Browsing Category

ମନୋରଞ୍ଜନ

ବରଫ ପାହଡରେ ସ୍ୱାମୀ ଡେନିଏଲଙ୍କ ସହ ଛୁଟି ଉପଭୋଗ କଲେ ପର୍ଣ୍ଣଷ୍ଟାର ସନ୍ନି ଲିଓନି

ପର୍ଣ୍ଣଷ୍ଟାର ସନ୍ନି ଲିଓନି କଶ୍ମୀରରେ ସ୍ୱାମୀ ଡେନିଏଲ ବିବରଙ୍କ ସହ ଛୁଟି ଉପଭୋଗ କରୁଛନ୍ତି । ସନି ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେଆର କରିଛନ୍ତି । ଏହି ଫଟୋରେ ଉଭୟେ ବରଫ ପାହଡରେ ମସ୍ତୀ କରୁଥିବାର ନଜର ଆସୁଛନ୍ତି । ଏହାସହ ସନ୍ନି ବରଫରେ ଖସୁଥିବାର ଦୃଶ୍ୟକୁ ୟୁଟ୍ୟୁବ ଜରିଆରେ ଶେୟାର…
Read More...

ଆକର୍ଷଣୀୟ ଦିଶିବାକୁ ଯାଇ ଏକତା ହେଲେ ହଟ୍ଟହଟ୍ଟା !

ଅଧିକାଂଶ ସମୟରେ ସିନେ ତାରକାମାନେ ହଟ୍ ତଥା ଆକର୍ଷଣୀୟ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର ତରିକା ଆପଣେଇ ଥାନ୍ତି । ଆଉ ବେଳେ ବେଳେ ଏହା ମଧ୍ୟ ସେମାନଙ୍କ ପାଇଁ ମହଙ୍ଗା ପଡିଥାଏ । ତେବେ ନିକଟରେ ବଲିଉଡ୍ ଜଗତର ନାମକରା ସିନେମା ନିର୍ମାତା ତଥା ଏକତା କପୁର ହୋଇଛନ୍ତି ହଟ୍ଟହଟ୍ଟାର ଶିକାର ।…
Read More...

ବିବାଦରେ ‘ଜଲି ଏଲଏଲବି–ଟୁ’ ! ସିନେମାର କିଛି ଦୃଶ୍ୟ କାଟିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ

ବଲିଉଡ୍ ସିନେମା ‘ଜଲି ଏଲଏଲବି–ଟୁ’ ର କିଛି ଦୃଶ୍ୟ କାଟିବାକୁ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏକ ପିଟିସନର ଶୁଣାଣି କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ୪ଟି ଦୃଶ୍ୟ କାଟିବାକୁ କୋର୍ଟ ନିର୍ଦେଶ ଦେବା ସହ ସେନସର ବୋର୍ଡକୁ ମଧ୍ୟ ଏହି ସିନେମାର ରେଟିଂ ପରିବର୍ତନ କରିବାକୁ କୋର୍ଟ…
Read More...

‘ଫିଲୋରୀ’ ଟ୍ରେଲର ରିଲିଜ୍ ! ଭୂତ ଓ ପ୍ରେମ କାହାଣୀର ପ୍ରଯୋଜନା ସହ ଭିନ୍ନ ଚରିତ୍ରରେ ଦେଖାଦେବେ ଅନୁଷ୍କା

ବଲିଉଡ ସିନେମା ‘ଫିଲୌରୀ’ର ଟ୍ରେଲର ରିଲିଜ୍ । ଅନୁଷ୍କା ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ‘ଫିଲୌରୀ’ର ଟ୍ରେଲର ରିଲିଜ ହୋଇଛି । ଟୁଇଟରରେ ଏହି ଟ୍ରେଲରକୁ ସେୟାର କରିଛନ୍ତି ନିଜେ ଅନୁଷ୍କା । ଏଥିରେ ଅନୁଷ୍କା ଭିନ୍ନ ଓ ନୂଆ ଲୁକରେ ଦେଖା ଦେବେ । ଲଭ ଷ୍ଟୋରୀକୁ ନେଇ ପ୍ରସ୍ତୁତ ହୋଇଥିବା…
Read More...

ଖଣ୍ଡଗିରି ଯାତ୍ରାରେ ପୁଣି ଶକ୍ତି କପୁରଙ୍କ କମାଲ : ଡାଇଲଗ ଆଉ ଅଭିନୟକୁ ଦର୍ଶକଙ୍କ ତାରିଫ

କନକ ବ୍ୟୁରୋ : ଶକ୍ତି କପୁରଙ୍କ ଶକ୍ତି ପ୍ରଦର୍ଶନ । ଖଣ୍ଡଗିରି ଯାତ୍ରାରେ ପୁଣି ଆକର୍ଷଣ ପାଲଟିଲେ ବଲିଉଡ୍ ଅଭିନେତା ଶକ୍ତି କପୁର ।  ଅପେରା ଇଷ୍ଟର୍ଣ୍ଣ ରେଡର ନାଟକ ସୁନାର ପଂଜୁରୀ ମାଟିର ଶାରୀରେ ଅତିଥି କଳାକାର ଭାବେ ଅଭିନୟ କରିଛନ୍ତି ଶକ୍ତି । ମନମତାଣିଆ ଅଭିନୟ ସହ ଭଳିକି ଭଳି ଡାଇଲଗ…
Read More...

