Browsing Category

ମନୋରଞ୍ଜନ

ରିଲିଜ୍ ପୂର୍ବରୁ ୫୦୦ କୋଟି ଆୟ ! ରେକର୍ଡ ସୃଷ୍ଟି କଲା ‘ବାହୁବଲୀ ୨’

‘ବାହୁବଲୀ ୨’ ରିଲିଜ ହେବା ପୁର୍ବରୁ ୫୦୦ କୋଟି ଟଙ୍କା ଆୟ କରି ସାରିଛି । ମିଡିଆ ରିପୋର୍ଟ ଅନୁସାରେଏହି ସିନେମା ରିଲିଜ ପୂର୍ବରୁ ହିଁ ସାଟେଲାଇଟ ରାଇଟସ ଜରିଆରେ ୫୦୦ କୋଟି ଟଙ୍କା ଆୟ କରବାରେ ସଫଳ ହୋଇଛି  । ସିନେ ନିର୍ମାତା କରଣ ଜୋହର ଏହି  ସିନେମାକୁ ହିନ୍ଦୀରେ ମଧ୍ୟ ରିଲିଜ କରୁଛନ୍ତି ।…
Read More...

ପିଲାଜନ୍ମ ପାଇଁ ବବାହ କରିବା ଜରୁରୀ ନୁହେଁ ! କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନ୍

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ରୋକଠୋକ ବୟାନବାଜି ଯୋଗୁଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ପୁଣିଥରେ କଙ୍ଗନା ପିଲାଜନ୍ମକୁ ନେଇ ଏପରି କିଛି ସାହସିକ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି । କଙ୍ଗନା ଏକ ପ୍ରମୁଖ ଖବରକାଗଜକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି, ପିଲାଜନ୍ମ…
Read More...

ଯୌନ ଶୋଷଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ : ଟ୍ୱିଟର ଜରିଆରେ କଲେ ଖୁଲାସା

ଅଭିନେତ୍ରୀ ଇଲିଆନା ଡିକ୍ରୁଜ କିଛି ଦିନ ପୂର୍ବରୁ ନିଜର ନଗ୍ନ ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥର ପୁଣିଥରେ ସେ ଚାଞ୍ଚଲ୍ୟକର ବୟାନ ଦେଇ ଅଛନ୍ତି ଚର୍ଚ୍ଚାରେ । ଇଲିଆନା ଅତୀତରେ ଯୌନ ଶୋଷଣର ଶିକାର ହୋଇଛନ୍ତି ବୋଲି ଟ୍ୱିଟ ଜରିଆରେ ଖୁଲାସା କରିଛନ୍ତି…
Read More...

ବଲିଉଡ ବାଦଶାହା ଶାହାରୁଖ ଖାନ ପୁଣି ଥରେ ନଜର ଆସିବେ ଛୋଟପରଦାରେ

ବଲିଉଡ ବାଦଶାହା ଶାହାରୁଖ ଖାନ ଅଭିନୟ ଜୀବନ ଆରମ୍ଭ କରିଥିଲେ ଛୋଟପରଦାରୁ । ଛୋଟପରଦାରୁ ପେଶାଦାର ଜୀବନ ଆରମ୍ଭ କରିଥିଲେ ହେଁ ସେ ବଡପରଦାର ଏକ ଲୋକପ୍ରିୟ ଚେହେରା । ଏବେ ସୂଚନାରୁ ଜଣାପଡିଛି ସେ ଖୁବ ଶୀଘ୍ର ଛୋଟ ପରଦାରେ ନଜର ଆସିବେ । ଶାହାରୁଖ ନିଜ ସିନେମାର ପ୍ରଚାର ପାଇଁ ବହୁତ ବାର ଟିଭିରେ…
Read More...

ଅନୁଷ୍କା ହେଲେ ଫିମେଲ ବ୍ରାଣ୍ଡ ଆମ୍ବାସେଡର ! ସ୍ୱଚ୍ଛଭାରତ ଅଭିଯାନର କରିବେ ପ୍ରଚାର

ସ୍ୱଛ ଭାରତ ଅଭିଯାନରେ ଅଭିନେତ୍ରୀ ଅନୁଷ୍କା ଶର୍ମା ସାମିଲ । ଫିମେଲ ବ୍ରାଣ୍ଡ ଆମ୍ବାସେଡର ହେଲେ ଅନୁଷ୍କା । ଦେଶର ବିଭିନ୍ନ ସ୍ଥାନରେ ହେଉଥିବା କ୍ୟାମ୍ପେନରେ ଅନୁଷ୍କା ଯୋଗ ଦେଇ ସ୍ୱଚ୍ଛଭାରତ ଅଭିଯାନ ପାଇଁ ପ୍ରଚାର କରିବେ । ତେବେ କେନ୍ଦ୍ର ସରକାରଙ୍କ ଏହି ସଚେତନାମୂଳକ ଅଭିଯାନରେ ସାମିଲ…
Read More...

ମୁମ୍ବାଇ ଫ୍ୟାଶନ ୱିକର ଶୋ’ ଷ୍ଟପର ହେବେ ଲୁଲିଆ !

