Browsing Category

ମନୋରଞ୍ଜନ

ଭାରତରେ ଚୀନ ନାୟକ ଜ୍ୟାକି ଚ୍ୟାନ !

ଭାରତରେ ଚୀନ ଆକ୍ଟର ଜ୍ୟାକି ଚ୍ୟାନ । ନିଜ ଆଗାମୀ ସିନେମାର କୁଙ୍ଗ ଫୁ ୟୋଗା'ର ପ୍ରମୋସନ ପାଇଁ ସେ ଭାରତ ଆସିଛନ୍ତି । ଭାରତ ଆସିବା ପରେ ସେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଭେଟିଛନ୍ତି । ତେବେ ଏହି ସମୟରେ ଦୁହେଁ ଉଠାଇଥିବା କିଛି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସଲମାନ ।
Read More...

କୋର୍ଟରେ ଅଭିନେତା ପୁଲକିତ ସମ୍ରାଟଙ୍କ ହଙ୍ଗାମା ! ଫଟୋଗ୍ରାଫରଙ୍କ ସହ ମୁହାଁମୁହିଁ

କୋର୍ଟରେ ହଙ୍ଗାମା କଲେ ଅଭିନେତା ପୁଲକିତ ସମ୍ରାଟ । ସଲମାନ ଖାନଙ୍କ ଭଉଣୀ ଶ୍ୱେତା ରୋହିରାଙ୍କଠାରୁ ଛାଡପତ୍ର ନେବାକୁ କୋର୍ଟରେ ପହଂଚିଥିବାବେଳେ ପୁଲକିତ ସମ୍ରାଟ ହଙ୍ଗାମା କରିଥଲେ । ଜଣେ ଫଟୋଗ୍ରାଫର ପୁଲକିତଙ୍କ ଫଟୋ ଉଠାଉଥିବାବେଳେ ଏଥିରେ ରାଗିଯାଇ ପୁଲିକତ ଏଭଳି କାଣ୍ଡ ଭିଆଇ ଥିଲେ ।…
Read More...

ଚର୍ଚ୍ଚାରେ ଶ୍ରୀଦେବିଙ୍କ କନ୍ୟା ! ବୟଫ୍ରେଣ୍ଡଙ୍କ ସହ ପୁଣି ଏକାଠି ନଜର ଆସିଛନ୍ତି ଜାହ୍ନବୀ

ବଲିଉଡ ଜଗତରେ ପାଦ ରଖୁ ରଖୁ ଚର୍ଚ୍ଚାର ବିଷୟ ସାଜି ଗଲେଣି ଶ୍ରୀଦେବି କନ୍ୟା ଜାହ୍ନବୀ । ତେବେ ଗୋଟେ ପଟେ ବଲିଉଡରେ ତାଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ଜାହ୍ନବୀ ଓ ତାଙ୍କ ବୟଫ୍ରେଣ୍ଡ ଶିଖର ପହରିଆଙ୍କ ସଂପର୍କକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ତେବେ ନିକଟରେ…
Read More...

ଶାହରୁଖଙ୍କ ସିନେମା ‘ରଇସ୍’ର ପ୍ରମୋସନ ବେଳେ ଅଘଟଣ: କିଙ୍ଗଖାନଙ୍କ ଝଲକ ପାଇବାକୁ ଯାଇ ପ୍ରଶଂସକଙ୍କ ମୃତ୍ୟୁ

କିଙ୍ଗଖାନଙ୍କ ଏକ ଝଲକ ପାଇବାକୁ ଯାଇ ଫ୍ୟାନଙ୍କ ମୃତ୍ୟୁ । ଆଗାମୀ ସିନେମା ‘ରଇସ’ର ପ୍ରମୋସନ ବେଳେ ଅଘଟଣ ଘଟିଛି । ‘ରଇସ’ର ପ୍ରମୋସନ ପାଇଁ ଶାହରୁଖ ଯେତେବେଳେ ଟ୍ରେନରେ ଯାଇ ବଡୋଦରାରେ ପହଂଚିଥିଲେ ଫ୍ୟାନଙ୍କ ଭିଡ ନିୟନ୍ତ୍ରଣ ବାହାରେ ହୋଇଯାଇଥିଲା । ଅଗଷ୍ଟ କ୍ରାନ୍ତି ରାଜଧାନୀ ଏକ୍ସପ୍ରେସରେ…
Read More...

‘ଦ କପିଲ ଶର୍ମା’ ସୋରେ ଅତିଥି ହେବେ ଚାଇନିଜ୍ ଅଭିନେତା ଜ୍ୟାକି ଚାନ୍!

ଲୋକପ୍ରିୟ ଚାଇନିଜ୍ ଅଭିନେତା ଜ୍ୟାକି ଚାନ୍ ବହୁତ ଯଲଦି ନଜର ଆସିବେ ‘ଦ କପିଲ ଶର୍ମା’ ସୋରେ । ସେ ତାଙ୍କର ଆଗାମୀ ଏକ୍ସନ-କମେଡି ସିନେମା ‘କୁଙ୍ଗ ଫୁ ୟୋଗା’ର ପ୍ରଚାର ପାଇଁ ଏଇ ସୋରେ ଯୋଗଦେବେ ବୋଲି ଜଣାପଡିଛି । କପିଲ ଶର୍ମା ନିଜେ ଟ୍ୱିଟ ଜରିଆରେ ଏକଥା ଜଣାଇଛନ୍ତି । ଏଇ ସିନେମାରେ ବଲିଉଡ…
Read More...

