Browsing Category

ମନୋରଞ୍ଜନ

ସୁଶାନ୍ତ ସିଂଙ୍କ ସାହସିକ ପଦକ୍ଷେପ ! ନିଜ ନାଁରୁ ସାଙ୍ଗିଆ ହଟାଇ ଭନସାଲୀଙ୍କୁ କଲେ ସମର୍ଥନ

ଜୟପୁରରେ ବଲିଉଡ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭନସାଲୀଙ୍କ ‘ପଦ୍ମାବତୀ’ ସିନେମା ସୁଟିଂ ସମୟରେ ହୋଇଥିଲା ଆକ୍ରମଣ । ଜୟଗଡ କିଲ୍ଲାରେ ସୁଟିଂ ଚାଲୁଥିବା ବେଳେ କରଣୀ ସେନାର କାର୍ଯ୍ୟକର୍ତ୍ତାମାନେ ସେଠାରେ ପହଞ୍ଚି ଆସବାବପତ୍ର ଭଙ୍ଗାରୁଜା କରିବା ସହ ଭନସାଲୀଙ୍କୁ ଚାପୁଡା ମାରିଥିଲେ । ପୁରା ବଲିଉଡ…
Read More...

‘କଫି ଉଇଥ କରଣ’ରେ ଏକାଠି ନଜର ଆସିବେ ବରୁଣ ଧୱନ ଓ ଆଲିଆ ଭଟ୍ଟ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ବରୁଣ ଧୱନ ସିନେ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ସୋ ‘କଫି ଉଇଥ କରଣ’ରେ ନଜର ଆସିବେ । ସୋର ସେଟରେ କରଣ ଓ ଆଲିଆଙ୍କ ସହ କିଛି ଫଟୋକୁ ବରୁଣ ନିଜେ ଟ୍ୱିଟର ମାଧ୍ୟମରେ ଶେୟାର ମଧ୍ୟ କରିଛନ୍ତି । ବରୁଣ ଓ ଆଲିଆ ତାଙ୍କ ଆଗାମୀ ସିନେମା ‘ବଦ୍ରୀନାଥ କୀ…
Read More...

ତାମିଲ ନୁଆବର୍ଷରେ ଉନ୍ମୋଚନ ହେବ ସିନେମା ‘୨.୦’ ! ମୁଖ୍ୟ ଭୂମିକାରେ ନଜର ଆସିବେ ରଜନୀକାନ୍ତ ଓ ଅକ୍ଷୟକୁମାର

ବହୁପ୍ରତିକ୍ଷିତ ସିନେମା ‘୨.୦’ର ଟିଜର ରିଲିଜ ଉନ୍ମୋଚନ କରିବା ତାରିଖ ଘୋଷଣା କରାଯାଇଛି । ତାମିଲ ନୁଆବର୍ଷ ଏପ୍ରିଲ ୧୪ ରେ ଏହି ସିନେମାର ଟିଜର ଉନ୍ମୋଚନ କରାଯିବ ହେବ ବୋଲି ଜଣାପଡିଛି । ଏହି ସିନେମାର ଡାଇରେକ୍ଟର ଓ ଏଡିଟର ଏହାର ଟିଜର ପ୍ରସ୍ତୁତ କରିବାକୁ ଲାଗି ପଡିଛନ୍ତି । ତେବେ ଏହି…
Read More...

“ପଦ୍ମାବତୀ’ ସିନେମାର ସୁଟିଂ ସେଟରେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲିଙ୍କୁ ଆକ୍ରମଣ

ରାଜସ୍ଥାନର ଜୟପୁରରେ ଚାଲିଥିବା ବଲିଉଡ ମୁଭି "ପଦ୍ମାବତୀ'ର ସୁଟିଂ ସେଟରେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲିଙ୍କୁ ଆକ୍ରମଣ । ରାଜପୁତ କରଣୀ ସେନା ସୁଟିଂ ସେଟରେ ବିରୋଧ ପ୍ରଦର୍ଶନ କରିଛନ୍ତି । ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଫିଲ୍ମରେ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ଅଭିଯୋଗ କରିଛନ୍ତି…
Read More...

ଖୁବ୍ ଶୀଘ୍ର ପରଦାକୁ ଆସିପାରେ ‘କରନ ଅର୍ଜୁନ’ ସିକ୍ୱେଲ !

ହ୍ରିତିକ ରୋଶନ ଓ ଶାହାରୁଖ ଖାନଙ୍କୁ ନେଇ ନିର୍ମିତ ହୋଇପାରେ ୯୦ ଦଶକର ହିଟ ସିନେମା ‘କରନ ଅର୍ଜୁନ’ର ସିକ୍ୱେଲ । କାବିଲ’ର ପ୍ରମୋସନ ସମୟରେ ଶାହାରୁଖଙ୍କ ସହ ଏନେଇ ନିର୍ମାତା ରାକେଶ ରୋଶନ ଆଲୋଚନା କରିଥିବା ଜଣାପଡିଛି । ସିନେମାର ସୁଟିଂ ପାଇଁ କିଙ୍ଗ ଖାନ ଗୋଟେ ସର୍ତ୍ତ ମଧ୍ୟ ରଖିଛନ୍ତି ।…
Read More...