ରାମ୍ପକୁ ଓହ୍ଳାଇବେ ରୋମାନିଆ ମଡେଲ ତଥା ସଲମାନ ଖାନଙ୍କ କଥିତ ପ୍ରେମିକା ଲୁଲିଆ ବଂତୁର । ମୁମ୍ବାଇ ଫ୍ୟାଶନ ୱିକରେ ଲୁଲିଆ ଶୋ ଷ୍ଟପର ହେବେ ବୋଲି ଏକ ସୂତ୍ରରୁ ଜଣାପଡିଛି । ତେବେ ଏଥରକ ବି ଲୁଲିଆଙ୍କ ପାଇଁ ଗଡଫାଦର ହୋଇଛନ୍ତି ବଲିଉଡ ସୁଲତାନ ସଲମାନ । ସଲମାନ ସିଫାରିଶ କରିବା ପରେ…
Read More...

ପରଦାକୁ ଆସୁଛି ସିନେମା ‘ଟ୍ୟୁବଲାଇଟ’ ! ଯାଦୁଗର ଭୂମିକାରେ ନଜର ଆସିବେ ଶାହାରୁଖ

ବାଦଶାହା ଖାନ ଶାହାରୁଖ ହେବେ ଯାଦୁଗର । ସଲମାନ ଖାନଙ୍କ ଅଭିନୀତି ସିନେମା ‘ଟ୍ୟୁବଲାଇଟ’ରେ ଶାହାରୁଖ ଯାଦୁଗର ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ସଲମାନଙ୍କ ପ୍ରଡକ୍ସନ ହାଉସରୁ ଟୁଇଟ ମାଧ୍ୟମରେ ଜଣାଯାଇଛି । ତେବେ ପୂର୍ବରୁ ଶାହାରୁଖ ‘ଟ୍ୟୁବଲାଇଟ’ ସେଟରେ ପହଁଚି…
Read More...

ଗୋଲମାଲ ୪ରେ ତବୁ ! ରୋହିତ ସେଠୀଙ୍କ ନିର୍ଦ୍ଦେଶିତ ସିନେମାରେ ନଜର ଆସିବେ ତବୁ

ଗୋଲମାଲ ସିରିଜରେ ନଜର ଆସିବେ ଅଭିନେତ୍ରୀ ତବୁ । ତାଜା ଖବର ଅନୁସାରେ ନିର୍ଦ୍ଦେଶକ ରୋହିତ ସେଠୀ ତବୁଙ୍କୁ ‘ଗୋଲମାଲ ଫୋର’ ପାଇଁ ସାଇନ କରେଇଛନ୍ତି ବୋଲି ଶୁଣିବାକୁ ମିଳିଛି । ତେବେ ସିନେମାରେ ତବୁଙ୍କ କମିକ ରୋଲରେ ଅଭିନୟ ରହିବ । ଗୋଟେ ବର୍ଷ ପୂର୍ବରୁ ତବୁଙ୍କ ଏହି ଅଫର ଦେଇଥିଲେ ରୋହିତ…
Read More...

କ୍ୟାଟ୍ରିନା କୈଫଙ୍କୁ ମାତ୍ ଦେଲେ ଦୀପିକା ! ହଲିଉଡ ବିଜ୍ଞାପନର ଆମ୍ବାସାଡର ହେବେ ଦୀପିକା

ସିନେମା ପରେ ଏବେ ହଲିଉଡ ବିଜ୍ଞାପନରେ କ୍ୟାଟ୍ରିନା କୈଫଙ୍କୁ ପଛରେ ପକାଇଲେ ଡିମ୍ପଲ ସୁନ୍ଦରୀ ଦୀପିକା ପାଦୁକୋନ । ନିକଟରେ ଏକ କସମେଟିକ ତଥା ମହିଳାଙ୍କ ପ୍ରସାଧାନ ସାମଗ୍ରୀ ଉପରେ ପର୍ଯ୍ୟବେଶିତ ବିଜ୍ଞାପନର ଆମ୍ବାସାଡର ପାଇଁ ପ୍ରଥମେ କ୍ୟାଟ୍ରିନାଙ୍କ ନାଁ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ…
Read More...

ନିର୍ଦ୍ଦେଶନା ମଇଦାନକୁ ଓହ୍ଲାଇବେନି ହ୍ରିତିକ !

ସିନେମା ‘କ୍ରିସ ଫୋର’ର ନିର୍ଦ୍ଦେଶନା ଦେବେ ହ୍ରିତିକ ରୋଶନ । ନିକଟରେ ଶୁଣିବାକୁ ମିଳୁଥିବା ଏହି ଖବରରେ ଏବେ ପଡିଛି ପୂର୍ଣ୍ଣଛେଦ । କାରଣ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଲଗାଇଛନ୍ତି ବାପା ରାକେଶ ରୋଶନ । ହ୍ରିତିକ ନିର୍ଦ୍ଦେଶନା ମଇଦାନକୁ ଓହ୍ଲାଇବେନି ବଂର ନିଜର ଅଭିନୟ ଜାରି ରଖିବେ ବୋଲି…
Read More...