ରିଲିଜ ହେଲା ସିନେମା “ବଦ୍ରୀନାଥ କୀ ଦୁଲ୍ହନିୟା”ର ଟାଇଟଲ ଟ୍ରାକ୍

ବରୁଣ ଧୱନ ଓ ଆଲିଆ ଭଟ୍ଟଙ୍କ ସିନେମା “ବଦ୍ରୀନାଥ କୀ ଦୁଲ୍ହନିୟା”ର ଟାଇଟଲ ଟ୍ରାକ୍ ଆଜି ହୋଇଛି  ରିଲିଜ୍ । ଏଇ ଗୀତରେ ହୋଲି ଥିମରେ ଧମାଲ କରିଛନ୍ତି ଆଲିଆ ଓ ବରୁଣ । ଏହି ସିନେମା “ହମ୍ପଟି ଶର୍ମା କୀ ଦୁଲ୍ହନିୟା” ର ସିକ୍ୱେଲ । “ବଦ୍ରୀନାଥ କୀ ଦୁଲ୍ହନିୟା”ର କାହାଣୀ ବଦ୍ରୀନାଥ(ବରୁଣ) ଓ…
Read More...

ଖୁବ୍ ଶୀଘ୍ର ଛୋଟ ପରଦାରେ ନଜର ଆସିପାରନ୍ତି ବ୍ଳାକବିୟୁଟି ବିପାଶା !

ଖୁବ୍ ଶୀଘ୍ର ରିୟାଲିଟି ଶୋ’ରେ ନଜର ଆସିପାରନ୍ତି ବଲିଉଡ ବ୍ଳାକବିୟୁଟି ବିପାଶା ବସୁ । ବିପାଶା ବଲିଉଡ ଜଗତରେ ଅନେକ ସିନେମା କରିବା ପରେ ଏବେ ଛୋଟ ପରଦାରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ‘ଲ୍ୟାକମେ ଫ୍ୟାଶନ ୱିକ୍ ୨୦୧୭’ ରେ ଯୋଗ ଦେଇ ବିପାଶା ଏହା କହିଛନ୍ତି । ସେ ଆଉ ମଧ୍ୟ…
Read More...

ସତ କହିଲେ ଗିରୀଶ କୁମାର ! କ୍ୟାରିୟରର ସୁରକ୍ଷା ପାଇଁ ଲୁଚାଇ ଥିଲେ ନିଜ ବିବାହ କଥା

ସିନେମା ‘ରମେୟା ବସ୍ତାବୟାଁ’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ଗିରୀଶ କୁମାର ଏବେ ନିଜ ପର୍ସନାଲ୍ ଲାଇଫ୍ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି । ବର୍ଷେ ତଳେ ସେ ବିବାହ କରିଥିବା କଥା ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି । ତେବେ ନିଜ ବଲିଉଡ୍…
Read More...

ଭାରତୀୟ ବକ୍ସଅଫିସରେ ‘ଦଙ୍ଗଲ’ କମେଇଛି ୩୮୫ କୋଟିରୁ ଅଧିକ! ଯାହାକୁ ନେଇ ପାର୍ଟି ଦେବେ ଅମିର୍

ବଲିଉଡ୍ ସିନେମା ‘ଦଂଗଲ’ର ସଫଳତାକୁ ଅତ୍ୟନ୍ତ ଧୁମ୍ ଧାମରେ ପାଳନ କରିବା ପାଇଁ ଅମିର ଖାନ୍ ଓ ସିଦ୍ଧାର୍ଥ ରୟ କପୁର୍ ଏକ ପାର୍ଟି ଦେବାକୁ ଯାଉଛନ୍ତି । ଏହି ଉତ୍ସବରେ ବଲିଉଡର ଅନେକ ନାମୀଦାମୀ କଳାକାର ଯୋଗ ଦେବେ । ଏହି ସିନେମାଟି ଭାରତୀୟ ବକ୍ସଅଫିସରେ ୩୮୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି…
Read More...

କାହାକୁ ଆକର୍ଷିତ କରିବା ପାଇଁ ଜ୍ୟାକଲିନ ଫର୍ଣ୍ଣାଡିଜ କଲେ ପୋଲ ଡ୍ୟାନ୍ସ ?

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ନିଜର ନିଆରା ଡ୍ୟାନ୍ସ ମୁଭ ପାଇଁ ସିନେ ଜଗତରେ ବେଶ ଲୋକପ୍ରିୟ । ନିକଟରେ ଜ୍ୟାକଲିନ ସେକ୍ସି ପୋଲ ଡ୍ୟାନ୍ସ କରିଛନ୍ତି ବଲିଉଡ ଜତର ଜଣେ ନାୟକଙ୍କୁ ଆକର୍ଷତ କରିବା ପାଇଁ  । ସେ ନାୟକ ଜଣକ ଆଉ କେହି ନୁହଁ ସେ ହେଲେ ସିଦ୍ଧାର୍ଥ ମଲହୋତ୍ରା । କିନ୍ତୁ…
Read More...