Browsing Category

ମନୋରଞ୍ଜନ

ସବୁଠାରୁ ମହଙ୍ଗା ଛାଡପତ୍ର ! ଅମିର ଖାନଙ୍କୁ ଗଣିବାକୁ ପଡିଥିଲା ୫୦ କୋଟି ଟଙ୍କା

ଏହି ମାମଲାଟି ସେବେକାର ଯେତେବେଳେ ବଲିଉଡର ସୁପରଷ୍ଟାର ଅମିର ଖାନ ‘ଲଗାନ’ ସିନେମାରେ କାମ କରୁଥିଲେ ଆଉ କିରଣ ରାଓ ସେହି ସିନେମାର ଥିଲେ ଆସିଷ୍ଟାଣ୍ଡ ନିର୍ଦ୍ଦେଶକ । ତେବେ ଅମିର ପୂର୍ବରୁ ହିଁ ବିବାହିତ ଥିଲେ କିନ୍ତୁ କିରଣଙ୍କ ସୌନ୍ଦର୍ଯ୍ୟରେ ଏଭଳି ବିମୋହିତ ହୋଇ ପଡିଥିଲେ କି ସେ ତାଙ୍କ…
Read More...

ଚର୍ଚ୍ଚାରେ ‘ଇନ୍ଦୁ ସରକାର’ ! ସିନେମାରେ ନିଲ ନଜର ଆସିଛନ୍ତି ଏକ ନୂଆ ଅବତାରରେ

ମଧୁର ଭଣ୍ଡାରକରଙ୍କ ଆଗାମୀ ସିନେମା ‘ଇନ୍ଦୁ ସରକାର’ର ଫାଷ୍ଟ୍ ଲୁକ୍ ଏବେ ଚର୍ଚ୍ଚାରେ । ମଧୁରଙ୍କ ଏହି ସିନେମାର ଏକ ଫଟୋକୁ ନେଇ ଏବେ ବଲିଉଡ ଜଗତରେ ଜୋର ଧରିଛି ଚର୍ଚ୍ଚା । ଏହି ଫଟୋଟିରେ ଅଭିନେତା ନିଲ ନିତିନ୍ ମୁକେଶ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଂଜୟ ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଛନ୍ତି ।…
Read More...

ସିନେମା ‘ବେଗମ୍ ଜାନ’ର ନୂଆ ପୋଷ୍ଟର୍ ରିଲିଜ୍ !

ବିଦ୍ୟା ବଲାନଙ୍କ ଆଗାମୀ ସିନେମା ‘ବେଗମ୍ ଜାନ’ର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏହି ପୋଷ୍ଟରରେ ବିଦ୍ୟା ବିଲାନଙ୍କୁ ଏକଦମ୍ ଦବଙ୍ଗ୍ ଲୁକରେ ଦେଖିବାକୁ ମିଳୁଛି । ବିଦ୍ୟା ହାତରେ ହୁକ୍କା ଧରି ବସିଥିବା ବେଳେ ପୋଷ୍ଟରେ ଲେଖାରହିଛି ମାଇ ବଡି, ମାଇ ହାଉସ୍, ମାଇ କଂଟ୍ରି, ମାଇ ରୁଲ୍ । ଏହି…
Read More...

ରେଖାଙ୍କ ମଥାର ସିନ୍ଦୁର ସଂଜୟଙ୍କ ନାଁର ନୁହେଁ ! ରହସ୍ୟରେ ଆସିଲା ନୂଆ ମୋଡ

ଅନେକ ରହସ୍ୟର ଚାବି ହେଉଛି ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ମଥାର ସିନ୍ଦୁର । ସ୍ୱାମୀ ମୁକେଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ବଲିଉଡର ଏହି ବର୍ଷୀୟାନ୍ ଅଭିନେତ୍ରୀ କାହା ପାଇଁ ମଥାରେ ସିନ୍ଦୁର ଲଗାଉଛନ୍ତି । ଏହି ରହସ୍ୟକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳୁଥିଲା । କେହି କହୁଥିଲେ ସେ ବିଗ୍ ବିଙ୍କ…
Read More...

ଜେଲ୍ ଯିବେ ରଣବୀର ! ୭ଦିନ ପାଇଁ ରହିବେ ଭୋପାଳ କାରାଗାରରେ

୭ ଦିନ ପାଇଁ ଜେଲ୍ ଯିବେ ବଲିଉଡର ଚକଲେଟ୍ ବୟ ରଣବୀର କପୁର୍ । କିନ୍ତୁ କୌଣସି ଅପରାଧ ପାଇଁ ନୁହେଁ ବରଂ ନିଜର ଆଗାମୀ ସିନେମା ପାଇଁ । ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ସିନେମାରେ ରଣବୀର ସଂଜୟଙ୍କ ଭୂମିକାରେ ନଜର ଆସିବେ । ତେଣୁ କପୁର ପରିବାରର ଏହି ଲାଡଲା ରିଲରେ ରିୟଲ ମୁନ୍ନା ଭାଇ…
Read More...

