’ର ଆଜି ପ୍ରଥମ ଜନ୍ମଦିନ । ଜନ୍ମଦିନକୁ ସ୍ପେଶାଲ ବନାଇବା ପାଇଁ ରାଣୀ ତାଙ୍କ ଝିଅର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ରାଣୀ ଆଦିରାର ଫଟୋ ସହ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି । ଚିଠିରେ ମାଆ ହେବା ପରେ ତାଙ୍କର ଯେଉଁ…
Read More...

ଏସିଆର ସବୁଠୁ ସେକ୍ସି ମହିଳା ଭାବରେ ବିବେଚିତ ହେଲେ ଦୀପିକା

ବଲିଉଡ ବିୟୁଟି ଦୀପିକା ପାଦୁକୋନ ଏସିଆର ସବୁଠାରୁ ସେକ୍ସି ମହିଳା ଭାବରେ ବିବେଚିତ ହୋଇଛନ୍ତି । ପ୍ରତିବର୍ଷ ସେକ୍ସି ମହିଳାଙ୍କ ତାଲିକା ପ୍ରସ୍ତୁତ କରୁଥିବା ବ୍ରିଟେନର "ଇଷ୍ଟର୍ଣ୍ଣ ଆଇଜ୍' ସମ୍ବାଦପତ୍ରର ଆକଳନରେ ଏସିଆରେ ଦୀପିକା ପ୍ରଥମ ସ୍ତାନରେ ରହିଛନ୍ତି । ଦୁଇବର୍ଷ ତଳେ ଭାରତର ବଲିଉଡ…
Read More...

ଶର୍ମିଲାଙ୍କ ମୁହଁରେ ବୋହୂ କରିନାଙ୍କ ପ୍ରଶଂସା ! କହିଲେ କାହାର ନଜର ନ’ଲାଗୁ

ବି-ଟାଉନର କିଛି ଖବରକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି । ଶାଶୁ ଶର୍ମିଲାଙ୍କ ମୁହଁରେ ବୋହୂ କରିନାଙ୍କ ପ୍ରଶଂସା  ଶୁଣିବାକୁ ମିଳିଛି । ଡିସେମ୍ବରରେ କରିନା କପୁର ମା ହେବାକୁ ଯାଉଛନ୍ତି, ସେଥିପାଇଁ ଏବେ ପୂରା ପରିବାର ବହୁତ ଖୁସିରେ ଅଛନ୍ତି । କରିନା…
Read More...

୧୦୦କୋଟି କ୍ଲବରେ କପିଲ୍ ଶର୍ମା ! ବଲିଉଡଠାରୁ ଟପି ଗଲା ଟିଭି କଳାକାରଙ୍କ ଆୟ

୧୦୦କୋଟି କ୍ଲବରେ ସାମିଲ୍ ହୋଇଛନ୍ତି ଲୋକପ୍ରିୟ କମେଡିଆନ୍ କପିଲ୍ ଶର୍ମା । କପିଲଙ୍କ ଏହି ସଫଳତା କୌଣସି ଫିଲ୍ମ ପାଇଁ ନୁହେଁ ନିଜ ଟିଭି ପ୍ରୋଗ୍ରାମ୍ ‘ଦ କପିଲ୍ ଶର୍ମା ସୋ’ ପାଇଁ ପାଇଛନ୍ତି । ସୋନୀ ଏଣ୍ଟରଟେନମେଂଟ ଚ୍ୟାନେଲ୍ ସୋନି ସହ ବାର୍ଷିକ ୧୧୦କୋଟିର ଚୁକ୍ତି ସ୍ୱାକ୍ଷର କରିବା ପରେ…
Read More...