କୃଷ୍ଣସାର ହରିଣ ଶିକାର ମାମଲାରେ ନିଜକୁ ନିର୍ଦ୍ଦୋଷ କହିଲେ ସଲମାନ୍ ଖାନ୍ : କୋର୍ଟଙ୍କ ୬୫ଟି ପ୍ରଶ୍ନର ଦେଲେ ଉତ୍ତର

କନକ ବ୍ୟୁରୋ : ପୁଣି କୋର୍ଟ ରୁମରେ ବଲିଉଡ ଷ୍ଟାର ସଲମାନ ଖାନ । ୧୮ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ହାଜର ହେବା ସହ ସଲମାନଙ୍କ ବୟାନ ରେକର୍ଡ କରାଯାଇଛି । ତାଙ୍କୁ କୋର୍ଟ ରୁମରେ ୬୫ଟି ପ୍ରଶ୍ନ ପଚରାଯାଇଥିଲା । ଉତ୍ତରରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି…
Read More...

ବବଲି ଅନ୍ଦାଜରେ କଙ୍ଗନା! ରିଲିଜ ହେଲା ସିନେମା ‘ରଙ୍ଗୁନ’ର ନୂଆ ଗୀତ

‘ବ୍ଲଡି ହେଲ’ ଓ ‘ୟେ ଇଶ୍କ’ ପରେ ‘ରଙ୍ଗୁନ’ ସିନେମାର ତୃତୀୟ ଗୀତ ‘ମେରେ ମିୟାଁ ଗୟେ ଇଂଲଣ୍ଡ’ ରିଲିଜ ହୋଇ ଯାଇଛି । ଏହି ଗୀତରେ କଙ୍ଗନା ରାଣାୱତଙ୍କୁ ବବଲି ଅନ୍ଦାଜରେ ଦେଖିବା ପାଇଁ ମିଳିବ । ସିନେ ନିର୍ଦ୍ଦେଶକ ବିଶାଲ ଭାରଦ୍ୱାଜଙ୍କ ପତ୍ନୀ ରେଖା ଭାରଦ୍ୱାଜ ଏହି ଗୀତଟିକୁ ଗାଇଛନ୍ତି । ଏହି…
Read More...

ଦ୍ୱିତୀୟ ବିବାହ କଲେ ଅଭିନେତ୍ରୀ ମନ୍ଦାନା କରିମୀ

"ବିଗବସ'ର ପୂର୍ବତନ ପ୍ରତିଯୋଗୀ ମନ୍ଦାନା କରିମୀ ନିଜର ଗେ ସ୍ୱାମୀଙ୍କୁ ଛାଡି କରିଛନ୍ତି ଦ୍ୱିତୀୟ ବିବାହ । ମନ୍ଦାନା ତାଙ୍କର ବୟଫ୍ରେଣ୍ଡ ସଂଜୟ ଗୁପ୍ତାଙ୍କୁ ବିବାହ କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଂଟ ଜରିଆରେ ନିଜେ ମନ୍ଦାନା ଏହି ବିବାହ ବିଷୟରେ ଜଣାଇଛନ୍ତି । ପରିବାର ଲୋକଙ୍କ ମେଳରେ…
Read More...

ରିଲିଜ୍ ହେଲା ‘ବାହୁବଲୀ-ଦ କନକ୍ଲୁଜନ’ର ନୂତନ ପୋଷ୍ଟର

ଗଣତନ୍ତ୍ର ଦିବସ ଉପଲକ୍ଷେ ‘ବାହୁବଲୀ-ଦ କନକ୍ଲୁଜନ’ର ନୂଆ ପୋଷ୍ଟର ରିଲିଜ । ବହୁପ୍ରତିକ୍ଷୀତ ‘ବାହୁବଲୀ-ଦ କନକ୍ଲୁଜନ’ର ନୂଆ ପୋଷ୍ଟର ରିଲିଜ କରା ଯାଇଛି । ଏଇ ପୋଷ୍ଟରରେ ବାହୁବଲୀ ଦେବସେନାଙ୍କ ସହ ଧନୁ-ତୀର ଧରି ପୋଜ ଦେଇଥିବାର ଦେଖାଯାଇଛି । ଏଇ ସିନେମାର ନିର୍ଦ୍ଦେଶକ ଏସଏସ ରାଜମୌଲି ଟ୍ୱିଟର…
Read More...

ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ବିଗ୍ ବି!

ପୁରା ଦେଶରେ ଆଜି ୬୮ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯାଉଛି । ଭାରତୀୟମାନେ ଏଇ ମହାନ ପର୍ବକୁ ଗର୍ବ ସହକାରେ କରୁଛନ୍ତି ପାଳନ । ଏମିତିରେ ବଲିଉଡ ଜଗତ କିପରି ପଛରେ ରହିବ, ଏଇ ଉତ୍ସବ ଅବସରରେ ବିଗ୍ ବି ଅମିତାଭ ବଚ୍ଚନ ଟ୍ୱିଟରରେ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଶୁଭକାମନା…
Read More...