ଅର୍ଜୁନ ରାମପାଲଙ୍କ ପାଇଁ ପତ୍ନୀ ମେହେର ଓ ସୁଜୈନ ଖାନଙ୍କ ମଧ୍ୟରେ ଝଗଡା ! ପାର୍ଟିରେ ଉଭୟେ କଲେ ଜୋରଦାର ହଙ୍ଗାମା

ସିିନେମାରୁ ଦୂରେଇ ଯାଇଥିବା ବଲିଉଡ ଅଭିନେତା ଫରଦୀନ ଖାନ କିଛି ଦିନ ପୂର୍ବରୁ ନିଜର ଜଣେ ବନ୍ଧୁ ଆଦିତ୍ୟ ଗରବାରେ ଓ ରେଣୁ ଚେନାନୀଙ୍କ ପାଇଁ ବିବାହ ପୂର୍ବରୁ ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ସୋନାକ୍ଷୀ ସିହ୍ନା, ସୋହେଲ ଖାନ, ସୁଜୈନ ଖାନ, ଜାୟେଦ ଖାନ, ଚଙ୍କି ପାଣ୍ଡେ ଆଦି…
Read More...

ଅନ୍ୟ ପାଇଁ ପ୍ରେରଣା ସାଜିଲେ ଦିବ୍ୟାଙ୍ଗ ବିଜୟଲକ୍ଷ୍ମୀ ! ଲଗାତର ଭାବେ ପ୍ରାୟ ୬୭ଟି ଗୀତରେ ବୀଣା ବଜାଇ ଭାଙ୍ଗିଲେ…

ମାଲାୟାଲମର ଫେମସ ଗାୟିକା ବାଇକୋମ ବିଜୟଲକ୍ଷ୍ମୀଙ୍କ କାରନାମାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଉ ଯେଉଁଥି ପାଇଁ ତାଙ୍କର ନାଁ ୱଲ୍ଡ ରେକର୍ଡରେ ସ୍ଥାନ ପାଇଛି । ସୂଚନା ମୁତାବକ, ବିଜୟଲକ୍ଷ୍ମୀ ଗତ ରବିବାର କୋଚିରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଲଗାତର ଭାବେ ୫ ଘଂଟା ଧରି ଗାୟତ୍ରୀ ବୀଣା…
Read More...

ହ୍ୟାକରଙ୍କ ଟାର୍ଗେଟରେ ସିନେ ତାରକା ! ହଲିଉଡର ସୁପର ମଡେଲ କେଟ୍ ମୋସ୍ ହେଲେ ଏହାର ଶିକାର

ହ୍ୟାକରଙ୍କ ଟାର୍ଗେଟରେ ଏବେ ସିନେ କଳାକାର । କିଛି ଦିନ ହେଲା ଏଭଳି ଖବରକୁ ନେଇ ସିନେମା ଜଗତରେ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ଏହାର ଶିକାର ହୋଇଛନ୍ତି ହଲିଉଡର ସୁପର ମଡେଲ ତଥା ନାୟିକା କେଟ୍ ମୋସ୍ । ତେବେ କେଟଙ୍କର କିଛି ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଲିକ୍ ହୋଇଛି ଆଉ ଯାହାକୁ…
Read More...

ମଡେଲ ସୋଫିଆଙ୍କ ପୁଣି ଏକ ଖୁଲାସା ! କହିଲେ ତାଙ୍କ ବିବାହରେ ଯୋଗ ଦେବେ ସ୍ୱୟଂ ଶିବ ଏବଂ ବୁଦ୍ଧ

ନିକଟରେ ମଡେଲ ସୋଫିଆ ହୟାତ୍ ନିଜର ନିର୍ବନ୍ଧକୁ ନେଇ ସୋସିଆଲ୍ ମିଡିଆରେ ପ୍ରଚାର କରିଥିଲେ । ଖାଲି ସେତିକି ନୁହେଁ ମାର୍ଚ୍ଚ ଶେଷ ସପ୍ତାହରେ ସେ ବିବାହ କରିବେ ବୋଲି ସୂଚନା ମଧ୍ୟ ଦେଇଥିଲେ । ଏବେ ପୁଣି ଏକ ଖୁଲାସା କରିଛନ୍ତି ସୋଫିଆ ହୟାତ୍ । ସୂଚନା ମୁତାବାକ,ନିକଟରେ ଏକ ସାକ୍ଷାତକାରରେ…
Read More...

ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ କାରଣରୁ ଜୁନିୟର ବଚ୍ଚନ ଆରେଷ୍ଟ !

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ମଧ୍ୟରେ ଥିବା ସଂପର୍କ ବିଷୟ ପ୍ରାୟତଃ ସମସ୍ତଙ୍କୁ ଜଣାଥିବ । କାରଣ ଦୁହିଁଙ୍କ ସଂପର୍କ ବହୁତ ପୁରୁଣା । କିନ୍ତୁ ଜୁନିୟର ବଚ୍ଚନ ଏବେ ଗିରଫ ହେବାକୁ ଯାଉଛନ୍ତି । ସେ ପୁଣି ରାମ ଗୋପାଲଙ୍କ ପାଇଁ । କଥାଟା ଶୁଣିଲେ ଆପଣ…
Read More...