ଜନ୍ମଦିନରେ ନବ୍ୟାଙ୍କ ବିନ୍ଦାସ ଅନ୍ଦାଜ ! ସାଙ୍ଗଙ୍କ ସହିତ ମନାଇଲେ ଜନ୍ମଦିନର ଖୁସି

ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା ନିଜର ଗ୍ଲାମରସ ଫଟୋ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ନିକଟରେ ସେ ତାଙ୍କ ୧୯ ତମ ଜନ୍ମ ଦିବସ ପାଳନ କରିଛନ୍ତି । ନବ୍ୟା ତାଙ୍କ ଜନ୍ମ ଦିବସ ଅବସରରେ ସାଙ୍ଗ ମାନଙ୍କ ସହ ଖୁବ ଧୁମଧାମରେ ପାର୍ଟି ଉପଭୋଗ କରିଛନ୍ତି ।…
Read More...

ତୁଟିବ ୨୨ ବର୍ଷର ସଂପର୍କ ! ପତ୍ନୀଙ୍କଠାରୁ ଅଲଗା ହେବେ ହିମେଶ ରେଶମିଆ

ବଲିଉଡର ଲୋକପ୍ରିୟ ଗାୟକ ହିମେଶ ରେଶମିଆଙ୍କ ୨୨ ବର୍ଷର ବୈବାହିକ ସଂପର୍କରେ ପଡିଛି ଭଟ୍ଟା । ପତ୍ନୀ କୋମଲଙ୍କ ଅଲଗା ନେବାକୁ ନିଷ୍ପତି ନେଇଛନ୍ତି ହିମେଶ୍ । ଏଥିପାଇଁ ଉଭୟେ ବାନ୍ଦ୍ରାର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଏଥିଯୋଗୁଁ ହିମେଶ ରେଶମିଆ ଗତ କିଛି ମାସ ହେଲା…
Read More...

ଯୋଗୀ ବନାମ ଭୋଗୀ ! ରଣବୀରଙ୍କ ସହ ବଲିଉଡ୍ ଗୀତରେ ଠୁମକା ଲଗାଇଲେ ବାବା ରାମଦେବ

ପୁଣି ଥରେ ନିଜ ପ୍ରତିଭା ଦେଖାଇବା ସହ ଗଣମାଧ୍ୟମର ହେଡଲାଇନ୍ ପାଲଟିଛନ୍ତି ଯୋଗଗୁରୁ ରାମଦେବ। ‘ଏଜେଣ୍ଡା ଆଜ୍ ତକ୍ ୨୦୧୬’ ମଞ୍ଚରେ ବେଫିକ୍ରେ ଅଭିନେତା ରଣବୀର ସିଂ ସହ ଏକାଠି ହୋଇ ବଲିଉଡ୍ ଗୀତରେ ଠୁମକା ଲଗାଇଛନ୍ତି ବାବା ରାମଦେବ। ଏହା ସହ ବାବା ନିଜ କାନ୍ଧ ଉପରେ ଅଭିନେତା ରଣବୀର ସିଂଙ୍କୁ…
Read More...

ଗୁଡବୟ ଅରିନ୍ଦମଙ୍କର ଆଜି ବିବାହ ଭୋଜି ! ସାମିଲ ହେବେ ବହୁ ନାମିଦାମୀ କଳାକାର

ଓଲିଉଡର ଆଗଧାଡ଼ିର ନାୟକ ଅରିନ୍ଦମ ରାୟ ଗତ ୪ ତାରିଖ ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସାନଭଉଣୀ ଅନୁପାଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବ ବେଶ୍‌ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଆଜି କଟକରେ ଅରିନ୍ଦମ ଦେଉଛନ୍ତି ନିଜର…
Read More...

ହସ୍‌ପିଟାଲ୍‌ରେ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର

ଭେଟେରାନ୍ ବଲିଉଡ୍ ଅଭିନେତା ତଥା ପଦ୍ମବିଭୂଷଣ ଦିଲ୍ଲୀପ କୁମାର ପୁଣି ଅସୁସ୍ଥ । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି । ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ୯୩ ବର୍ଷୀୟ ଦିଲ୍ଲୀପଙ୍କ ଗୋଡ ହଠାତ୍ ଫୁଲିବା ସହ ଥଣ୍ଡା ଓ କଫ ସମସ୍ୟା ମଧ୍ୟ ରହିଥିଲା ।…
Read More...