ବିମୁଦ୍ରାକରଣ ପ୍ରଭାବ! ବନ୍ଦ ହେବା ଉପରେ ଶିଳ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ କମ୍ପାନୀ

ମୋଦୀ ସରକାରଙ୍କ ବିମୁଦ୍ରାକରଣ ନିଷ୍ପତି ପରେ ଅନେକ କମ୍ପାନୀ ସଙ୍କଟରେ ଥିବାର ଖବର ଆସୁଛି । ଅନ୍ୟ କମ୍ପାନୀ ପରିି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କମ୍ପାନୀ ମଧ୍ୟ କ୍ଷତିରେ ଚାଲୁଛି । ତେଣୁ ଅସ୍ଥାୟୀ ରୂପେ ଏହାକୁ ବନ୍ଦ କରି ଦିଆ ଯାଇଥିବା ସୂଚନା…
Read More...

ସିନେମା ନିର୍ମାତା ହେବେ କମେଡି କିଙ୍ଗ କପିଲ ଶର୍ମା !

ପଞ୍ଜାବର ଅମୃତସରରୁ ଆସି ଦୀର୍ଘ ସଘଂର୍ଷ ପରେ କମେଡି କିଙ୍ଗ କପିଲ ଶର୍ମା ନିଜ କମେଡି ଶୋ ‘ଦ କପିଲ ଶର୍ମା ଶୋ’ ପରେ ଏବେ ସିନେମା ନିର୍ମାତା ହେବାକୁ ଯାଉଛନ୍ତି । ସିନେମା ନାମ ହେଉଛି ‘ଫିରଙ୍ଗି’ । ତେବେ ଏହାକୁ ନେଇ ସେ ଅନେକ ସମୟରେ ନିଜର ଶୋ’ରେ ଆଲୋଚନା କରିଥିବା ଶୁଣିବାକୁ ମିଳିଛି। ହେଲେ…
Read More...

ଟ୍ରେନରେ ରଇସ’ର ପ୍ରମୋସନ କରିବେ ଶାହାରୁଖ !

ବଲିଉଡ ବାଦଶାହା ଶାହାରୁଖ ଖାନ ଖୁବଶୀଘ୍ର ଦିଲ୍ଲୀରେ ତାଙ୍କ ଆଗାମୀ ସିନେମା ରଇସ’ର ପ୍ରମୋସନ କରିବେ । ଏଥର କିନ୍ତୁ ଶାହାରୁଖ ଫ୍ଲାଇଟ ନୁହେଁ, ବରଂ ଟ୍ରେନରେ ଯାଇ ରଇସ’କୁ ପ୍ରମୋଟ କରିବେ । ଆସନ୍ତାକାଲି ରଇସ’ର ପୁରା ଟିମ ସହ ଶାହାରୁଖ ଅଗସ୍ତ କ୍ରାନ୍ତି ଟ୍ରେନରେ ଦିଲ୍ଲୀ ଯାତ୍ରା କରିବେ ।…
Read More...

ଉନ୍ମୋଚନ ହେଲା ‘ମୋଦି କା ଗାଁଓ’ର ଟ୍ରେଲର !

ପ୍ରଧାନମନ୍ତ୍ର୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଏଜେଣ୍ଡା ଉପରେ ପ୍ରସ୍ତୁତ ହୋଇଥିବା ସିନେମା ‘ମୋଦି କା ଗାଁଓ’ର ଟ୍ରେଲର ଉନ୍ମୋଚନ ହୋଇଛି । ବିହାରର ସିନେମା ନିର୍ମାତା ମୋଦିଙ୍କ ବିକାଶଧାରାକୁ ନେଇ ଏହି ସିନେମାଟି ପ୍ରସ୍ତୁତ କରୁଛନ୍ତି । ମୁମ୍ବାଇର ଜଣେ ବ୍ୟବସାୟୀ ଏଥିରେ ମୋଦିଙ୍କ ଭୂମିକାରେ…
Read More...

୨୩ ବର୍ଷ ପରେ ପୁଣି ଥରେ ମିସ ୟୁନିଭର୍ସ ମଞ୍ଚକୁ ଫେରିବେ ସୁସ୍ମିତା ସେନ୍

୨୩ ବର୍ଷ ପୂର୍ବେ ଫିଲିଫାଇନ୍ସର ମନିଲା ସହରରେ ଆୟୋଜିତ ହୋଇଥିବା ମିସ ୟୁନିଭର୍ସ ପ୍ରତିଯୋଗୀତାରେ ତାଜ୍ ଜିତିଥିଲେ ସୁସ୍ମିତା ସେନ୍ । ମିସ ୟୁନିଭର୍ସ ତାଜ୍ ଜିତି ସେ ବିଶ୍ୱବାସୀଙ୍କୁ ଭାରତୀୟଙ୍କ ସୁନ୍ଦରତା ଆଡକୁ ଆକର୍ଷିତ କରିଥିଲେ । ଏବେ ପୁଣି ଥରେ ସୁସ୍ମିତା ଏଇ ଇଂଭେଣ୍ଟର ଅଂଶ ହେବାକୁ…
Read More...